"ରଙ୍ଗିତ ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ 2405:201:9005:31EB:500E:175B:BEE8:1B0D (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ 223.239.60.18ଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗସବୁ: Rollback Reverted
ଟିକେNo edit summary
ଟ୍ୟାଗ: Manual revert
୨୨ କ ଧାଡ଼ି: ୨୨ କ ଧାଡ଼ି:


== ଆଧାର ସମୂହ ==
== ଆଧାର ସମୂହ ==
{{Reflist}}
{{Reflist}}5. [https://getsetgoonline.com/blog/river-rafting-in-river-teesta-darjeeling/ ତିସ୍ତା ଏବଂ ରେଞ୍ଜେଟ୍ ନଦୀର ତ୍ରିବେଣୀ ସମ୍ମିଳନୀରେ ନଦୀ ରାଫ୍ଟିଙ୍ଗ୍] |

[[ଶ୍ରେଣୀ:ନଦୀ]]
[[ଶ୍ରେଣୀ:ନଦୀ]]

୧୫:୨୬, ୧୧ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

Rangeet River
ଦେଶ India
ରାଜ୍ୟ Sikkim
Source Himalayas
Mouth Teesta River
Rangeet river near Tashiding, South Sikkim

ରଙ୍ଗିତ ନଦୀ (Devanagari रंगीत)  ଭାରତୀୟ ନଦୀ ତିସ୍ତା ନଦୀର ଏକ ଉପନଦୀ । ତିସ୍ତା ଉତ୍ତର ଭାରତୀୟ ରାଜ୍ୟ ସିକ୍କିମ  ର ବୃହତ୍ତମ ନଦୀ ।  [୧] ରଙ୍ଗିତ ନଦୀ ହିମାଳୟ ପର୍ବତରୁ ପଶ୍ଚିମ ସିକ୍କିମ ଜିଲ୍ଲା ଅଞ୍ଚଳରୁ ବାହାରି ଏକ ଚିରସ୍ରୋତା ନଦୀ ଭାବରେ ଜୋରେଥାଙ୍ଗ , ପେଲିଙ୍ଗ ଓ  ଲେଗଶିପ ଅଞ୍ଚଳ ଦେଇ ପ୍ରବାହିତ ହେଇଥାଏ ।ଗ୍ରୀଷ୍ମ କାଳରେ ବରଫ ତରଳିବା ଜଳ ଓ ବର୍ଷା କାଳରେ ବର୍ଷା ଜଳ ଗ୍ରହଣ କରି ଏହା ଏକ ତୀବ୍ରଗତି ନଦୀ ଭାବରେ ବହି ଥାଏ । ଏଥିରେ ରଫଟିଙ୍ଗ ପାଇଁ ଦୁରାଗଅତ ପର୍ଯ୍ୟଟକ ଆସିଥାନ୍ତି । ଏହି ନଦୀ ତିସ୍ତା ନଦୀ ସହ ତ୍ରିବେଣୀ ନାମକ ସ୍ଥାନରେ ସଙ୍ଗମ ଲାଭ କରେ ।  [୨][୩] ଏହି ସ୍ଥାନ ଏକ ସୁନ୍ଦର ପିକନିକ ସ୍ଥଳ ହିସାବରେ ଖ୍ୟାତ । ଏହି ନଦୀରେ ଥିବା NHPCର ଜଳବିଦ୍ୟୁତ ପ୍ରକଳ୍ପରୁ ସିକ୍କିମ ପାଇଁ 60 ମେଗାବାଟ୍ଟ ଶକ୍ତି ମିଳିଥାଏ । [୪]

ଆଧାର ସମୂହ 

  1. "Rivers". sikkim.nic.in.
  2. ":: Welcome to the Official Web Portal of Sikkim Tourism :: Sikkim at a Glance - Natures Bounty - Rivers ::". sikkimtourism.gov.in.
  3. win7. "Triveni - River Teesta and Rangeet Confluence". darjeeling-tourism.com.{{cite web}}: CS1 maint: numeric names: authors list (link)
  4. [୧], Rangit Hydel Project.