"ଖେଚେଡ଼ି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ →ପ୍ରକାର |
Psubhashish (ଆଲୋଚନା | ଅବଦାନ) |
||
୨୬ କ ଧାଡ଼ି: | ୨୬ କ ଧାଡ଼ି: | ||
==ପ୍ରକାର== |
==ପ୍ରକାର== |
||
[[File:Simei Palau Odia Cuisine.jpg|thumb|ସିମେଇ ଖେଚେଡ଼ି]] |
[[File:Simei Palau Odia Cuisine.jpg|thumb|ସିମେଇ ଖେଚେଡ଼ି]] |
||
===ଜଗନ୍ନାଥ ମନ୍ଦିରରେ ଭୋଗରେ ଲାଗୁଥିବା ଖେଚେଡ଼ି=== |
|||
{{Main|ଜଗନ୍ନାଥଙ୍କ ଧୂପ}} |
|||
*ନୁଖୁରା ଖେଚୁଡ଼ି: ଏହା ସକାଳେ ଦେବତାଙ୍କୁ ନୈବେଦ୍ୟ ଅର୍ପଣ ବିଧି ଦିନର ପ୍ରଥମ ରୋଷେଇ ପ୍ରସ୍ତୁତ ଭୋଗ ଷୋଡ଼ଶପଚାର ବିଧିରେ ଏହା ରତ୍ନବେଦିରେ ଅର୍ପଣ କରାଯାଏ |
|||
*ସାନ ଖେଚୁଡ଼ି: ଏହା ସକାଳେ ଦେବତାଙ୍କୁ ନୈବେଦ୍ୟ ଅର୍ପଣ ବିଧି ଦିନର ପ୍ରଥମ ରୋଷେଇ ପ୍ରସ୍ତୁତ ଭୋଗ ଷୋଡ଼ଶପଚାର ବିଧିରେ ଏହା ରତ୍ନବେଦିରେ ଅର୍ପଣ କରାଯାଏ |
|||
*ଶ୍ରୀ ବଳଭଦ୍ର ଖେଚୁଡ଼ି: ଏହା ସକାଳେ ଦେବତାଙ୍କୁ ନୈବେଦ୍ୟ ଅର୍ପଣ ବିଧି ଦିନର ପ୍ରଥମ ରୋଷେଇ ପ୍ରସ୍ତୁତ ଭୋଗ ଷୋଡ଼ଶପଚାର ବିଧିରେ ଏହା ରତ୍ନବେଦିରେ ଅର୍ପଣ କରାଯାଏ |
|||
*ତୈଳ ଖେଚୁଡ଼ି: ଏହା ସକାଳେ ଦେବତାଙ୍କୁ ନୈବେଦ୍ୟ ଅର୍ପଣ ବିଧି ଦିନର ପ୍ରଥମ ରୋଷେଇ ପ୍ରସ୍ତୁତ ଭୋଗ ଷୋଡ଼ଶପଚାର ବିଧିରେ ଏହା ରତ୍ନବେଦିରେ ଅର୍ପଣ କରାଯାଏ |
|||
===ଅନ୍ୟାନ୍ୟ=== |
|||
*ପଞ୍ଚୁବର୍ଣ୍ଣ ଖେଚେଡ଼ି |
*ପଞ୍ଚୁବର୍ଣ୍ଣ ଖେଚେଡ଼ି |
||
: ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ୍ଣ ଖେଚେଡ଼ି ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ । |
: ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ୍ଣ ଖେଚେଡ଼ି ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ । |
୧୩:୨୯, ୪ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ
ଆରମ୍ଭ | |
---|---|
ମୂଳ ଜାଗା | ଭାରତୀୟ ଉପମହାଦେଶ |
