"ବାହ୍ୟଯୋନୀ କର୍କଟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେNo edit summary ଟ୍ୟାଗସବୁ: Reverted 2017 source edit |
ଆଧାର ଦିଆଗଲା ଟ୍ୟାଗ: 2017 source edit |
||
୨୮ କ ଧାଡ଼ି: | ୨୮ କ ଧାଡ଼ି: | ||
[[ଏଚପିଭି ଟିକା|ଏଚପିଭି ଟୀକା]] କରଣ କରି ରୋଗ ପ୍ରତିଷେଧ କରାଯାଇପାରେ |<ref name="Sig2017">{{cite journal | vauthors = Signorelli C, Odone A, Ciorba V, Cella P, Audisio RA, Lombardi A, Mariani L, Mennini FS, Pecorelli S, Rezza G, Zuccotti GV, Peracino A | display-authors = 6 | title = Human papillomavirus 9-valent vaccine for cancer prevention: a systematic review of the available evidence | journal = Epidemiology and Infection | volume = 145 | issue = 10 | pages = 1962–1982 | date = July 2017 | pmid = 28446260 | pmc = 5974698 | doi = 10.1017/S0950268817000747 }}</ref> ମାନକ ଚିକିତ୍ସାରେ ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି ଏବଂ ବାୟୋଲୋଜିକ ଥେରାପି ଦିଆଯାଏ । <ref name="NCI2019Tx">{{cite web |title=Vulvar Cancer Treatment |url=https://www.cancer.gov/types/vulvar/patient/vulvar-treatment-pdq |website=National Cancer Institute |access-date=31 May 2019 |language=en |date=9 April 2019}}</ref> ଏହି କର୍କଟ ନୂତନ ଭାବରେ ୪୪.୨୦୦ ଲୋକଙ୍କୁ ଆକ୍ରମଣ କରିଥାଏ ଓ ୨୦୧୮ ମସିହାରେ ସାରା ପୃଥିବୀରେ ୧୫,୨୦୦ ମୃତ୍ୟୁ ହୋଇଥିଲା । <ref name="IARC2018">{{cite web |title=Cancer today |url=http://gco.iarc.fr/today/online-analysis-table?v=2018&mode=cancer&mode_population=continents&population=900&populations=900&key=asr&sex=0&cancer=39&type=0&statistic=5&prevalence=0&population_group=0&ages_group%5B%5D=0&ages_group%5B%5D=17&nb_items=5&group_cancer=1&include_nmsc=1&include_nmsc_other=1 |website=IARC |access-date=30 May 2019 |language=en}}</ref> ଆମେରିକାରେ ଏହା ନୂତନ ଭାବରେ ୬.