"ଜନ୍ ଡାଲଟନ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୬ କ ଧାଡ଼ି: ୨୬ କ ଧାଡ଼ି:
|signature =John Dalton Signature c1827.svg|240px
|signature =John Dalton Signature c1827.svg|240px
}}
}}
'''ଜନ୍ ଡାଲଟନ୍''' (ଜନ୍ମ: ୬ ସେପ୍ଗମ୍ବର ୧୭୬୬) ଜଣେ ଇଂରେଜ [[ରସାୟନବିଦ୍]], [[ପଦାର୍ଥବିଜ୍ଞାନୀ]] ଓ ପାଣିପାଗ ବିଶେଷଜ୍ଞ (Meteorologist) ଥିଲେ । ଡାଲଟନ୍ ତାଙ୍କର [[ପରମାଣୁ ତତ୍ତ୍ୱ]] ପାଇଁ ସବୁଠୁ ଅଧିକ ଜଣାଶୁଣା । ବର୍ଣ୍ଣାନ୍ଧତା (colour blindness) ସମ୍ପର୍କିତ ତାଙ୍କ ଗବେଷଣାକୁ କେତେକ ଡାଲଟନ୍-ବାଦ (Daltonism) ବୋଲି କହିଥାନ୍ତି ।<ref>{{cite web
'''ଜନ୍ ଡାଲଟନ୍''' (ଜନ୍ମ: ୬ ସେପ୍ଟେମ୍ବର ୧୭୬୬) ଜଣେ ଇଂରେଜ [[ରସାୟନବିଦ୍]], [[ପଦାର୍ଥବିଜ୍ଞାନୀ]] ଓ ପାଣିପାଗ ବିଶେଷଜ୍ଞ (Meteorologist) ଥିଲେ । ଡାଲଟନ୍ ତାଙ୍କର [[ପରମାଣୁ ତତ୍ତ୍ୱ]] ପାଇଁ ସବୁଠୁ ଅଧିକ ଜଣାଶୁଣା । ବର୍ଣ୍ଣାନ୍ଧତା (colour blindness) ସମ୍ପର୍କିତ ତାଙ୍କ ଗବେଷଣାକୁ କେତେକ ଡାଲଟନ୍-ବାଦ (Daltonism) ବୋଲି କହିଥାନ୍ତି ।<ref>{{cite web
| last =
| last =
| first =
| first =
୩୯ କ ଧାଡ଼ି: ୩୯ କ ଧାଡ଼ି:
| archiveurl =
| archiveurl =
| archivedate = }}</ref>
| archivedate = }}</ref>
<ref name=quaker>{{cite web|url=http://www.quaker.org.uk/john-dalton-1766-1844|title=John Dalton (1766-1844)|publisher=|accessdate=18 January 2015}}</ref><ref>{{cite web|url=http://www.cockermouth.org.uk/dms-showpage.php?tid=606|title=Pardshaw - Quaker Meeting House|publisher=|accessdate=18 January 2015}}</ref>
<ref name=quaker>{{cite web|url=http://www.quaker.org.uk/john-dalton-1766-1844|title=John Dalton (1766-1844)|publisher=|accessdate=18 January 2015}}</ref><ref>{{cite web|url=http://www.cockermouth.org.uk/dms-showpage.php?tid=606|title=Pardshaw - Quaker Meeting House|publisher=|accessdate=18 January 2015}}</ref>


== ବାଲ୍ୟକାଳ ଓ ଶିକ୍ଷା ==
== ବାଲ୍ୟକାଳ ଓ ଶିକ୍ଷା ==

୦୨:୪୧, ୧୧ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

John Dalton
Dalton by Charles Turner
after James Lonsdale
(1834, mezzotint)
ଜନ୍ମ(1766-09-06)୬ ସେପ୍ଟେମ୍ବର ୧୭୬୬
ମୃତ୍ୟୁ୨୭ ଜୁଲାଇ ୧୮୪୪(1844-07-27) (ବୟସ ୭୭)
Manchester, England
ଜାତୀୟତାBritish
ପ୍ରସିଦ୍ଧିAtomic theory, Law of Multiple Proportions, Dalton's Law of Partial Pressures, Daltonism
ପୁରସ୍କାରRoyal Medal (1826)
ବିଜ୍ଞାନୀ ଜୀବନ
ଜଣାଶୁଣା ଛାତ୍ରJames Prescott Joule
ପ୍ରଭାବିତ କରିଥିଲେJohn Gough
Author abbrev. (botany)Jn.Dalton
ଦସ୍ତଖତ

