"ଭରତ (ରାମାୟଣ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
Bot: Automated text replacement (-୍ଵ +୍ୱ)
ଟିକେ (Regular Character Changes)
ଟିକେ (Bot: Automated text replacement (-୍ଵ +୍ୱ))
 
{{prettyurl|Bharata (Ramayana)}}
'''ଭରତ''', ଭାରତୀୟ ମହାକାବ୍ୟ [[ରାମାୟଣ]]<nowiki></nowiki>ରେ ଚିତ୍ରିତ ହୋଇଥିବା ଏକ ଚରିତ୍ର । ରାମାୟଣର ବର୍ଣ୍ଣନା ଅନୁଯାୟୀ, ଭରତ ଥିଲେ ରାଜା ଦଶରଥଙ୍କ ଦ୍ଵିତୀୟଦ୍ୱିତୀୟ ପୁତ୍ର । ତାଙ୍କ ମାତା ଥିଲେ କୈକେୟୀ । ରାମ, [[ଲକ୍ଷ୍ମଣ]] ଏବଂ ଶତୃଘ୍ନ ତାଙ୍କର ଅନ୍ୟ ଭାଇମାନେ ଥିଲେ । ରାମାୟଣ ଅନୁଯାୟୀ ରାମ, ବିଷ୍ଣୁଙ୍କର ସପ୍ତମ ଅବତାର ହୋଇଥିବାବେଳେ ଲକ୍ଷ୍ମଣ, ଭରତ ଏବଂ ଶତୃଘ୍ନଙ୍କୁ ଯଥାକ୍ରମେ ଶେଷନାଗ, ଶଙ୍କର ଏବଂ ସୁଦର୍ଶନ ଚକ୍ରର ଅବତାର ଭାବରେ ବିବେଚନା କରାଯାଏ ।<ref name= Naidu>{{Cite book|last= Naidu |first= S. Shankar Raju|author2=Kampar, Tulasīdāsa |title= A comparative study of Kamba Ramayanam and Tulasi Ramayan| work=Shank| pages=44,148| access-date=2009-12-21| url=https://books.google.com/books?id=okVXAAAAMAAJ&q=Shankha&dq=Shankha&lr=&ei=emkcS6F6obKQBLGBmYcM|publisher= University of Madras|year=1971}}</ref>
ଭାରତରେ ଏକମାତ୍ର [[କେରଳ]]<nowiki></nowiki>ରେ ଭରତଙ୍କୁ ପୂଜା କରାଯିବା ପରମ୍ପରା ରହିଛି ଏବଂ ଏହି ଉପଲକ୍ଷେ ଭରତଙ୍କୁ ସମର୍ପିତ ଏକ ମନ୍ଦିର କେରକରେ ରହିଛି ।
 
