"ଇଣ୍ଟରନେଟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
Movses-bot (ଆଲୋଚନା | ଅବଦାନ) ଟିକେ r2.6.2) (robot Modifying: sa:अन्तरजालम् |
||
୧୪୨ କ ଧାଡ଼ି: | ୧୪୨ କ ଧାଡ଼ି: | ||
[[ru:Интернет]] |
[[ru:Интернет]] |
||
[[rue:Інтернет]] |
[[rue:Інтернет]] |
||
[[sa:अन्तरजालम्]] |
|||
[[sa:आन्तरजालं]] |
|||
[[sah:Интэриниэт]] |
[[sah:Интэриниэт]] |
||
[[scn:Internet]] |
[[scn:Internet]] |
୦୧:୫୨, ୨୮ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଇଣ୍ଟରନେଟ | |
---|---|
ଇଣ୍ଟରନେଟ |
ଇଣ୍ଟରନେଟ (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଅନେକ କମ୍ପୁଟର ଯୋଡି ହୋଇ ରହିଥାନ୍ତି, ଯାହାକି କମ୍ପୁଟର ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଯ୍ୟ କରେ ।
ପ୍ରଥମେ ଇଣ୍ଟରନେଟର ବ୍ୟବହାର ଏକ ବୈଜ୍ଞାନିକ କର୍ମଶାଳାରେ ପରସ୍ପର ସହ ସଂପର୍କ ରଖିବା ପାଇଁ କରାଯାଇଥିଲା | ହେଲେ ପରେ ପରେ ଏହାକୁ ବିଶ୍ଵବ୍ୟାପୀ ଇଣ୍ଟରନେଟରେ ପରିଣତ କରି ଦିଆଗଲା |
ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଇମେଲ ପାଇବା/ପଠାଇବା, ଚାଟିଙ୍ଗ କରିବା, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି | ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୁଆ ନୁଆ ଜ୍ଞାନ କୌଶଳର ବ୍ୟବହାର ହେଉଛି | ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ଵରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବଂ ଦେଖିପାରୁଛେ |
ଜ୍ଞାନକୌଶଳ : ଇଣ୍ଟରନେଟ ରେ କିଛି ମୁଖ୍ୟ କମ୍ପ୍ୟୁଟର ରହିଥାଏ, ଯାହାକୁ ସର୍ଭର କୁହାଯାଏ। ସର୍ଭର ଗୁଡିକ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇଥାନ୍ତି। ସର୍ଭର ବା ମୁଖ୍ୟ କମ୍ପ୍ୟୁଟର ରେ ଡାଟା ସବୁ ସାଇତି ରଖା ଯାଇଥାଏ। ପ୍ରତ୍ୟେକ ସର୍ଭର ର ସ୍ଵତନ୍ତ୍ର ନାମ ଏବଂ ଅଡ୍ରେସ ରହିଥାଏ। ଆମେ ଯେତେବେଳେ ଆମ କମ୍ପ୍ୟୁଟର ରେ ୱେବସାଇଟ ଖୋଳୁଛୁ,ସେ ପ୍ରଥମେ ନିଜର ସର୍ଭର ସହିତ ସମ୍ପର୍କ କରେ ଏବଂ ସର୍ଭର ରୁ ସମ୍ପୃକ୍ତ ପ୍ରୁଷ୍ଠା କୁ ଆମ କମ୍ପ୍ୟୁଟର ରେ ଦେଖେଇ ଥାଏ।