ଅଞ୍ଚଳ | ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗଳା, ପଞ୍ଜାବ |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଚାଉଳ, ଡାଲି, ମସଲା |
ଖେଚେଡ଼ି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ, ତେବେ ଭାରତର ବାକି ଜାଗାରେ ମଧ୍ୟ ଏହା ଖିଆଯାଇଥାଏ । ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ହୋଇଥାଏ ଓ ନାଆଁ ମଧ୍ୟ ଅଲଗା ହୋଇଥାଏ । ଓଡ଼ିଶାରେ ତିଆରି ଖେଚେଡ଼ି ଶୁଖିଲା ହୋଇଥାଏ ଓ ଏଥିରେ ଚିନିର ବ୍ୟବହାର ହୋଇଥାଏ ।
ଉପାଦାନ
ପ୍ରକାର
ଜଗନ୍ନାଥ ମନ୍ଦିରରେ ଭୋଗରେ ଲାଗୁଥିବା ଖେଚେଡ଼ି
- ନୁଖୁରା ଖେଚୁଡ଼ି: ଏହା ସକାଳେ ଦେବତାଙ୍କୁ ନୈବେଦ୍ୟ ଅର୍ପଣ ବିଧି ଦିନର ପ୍ରଥମ ରୋଷେଇ ପ୍ରସ୍ତୁତ ଭୋଗ ଷୋଡ଼ଶପଚାର ବିଧିରେ ଏହା ରତ୍ନବେଦିରେ ଅର୍ପଣ କରାଯାଏ
- ସାନ ଖେଚୁଡ଼ି: ଏହା ସକାଳେ ଦେବତାଙ୍କୁ ନୈବେଦ୍ୟ ଅର୍ପଣ ବିଧି ଦିନର ପ୍ରଥମ ରୋଷେଇ ପ୍ରସ୍ତୁତ ଭୋଗ ଷୋଡ଼ଶପଚାର ବିଧିରେ ଏହା ରତ୍ନବେଦିରେ ଅର୍ପଣ କରାଯାଏ
- ଶ୍ରୀ ବଳଭଦ୍ର ଖେଚୁଡ଼ି: ଏହା ସକାଳେ ଦେବତାଙ୍କୁ ନୈବେଦ୍ୟ ଅର୍ପଣ ବିଧି ଦିନର ପ୍ରଥମ ରୋଷେଇ ପ୍ରସ୍ତୁତ ଭୋଗ ଷୋଡ଼ଶପଚାର ବିଧିରେ ଏହା ରତ୍ନବେଦିରେ ଅର୍ପଣ କରାଯାଏ
- ତୈଳ ଖେଚୁଡ଼ି: ଏହା ସକାଳେ ଦେବତାଙ୍କୁ ନୈବେଦ୍ୟ ଅର୍ପଣ ବିଧି ଦିନର ପ୍ରଥମ ରୋଷେଇ ପ୍ରସ୍ତୁତ ଭୋଗ ଷୋଡ଼ଶପଚାର ବିଧିରେ ଏହା ରତ୍ନବେଦିରେ ଅର୍ପଣ କରାଯାଏ
ଅନ୍ୟାନ୍ୟ
- ପଞ୍ଚୁବର୍ଣ୍ଣ ଖେଚେଡ଼ି
- ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ୍ଣ ଖେଚେଡ଼ି ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ ।
- କାଦୁଆ ଖେଚେଡ଼ି
- ଏହା ସାଧାରଣତଃ ବହଳିଆ ହୋଇଥାଏ ।
- ସିମେଇ ଖେଚେଡ଼ି/ପଲଉ: ଏହା ସିମେଇ, ଗାଜର, କ୍ୟାପ୍ସିକମ, ପିଆଜ ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
ପ୍ରଣାଳୀ
ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆଯାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ ।
ପରଷା
ପଞ୍ଚୁବର୍ଣ ଖେଚେଡ଼ିକୁ ଘୁଗୁନି, ଆଳୁଦମ ଓ ବାକି ଅନେକ ତରକାରି ସହ ପରଷାଯାଇପାରେ ।