"ବରଗଡ଼ ଜିଲ୍ଲା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
ଟିକେ Robot: Interwiki standardization; cosmetic changes |
||
୯୪ କ ଧାଡ଼ି: | ୯୪ କ ଧାଡ଼ି: | ||
==ବିଶେଷତା== |
==ବିଶେଷତା== |
||
*ଆୟତନ: ୫୮୩୨ ବର୍ଗ ମି. |
* ଆୟତନ: ୫୮୩୨ ବର୍ଗ ମି. |
||
*ଲୋକସଂଖ୍ୟା: ୧,୩୪୫,୬୦୧ |
* ଲୋକସଂଖ୍ୟା: ୧,୩୪୫,୬୦୧ |
||
*ଲୋକସଂଖ୍ୟା ଘନତା: କି.ମି. ପ୍ରତି ୨୩୧ |
* ଲୋକସଂଖ୍ୟା ଘନତା: କି.ମି. ପ୍ରତି ୨୩୧ |
||
ଏହି ଜିଲାଟି ଅବିଭକ୍ତ [[ସମ୍ବଲପୁର ଜିଲା|ସମ୍ବଲପୁର]]ରୁ ବିଭକ୍ତ ହୋଇ ତିଆରି ହୋଇଅଛି । [[ମହାନଦୀ]] ଉପରେ ତିଆରି [[ହୀରାକୁଦ]] ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲାର ଉତ୍ତର ଅଧା [[ଧାନ]] ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।<ref>http://www.navratnanews.com/ ନବରତ୍ନ ଟେଲିଭିଜନ୍</ref> |
ଏହି ଜିଲାଟି ଅବିଭକ୍ତ [[ସମ୍ବଲପୁର ଜିଲା|ସମ୍ବଲପୁର]]ରୁ ବିଭକ୍ତ ହୋଇ ତିଆରି ହୋଇଅଛି । [[ମହାନଦୀ]] ଉପରେ ତିଆରି [[ହୀରାକୁଦ]] ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲାର ଉତ୍ତର ଅଧା [[ଧାନ]] ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।<ref>http://www.navratnanews.com/ ନବରତ୍ନ ଟେଲିଭିଜନ୍</ref> |
୦୦:୦୩, ୧୦ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ବରଗଡ଼ | |
— ଜିଲା — | |
ଦିଗବାରେଣି | 21°19′59″N 83°36′58″E / 21.333°N 83.616°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ସଦର ମହକୁମା | ବରଗଡ଼ |
ଜିଲ୍ଲାପାଳ | ଭାଗିରଥି ମିଶ୍ର |
ସାଂସଦ | ସଞ୍ଜୟ ଭୋଇ |
ସଂସଦ | ବରଗଡ଼ |
ବିଧାନ ସଭା | ୭ |
ନଗର ପାଳିକା | ଜିଲ୍ଲା ଯୋଜନା ସଂଗଠନ |
ଲୋକସଂଖ୍ୟା • ଘନତା |
୧୩,୪୫,୬୦୧ (2001[update]) • 231/km2 (598/sq mi) |
ପୁରୁଷ-ନାରୀ ଅନୁପାତ | ୧.୦୨୪ ♂/♀ |
ସରକାରୀ ଭାଷାସବୁ | ଓଡ଼ିଆ, ଇଂରାଜୀ |
---|---|
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା | 5,837 square kilometres (2,254 sq mi) |
ପାଣିପାଗ • ପ୍ରେସିପିଟେସନ |
Aw (କୋପିଆନ) • 1,527 mm (60.1 in) |
ବେବସାଇଟ | bargarh.nic.in |
ବରଗଡ଼ ଜିଲା ଓଡ଼ିଶାର ଏକ ପ୍ରଶାସନିକ ଜିଲା । ବରଗଡ଼ ଏହାର ପ୍ରଶାସନିକ ମୁଖ୍ୟ ସହର ।
ଅବସ୍ଥାନ
- ବରଗଡ଼ ଓଡ଼ିଶାର ପଶ୍ଚିମରେ ଅବସ୍ଥିତ
- ପଶ୍ଚିମରେ ଛତିଶଗଡ଼ ରାଜ୍ୟ
- ଉତ୍ତରପୂର୍ବରେ ସମ୍ବଲପୁର
- ଦକ୍ଷିଣରେ ବଲାଙ୍ଗୀର ଓ ସୋନପୁର
- ଦକ୍ଷିଣ ପସ୍ଚିମରେ ନୂଆପଡ଼ା
ବିଶେଷତା
- ଆୟତନ: ୫୮୩୨ ବର୍ଗ ମି.
- ଲୋକସଂଖ୍ୟା: ୧,୩୪୫,୬୦୧
- ଲୋକସଂଖ୍ୟା ଘନତା: କି.ମି. ପ୍ରତି ୨୩୧
ଏହି ଜିଲାଟି ଅବିଭକ୍ତ ସମ୍ବଲପୁରରୁ ବିଭକ୍ତ ହୋଇ ତିଆରି ହୋଇଅଛି । ମହାନଦୀ ଉପରେ ତିଆରି ହୀରାକୁଦ ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲାର ଉତ୍ତର ଅଧା ଧାନ ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।[୧]
ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, ବରଗଡ଼ ଓ ପଦମପୁର ଓ ୧୨ ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା ବରଗଡ଼ମ୍ ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବ୍ଂ ଭଟଲି ।
ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନ ମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀ ରେ ନିର୍ମିତ ଏକ ବୈଷ୍ନବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡି ବା ମାର୍ଜାର ରୂପେ ପୁଜା ପାଇଥାନ୍ତି । [୨]
ଦ୍ରଷ୍ଟବ୍ୟ
- ↑ http://www.navratnanews.com/ ନବରତ୍ନ ଟେଲିଭିଜନ୍
- ↑ http://www.eodisha.com/nrusinghnath-temple-bargarh-in-orissa/ ଇ-ଓଡିଶା ଵେବ୍ ସାଇଟ୍
ବାହାର ଲିଙ୍କ
21°20′33″N 83°37′26″E / 21.3425°N 83.6239°E{{#coordinates:}}: cannot have more than one primary tag per page