"ପରୀ ଅପହରଣ ଓ ହତ୍ୟାକାଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ତଥ୍ୟ ସଜଡାଗଲା
ପ୍ରସଙ୍ଗର ଉଇକିକରଣ
୧ କ ଧାଡ଼ି: ୧ କ ଧାଡ଼ି:
{{Current event}}
[[ନୟାଗଡ଼ ଜିଲ୍ଲା]] ଯଦୁପୁର ଗ୍ରାମର ୫ବର୍ଷର ଶିଶୁ କନ୍ୟା ଅମ୍ରିତା ସ୍ନେହା ଓରଫ ପରୀକୁ ୨୦୨୦ ଜୁଲାଇରେ ଅପହରଣ ପରେ ହତ୍ୟା କରଯାଇଥିବାର ଅଭିଯୋଗ ହୋଇଥିଲା । ଦୀର୍ଘ ଚାରିମାସରୁ ଉର୍ଦ୍ଧ୍ୱ ସମୟ ଅତିବାହିତ ହୋଇ ସାରିଥିଲେ ମଧ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ [[ଓଡ଼ିଶା ବିଧାନ ସଭା]] ସମ୍ମୁଖରେ ପରୀର ପିତାମାତା ଆତ୍ମାହୁତି ଉଦ୍ୟମ କରିଥିଲେ । ଯାହା ପରେ ପରୀ ଘଟଣା ରାଜ୍ୟବ୍ୟାପୀ ଯୋରଦାର ଚର୍ଚ୍ଚା ଧରିଥିଲା ।


'''ପରୀ ଅପହରଣ ଓ ହତ୍ୟାକାଣ୍ଡ''' [[ଓଡ଼ିଶା]]ର [[ଯଦୁପୁର]] ଗ୍ରାମରେ ଘଟିଥିବା ଏକ ଅପହରଣ ଓ ହତ୍ୟାକାଣ୍ଡ ଏବଂ [[ଓଡ଼ିଶା ଉଚ୍ଚନ୍ୟାୟାଳୟ]]ରେ ବର୍ତ୍ତମାନ ବିଚାରାଧୀନ ଏକ ଅପରାଧ ତଦନ୍ତ ମାମଲା । [[ନୟାଗଡ଼ ଜିଲ୍ଲା]]ର ପାଞ୍ଚ ବର୍ଷୀୟା ଶିଶୁକନ୍ୟା ଅମୃତା ସ୍ନେହା (ପରୀ ନାମରେ ଜଣା) ୨୦୨୦ ଜୁଲାଇ ୧୪ ତାରିଖ ଦିନ ଅପହରଣ ପରେ ହତ୍ୟା କରଯାଇଥିବାର ଅଭିଯୋଗ ହୋଇଥିଲା । ଚାରିମାସ ବିତିଲା ପରେ ମଧ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ପରୀର ପିତାମାତା [[ଓଡ଼ିଶା ବିଧାନ ସଭା]] ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହା ପରେ ଘଟଣାଟି ଅଧିକ ଲୋକଲୋଚନକୁ ଆସିଥିଲା ଓ ଓଡ଼ିଶା ବ୍ୟାପୀ ବିଭିନ୍ନ ସଂଗଠନ ତରଫରୁ ତୁରନ୍ତ ତଦନ୍ତ ଓ ବିଚାର ପାଇଁ ଦାବୀ ହୋଇଥିଲା ।
== ଘଟଣା ==
୨୦୨୦ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ‘ପରୀ’ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ । ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ପୋଲିସ ମାମଲା ରୁଜୁ କରିଥିଲା । ପରିବାର ଲୋକେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିବା ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ସନ୍ଧାନୀ କୁକୁର ଦଳ ଆଣି ଖୋଳତାଡ଼ କରିଥିଲେ । ଘଟଣାର ୯ଦିନ ପରେ ଅର୍ଥାତ ୨୩ ତାରିଖ ଅପରାହ୍ଣରେ ବାଡ଼ି ପଟ ପୋଖରୀ କୁଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର (୧୨ ଖଣ୍ଡ ହାଡ଼, ଦାନ୍ତ ଓ ମୁଣ୍ଡର ଖପୁରୀ) ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ଜୁଲାଇ ୨୩ରେ ଗଳିତ ଶବ ମିଳିଥିବା ପରେ ଶବ ବ୍ୟବଛେଦ କରାଯାଇଥିଲା । ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡ଼ିନଥିଲା । ପାରିପାର୍ଶ୍ୱିକ ସ୍ଥିତିକୁ ଆଧାର କରି ତାଙ୍କୁ କେହି ହତ୍ୟା କରି କିଡନୀ ଓ ଆଖି ତାଡ଼ି ନେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।


== ହତ୍ୟାକାଣ୍ଡ ==
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭାରତୀୟ ଜାତୀୟ କଂଗ୍ରେସ 'ପରୀ ପାଇଁ ନ୍ୟାୟ' ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦୁପୁର ଗ୍ରାମବାସୀ ରାସ୍ତାରୋକ କରିଥିଲେ । ତା ୨୮/୧୦/୨୦୨୦ରିଖ ଦିନ ସାନ୍ତନୁ ବିଶୋଇ ଏବଂ ଭୁବନ ଚାନ୍ଦ ହାତୀ ଦୁଇଜଣ ସାମାଜିକ କର୍ମୀ ପରୀକୁ ନ୍ୟାୟ ଦାବିରେ ଆମରଣ ଅନଶନ କରିଥିଲେ । ଦୀର୍ଘ ଛଅ ଦିନ ଅନଶନ ପରେ ଉପଜିଲ୍ଲାପାଳ ଗଣମାଧ୍ୟମ ଉପସ୍ଥିତିରେ ଅପରାଧୀଙ୍କୁ ତୁରନ୍ତ ଗିରଫ, ପରୀ ବାପା ବୋଉକୁ ସୁରକ୍ଷା ଏବଂ ଘଟଣା ଚକ୍ର ସମ୍ବନ୍ଧରେ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ପ୍ରତିଶ୍ରୁତି ଦେଇ ଅନଶନକାରୀଙ୍କୁ ଅନଶନ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ । ହେଲେ ଘଟଣାକୁ ୫ ମାସ ବିତିବା ପରେ ମଧ୍ୟ ଘଟଣାର ରହସ୍ୟ ଖୋଲିନଥିଲା । ପୋଲିସର କହିବା ମୁତାବକ ପରୀ ସାଙ୍ଗରେ ଖେଳୁଥିବା ଜଣେ ଶିଶୁକୁ କିଛି ପାଉଁରୁଟି ଦେଇ ପରୀର ବାପା ଅଶୋକ ସାହୁ ପରୀ ନିଖୋଜ ବିଷୟରେ ପଚାରୁଥିଲେ । ପାଉଁରୁଟି ରେ ବିଷ ଦିଆଯାଇଛି ବୋଲି ଅପପ୍ରଚାର ହୋଇଥିଲା ଏବଂ ଏ ନେଇ ଗତ ୨୬ ତାରିଖରେ ଅଶୋକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ନୟାଗଡ଼ ମେଡିକାଲ ଭିତରେ ମଧ୍ୟ ତାଙ୍କୁ ଆକ୍ରମଣ ହୋଇଥିଲା । ଏମିତିକି ପୁଲିସ୍‌ ଅଶୋକଙ୍କୁ ରାତିଅଧିଆ ଉଠାଇ ନେଇ ହଇରାଣ ହରକତ କରୁଥିବା ସେ ଅଭିଯୋଗ କରିଥିଲେ । ନୟାଗଡ଼ରୁ ନିରାଶ ହେବା ପରେ ‘ପରୀ’ ପରିବାର ନ୍ୟାୟ ଆଶାରେ ରାଜଧାନୀକୁ ଯାଇ ଚର୍ଚ୍ଚାର ବିଷୟ ପାଲଟିଥିଲେ ।<ref>https://reporterspen.com/crime/suside-attemt-in-bbsr/</ref>
