"ବରଗଡ଼ ଜିଲ୍ଲା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେNo edit summary |
ଟିକେNo edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{stub}} |
|||
{{Infobox settlement |
{{Infobox settlement |
||
<!-- See Template:Infobox settlement for additional fields and descriptions --> |
<!-- See Template:Infobox settlement for additional fields and descriptions --> |
||
୧୭ କ ଧାଡ଼ି: | ୧୬ କ ଧାଡ଼ି: | ||
|pushpin_map_caption = [[ଓଡ଼ିଶା]]ରେ ଅବସ୍ଥାନ |
|pushpin_map_caption = [[ଓଡ଼ିଶା]]ରେ ଅବସ୍ଥାନ |
||
| named_for = |
| named_for = |
||
| seat_type = [[ |
| seat_type = [[ଓଡି଼ଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ|ବିଧାନସଭା]] |
||
| seat = ୫ଟି ଆସନ {{collapsible list|title={{nbsp}}|୧. ପଦ୍ମପୁର (୦୦୧)</br>୨. ବିଜେପୁର (୦୦୨)</br>୩. ବରଗଡ଼ (୦୦୩)</br>୪. ଅତାବିରା (୦୦୪)</br>୫. ଭଟ୍ଲି (୦୦୫)}} |
| seat = ୫ଟି ଆସନ {{collapsible list|title={{nbsp}}|୧. ପଦ୍ମପୁର (୦୦୧)</br>୨. ବିଜେପୁର (୦୦୨)</br>୩. ବରଗଡ଼ (୦୦୩)</br>୪. ଅତାବିରା (୦୦୪)</br>୫. ଭଟ୍ଲି (୦୦୫)}} |
||
|subdivision_type = ଦେଶ |
|subdivision_type = ଦେଶ |
||
୨୩ କ ଧାଡ଼ି: | ୨୨ କ ଧାଡ଼ି: | ||
|subdivision_type1 = ରାଜ୍ୟ |
|subdivision_type1 = ରାଜ୍ୟ |
||
|subdivision_name1 = [[ଓଡ଼ିଶା]] |
|subdivision_name1 = [[ଓଡ଼ିଶା]] |
||
|subdivision_type2 = [[ |
|subdivision_type2 = [[ଓଡି଼ଶାର ଲୋକସଭା ନିର୍ବାଚନ ମଣ୍ଡଳୀ ତାଲିକା|ଲୋକସଭା]] |
||
|subdivision_name2 = [[ବରଗଡ଼ (ଲୋକସଭା ନିର୍ବାଚନ ମଣ୍ଡଳି)| ବରଗଡ଼]] |
|subdivision_name2 = [[ବରଗଡ଼ (ଲୋକସଭା ନିର୍ବାଚନ ମଣ୍ଡଳି)| ବରଗଡ଼]] |
||
| subdivision_type3 = ଭାଷା |
| subdivision_type3 = ଭାଷା |
||
| subdivision_name3 =[[ଓଡ଼ିଆ]], [[ଇଂରାଜୀ]] |
| subdivision_name3 =[[ଓଡ଼ିଆ ଭାଷା|ଓଡ଼ିଆ]], [[ଇଂରାଜୀ]] |
||
| area_total_km2 = |
| area_total_km2 = |
||
| population_total = ୧୪,୭୮,୮୩୩ |
| population_total = ୧୪,୭୮,୮୩୩ |
||
୮୬ କ ଧାଡ଼ି: | ୮୫ କ ଧାଡ଼ି: | ||
** ମହିଳା: ୬୫.୮୪% |
** ମହିଳା: ୬୫.୮୪% |
||
ଏହି ଜିଲାଟି ଅବିଭକ୍ତ [[ସମ୍ବଲପୁର ଜିଲା|ସମ୍ବଲପୁର]]ରୁ ବିଭକ୍ତ ହୋଇ ତିଆରି ହୋଇଅଛି । [[ମହାନଦୀ]] ଉପରେ ତିଆରି [[ହୀରାକୁଦ]] ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲାର |
ଏହି ଜିଲାଟି ଅବିଭକ୍ତ [[ସମ୍ବଲପୁର ଜିଲା|ସମ୍ବଲପୁର]]ରୁ ବିଭକ୍ତ ହୋଇ ତିଆରି ହୋଇଅଛି । [[ମହାନଦୀ]] ଉପରେ ତିଆରି [[ହୀରାକୁଦ]] ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲାର ଉତ୍ତର ଅଧା [[ଧାନ]] ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।<ref>http://www.navratnanews.com/ ନବରତ୍ନ ଟେଲିଭିଜନ୍</ref> |
||
ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, [[ବରଗଡ଼]] ଓ ପଦମପୁର ଓ ୧୨ ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା [[ବରଗଡ଼]], ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି । |
ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, [[ବରଗଡ଼]] ଓ ପଦମପୁର ଓ ୧୨ ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା [[ବରଗଡ଼]], ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି । |
୦୦:୦୩, ୧୫ ସେପ୍ଟେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ବରଗଡ଼ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକସଭା | ବରଗଡ଼ |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନସଭା | ୫ଟି ଆସନ
|
Area | |
• ଜିଲ୍ଲା | 5837 km2 (2,254 sq mi) |
Population (୨୦୧୧) | |
• ଜିଲ୍ଲା | ୧୪୭୮୮୩୩ |
• Density | 253/km2 (660/sq mi) |
• Urban | ୧୪୯୭୦୮ |
• Rural | ୧୩୨୯୧୨୫ |
• ୬ ବର୍ଷରୁ କମ ଶିଶୁ | ୧୫୬୧୮୫ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୪ xxx |
ତାର (ଏସ୍.ଟି.ଡ଼ି) | ୦୬ |
ଯାନବାହାନ ପଞ୍ଚୀକରଣ | OR-17 |
ଜିଲ୍ଲାପାଳ | ଭାଗିରଥୀ ମିଶ୍ର |
Website | Official website |
ବରଗଡ଼ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ବରଗଡ଼ ଏହାର ପ୍ରଶାସନିକ ମୁଖ୍ୟ ସହର ।
ଅବସ୍ଥାନ
- ବରଗଡ଼ ଓଡ଼ିଶାର ପଶ୍ଚିମରେ ଅବସ୍ଥିତ
- ପଶ୍ଚିମରେ: ଛତିଶଗଡ଼ ରାଜ୍ୟ
- ଉତ୍ତରପୂର୍ବରେ: ସମ୍ବଲପୁର ଜିଲ୍ଲା
- ଦକ୍ଷିଣରେ: ବଲାଙ୍ଗୀର ଜିଲ୍ଲା ଓ ସୁବର୍ଣ୍ଣପୁର ଜିଲ୍ଲା
- ଦକ୍ଷିଣ ପଶ୍ଚିମରେ: ନୂଆପଡ଼ା ଜିଲ୍ଲା
ବିଶେଷତା
- ଆୟତନ: ୫୮୩୨ ବର୍ଗ ମି.
- ଲୋକସଂଖ୍ୟା: ୧,୩୪୫,୬୦୧
- ଲୋକସଂଖ୍ୟା ଘନତା: କି.ମି. ପ୍ରତି ୨୩୧
ଜନସଂଖ୍ୟା
୨୦୧୧ ଜନଗଣନା [୧]ଅନୁସାରେ, ବରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୭୮,୮୩୩ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୯,୧୨୫ ଓ ସହରାଞ୍ଚଳରେ ୧,୪୯,୭୦୮ ଲୋକ ବାସ କରନ୍ତି [୨] |
- ପୁରୁଷ: ୭,୪୮,୩୩୨
- ଗ୍ରାମାଞ୍ଚଳ: ୬,୭୨,୦୦୪
- ସହରାଞ୍ଚଳ: ୭୬,୩୨୮
- ମହିଳା: ୭,୩୦,୫୦୧
- ଗ୍ରାମାଞ୍ଚଳ: ୬,୫୭,୧୨୧
- ସହରାଞ୍ଚଳ: ୭୩,୩୮୦
- ଛ ବର୍ଷରୁ କମ: ୧,୫୬,୧୮୫
- ଗ୍ରାମାଞ୍ଚଳ: ୧,୪୦,୬୪୮
- ସହରାଞ୍ଚଳ: ୧୫,୫୩୭
- ପଢୁଆ ହାର: ୭୫.୧୬%
- ପୁରୁଷ: ୮୪.୨୮%
- ମହିଳା: ୬୫.୮୪%
ଏହି ଜିଲାଟି ଅବିଭକ୍ତ ସମ୍ବଲପୁରରୁ ବିଭକ୍ତ ହୋଇ ତିଆରି ହୋଇଅଛି । ମହାନଦୀ ଉପରେ ତିଆରି ହୀରାକୁଦ ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲାର ଉତ୍ତର ଅଧା ଧାନ ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।[୩]
ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, ବରଗଡ଼ ଓ ପଦମପୁର ଓ ୧୨ ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା ବରଗଡ଼, ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।
ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନ ମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀ ରେ ନିର୍ମିତ ଏକ ବୈଷ୍ନବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡି ବା ମାର୍ଜାର ରୂପେ ପୁଜା ପାଇଥାନ୍ତି । [୪]
ଆଧାର
ବାହାର ଲିଙ୍କ