"ଉଇକିପିଡ଼ିଆ:କର୍ମଶାଳା/କଟକ/୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୬୮ କ ଧାଡ଼ି: ୬୮ କ ଧାଡ଼ି:
# --[[User:Odisha1|<font face="Curlz MT" size="4.5" style="color:#000000;color:#FF4500"><i>Srikant</i></font>]]&nbsp;[[user_talk:Odisha1|<font face="Curlz MT" size="4.5" style="color:#000000;color:#008000"><i>Kedia</i></font>]]
# --[[User:Odisha1|<font face="Curlz MT" size="4.5" style="color:#000000;color:#FF4500"><i>Srikant</i></font>]]&nbsp;[[user_talk:Odisha1|<font face="Curlz MT" size="4.5" style="color:#000000;color:#008000"><i>Kedia</i></font>]]
# -- [[User:Psubhashish|ସୁଭାସିସ ପାଣିଗାହି]] ([[User talk:Psubhashish|ମୋ କଥା]])
# -- [[User:Psubhashish|ସୁଭାସିସ ପାଣିଗାହି]] ([[User talk:Psubhashish|ମୋ କଥା]])
# --[[User:Krupasindhu Muduli]]
# --[[User:Krupasindhu Muduli|<span style="font-size:15.0pt; color:black">????<span style="color: #CCCCCC; background: #666666">??????</span></span><span style="font-size:12.0pt; color:black">Krupasindhu</span>]]


=== ଶୁଭେଚ୍ଛା (Best wishes) ===
=== ଶୁଭେଚ୍ଛା (Best wishes) ===

୧୮:୩୫, ୫ ଅକ୍ଟୋବର ୨୦୧୧ ଅନୁସାରେ କରାଯାଇଥିବା ବଦଳ

ସାରକଥା

ଏଇ କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏଇଟି ୬ଷ୍ଠ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଓ ଓଡ଼ିଶାରେ ହେଉଥିବା ଦ୍ୱିତୀୟ କର୍ମଶାଳା, ତେଣୁ ସବୁ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଡକରା ।

ଜାଗା ଓ ଠିକଣା ( Venue and Date )

ତାରିଖ/Date: : ରବିବାର/Sunday, ୨୦୧୧-ଅକ୍ଟୋବର-୦୯ / 2011-October-09

କେଉଁ ମାନେ ଭାଗ ନେଇପାରିବେ (Who can participate)

ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି, ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଯେବେ ଅନ୍ୟ ଭାରତୀୟ ଭାଷାରେ ଉଇକିପିଡ଼ିଆର ମୂଳଦୁଆ ବି ପଡ଼ିନଥିଲା, ହେଲେ କାମ ଅଭାବରୁ ସେଇଟି ଏବେ ସବୁଠୁ ପଛରେ ପଡ଼ିଯାଇଛି, ତେଣୁ ଆମେ ଏଇ ୨ୟ ଓଡ଼ିଆ ଉଇକି କରମଶାଳା ଜରିଆରେ ୨୦୦୦ ବରଷ ପୁରୁଣା ସେହି ଓଡ଼ିଆ ଭାଷାକୁ ପୁଣି ଉଇକିପିଡ଼ିଆ ଜରିଆରେ ଆଗକୁ ବଢ଼ାଇବା । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda)

ପ୍ରଥମ ପ୍ରସଙ୍ଗ: ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ

  • ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି

ଦ୍ଵିତୀୟ ପ୍ରସଙ୍ଗ: ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ

  • - କେମିତି ଖୋଜିବେ ଲେଖାଟିଏ
  • - କେମିତି ବଦଳାଇବେ ପୁରୁଣା ଲେଖା, ବୋଲ୍ଡ, ତେରେଛା ଓ ===ବଡ଼ ଅକ୍ଷର=== କେମିତି ଲେଖିବେ
  • - ଆଧାର ଓ ବାହାର ଲିଙ୍କ ଯୋଡ଼ିବେ କେମିତି
  • - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
  • - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ ଲେଖିବେ ନାହିଁ

ଦ୍ଵିତୀୟ ପ୍ରସଙ୍ଗ ପରର ଆଲୋଚନା:

  • - ଓଡ଼ିଆ ଉଇକିପିଡ଼ିଆ କାହିଁକି ?
  • - ଓଡ଼ିଆରେ ପଢ଼ିବାରେ ଅସୁବିଧା ଓ ତାହାର ସମାଧାନ
  • - ନଗଦ ଯୋଡ଼ାଯାଇଥିବା ନୁଆ ନୁଆ ସୁବିଧା
  • - ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କରିବାକୁ ଥିବା କାମସବୁ
  • - ସଙ୍ଘ ଗଢ଼ା
  • - ଅନୁବାଦରେ ଅସୁବିଧା ଓ ସମାଧାନ
  • - ସ୍କୁଲ ପିଲାଙ୍କ ପାଇଁ ଓଡ଼ିଆ ଉଇକିପିଡ଼ିଆରେ ନୁଆ ନୁଆ ସୁବିଧା

Main Agenda:
Session1:Introduction to Wikipedia and odia wiki projects

  • - Introduction about Wikipedia and Odia Wikipedia
  • - Current status of Odia Wikipedia

Session2:Introduction to Editing in Wikipedia

  • - How to edit any page in Odia Wikipedia
  • - How to add Bold, Italicised, === Headings === and "sign" and other commonly used syntaxes
  • - How to add references and external links
  • - Editing conflicts and how to solve them
  • - What to write and what NOT to add in Odia Wikipedia

Post Session2 discussions:

  • - Why Wikipedia Odia?
  • - Recent developments and new features added in Wikipedia
  • - Future deveopment and possible opportunities with Wikipedia
  • - Discussion of common problems raised (And by audience)
  • - Display and typing issues and solution
  • - Building community
  • - Translation issues & possible measures to solve them
  • - Incubation of new projects for students in Odia Wikipedia
  • - Future Projects for Odia Wikipedia

ଆୟୋଜନ କରୁଛନ୍ତି (Organizers)

  1. ଓଡିଆ ବିଶ୍ଵବିଦ୍ୟାଳୟ ସ୍ଥାପନ କମିଟି
  2. ସଁବି ମହାତ (ମୋ କଥା)
  3. Srikant Kedia (talk)
  4. ସୁଭାସିସ ପାଣିଗାହି (ମୋ କଥା)


ଭାଗନେଉଛନ୍ତି (Participants)

ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ଭାଗ ନେଉଛନ୍ତି (Attending)

  1. --Srikant Kedia
  2. -- ସୁଭାସିସ ପାଣିଗାହି (ମୋ କଥା)
  3. --User:Krupasindhu Muduli

ଶୁଭେଚ୍ଛା (Best wishes)

  1. My best wishes :) I am looking forward to see more active wikipedians. -ଅηsuмaη Talk ୦୮:୦୧, ୫ ଅକ୍ଟୋବର ୨୦୧୧ (UTC)

ଖବରରେ (In News)

ଫେସବୁକ (Facebook)

ଟୁଇଟର (Twitter)

ଫଟ (Photos)

ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Bhubaneswar Odia Workshop 2011Oct09