"ଶୈଳଭାମା ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଆଧାର
(ଆଧାର)
}}
 
'''ଶୈଳଭାମା ମହାପାତ୍ର''' , ଜଣେ ଓଡ଼ିଆ କଣ୍ଠଶିଳ୍ପୀ ।<ref>{{cite web |title='Ajita' to empower women in Odisha |url=https://www.newindianexpress.com/states/odisha/2020/jan/05/ajita-to-empower-women-in-odisha-2085363.html |website=www.newindianexpress.com |publisher=The New Indian Express |accessdate=7 May 2021 |archiveurl=https://web.archive.org/web/20210507134308/https://www.newindianexpress.com/states/odisha/2020/jan/05/ajita-to-empower-women-in-odisha-2085363.html |archivedate=7 May 2021}}</ref> ଚଳଚ୍ଚିତ୍ର, ବେତାର, ଦୂରଦର୍ଶନ ଓ ଆଲବମରେ ସେ କଣ୍ଠଦାନ କରିଛନ୍ତି । ସର୍ବମୋଟ ୧୯୦୦୦ରୁ ଅଧିକ ଗୀତରେ ସେ କଣ୍ଠଦାନ କରିଛନ୍ତି, ସେଥିମଧ୍ୟରୁ ପ୍ରାୟ ୩୫୭ଟି ଗୀତ ସେ ଚଳଚ୍ଚିତ୍ର ପାଇଁ ଗାଇଛନ୍ତି । ସେ ଆକାଶବାଣୀ ଓ ଦୂରଦର୍ଶନର ଗ୍ରେଡ଼-ଏ କଳାକାର ।
 
== ବ୍ୟକ୍ତିଗତ ଜୀବନ ==
ଶୈଳଭାମାଙ୍କ ପିତାଙ୍କ ନାମ ଜଗତବନ୍ଧୁ ମହାପାତ୍ର ଓ ମାତାଙ୍କ ନାମ ହରପ୍ରିୟା ମହାପାତ୍ର । ମା ଓ ବଡ଼ ଭଉଣୀଙ୍କ ପ୍ରେରଣାରେ ଗୀତ ଗାଇବା ଆରମ୍ଭ କରିଥିଲେ । ୧୯୮୩ ମସିହାରୁ ସେ ଆକାଶବାଣୀ ଓ ଦୂରଦର୍ଶନରେ ଶିଶୁ କଳାକାର ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଏକ ସଙ୍ଗୀତ ରେକଡିଂ ସମୟରେ ସଙ୍ଗୀତ ନିର୍ଦ୍ଦେଶକ [[ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ]] ତାଙ୍କୁ ଶୁଣି ଚଳଚ୍ଚିତ୍ର [[ମା' ଯାହାର ସାହା]]ରେ ଗୀତ ଗାଇବାର ପ୍ରଥମ ସୁଯୋଗ ଦେଇଥିଲେ ।<ref>{{cite news |title=ବ୍ୟକ୍ତିତ୍ୱ |url=http://nitidinepaper.com/EditionPage/EPpage.php?edn=Bhubaneswar&isid=NITIDIN_BHUB_20210507#Page/7 |accessdate=7 May 2021 |issue=ନିତିଦିନ ୦୭/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭ |publisher=ନିତିଦିନ |date=7 May 2021}}</ref><ref>{{cite web |title=Rendezvous With Sailabhama Mohapatra, The Talented Singer Of Odia Music Industry! |url=https://mycitylinks.in/rendezvous-with-sailabhama-mohapatra-the-talented-singer-of-odia-music-industry/ |website=www.mycitylinks.in |publisher=my cityl inks |accessdate=7 May 2021 |archiveurl=https://web.archive.org/web/20210507133738/https://mycitylinks.in/rendezvous-with-sailabhama-mohapatra-the-talented-singer-of-odia-music-industry/ |archivedate=7 May 2021}}</ref>
 
== ଆଧାର ==
୬,୪୪୪

ଗୋଟି ସମ୍ପାଦନା

ଦିଗବାରେଣି ମେନୁ