"ବରଗଡ଼ ଜିଲ୍ଲା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେNo edit summary |
ଟିକେ r2.7.1) (Robot: Adding es:Distrito de Bargarh |
||
୧୧୧ କ ଧାଡ଼ି: | ୧୧୧ କ ଧାଡ଼ି: | ||
[[de:Bargarh (Distrikt)]] |
[[de:Bargarh (Distrikt)]] |
||
[[en:Bargarh district]] |
[[en:Bargarh district]] |
||
[[es:Distrito de Bargarh]] |
|||
[[gu:બારગઢ જિલ્લો]] |
[[gu:બારગઢ જિલ્લો]] |
||
[[hi:बरगड़ जिला]] |
[[hi:बरगड़ जिला]] |
୦୫:୧୫, ୨୬ ଅକ୍ଟୋବର ୨୦୧୧ ଅନୁସାରେ କରାଯାଇଥିବା ବଦଳ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ବରଗଡ଼ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକସଭା | ବରଗଡ଼ |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନସଭା | ୫ଟି ଆସନ
|
Area | |
• ଜିଲ୍ଲା | 5837 km2 (2,254 sq mi) |
Population (୨୦୧୧) | |
• ଜିଲ୍ଲା | ୧୪୭୮୮୩୩ |
• Density | 253/km2 (660/sq mi) |
• Urban | ୧୪୯୭୦୮ |
• Rural | ୧୩୨୯୧୨୫ |
• ୬ ବର୍ଷରୁ କମ ଶିଶୁ | ୧୫୬୧୮୫ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୪ xxx |
ତାର (ଏସ୍.ଟି.ଡ଼ି) | ୦୬ |
ଯାନବାହାନ ପଞ୍ଚୀକରଣ | OR-17 |
ଜିଲ୍ଲାପାଳ | ଭାଗିରଥୀ ମିଶ୍ର |
Website | Official website |
ବରଗଡ଼ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ବରଗଡ଼ ଏହାର ପ୍ରଶାସନିକ ମୁଖ୍ୟ ସହର ।
ଅବସ୍ଥାନ
- ବରଗଡ଼ ଓଡ଼ିଶାର ପଶ୍ଚିମରେ ଅବସ୍ଥିତ
- ପଶ୍ଚିମରେ: ଛତିଶଗଡ଼ ରାଜ୍ୟ
- ଉତ୍ତରପୂର୍ବରେ: ସମ୍ବଲପୁର ଜିଲ୍ଲା
- ଦକ୍ଷିଣରେ: ବଲାଙ୍ଗୀର ଜିଲ୍ଲା ଓ ସୁବର୍ଣ୍ଣପୁର ଜିଲ୍ଲା
- ଦକ୍ଷିଣ ପଶ୍ଚିମରେ: ନୂଆପଡ଼ା ଜିଲ୍ଲା
ବିଶେଷତା
- ଆୟତନ: ୫୮୩୨ ବର୍ଗ ମି.
- ଲୋକସଂଖ୍ୟା: ୧,୩୪୫,୬୦୧
- ଲୋକସଂଖ୍ୟା ଘନତା: କି.ମି. ପ୍ରତି ୨୩୧
ଜନସଂଖ୍ୟା
୨୦୧୧ ଜନଗଣନା [୧]ଅନୁସାରେ, ବରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୭୮,୮୩୩ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୯,୧୨୫ ଓ ସହରାଞ୍ଚଳରେ ୧,୪୯,୭୦୮ ଲୋକ ବାସ କରନ୍ତି [୨] |
- ପୁରୁଷ: ୭,୪୮,୩୩୨
- ଗ୍ରାମାଞ୍ଚଳ: ୬,୭୨,୦୦୪
- ସହରାଞ୍ଚଳ: ୭୬,୩୨୮
- ମହିଳା: ୭,୩୦,୫୦୧
- ଗ୍ରାମାଞ୍ଚଳ: ୬,୫୭,୧୨୧
- ସହରାଞ୍ଚଳ: ୭୩,୩୮୦
- ଛ ବର୍ଷରୁ କମ: ୧,୫୬,୧୮୫
- ଗ୍ରାମାଞ୍ଚଳ: ୧,୪୦,୬୪୮
- ସହରାଞ୍ଚଳ: ୧୫,୫୩୭
- ପଢୁଆ ହାର: ୭୫.୧୬%
- ପୁରୁଷ: ୮୪.୨୮%
- ମହିଳା: ୬୫.୮୪%
ଏହି ଜିଲାଟି ଅବିଭକ୍ତ ସମ୍ବଲପୁରରୁ ବିଭକ୍ତ ହୋଇ ତିଆରି ହୋଇଅଛି । ମହାନଦୀ ଉପରେ ତିଆରି ହୀରାକୁଦ ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲାର ଉତ୍ତର ଅଧା ଧାନ ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।[୩]
ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, ବରଗଡ଼ ଓ ପଦମପୁର ଓ ୧୨ ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା ବରଗଡ଼, ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।
ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନ ମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀ ରେ ନିର୍ମିତ ଏକ ବୈଷ୍ନବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡି ବା ମାର୍ଜାର ରୂପେ ପୁଜା ପାଇଥାନ୍ତି । [୪]
ଆଧାର
ବାହାର ଲିଙ୍କ