୨୦୨୦ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ଅମୃତା ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ । ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ପୋଲିସ ମାମଲା ରୁଜୁ କରିଥିଲା । ପରିବାର ଲୋକେ ଜିଲ୍ଲାପାଳ ଓ ପୋଲିସ ସବ ଇନସ୍ପେକ୍ଟରଙ୍କୁ ଭେଟିବା ପରେ ପୋଲିସ ଘଟଣାର ତଦନ୍ତ କରିବା ସହ ସନ୍ଧାନୀ କୁକୁର ଦଳ ଆଣି ଅଧିକ ତଦନ୍ତ କରିଥିଲେ । ଘଟଣାର ୯ଦିନ ପରେ ଜୁଲାଇ ୨୩ ତାରିଖ ଅପରାହ୍ଣରେ ବାଡ଼ି ପଟ ପୋଖରୀ କୁଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଅମୃତାର ବିଖଣ୍ଡିତ ଓ ଗଳିତ ମୃତଦେହ ମିଳିଥିଲା । ମୃତ ଶରୀରର ୧୨ ଖଣ୍ଡ ହାଡ଼, ଦାନ୍ତ ଓ ମୁଣ୍ଡର ଖପୁରୀ ଏହି ବସ୍ତାରେ ଥିଲା । ଜୁଲାଇ ୨୩ରେ ଗଳିତ ଶବ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡ଼ିନଥିଲା । ପରିବାର ଲୋକେ ଅମୃତାକୁ କେହି ହତ୍ୟା କରି [[ଯକୃତ]] ଓ ଆଖି ତାଡ଼ି ନେଇଥିବାର ଅଭିଯୋଗ କରିଥିଲେ ।


== ତଦନ୍ତ ପାଇଁ ଦାବୀ ==
୨୦୨୦ ନଭେମ୍ବର ୨୪ ତାରିଖ ଦିନ ସକାଳୁ ବିଧାନ ସଭା ସାମ୍ନାରେ ନୟାଗଡ଼ ଯଦୁପୁରର ଅଶୋକ ସାହୁ ଏବଂ ସୌଦାମିନୀ ସାହୁ ଦେହରେ [[ଡିଜେଲ]] ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ । ବିଧାନ ସଭା ବାହାରେ ଏହି ଦମ୍ପତି କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି ଆମ ଝିଅକୁ ନ୍ୟାୟ ଦରକାର ବୋଲି ଚିତ୍କାର କରିଥିଲେ । ତାଙ୍କ ଝିଅକୁ ତତ୍କାଳୀନ ନୟାଗଡ଼ ବିଧାୟକ [[ଅରୁଣ କୁମାର ସାହୁ]] ଓ ବାବୁଲି ନାୟକ ଲୋକ ଲଗାଇ ମାରି ତା'ର ଆଖି ଏବଂ କିଡ୍‌ନୀ କାଢ଼ି ନେଇଥିବା ଅଭିଯୋଗ କଲେ । ପରୀ ମା’ ବାପାଙ୍କର ଏଭଳି ବିସ୍ଫୋରକ ପ୍ରତିକ୍ରିୟା ପରେ ରାଜଧାନୀ ରାଜରାସ୍ତାରେ ଘଟିଥିବା ଏହି ଘଟଣାର ପ୍ରଭାବ ସମଗ୍ର ରାଜ୍ୟରେ ପଡ଼ିଲା । ସୋସିଆଲ ମିଡିଆରେ 'ପରୀକୁ ନ୍ୟାୟ' ('''#JusticeForPari''') ଲେଖି ପୋଷ୍ଟ କରି, ଠାକୁରଙ୍କ ପାଖେ ଦୀପ ଜାଳି ପରୀକୁ ନ୍ୟାୟ ପାଇଁ ଜନ ସ୍ୱର ତେଜି ଉଠିଥିଲା । ଶୀଘ୍ର ପରୀକୁ ନ୍ୟାୟ ନଦେଲେ ଆଗକୁ ପରିସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଘଟଣାର ପର ଦିନ ବିଧାନ ସଭାରେ ହୋହଲ୍ଲା ହୋଇଥିଲା । ବିଧାନ ସଭାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପେଟନ୍ [[ଦିବ୍ୟ ଶଙ୍କର ମିଶ୍ର]] ଉତ୍ତର ରଖି ପରୀ ମୃତ୍ୟୁ ପଛରେ କିଏ ଏବଂ ଏହାର ସତ୍ୟାସତ୍ୟ କ’ଣ ତାହାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି ନିର୍ଦ୍ଦେଶ ଦେଲେ । ନଭେମ୍ବର ୨୮ରେ ହତ୍ୟା ମାମଲାରେ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନ ସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ [[ନବୀନ ପଟ୍ଟନାୟକ]] ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।<ref>https://odishareporter.in/uncategorized/odisha-cm-naveen-patnaik-orders-sit-investigation-into-nayagarh-minor-murder-case-595607</ref>
