"ପଞ୍ଚଲିଙ୍ଗେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ Robot: Interwiki standardization; cosmetic changes
୫୭ କ ଧାଡ଼ି: ୫୭ କ ଧାଡ଼ି:


[[ବିଭାଗ:ବାଲେଶ୍ଵର ଜିଲା]]
[[ବିଭାଗ:ବାଲେଶ୍ଵର ଜିଲା]]
[[category:ଓଡ଼ିଶାର ହିନ୍ଦୁ ମନ୍ଦିର]]
[[ବିଭାଗ:ଓଡ଼ିଶାର ହିନ୍ଦୁ ମନ୍ଦିର]]
[[category:ହିନ୍ଦୁ ଧର୍ମ]]
[[ବିଭାଗ:ହିନ୍ଦୁ ଧର୍ମ]]
[[category:ହିନ୍ଦୁ ମନ୍ଦିର]]
[[ବିଭାଗ:ହିନ୍ଦୁ ମନ୍ଦିର]]


[[en:Panchalingeshwar]]
[[en:Panchalingeshwar]]

୧୭:୫୫, ୬ ଅଗଷ୍ଟ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର
ପଞ୍ଚଲିଙ୍ଗେଶ୍ଵର
ପଞ୍ଚଲିଙ୍ଗେଶ୍ଵରଙ୍କ ଆସ୍ଥାନ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବାଲେଶ୍ଵର
Location
ସ୍ଥାନପଞ୍ଚଲିଙ୍ଗେଶ୍ଵର
Countryଭାରତ

ପଞ୍ଚଲିଙ୍ଗେଶ୍ଵର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ଵର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ଵରରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାଆଁ ଅନୁସାରେ ଏହି ଜାଗାର ନାଆଁ ପଞ୍ଚଲିଙ୍ଗେଶ୍ଵର ହୋଇଅଛି ।[୧]

ଗମନାଗମନ

ଏହା ନୀଳଗିରିଠାରୁ ୮ କିମି, ବାଲେଶ୍ଵର ଠାରୁ ୩୦ କିମି ଓ ବାରିପଦା ଠାରୁ ୮୫ କିମି ଦୂରତାରେ ରହିଅଛି। ଏହି ଦୁଇ ସହର ଠାରୁ ବସଯୋଗେ ଗମନାଗମନର ସୁବିଧା ଅଛି । ଏଠାରେ ଏକ ସରକାରୀ ପାନ୍ଥଶାଳା ଅଛି ।

ଆଧାର

  1. http://www.orissa-tourism.com/bsore.html
୨. ପଞ୍ଚଲିଙ୍ଗେଶ୍ଵରର ନିଆରା ପର୍ଯ୍ୟଟନ ସ୍ଥଳୀ
ପାହାଡ଼ି ଝରଣା ଭିତରେ ବାବା ପଞ୍ଚଲିଙ୍ଗେଶ୍ଵର