"ସୁବର୍ଣ୍ଣପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 20°51′N 83°54′E / 20.85°N 83.9°E / 20.85; 83.9
ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେNo edit summary
୨୮ କ ଧାଡ଼ି: ୨୮ କ ଧାଡ଼ି:
| subdivision_name3 =[[ଓଡ଼ିଆ]], [[ଇଂରାଜୀ]]
| subdivision_name3 =[[ଓଡ଼ିଆ]], [[ଇଂରାଜୀ]]
| area_total_km2 =
| area_total_km2 =
| population_total =
| population_total = ୬,୫୨,୧୦୭
| population_as_of =୨୦୧୧
| population_as_of =୨୦୧୧
| population_rank =
| population_rank =
୩୪ କ ଧାଡ଼ି: ୩୪ କ ଧାଡ଼ି:
| population_urban =
| population_urban =
| population_rural =
| population_rural =
| sex_ratio =
| sex_ratio = ୯୫୯
| child_sex_ratio =
| child_sex_ratio = ୯୪୭
|population_blank1_title = ୬ ବର୍ଷରୁ କମ ଶିଶୁ
|population_blank1_title = ୬ ବର୍ଷରୁ କମ ଶିଶୁ
|population_blank1 =
|population_blank1 =
| literacy_rate_total =
| literacy_rate_total = ୭୪.୪୨%
| literacy_male =
| literacy_male = ୮୪.୭୮%
| literacy_female = %
| literacy_female = ୬୩.୬୩%
| temp =
| temp =
| temp_summer = ୪୫
| temp_summer = ୪୫

୦୭:୦୭, ୧୦ ସେପ୍ଟେମ୍ବର ୨୦୧୧ ଅନୁସାରେ କରାଯାଇଥିବା ବଦଳ


ସୁବର୍ଣ୍ଣପୁର
—  ଜିଲ୍ଲା  —
ସୁବର୍ଣ୍ଣପୁର
ସୁବର୍ଣ୍ଣପୁରର ଅବସ୍ଥାନ
ଓଡ଼ିଶା
ଦିଗବାରେଣି 20°51′N 83°54′E / 20.85°N 83.9°E / 20.85; 83.9
ଦେଶ ଭାରତ
ରାଜ୍ୟ ଓଡ଼ିଶା
ସଦର ମହକୁମା ସୁବର୍ଣ୍ଣପୁର ବା ସୋନପୁର
ଜିଲ୍ଲାପାଳ ଶ୍ରୀ ଗଗନ ବିହାରୀ ସ୍ଵାଇଁ
ସାଂସଦ କଳିକେଶ ନାରାୟଣ ସିଁଦେଓ, ବିଜେଡ଼ି
ସଂସଦ ବଲାଙ୍ଗୀର
ବିଧାନ ସଭା ୨ଟି ଆସନ
 
  • ୧. ବୀରମହାରାଜପୁର (୬୪)
    ୨. ସୋନପୁର (୬୫)
ଲୋକସଂଖ୍ୟା

ଘନତା

୫,୪୧,୮୩୫ (2001)

231/km2 (598/sq mi)

ପୁରୁଷ-ନାରୀ ଅନୁପାତ 1.035 /
ସରକାରୀ ଭାଷାସବୁ ଓଡ଼ିଆ, ଇଂରାଜୀ
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା 2,284.4 square kilometres (882.0 sq mi)
ପାଣିପାଗ

ପ୍ରେସିପିଟେସନ

Aw (କୋପିଆନ)

     1,443.5 mm (56.83 in)

କୋଡ଼
ବେବସାଇଟ subarnapur.nic.in

ସୋନପୁର ଜିଲ୍ଲା ବା ସୁବର୍ଣ୍ଣପୁର ଜିଲ୍ଲା, ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସୋନପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରର ଅଧିବାସୀ ସାଧାରଣତ ଷୋନାପୁରିଆ ଭାବରେ ଜଣାଶୁଣା ।

ଜିଲ୍ଲା ବିଷୟରେ

ସୋନପୁର ଜିଲ୍ଲା ସୋନପୁର ଓ ବୀରମହରାଜପୁର ନାମରେ ଦୁଇଟି ଉପଖଣ୍ଡ ନେଇ ଗଠିତ । ସୋନପୁର ସହର ଏହାର ପ୍ରଶାସନିକ ମୁଖ୍ୟାଳୟ । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡ଼ୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।

ପର୍ଯ୍ୟଟନ ସ୍ଥଳ

  • ଲଙ୍କେଶ୍ଵରୀ ମନ୍ଦିର
ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
  • ସୁବର୍ଣ୍ଣମେରୁ ମନ୍ଦିର
ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଠାକୁରାଣୀ ମନ୍ଦିର ।
  • ମହିମା ପୀଠ, ଖଲିଆପାଲି
ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
କୋଟ ସମଲାଏ ସୋନପୁର ଜିଲାର କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
  • ପାପକ୍ଷୟ ଘାଟ, ବିନକା
  • କପିଳେଶ୍ଵର ମନ୍ଦିର, ଚରଡ଼ା
  • ନବଗ୍ରହ କୁଣ୍ଡ
  • ଦିଗଶୀରାର ଅଙ୍ଗନଦୀ

ଆହୁରି ଦେଖନ୍ତୁ

ହନୁମାନ ପୋଡ଼ି ସୋନପୁର ଜିଲାର ଏକ ପ୍ରଧାନ ପର୍ବ । ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।

ଗ୍ୟାଲେରି

Alt text
ସୁବର୍ଣ ମେରୁ ମନ୍ଦିର
Alt text
କୋଟସମଲାଏର ପାତାଳି ଶ୍ରୀକ୍ଷେତ୍ର
Alt text
ବଳି ଯାତ, ଲଙ୍କେଶ୍ଵରୀ ମନ୍ଦିର
Alt text
ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର
Alt text
ସମ୍ବଲପୁରୀ ଶାଢ଼ି
Alt text
ସମ୍ବଲପୁରୀ ଶାଢ଼ି ବୁଣା
Alt text
ହନୁମାନ ପୋଡ଼ି

ଦ୍ରଷ୍ଟବ୍ୟ

  1. Pasayat, C. (1994), "Myth and Reality in Little Tradition: A Study of Dandanata in Orissa" in Man in India, Vol.74, No.4, December 1994, pp. 413–427.
  2. Pasayat, C. (1998), Tribe, Caste and Folkculture, Jaipur/New Delhi: Rawat Publications.
  3. Pasayat, C. (2003), Glimpses of Tribal and Folkculture, New Delhi: Anmol Pub. Pvt. Ltd.

ବାହାର ଲିଙ୍କ