"କପାଟିକା ହୃଦ୍ରୋଗ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Created by translating the page "User:Mr. Ibrahem/Valvular heart disease" |
Mr. Ibrahem (ଆଲୋଚନା | ଅବଦାନ) Fix refrence ଟ୍ୟାଗ: Reverted |
||
୯ କ ଧାଡ଼ି: | ୯ କ ଧାଡ଼ି: | ||
| prevention = |
| prevention = |
||
| differential = |
| differential = |
||
| diagnosis = [[Heart murmur]], [[echocardiography|ultrasound]]<ref name=Mer2021Pt |
| diagnosis = [[Heart murmur]], [[echocardiography|ultrasound]]<ref name=Mer2021Pt /> |
||
| causes = |
| causes = |
||
| synonym = Cardiac valvular disorder, heart valve disease |
| synonym = Cardiac valvular disorder, heart valve disease |
||
୧୮ କ ଧାଡ଼ି: | ୧୮ କ ଧାଡ଼ି: | ||
| duration = |
| duration = |
||
| onset = |
| onset = |
||
| symptoms = [[Shortness of breath]], [[leg swelling]], tiredness, [[palpitations]]<ref name=Mer2021Pt |
| symptoms = [[Shortness of breath]], [[leg swelling]], tiredness, [[palpitations]]<ref name=Mer2021Pt /> |
||
| specialty = [[Cardiology]] |
| specialty = [[Cardiology]] |
||
| pronounce = |
| pronounce = |
||
୨୫ କ ଧାଡ଼ି: | ୨୫ କ ଧାଡ଼ି: | ||
| deaths = |
| deaths = |
||
}} |
}} |
||
'''କପାଟିକା ହୃଦ୍ରୋଗରେ ହୃତ୍ପିଣ୍ଡ ମଧ୍ୟରେ ଥିବା ଚାରୋଟି କପାଟିକା (ବାମ ପାଖରେ ଆଓର୍ଟିକ ଓ ମାଇଟ୍ରାଲ, ଡାହାଣ ପାଖରେ ଟ୍ରାଇକସପିଡ ଓ ପଲମୋନାରି) ମଧ୍ୟରୁ ଯେ କୌଣସି କପାଟିକାରେ ବିକୃତି ଥାଇପାରେ''' । <ref name= |
'''କପାଟିକା ହୃଦ୍ରୋଗରେ ହୃତ୍ପିଣ୍ଡ ମଧ୍ୟରେ ଥିବା ଚାରୋଟି କପାଟିକା (ବାମ ପାଖରେ ଆଓର୍ଟିକ ଓ ମାଇଟ୍ରାଲ, ଡାହାଣ ପାଖରେ ଟ୍ରାଇକସପିଡ ଓ ପଲମୋନାରି) ମଧ୍ୟରୁ ଯେ କୌଣସି କପାଟିକାରେ ବିକୃତି ଥାଇପାରେ''' । <ref name=NIH2021 /> ଏହାର ଲକ୍ଷଣ ମଧ୍ୟରେ [[ଅଣନିଶ୍ୱାସ]], ଗୋଡ଼ ଫୁଲିବା, ଥକ୍କାପଣ ଏବଂ ପାଲପିଟେସନ ହୋଇପାରେ । <ref name=Mer2021Pt /> ରୋଗ ଜଟିଳ ହେଲେ [[ହୃଦ୍ପାତ]] ଏବଂ [[ଷ୍ଟ୍ରୋକ]] ହୋଇପାରେ । <ref name=NIH2021 /> |
||
