"ରଙ୍ଗିତ ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
ଆଧାର ସମୂହ -> ଆଧାର (ଶୈଳୀ ସମାନତା) (via JWB)
ଟିକେNo edit summary
ଟ୍ୟାଗ: Manual revert
ଟିକେ (ଆଧାର ସମୂହ -> ଆଧାର (ଶୈଳୀ ସମାନତା) (via JWB))
 
'''ରଙ୍ଗିତ ନଦୀ''' (Devanagari रंगीत)  ଭାରତୀୟ ନଦୀ ତିସ୍ତା ନଦୀର ଏକ ଉପନଦୀ । ତିସ୍ତା ଉତ୍ତର ଭାରତୀୟ ରାଜ୍ୟ ସିକ୍କିମ  ର ବୃହତ୍ତମ ନଦୀ ।  <ref>{{cite web|url=http://sikkim.nic.in/sws/glim_riv.htm|title=Rivers|work=sikkim.nic.in}}</ref> ରଙ୍ଗିତ ନଦୀ ହିମାଳୟ ପର୍ବତରୁ ପଶ୍ଚିମ ସିକ୍କିମ ଜିଲ୍ଲା ଅଞ୍ଚଳରୁ ବାହାରି ଏକ ଚିରସ୍ରୋତା ନଦୀ ଭାବରେ ଜୋରେଥାଙ୍ଗ , ପେଲିଙ୍ଗ ଓ  ଲେଗଶିପ ଅଞ୍ଚଳ ଦେଇ ପ୍ରବାହିତ ହେଇଥାଏ ।ଗ୍ରୀଷ୍ମ କାଳରେ ବରଫ ତରଳିବା ଜଳ ଓ ବର୍ଷା କାଳରେ ବର୍ଷା ଜଳ ଗ୍ରହଣ କରି ଏହା ଏକ ତୀବ୍ରଗତି ନଦୀ ଭାବରେ ବହି ଥାଏ । ଏଥିରେ ରଫଟିଙ୍ଗ ପାଇଁ ଦୁରାଗଅତ ପର୍ଯ୍ୟଟକ ଆସିଥାନ୍ତି । ଏହି ନଦୀ ତିସ୍ତା ନଦୀ ସହ ତ୍ରିବେଣୀ ନାମକ ସ୍ଥାନରେ ସଙ୍ଗମ ଲାଭ କରେ ।  <ref>{{cite web|url=http://sikkimtourism.gov.in/Webforms/General/SikkimAtAGlance/Rivers.aspx|title=:: Welcome to the Official Web Portal of Sikkim Tourism :: Sikkim at a Glance - Natures Bounty - Rivers ::|work=sikkimtourism.gov.in}}</ref><ref>{{cite web|url=http://www.darjeeling-tourism.com/darj_00002c.htm|title=Triveni - River Teesta and Rangeet Confluence|author=win7|work=darjeeling-tourism.com}}</ref> ଏହି ସ୍ଥାନ ଏକ ସୁନ୍ଦର ପିକନିକ ସ୍ଥଳ ହିସାବରେ ଖ୍ୟାତ । ଏହି ନଦୀରେ ଥିବା NHPCର ଜଳବିଦ୍ୟୁତ ପ୍ରକଳ୍ପରୁ ସିକ୍କିମ ପାଇଁ 60 ମେଗାବାଟ୍ଟ ଶକ୍ତି ମିଳିଥାଏ । <ref>[http://www.sikkimpower.org/power/rangit.aspx], Rangit Hydel Project.</ref>
 
== ଆଧାର ସମୂହ ==
{{Reflist}}
 
୧୩,୮୭୬

ଗୋଟି ସମ୍ପାଦନା

ଦିଗବାରେଣି ମେନୁ