== ଜନ୍ମ ଓ ବିବାହ ==
ବହୁଦିନ ଧରି ରାଜା ଦଶରଥ ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଶ୍ୟଷୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ<ref>[http://books.google.co.in/books?id=3XIatVGyjmQC&hl=en "santkesavadas"] ପୃ-୨୭</ref> । ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ [[ରାମ]], ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ [[ଲକ୍ଷ୍ମଣ]] ଓ [[ଶତୃଘ୍ନ]] ଜନ୍ମ ଗ୍ରହଣ କଲେ<ref>[http://books.google.co.in/books?id=3XIatVGyjmQC&hl=en "santkesavadas"] ପୃ-29</ref> । ଭରତ, ରାଜା ଜନକଙ୍କ କନିଷ୍ଠ ଭ୍ରାତା ରାଜା କୁଶଧ୍ଵଜଙ୍କକୁଶଧ୍ୱଜଙ୍କ କନ୍ୟା ମାଣ୍ଡବୀଙ୍କୁ ବିବାହ କରିଥିଲେ । ତକ୍ଷ ଏବଂ ପୁଷ୍କଳ ନାମରେ ଦୁଇଟି ପୁତ୍ର ଥିଲେ ।<ref>[http://www.sacred-texts.com/hin/dutt/ramaconc.htm Ramayana – Conclusion], translated by Romesh C. Dutt (1899)</ref>
== ପୌରାଣିକ ଗାଥା ==
ରାମ ପିତୃ-ସତ୍ୟ ପାଳନ ନିମନ୍ତେ ବନବାସ ପାଇଁ ପ୍ରସ୍ତୁତ ହୁଅନ୍ତେ, ରାମଙ୍କର ଶତ ବାରଣ ସତ୍ତ୍ୱେ, ବନବାସ ବେଳେ ରାମଙ୍କର ଅନୁସରଣ କରିବା ପାଇଁ ଦେବୀ ସୀତା ଏବଂ ଭ୍ରାତା ଲକ୍ଷ୍ମଣ ଇଚ୍ଛା ପ୍ରକାଶ କଲେ । ଇତି ମଧ୍ୟରେ ଭରତ, ଯିଏ କି ମାତୁଳଙ୍କ ଗୃହକୁ ବୁଲି ଯାଇଥିଲେ, ଏ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କଲେ । ରାଜା ହେବାର ସୁଯୋଗ ପରିତ୍ୟାଗ କରି ଭ୍ରାତା ରାମଙ୍କୁ ଦେଖା କରିବା ପାଈଁ ସେ ବନ ଗମନ କରି ରାମଙ୍କୁ ଦେଖା କଲେ । ରାମଙ୍କୁ ବହୁତ ଅନୁନୟ ବିନୟ ପୂର୍ବକ ଫେରିଆସିବାକୁ ଏବଂ ରାଜ୍ୟ ଭାର ଗ୍ରହଣ କରିବାକୁ ଆକୁଳ ପ୍ରାର୍ଥନା କଲେ । କିନ୍ତୁ ରାମ ପିତୃ-ସତ୍ୟ ପାଳନ ନିମନ୍ତେ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବନବାସ ପୂର୍ବରୁ ରାଜ୍ୟକୁ ଫେରିବାକୁ ମନା କରିଦେଲେ । ତେବେ ଏକ ବିରଳ ଭ୍ରାତୃ-ଭକ୍ତିର ଉଦାହରଣସ୍ୱରୂପ ଭରତ, ଭ୍ରାତା ରାମଙ୍କ କଠଉ ଯୋଡିକ ମସ୍ତକରେ ଧାରଣ ପୂର୍ବକ ଫେରି ଆସିଲେ ଏବଂ ସିଂହାସନରେ ରାମଙ୍କ କଠଉ ସ୍ଥାପନ ପୂର୍ବକ ରାମଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିବାକୁ ଲାଗିଲେ ।
 
ରାମ ଅଯୋଧ୍ୟାକୁ ଫେରିବା ପରେ ଭରତ ଏକ ଶୋଭାଯାତ୍ରାରେ ଯାଇ ରାମ,ସୀତା ଏବଂ ଭାଇ ଲକ୍ଷ୍ମଣଙ୍କୁ ଅଭିବାଦନ ଜଣାଇଲେ । ଯଦିଓ ରାମ ଲକ୍ଷ୍ମଣଙ୍କୁ ଯୁବରାଜ ଭାବେ ଘୋଷଣା କରିବାକୁ ଇଚ୍ଛା କରିଥିଲେ, ଲକ୍ଷ୍ମଣ ସୂଚାଇ ଦେଇଛନ୍ତି ଯେ ଅଯୋଧ୍ୟାର ପ୍ରଶାସକ ଭାବରେ ଭରତଙ୍କ ମହାନ ଗୁଣ ଏବଂ ବହୁ ବର୍ଷର ଅଭିଜ୍ଞତା ତାଙ୍କୁ ମହାନ କରିପାରିଛି । ଅତଏବ ଲକ୍ଷ୍ମଣଙ୍କ ବଦଲରେ ଭରତଙ୍କୁ ଯୁବରାଜ ଘୋଷଣା କରିବାକୁ ସେ ରାମଙ୍କୁ ନିବେଦନ କରିଥିଲେ । ତେଣୁ ରାମଙ୍କ ରାଜ୍ୟାଭିଷେକ ପରେ ଭରତ ହିଁ ତୁରନ୍ତ ରାମଙ୍କଦ୍ଵାରାରାମଙ୍କଦ୍ୱାରା ଯୁବରାଜ ଘୋଷିତ ହୋଇଥିଲେ ।<ref name="India Forums">{{cite web |title=Bharat story -ideal character {{!}} Ramayan |url=https://www.indiaforums.com/forum/topic/931492 |website=India Forums |accessdate=4 April 2021 |language=en}}</ref>
 
== ଆଧାର ==
୩୮,୪୬୫

ଗୋଟି ସମ୍ପାଦନା

ଦିଗବାରେଣି ମେନୁ