ବିପଦ କାରକଗୁଡ଼ିକ ମଧ୍ୟରେ ବୃଦ୍ଧାବସ୍ଥା, ରିଉମାଟିକ ହୃଦ୍ରୋଗ, ପୂର୍ବତନ [[ହୃଦ୍ଘାତ|ହୃଦଘାତ]], [[ଉଚ୍ଚ ରକ୍ତଚାପ]], [[ମଧୁମେହ]], [[ଇନଫେକ୍ଟିଭ ଏଣ୍ଡୋକାର୍ଡ଼ାଇଟିସ|ସଂକ୍ରାମକ ଏଣ୍ଡୋକାର୍ଡାଇଟିସ୍]], [[ମାର୍ଫାନ୍ ସିଣ୍ଡ୍ରୋମ୍|ମାରଫାନ୍ ସିଣ୍ଡ୍ରୋମ]] ଏବଂ ଜନ୍ମଗତ ହୃତ୍ପିଣ୍ଡ ଦୋଷ ଥାଇପରେ | <ref name= |
ବିପଦ କାରକଗୁଡ଼ିକ ମଧ୍ୟରେ ବୃଦ୍ଧାବସ୍ଥା, ରିଉମାଟିକ ହୃଦ୍ରୋଗ, ପୂର୍ବତନ [[ହୃଦ୍ଘାତ|ହୃଦଘାତ]], [[ଉଚ୍ଚ ରକ୍ତଚାପ]], [[ମଧୁମେହ]], [[ଇନଫେକ୍ଟିଭ ଏଣ୍ଡୋକାର୍ଡ଼ାଇଟିସ|ସଂକ୍ରାମକ ଏଣ୍ଡୋକାର୍ଡାଇଟିସ୍]], [[ମାର୍ଫାନ୍ ସିଣ୍ଡ୍ରୋମ୍|ମାରଫାନ୍ ସିଣ୍ଡ୍ରୋମ]] ଏବଂ ଜନ୍ମଗତ ହୃତ୍ପିଣ୍ଡ ଦୋଷ ଥାଇପରେ | <ref name=Mayo2021Sym /> <ref name=NIH2021 /> କପାଟିକା ମାନଙ୍କର ଖୋଲିବା ଦୋଷ (ଷ୍ଟେନୋସିସ୍) ଏବଂ ଲିକ୍ ଦୋଷ (କଣାହୋଇ ବୋହିଯିବା) ଏହି ଦୁଇ ଭାଗରେ ବିଭକ୍ତ କରାଯାଇପାରେ | <ref name=Mer2021Pt /> ହୃତ୍ପିଣ୍ଡର ମର୍ମର୍ ଶବ୍ଦ ଶୁଣି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ଅଲଟ୍ରାସାଉଣ୍ଡ ଅନୁଶୀଳନ କରି ସୁନିଶ୍ଚିତ କରାଯାଇପାରେ। <ref name=Mer2021Pt /> |
||
ରୋଗ ସାମାନ୍ୟ ହୋଇଥିଲେ ପର୍ଯ୍ୟାୟକ୍ରମେ ଯାଞ୍ଚ ମାଧ୍ୟମରେ ରୋଗ ଅନୁସରଣ କରାଯାଇପାରେ | <ref name= |
ରୋଗ ସାମାନ୍ୟ ହୋଇଥିଲେ ପର୍ଯ୍ୟାୟକ୍ରମେ ଯାଞ୍ଚ ମାଧ୍ୟମରେ ରୋଗ ଅନୁସରଣ କରାଯାଇପାରେ | <ref name=Mer2021Pt /> ବ୍ୟାୟାମ ସହିତ ଏକ ସୁସ୍ଥ ଜୀବନ ପ୍ରଣାଳୀ ଅନୁସରଣ କରିବାକୁ ସୁପାରିଶ କରାଯାଏ | <ref name=Otto2021 /> ରିଉମାଟିକ୍ ଶ୍ରବଣ ରୋଗର ଇତିହାସ ଥିବା ବ୍ୟକ୍ତିଙ୍କ ନିମନ୍ତେ ଆଣ୍ଟିବାୟୋଟିକ ଦେବାକୁ ସୁପାରିସ କରାଯାଏ । <ref name=Otto2021 /> ରୋଗ ଗୁରୁତର ହୋଇଥିଲେ କପାଟିକା ମରାମତି କିମ୍ବା କୃତ୍ରିମ କପାଟିକା ପ୍ରତିରପଣ ଅସ୍ତ୍ରୋପଚାର କରାଯାଏ । <ref name=Mer2021Pt /> |
||
ଯୁକ୍ତରାଷ୍ଟ୍ରରର ପ୍ରାୟ ୨.୫ ଲୋକଙ୍କୁ ଏହି ରୋଗ ପ୍ରଭାବିତ କରିଥାଏ, ଏବଂ ଆଓର୍ଟିକ୍ କପାଟିକା ରୋଗ ଯୋଗୁ ସର୍ବାଧିକ ମୃତ୍ୟୁ ଘଟିଥାଏ | <ref name= |
ଯୁକ୍ତରାଷ୍ଟ୍ରରର ପ୍ରାୟ ୨.୫ ଲୋକଙ୍କୁ ଏହି ରୋଗ ପ୍ରଭାବିତ କରିଥାଏ, ଏବଂ ଆଓର୍ଟିକ୍ କପାଟିକା ରୋଗ ଯୋଗୁ ସର୍ବାଧିକ ମୃତ୍ୟୁ ଘଟିଥାଏ | <ref name=Iung2011 /> <ref name="BMJ2016">{{Cite journal|last=Coffey|first=Sean|last2=Cairns|first2=Benjamin J|last3=Iung|first3=Bernard|date=1 January 2016|title=The modern epidemiology of heart valve