୦୭୦ ଲୋକଙ୍କୁ ଆକ୍ରମଣ କରିଥିଲା ଓ ତାଙ୍କ ମଧ୍ୟରୁ ୧୨୮୦ ଜଣଙ୍କର ମୃତ୍ୟୁ ହୋଇଥିଲା । <ref name="SEER2019">{{cite web |title=Cancer of the Vulva - Cancer Stat Facts |url=https://seer.cancer.gov/statfacts/html/vulva.html |website=SEER |access-date=30 May 2019 |language=en}}</ref> ୪୫ ବର୍ଷ ବୟସ ପରେ ସାଧାରଣତଃ ଏହି ରୋଗ ହୁଏ । <ref name="SEER2019">{{cite web |title=Cancer of the Vulva - Cancer Stat Facts |url=https://seer.cancer.gov/statfacts/html/vulva.html |website=SEER |access-date=30 May 2019 |language=en}}</ref> ସନ ୨୦୧୫ରେ ପାଞ୍ଚ ବର୍ଷ ବଞ୍ଚିବା ହାର ଥିଲା ୭୧% ।<ref name="SEER2019">{{cite web |title=Cancer of the Vulva - Cancer Stat Facts |url=https://seer.cancer.gov/statfacts/html/vulva.html |website=SEER |access-date=30 May 2019 |language=en}}</ref> ଲସିକା ଗ୍ରନ୍ଥିକୁ ବ୍ୟାପିବା ଉପରେ ଏହାର ବ୍ୟାପିବା ନିର୍ଭର କରେ । <ref name="NCI2019Pro">{{cite web |title=Vulvar Cancer Treatment |url=https://www.cancer.gov/types/vulvar/hp/vulvar-treatment-pdq |website=National Cancer Institute |access-date=31 May 2019 |language=en |date=1 February 2019}}</ref> |

==ଆଧାର== |
|||
{{ଆଧାର}} |
୧୫:୫୦, ୧୧ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ
Vulvar cancer | |
---|---|
ବିଭାଗ | Gynecology |
ଲକ୍ଷଣ | Lump, itchiness, changes in the skin, or bleeding of the vulva[୧] |
ଆକ୍ରାନ୍ତ ସମୟ | After the age of 45[୨] |
ବିପଦ କାରକ | Vulvar intraepithelial neoplasia (VIN), HPV infection, genital warts, smoking, many sexual partners[୧][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Physical examination, tissue biopsy[୧] |
ସଠିକ ରୋଗ ନିର୍ଣ୍ଣୟ | Lichen sclerosus, hyperplasia[୪] |
ପ୍ରତିକାର | HPV vaccination[୫] |
ଚିକିତ୍ସା | Surgery, radiation therapy, chemotherapy, biologic therapy[୧] |
Prognosis | Five-year survival ~ 71% (US 2015)[୨] |
ପୁନଃପୌନିକ | 44,200 (2018)[୬] |
ମୃତ୍ୟୁ ସାନ୍ଦ୍ରତା | 15,200 (2018)[୬] |
ବାହ୍ୟଯୋନୀ କର୍କଟ ଏକ ହେଉଛି ମହିଳାଙ୍କର ବାହ୍ୟ ପ୍ରଜନନ ଅଙ୍ଗରେ ହେଉଥିବା କର୍କଟ ରୋଗର ନାମ ।[୧] ଏହା ସାଧାରଣତଃ ବାହ୍ୟ ଯୋନୀର ଓଠକୁ ପ୍ରଭାବିତ କରିଥାଏ,[୧] ଏବଂ କେତେକ ରୋଗ ଯୋନୀପଥ ଓଠ, କ୍ଲାଇଟୋସିସ କିମ୍ବା ଯୋନୀପଥରେ ଥିବା ଗ୍ରନ୍ଥିମାନଙ୍କୁ ଆକ୍ରମଣ କରିଥାଏ ।[୧] ଏହାର ଲକ୍ଷଣ ମଧ୍ୟରେ ଗୋଟିଏ ଗୋଟାଳି, ଗଲୁ, ଚର୍ମରେ ପରିବର୍ତ୍ତନ କିମ୍ବା ଯୋନୀରୁ ରକ୍ତସ୍ରାବ ହୁଏ | [୧]
