"ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ Regular Character Changes
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Amavasya}}
{{ଛୋଟ|Amavasya}}
[[ପକ୍ଷ|କୃଷ୍ଣପକ୍ଷ]]ର ଶେଷ ଦିନକୁ ଅମାବାସ୍ୟା କହାଯାଏ । ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ ।
[[ପକ୍ଷ|କୃଷ୍ଣପକ୍ଷ]]ର ଶେଷ ଦିନକୁ ଅମାବାସ୍ୟା କହାଯାଏ । ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ ।
== ପର୍ବପର୍ବାଣି ==
== ପର୍ବପର୍ବାଣୀ ==
ସୋମବାର ଦିନ ଅମାବାସ୍ୟା ପଡ଼ିଲେ ଏହା [[ସୋମବତୀ ଅମାବାସ୍ୟା]] ଭାବେ ନାମିତ ହୁଏ ।<ref>{{cite web|title=Somvati Amavasya Akhand Mantra Jap|url=http://www.ashram.org/AboutAshram/Events/SomvatiAmavasya.aspx|publisher=Shri Yoga Vedanta Ashram|accessdate=3 May 2014}}</ref>

* [[ବୈଶାଖ]] ଅମାବାସ୍ୟା:ରୁକ୍ମିଣୀ ଅମାବାସ୍ୟା
* [[ବୈଶାଖ]] ଅମାବାସ୍ୟା:ରୁକ୍ମିଣୀ ଅମାବାସ୍ୟା

୦୨:୦୬, ୧୭ ଅଗଷ୍ଟ ୨୦୨୧ ଅନୁସାରେ କରାଯାଇଥିବା ବଦଳ

କୃଷ୍ଣପକ୍ଷର ଶେଷ ଦିନକୁ ଅମାବାସ୍ୟା କହାଯାଏ । ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ ।

ପର୍ବପର୍ବାଣି

ସୋମବାର ଦିନ ଅମାବାସ୍ୟା ପଡ଼ିଲେ ଏହା ସୋମବତୀ ଅମାବାସ୍ୟା ଭାବେ ନାମିତ ହୁଏ ।[୧]

କେତେକ ବର୍ଷ ନେତ୍ରୋତ୍ସବର ତିଥି ନବଯୌବନ ଦର୍ଶନଠାରୁ ଭିନ୍ନ ହୋଇଥାଏ ।
ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ” ।

ଆଧାର

  1. "Somvati Amavasya Akhand Mantra Jap". Shri Yoga Vedanta Ashram. Retrieved 3 May 2014.