ଏହି ଘଟଣାର ଅଧିକ ତଦନ୍ତ ଦାବୀ କରି ସ୍ଥାନୀୟ ବ୍ୟକ୍ତିବିଶେଷ ଓ ସଂଗଠନସବୁ ବିକ୍ଷୋଭ, ରାସ୍ତାରୋକ, ଆମରଣ ଅନଶନ କରିବା ପରେ ଉପଜିଲ୍ଲାପାଳ ଗଣମାଧ୍ୟମ ଉପସ୍ଥିତିରେ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୨୦୨୦ ନଭେମ୍ବର ୨୪ ତାରିଖ ଦିନ ସକାଳୁ ବିଧାନ ସଭା ସାମ୍ନାରେ ଅମୃତାର ପିତା ଅଶୋକ ସାହୁ ଏବଂ ମାତା ସୌଦାମିନୀ ସାହୁ ଆତ୍ମାହୁତି ଉଦ୍ୟମ କରିଥିଲେ ।


୨୦୨୦ ଡିସେମ୍ବର ୧୦ରେ ଏହି ଘଟଣାରେ ନୟାଗଡ଼ ଥାନା ଅଧିକାରୀ ରୀତାରାଣୀ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ ଏସଡିପିଓ ନିରଞ୍ଜନ ପାଢୀଙ୍କୁ ବଦଳି କରାଯାଇଥିଲା ।<ref>https://odia.oneindia.com/odisha/pari-case-nayagarh-iic-suspended-000548.html</ref> ଏହାର ୧୩ ଦିନ ପରେ ଡିସେମ୍ବର ୨୩ରେ ଏସପି [[ପ୍ରତ୍ୟୁଷ ଦିବାକର]]<nowiki/>ଙ୍କୁ ବଦଳି କରାଯାଇଥିଲା । ଡିସେମ୍ବର ୨୯ରେ ଘଟଣାର ତଦନ୍ତ କରୁଥିବା ଆଇପିଏସ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଡିଜି (ଏଡିଜି) ପାହ୍ୟାକୁ ପଦୋନ୍ନତି କରଯାଇଥିଲା ।<ref>https://www.middayodisha.com/arun-bothra-promoted-to-adgp-rank/</ref> ଡିସେମ୍ବର ୩୦ରେ ତତ୍କାଳୀନ ଜିଲ୍ଲାପାଳ ପୋମା ଟୁଡୁଙ୍କର ପଦୋନ୍ନତି ଘୋଷଣା କରଯାଇଥିଲା ।<ref>http://nandighoshatv.com/state-govt-promotes-35-ias-officers/</ref>
== ତଦନ୍ତ ==
== ତଦନ୍ତ ==
୨୦୨୦ ନଭେମ୍ବର ୨୮ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ [[ନବୀନ ପଟ୍ଟନାୟକ]] ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଧୁନା ଏହି ମାମଲାର ତଦନ୍ତ ଭାର [[ଅରୁଣ ବୋଥ୍ରା]]ଙ୍କ ନେତୃତ୍ବରେ ଗଠିତ ଏକ ପାଞ୍ଚ ଜଣିଆ ଦଳ କରୁଛି ।<ref>http://www.prameyanews7.com/sit-to-probe-nayagarh-pari-murder-formation-of-five-member-team-led-by-arun-bothra/</ref>