ସଙ୍କଟଜନକ କାରଣଗୁଡ଼ିକ ମଧ୍ୟରେ ଭଲଭାର ଇଣ୍ଟ୍ରାଏପିଥେଲିଆଲ ନିଓପ୍ଲାସିଆ, ପାପିଲୋମାଭୁତାଣୁ ସଂକ୍ରମଣ (ଏଚପିଭି ସଂକ୍ରମଣ), ଯୌନାଙ୍ଗ ଭାତୁଡ଼ି, ଧୂମପାନ ଏବଂ ଅନେକ ଯୌନାଙ୍ଗ ସାଥି ଥିବା ଯୋଗୁ ଏହା ହୋଇପାରେ | [୧] [୩] ଅଧିକାଂଶ ଯୌନାଙ୍ଗ କର୍କଟରେ ସ୍କ୍ୱାମସ ଜୀବକୋଷ କର୍କଟ ଥାଏ | [୪] ଅନ୍ୟାନ୍ୟ କର୍କଟରେ ଆଡେନୋକାର୍ସିନୋମା, ମେଲାନୋମା, ଏବଂ ବାସାଲ ସେଲ କାର୍ସିନୋମା ଥାଇପାରେ । [୩] ଶାରୀରିକ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ତନ୍ତୁ ବାୟୋପ୍ସି କରି ରୋଗ ନିଶ୍ଚିତ କରାଯାଏ। [୧] ରୁଟିନ୍ ସ୍କ୍ରିନିଂ ସୁପାରିଶ କରାଯାଏ ନାହିଁ | [୩]
ଏଚପିଭି ଟୀକା କରଣ କରି ରୋଗ ପ୍ରତିଷେଧ କରାଯାଇପାରେ |[୫] ମାନକ ଚିକିତ୍ସାରେ ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି ଏବଂ ବାୟୋଲୋଜିକ ଥେରାପି ଦିଆଯାଏ । [୧] ଏହି କର୍କଟ ନୂତନ ଭାବରେ ୪୪.୨୦୦ ଲୋକଙ୍କୁ ଆକ୍ରମଣ କରିଥାଏ ଓ ୨୦୧୮ ମସିହାରେ ସାରା ପୃଥିବୀରେ ୧୫,୨୦୦ ମୃତ୍ୟୁ ହୋଇଥିଲା । [୬] ଆମେରିକାରେ ଏହା ନୂତନ ଭାବରେ ୬.୦୭୦ ଲୋକଙ୍କୁ ଆକ୍ରମଣ କରିଥିଲା ଓ ତାଙ୍କ ମଧ୍ୟରୁ ୧୨୮୦ ଜଣଙ୍କର ମୃତ୍ୟୁ ହୋଇଥିଲା । [୨] ୪୫ ବର୍ଷ ବୟସ ପରେ ସାଧାରଣତଃ ଏହି ରୋଗ ହୁଏ । [୨] ସନ ୨୦୧୫ରେ ପାଞ୍ଚ ବର୍ଷ ବଞ୍ଚିବା ହାର ଥିଲା ୭୧% ।[୨] ଲସିକା ଗ୍ରନ୍ଥିକୁ ବ୍ୟାପିବା ଉପରେ ଏହାର ବ୍ୟାପିବା ନିର୍ଭର କରେ । [୪]
ଆଧାର
- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Vulvar Cancer Treatment". National Cancer Institute (in ଇଂରାଜୀ). 9 April 2019. Retrieved 31 May 2019.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Cancer of the Vulva - Cancer Stat Facts". SEER (in ଇଂରାଜୀ). Retrieved 30 May 2019.
- ↑ ୩.୦ ୩.୧ ୩.୨ ୩.୩ Sam A, George J, Mathew B (April 2019). "Less Common Gynecologic Malignancies: An Integrative Review". Seminars in Oncology Nursing. 35 (2): 175–181. doi:10.1016/j.soncn.2019.02.004. PMID 30867101.
- ↑ ୪.୦ ୪.୧ ୪.୨ "Vulvar Cancer Treatment". National Cancer Institute (in ଇଂରାଜୀ). 1 February 2019. Retrieved 31 May 2019.
- ↑ ୫.୦ ୫.୧ Signorelli C, Odone A, Ciorba V, Cella P, Audisio RA, Lombardi A, et al. (July 2017). "Human papillomavirus 9-valent vaccine for cancer prevention: a systematic review of the available evidence". Epidemiology and Infection. 145 (10): 1962–1982. doi:10.1017/S0950268817000747. PMC 5974698. PMID 28446260.
- ↑ ୬.୦ ୬.୧ ୬.୨ "Cancer today". IARC (in ଇଂରାଜୀ). Retrieved 30 May 2019.