"ତପନ କୁମାର ପ୍ରଧାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଆଧାର ଓ ଉଇକିକରଣ
ଟିକେ Regular Character Changes
୭୫ କ ଧାଡ଼ି: ୭୫ କ ଧାଡ଼ି:


== ସମ୍ମାନ ==
== ସମ୍ମାନ ==
ସେ ତାଙ୍କର [[କଳାହାଣ୍ଡି (କବିତା)|କଳାହାଣ୍ଡି]] କବିତାର ଇଂରାଜୀ ଅନୁବାଦ ନିମନ୍ତେ ୨୦୦୭ ମସିହାରେ [[କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର]]ରେ ସମ୍ମାନିତ ।<ref name="Akademi"/> ୨୦୦୭ ମସିହାରେ ସେ ସାମ୍ପ୍ରଦାୟିକ ସୌହାର୍ଦ୍ଧ ଉପରେ ସାହିତ୍ୟ ରଚନା ନିମନ୍ତେ ଇଣ୍ଡିଆନ ଏକ୍ସପ୍ରେସ "ସିଟିଜେନ ଫର ପିସ" ପୁରସ୍କାର ପାଇଥିଲେ ।<ref>{{cite web|url=http://www.indianexpress.com/news/15-essays-in-indian-expresscitizens-for-peace-contest/252588|title=Indian Express Citizen for Peace Short List}}</ref><ref>{{cite web|url=http://citizensforpeace.in/blog/2008/01/10/secular-rethink-essay-contest-results|title=Citizens for Peace Essays on Secularism}}</ref> ଏହା ତାଙ୍କୁ [[ଶ୍ୟାମ ବେନେଗାଲ]]ଙ୍କ ଦ୍ୱାରା ଦିଆଯାଇଥିଲା ।<ref>{{cite web|url=http://citizensforpeace.in/index.php/secular-rethink/132|title=Living with Differences : Dr Tapan Kumar Pradhan on Communal Harmony in Bhadrak}}</ref>
ସେ ତାଙ୍କର [[କଳାହାଣ୍ଡି (କବିତା)|କଳାହାଣ୍ଡି]] କବିତାର ଇଂରାଜୀ ଅନୁବାଦ ନିମନ୍ତେ ୨୦୦୭ ମସିହାରେ [[କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର]]ରେ ସମ୍ମାନିତ ।<ref name="Akademi"/> ୨୦୦୭ ମସିହାରେ ସେ ସାମ୍ପ୍ରଦାୟିକ ସୌହାର୍ଦ୍ଧ ଉପରେ ସାହିତ୍ୟ ରଚନା ନିମନ୍ତେ ଇଣ୍ଡିଆନ ଏକ୍ସପ୍ରେସ "ସିଟିଜେନ ଫର ପିସ" ପୁରସ୍କାର ପାଇଥିଲେ ।<ref>{{cite web|url=http://www.indianexpress.com/news/15-essays-in-indian-expresscitizens-for-peace-contest/252588|title=Indian Express Citizen for Peace Short List}}</ref><ref>{{cite web|url=http://citizensforpeace.in/blog/2008/01/10/secular-rethink-essay-contest-results|title=Citizens for Peace Essays on Secularism}}</ref> ଏହା ତାଙ୍କୁ [[ଶ୍ୟାମ ବେନେଗାଲ]]ଙ୍କଦ୍ୱାରା ଦିଆଯାଇଥିଲା ।<ref>{{cite web|url=http://citizensforpeace.in/index.php/secular-rethink/132|title=Living with Differences : Dr Tapan Kumar Pradhan on Communal Harmony in Bhadrak}}</ref>


== ଆଧାର ==
== ଆଧାର ==

୧୬:୦୯, ୧୮ ଡିସେମ୍ବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ତପନ କୁମାର ପ୍ରଧାନ
ଜନ୍ମ୧୯୭୨
ଭୁବନେଶ୍ୱର
ଜାତୀୟତା ଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାଡକ୍ଟରେଟ (ସମାଜତତ୍ତ୍ୱ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଲୟ, ବିଜେବି ମହାବିଦ୍ୟାଳୟ, ଲକ୍ଷ୍ମୀସାଗର ହାଇସ୍କୁଲ
ବୃତ୍ତି(ସମୂହ)ବ୍ୟାଙ୍କ ଅଧିକାରୀ, ସୃଜନଶୀଳ ସାହିତ୍ୟ
ଚାକିରିକ୍ଷେତ୍ରଭାରତୀୟ ରିଜର୍ଭ ବ୍ୟାଙ୍କ
ଉଲ୍ଲେଖନୀୟ କୃତିକଳାହାଣ୍ଡି, ହିସାବ (ଇକ୍ୱେସନ), ଅପରାହ୍ଣର ଝଡ
ଶୈଳୀସିମ୍ବଲିଜମ୍
ବୈବାହିକ-ସାଥୀଶୁଭଶ୍ରୀ
ସନ୍ତାନଓମ୍ ସତ୍ୟମ୍
ପିତାମାତା(s)ଅରକ୍ଷତ ପ୍ରଧାନ, କୁମୁଦିନୀ
ପୁରସ୍କାରସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର (କବିତା)

ତପନ କୁମାର ପ୍ରଧାନ ଜଣେ ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ଲେଖକ, କବି ଓ ବ୍ୟଙ୍ଗ ଚିତ୍ରକର । ସେ ମୁଖ୍ୟତଃ ଓଡ଼ିଆରେଇଂରାଜୀହିନ୍ଦୀରେ କବିତା ଓ ଗଦ୍ୟ ରଚନା କରନ୍ତି । ସେ ତାଙ୍କର କଳାହାଣ୍ଡି କବିତାର ଇଂରାଜୀ ଅନୁବାଦ ନିମନ୍ତେ ୨୦୦୭ ମସିହାରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରରେ ସମ୍ମାନିତ ।[୧][୨]

ଜୀବନୀ

ତପନ କୁମାର ପ୍ରଧାନ ଓଡ଼ିଶାର ଭୁବନେଶ୍ୱରଠାରେ ୧୯୭୨ରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ

ସମ୍ମାନ

ସେ ତାଙ୍କର କଳାହାଣ୍ଡି କବିତାର ଇଂରାଜୀ ଅନୁବାଦ ନିମନ୍ତେ ୨୦୦୭ ମସିହାରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରରେ ସମ୍ମାନିତ ।[୧] ୨୦୦୭ ମସିହାରେ ସେ ସାମ୍ପ୍ରଦାୟିକ ସୌହାର୍ଦ୍ଧ ଉପରେ ସାହିତ୍ୟ ରଚନା ନିମନ୍ତେ ଇଣ୍ଡିଆନ ଏକ୍ସପ୍ରେସ "ସିଟିଜେନ ଫର ପିସ" ପୁରସ୍କାର ପାଇଥିଲେ ।[୩][୪] ଏହା ତାଙ୍କୁ ଶ୍ୟାମ ବେନେଗାଲଙ୍କଦ୍ୱାରା ଦିଆଯାଇଥିଲା ।[୫]

ଆଧାର

  1. ୧.୦ ୧.୧ Staff (November–December 2007). "Indian Literature Golden Jubilee Literary Translation Prize Winners". Indian Literature (Golden Jubilee Issue ed.). Sahitya Akademi. 51 (6): 39–65. JSTOR 23347623.
  2. "Sahitya Akademi Indian Literature Translation Award".
  3. "Indian Express Citizen for Peace Short List".
  4. "Citizens for Peace Essays on Secularism".
  5. "Living with Differences : Dr Tapan Kumar Pradhan on Communal Harmony in Bhadrak".