disease|journal=Heart|volume=102|issue=1|pages=75–85|doi=10.1136/heartjnl-2014-307020}}</ref> ପ୍ରାୟ ୨୦୦ ଖ୍ରୀଷ୍ଟାବ୍ଦରେ ଗ୍ୟାଲେନ ଏହି ହୃତ୍ପିଣ୍ଡ କପାଟିକାର ପ୍ରଥମେ ବର୍ଣ୍ଣନା କରିଥିଲେ, ଓ ୧୬୦୦ ରୁ ୧୭୦୦ ଶତାବ୍ଦୀ ପର୍ଯ୍ୟନ୍ତ କପାଟିକା ସମ୍ପର୍କୀୟ ସମସ୍ୟାର ବର୍ଣ୍ଣନା କରାଯାଇ ନଥିଲା | <ref name="Gold2015">{{Cite book|url=https://books.google.ca/books?id=rco6BgAAQBAJ&pg=PA453|title=ASE’s Comprehensive Echocardiography E-Book|last=Goldstein|first=Steven A.|last2=Kronzon|first2=Itzhak|last3=Khandheria|first3=Bijoy K.|last4=Mor-Avi|first4=Victor|date=2015|publisher=Elsevier Health Sciences|isbn=978-0-323-32734-3|page=453|language=en}}</ref> <ref name="Kui2020">{{Cite journal|last=Kuijpers|first=Petra|date=5 February 2020|title=History in medicine: the aortic valve|journal=e-Journal of Cardiology Practice|volume=18|doi=10.37461/escejcp.18.9}}</ref> ୧୯୧୩ ମସିହାରେ ଫ୍ରାନ୍ସର [[ପ୍ୟାରିସ|ପ୍ୟାରିସରେ]] ଥିଓଡୋର ଟୁଫିଏର ଦ୍ୱାରା ପ୍ରଥମ ଅସ୍ତ୍ରୋପଚାର ଚିକିତ୍ସା କରାଯାଇଥିଲା | <ref name="مولد تلقائيا1">{{cite journal |last1=Kuijpers |first1=Petra |title=History in medicine: the aortic valve |journal=e-Journal of Cardiology Practice |date=5 February 2020 |volume=18 |doi=10.37461/escejcp.18.9}}</ref> |
||
== ଆଧାର == |
== ଆଧାର == |
||
<references /> |
<references /> |
||
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]] |
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]] |
||
[[Category:Translated from MDWiki]] |
୧୭:୩୧, ୨୪ ଜୁନ ୨୦୨୧ ଅନୁସାରେ କରାଯାଇଥିବା ବଦଳ
Valvular heart disease | |
---|---|
Cardiac valvular disorder, heart valve disease | |
ବିଭାଗ | Cardiology |
ଲକ୍ଷଣ | Shortness of breath, leg swelling, tiredness, palpitations[୧] |
ବିପଦ କାରକ | Older age, rheumatic heart disease, prior heart attack, high blood pressure, diabetes, infectious endocarditis, Marfan syndrome, heart related birth defect[୨][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Heart murmur, ultrasound[୧] |