ଜନ୍ ଡାଲଟନ୍ (ଜନ୍ମ: ୬ ସେପ୍ଟେମ୍ବର ୧୭୬୬) ଜଣେ ଇଂରେଜ ରସାୟନବିଦ୍, ପଦାର୍ଥବିଜ୍ଞାନୀ ଓ ପାଣିପାଗ ବିଶେଷଜ୍ଞ (Meteorologist) ଥିଲେ । ଡାଲଟନ୍ ତାଙ୍କର ପରମାଣୁ ତତ୍ତ୍ୱ ପାଇଁ ସବୁଠୁ ଅଧିକ ଜଣାଶୁଣା । ବର୍ଣ୍ଣାନ୍ଧତା (colour blindness) ସମ୍ପର୍କିତ ତାଙ୍କ ଗବେଷଣାକୁ କେତେକ ଡାଲଟନ୍-ବାଦ (Daltonism) ବୋଲି କହିଥାନ୍ତି ।[୧] [୨][୩]

ବାଲ୍ୟକାଳ ଓ ଶିକ୍ଷା

ଜନ୍ ଡାଲଟନ୍ ଇଂଲଣ୍ଡର korean ରାଜ୍ୟର Eaglesfieldଠାରେ ଖ୍ରୀଷ୍ଟୀୟ ଧର୍ମବାଲମ୍ବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ବୁଣାଳି ଥିଲେ । ସେ ତାଙ୍କ ପ୍ରଥମ ଶିକ୍ଷା ତାଙ୍କ ବାପାଙ୍କଠାରୁ ପାଇଥଲେ ଓ ଏକ ଘରୋଇ ସ୍କୁଲ Pardshaw Hall ଯାଉଥିଲେ ଏବଂ ପରିବାର ଗରିବ ଥିବାରୁ ତାଙ୍କୁ ଆଉ ପଢ଼ିବା ପାଇଁ ସାହାଯ୍ୟ ମିଳିଲାନି । ସେ ୧୦ ବର୍ଷରେ ଗୋଟେ ସ୍କୁଲରେ ଶିକ୍ଷକ ଭାବରେ ପଢ଼େଇବା ଆରମ୍ଭ କଲେ । ୨୩ ବର୍ଷ ବୟସରେ ସେ ଆଇନ ଓ ମେଡ଼ିସିନ ଉପରେ ପଢ଼ିଲେ । ତା'ପରେ ସେ ଏକ ଇଂରାଜୀ ବିଶ୍ୱବିଦ୍ୟାଳୟରେ ଯୋଗ ଦେଲେ ଓ ସେଠାରେ ବିଜ୍ଞାନ ଉପରେ ବହୁତ ଜ୍ଞାନ ପାଇଲେ । ଯେତେବେଳେ କଲେଜର ଆର୍ଥକ ସମସ୍ୟା ଅସିଲା ସେ କଲେଜ ଛାଡି ଏକ ନିଜର ଘରୋଇ ଟିଉସନ ଆରମ୍ଭ କଲେ ।

କର୍ମ ଜୀବନ

ଡାଲଟନ୍ ତାଙ୍କର ପ୍ରଥମ ରଚନା ୧୭୯୩ ମସିହାରେ ପାଣିପାଗ ସମ୍ବନ୍ଧୀୟ କରିଥିଲେ ଯେତେବେଳେ ତାଙ୍କୁ ମାତ୍ର ୨୭ ବର୍ଷ ହେଇଥଲା । ଆଉ ଡାଲଟନ ଦୃଷ୍ଟିଶକ୍ତି ଉପରେ ଏକ ନୂଆ ମତ ପ୍ରକାଶ କରିଥଲେ ।

ବ୍ୟକ୍ତିଗତ ଜୀବନ

ଡାଲଟନ୍ ବାହା ଜମା ହେଇନଥିଲେ ଓ ତାଙ୍କର ବହୁତ କମ୍ ସାଙ୍ଗ ଥିଲେ ।

ଆଧାର

  1. "John Dalton". Chemical Heritage Foundation. Retrieved 19 January 2014.
  2. "John Dalton (1766-1844)". Retrieved 18 January 2015.
  3. "Pardshaw - Quaker Meeting House". Retrieved 18 January 2015.

ବାହାର ଲିଙ୍କ