ଚିକିତ୍ସା | Healthy lifestyle, surgery[୪][୧] |
ପୁନଃପୌନିକ | 2.5% (USA)[୫] |
କପାଟିକା ହୃଦ୍ରୋଗରେ ହୃତ୍ପିଣ୍ଡ ମଧ୍ୟରେ ଥିବା ଚାରୋଟି କପାଟିକା (ବାମ ପାଖରେ ଆଓର୍ଟିକ ଓ ମାଇଟ୍ରାଲ, ଡାହାଣ ପାଖରେ ଟ୍ରାଇକସପିଡ ଓ ପଲମୋନାରି) ମଧ୍ୟରୁ ଯେ କୌଣସି କପାଟିକାରେ ବିକୃତି ଥାଇପାରେ । [୩] ଏହାର ଲକ୍ଷଣ ମଧ୍ୟରେ ଅଣନିଶ୍ୱାସ, ଗୋଡ଼ ଫୁଲିବା, ଥକ୍କାପଣ ଏବଂ ପାଲପିଟେସନ ହୋଇପାରେ । [୧] ରୋଗ ଜଟିଳ ହେଲେ ହୃଦ୍ପାତ ଏବଂ ଷ୍ଟ୍ରୋକ ହୋଇପାରେ । [୩]
ବିପଦ କାରକଗୁଡ଼ିକ ମଧ୍ୟରେ ବୃଦ୍ଧାବସ୍ଥା, ରିଉମାଟିକ ହୃଦ୍ରୋଗ, ପୂର୍ବତନ ହୃଦଘାତ, ଉଚ୍ଚ ରକ୍ତଚାପ, ମଧୁମେହ, ସଂକ୍ରାମକ ଏଣ୍ଡୋକାର୍ଡାଇଟିସ୍, ମାରଫାନ୍ ସିଣ୍ଡ୍ରୋମ ଏବଂ ଜନ୍ମଗତ ହୃତ୍ପିଣ୍ଡ ଦୋଷ ଥାଇପରେ | [୨] [୩] କପାଟିକା ମାନଙ୍କର ଖୋଲିବା ଦୋଷ (ଷ୍ଟେନୋସିସ୍) ଏବଂ ଲିକ୍ ଦୋଷ (କଣାହୋଇ ବୋହିଯିବା) ଏହି ଦୁଇ ଭାଗରେ ବିଭକ୍ତ କରାଯାଇପାରେ | [୧] ହୃତ୍ପିଣ୍ଡର ମର୍ମର୍ ଶବ୍ଦ ଶୁଣି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ଅଲଟ୍ରାସାଉଣ୍ଡ ଅନୁଶୀଳନ କରି ସୁନିଶ୍ଚିତ କରାଯାଇପାରେ। [୧]
ରୋଗ ସାମାନ୍ୟ ହୋଇଥିଲେ ପର୍ଯ୍ୟାୟକ୍ରମେ ଯାଞ୍ଚ ମାଧ୍ୟମରେ ରୋଗ ଅନୁସରଣ କରାଯାଇପାରେ | [୧] ବ୍ୟାୟାମ ସହିତ ଏକ ସୁସ୍ଥ ଜୀବନ ପ୍ରଣାଳୀ ଅନୁସରଣ କରିବାକୁ ସୁପାରିଶ କରାଯାଏ | [୪] ରିଉମାଟିକ୍ ଶ୍ରବଣ ରୋଗର ଇତିହାସ ଥିବା ବ୍ୟକ୍ତିଙ୍କ ନିମନ୍ତେ ଆଣ୍ଟିବାୟୋଟିକ ଦେବାକୁ ସୁପାରିସ କରାଯାଏ । [୪] ରୋଗ ଗୁରୁତର ହୋଇଥିଲେ କପାଟିକା ମରାମତି କିମ୍ବା କୃତ୍ରିମ କପାଟିକା ପ୍ରତିରପଣ ଅସ୍ତ୍ରୋପଚାର କରାଯାଏ । [୧]
ଯୁକ୍ତରାଷ୍ଟ୍ରରର ପ୍ରାୟ ୨.୫ ଲୋକଙ୍କୁ ଏହି ରୋଗ ପ୍ରଭାବିତ କରିଥାଏ, ଏବଂ ଆଓର୍ଟିକ୍ କପାଟିକା ରୋଗ ଯୋଗୁ ସର୍ବାଧିକ ମୃତ୍ୟୁ ଘଟିଥାଏ | [୫] [୬] ପ୍ରାୟ ୨୦୦ ଖ୍ରୀଷ୍ଟାବ୍ଦରେ ଗ୍ୟାଲେନ ଏହି ହୃତ୍ପିଣ୍ଡ କପାଟିକାର ପ୍ରଥମେ ବର୍ଣ୍ଣନା କରିଥିଲେ, ଓ ୧୬୦୦ ରୁ ୧୭୦୦ ଶତାବ୍ଦୀ ପର୍ଯ୍ୟନ୍ତ କପାଟିକା ସମ୍ପର୍କୀୟ ସମସ୍ୟାର ବର୍ଣ୍ଣନା କରାଯାଇ ନଥିଲା | [୭] [୮] ୧୯୧୩ ମସିହାରେ ଫ୍ରାନ୍ସର ପ୍ୟାରିସରେ ଥିଓଡୋର ଟୁଫିଏର ଦ୍ୱାରା ପ୍ରଥମ ଅସ୍ତ୍ରୋପଚାର ଚିକିତ୍ସା କରାଯାଇଥିଲା | [୯]
ଆଧାର
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Overview of Heart Valve Disorders - Heart and Blood Vessel Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Retrieved 8 March 2021.
- ↑ ୨.୦ ୨.୧ "Heart valve disease - Symptoms and causes". Mayo Clinic (in ଇଂରାଜୀ). Retrieved 8 March 2021.
- ↑ ୩.୦ ୩.୧ ୩.୨ ୩.୩ "Heart Valve Disease". www.nhlbi.nih.gov. NHLBI, NIH. Retrieved 8 March 2021.
- ↑ ୪.୦ ୪.୧ ୪.୨ Otto, CM; Nishimura, RA; Bonow, RO; Carabello, BA; Erwin JP, 3rd; Gentile, F; Jneid, H; Krieger, EV; Mack, M; McLeod, C; O'Gara, PT; Rigolin, VH; Sundt TM, 3rd; Thompson, A; Toly, C (2 February 2021). "2020 ACC/AHA Guideline for the Management of Patients With Valvular Heart Disease: A Report of the American College of Cardiology/American Heart Association Joint Committee on Clinical Practice Guidelines". Circulation. 143 (5): e72–e227. doi:10.1161/CIR.0000000000000923. PMID 33332150.
{{cite journal}}
: CS1 maint: numeric names: authors list (link) - ↑ ୫.୦ ୫.୧ Iung, B; Vahanian, A (March 2011). "Epidemiology of valvular heart disease in the adult". Nature reviews. Cardiology. 8 (3): 162–72. doi:10.1038/nrcardio.2010.202. PMID 21263455.
- ↑ Coffey, Sean; Cairns, Benjamin J; Iung, Bernard (1 January 2016). "The modern epidemiology of heart valve disease". Heart. 102 (1): 75–85. doi:10.1136/heartjnl-2014-307020.
- ↑ Goldstein, Steven A.; Kronzon, Itzhak; Khandheria, Bijoy K.; Mor-Avi, Victor (2015). ASE’s Comprehensive Echocardiography E-Book (in ଇଂରାଜୀ). Elsevier Health Sciences. p. 453. ISBN 978-0-323-32734-3.
- ↑ Kuijpers, Petra (5 February 2020). "History in medicine: the aortic valve". e-Journal of Cardiology Practice. 18. doi:10.37461/escejcp.18.9.
- ↑ Kuijpers, Petra (5 February 2020). "History in medicine: the aortic valve". e-Journal of Cardiology Practice. 18. doi:10.37461/escejcp.18.9.