ମାମଲାର ତଦନ୍ତ କରିବାକୁ ବରିଷ୍ଠ ଆଇପିଏସ୍ ଅଫିସର [[ଅରୁଣ ବୋଥ୍ରା]]<nowiki/>ଙ୍କ ନେତୃତ୍ବରେ ୫ ଜଣିଆ ଦଳ ଗଠନ କରାଯାଇଥିଲା । ଦଳରେ କ୍ରାଇମବ୍ରାଞ୍ଜ ଏସପି ଆର. କେ ଦୋରା, ଅତିରିକ୍ତ ଏସପି ଆର.ସି ଥମ୍ବଙ୍କ ସହ କ୍ରାଇମବ୍ରାଞ୍ଜ ଇନ୍ସପେକ୍ଟର ନରେନ୍ଦ୍ର ବେହେରା, ମମତା ପଣ୍ଡା ସଦସ୍ୟ ଅଛନ୍ତି । ଦଳ ଗଠନ ନେଇ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ହାଇକୋର୍ଟଙ୍କ ରେଜିଷ୍ଟାର ଜେନରାଲଙ୍କୁ ଚିଠି ଲେଖି ଅବଗତ କରିଥିଲେ । ଏସଆଇଟି ତଦନ୍ତରେ ତତ୍ତ୍ୱାବଧାନ କରିବାକୁ [[ଓଡ଼ିଶା ଉଚ୍ଚ ନ୍ୟାୟାଳୟ]]<nowiki/>ଙ୍କ ଜଣେ ସିଟିଙ୍ଗ୍ ଜଜଙ୍କୁ ଦାୟିତ୍ବ ଦେବାକୁ ନିବେଦନ କରାଯାଇଥିଲା । ଏସଆଇଟି ତଦନ୍ତ ନିର୍ଦେଶକୁ [[କଂଗ୍ରେସ]] ସ୍ବାଗତ କରିଥିବା ବେଳେ ମନ୍ତ୍ରୀଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବିରେ [[ଭାରତୀୟ ଜନତା ପାର୍ଟି]] ଅଡ଼ି ବସିଥିଲା ।<ref>http://www.prameyanews7.com/sit-to-probe-nayagarh-pari-murder-formation-of-five-member-team-led-by-arun-bothra/</ref>


=== ଅଭିଯୁକ୍ତ ===
ମନ୍ତ୍ରୀ [[ଅରୁଣ କୁମାର ସାହୁ]] ସ୍ଥାନୀୟ ସରପଂଚଙ୍କ ସହ କଥା ହେବାର ଦୁଇଟି ଅଡିଓ ବିଭିନ୍ନ ଗଣମାଧ୍ୟମରେ ଘୁରି ବୁଲିଥିଲା । ଯେଉଁଥିରେ ଖୋଦ୍ ମନ୍ତ୍ରୀ [[ଅରୁଣ କୁମାର ସାହୁ]] ଧମକ ଦେବା ସହ ଆନ୍ଦୋଳନକୁ ଚାପିବାକୁ ଉଦ୍ୟମ କରିଥିଲେ । ଅନ୍ୟ ଏକ ଵିଡିଓରେ ବାବୁଲି ନାୟକ ତାଙ୍କୁ ଦେଖା କରୁଥିବା କଥା ସ୍ୱୀକାର କରିଥିଲେ । ସ୍ଥାନୀୟ ସରପଂଚଙ୍କ ସହ ମନ୍ତ୍ରୀ ଅରୁଣ ସାହୁ ହୋଇଥିବା କଥାବାର୍ତ୍ତାରେ ସିଧାସଳଖ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକଙ୍କ ସମ୍ପୃକ୍ତି ଥିବାର ଚର୍ଚ୍ଚା ହୋଇଥିଲା । ଅନ୍ୟ ପକ୍ଷରେ ପୋଲିସ ପକ୍ଷରୁ ପରୀଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲାଞ୍ଚ ଯାଚି ପ୍ରସଙ୍ଗକୁ ଏଡ଼ାଇବାକୁ ଚେଷ୍ଟା ହୋଇଥିବାର ଅଭିଯୋଗ ହୋଇଥିଲା । ପରୀଙ୍କ ବାପା, ମା [[ଅଙ୍ଗ ତସ୍କରୀ]]<nowiki/>ର ଅଭିଯୋଗ ଆଣିଥିଲେ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ପରୀଙ୍କ ଘରେ ପଶି ଆକ୍ରମଣ କରାଯାଇଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଥିଲେ ।<ref>https://odishanewslens.com/?p=37827</ref> ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଏହି ଅଡିଓ ବାଇରାଲ ହୋଇଥିଲେ ମଧ୍ୟ ରାଜ୍ୟ ଗୃହ ବିଭାଗ ପକ୍ଷରୁ ତାଙ୍କୁ ଏଯାଏଁ ତଦନ୍ତ ପରିସରଭୁକ୍ତ କରାନଯିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ବୋଲି [[ପ୍ରଦୀପ୍ତ ନାୟକ]] କହିଥିଲେ । ତଦନ୍ତ ଦାୟିତ୍ଵରେ ଥିବା ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ପରିଚାଳନା ଦାୟିତ୍ଵରେ ଅବସ୍ଥାପିତଥିବାରୁ ତାଙ୍କର ପୋଲିସ କ୍ଷମତା ନଥିବା ନେଇ ପୂର୍ବତନ ପେ।ଲିସ ମହାନିର୍ଦ୍ଦେଶକ ତଥା ବିଜେପି ନେତା [[ପ୍ରକାଶ ମିଶ୍ର]] ପ୍ରଶ୍ନ ଉଠାଇଥିଲେ । <ref>https://khabar.odishatv.in/odisha/arun-bothra-has-no-police-power-prakash-mishra/230562/</ref>
ଡିସେମ୍ବର ୨୦ ତାରିଖରେ ଯଦୁପୁର ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ କ୍ରାଇମବ୍ରାଞ୍ଚ ଏଆଇଟି ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ ଓ ତଦନ୍ତର ୨୦ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ଗିରଫ ପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତର ନାମ ପ୍ରକାଶ କରିନଥିଲା । କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୦୨, ୨୦୧ ଏବଂ ପୋସୋକୋ ଆକ୍ଟ ସେକ୍ସନ ୬ ଅନୁଯାୟୀ ୧୪/୨୦୨୦ ନମ୍ବରରେ ଏକ ମାମଲା ରୁଜୁ କରାଯାଇଥିଲା ।<ref>https://www.dharitri.com/the-main-accused-is-in-court/</ref> ଡିସେମ୍ବର ୨୧ ତାରିଖରେ ତାଙ୍କୁ ନୟାଗଡ଼ ପୋକସୋ (POCSO) କୋର୍ଟରେ ହାଜର କରି ୪ ଦିନ ରିମାଣ୍ଡରେ ନେବାକୁ ଏଆଇଟି ଅନୁମତି ମାଗିଥିଲେ । ପୋକସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଅଭିଯୁକ୍ତଙ୍କୁ ୩ ଦିନ ଅର୍ଥାତ୍ ଡିସେମ୍ବର ୨୨ରୁ ୨୪ ଯାଏ ରିମାଣ୍ଡରେ ନେବାକୁ ଏଆଇଟିକୁ ଅନୁମତି ଦେଇଥିଲେ । ଡିସେମ୍ବର ୨୧ରେ ଅଭିଯୁକ୍ତଙ୍କୁ ବିନା ଡେମୋରେ ନୟାଗଡ଼ ସବଜେଲକୁ ପଠାଇ ଦିଆଯାଇଥିଲା । ଅଭିଯୁକ୍ତ ସାବାଳକ ବୋଲି ତାଙ୍କ ମା' ଗଣମାଧ୍ୟମକୁ କହିଥିଲେ । ଜନ୍ମ ସାର୍ଟିଫିକେଟ ଅନୁସାରେ ତାଙ୍କ ବୟସ ୧୮ ବର୍ଷରୁ କମ ହୋଇଥିଲେ ମଧ୍ଯ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓସିଫିକେଶନ ପରୀକ୍ଷାରୁ ସେ ସେ ସାବାଳକ ବୋଲି ପ୍ରମାଣ ମିଳିଥିଲା ।<ref name=":1">https://kanaknews.com/pari-muder-case-live-updates/</ref> ପ୍ରାଥମିକ ତଦନ୍ତରେ [[ଧର୍ଷଣ]] ମୁଖ୍ୟ ଅପରାଧ ଓ ହତ୍ୟା ପରେ ବଳାତ୍କାର କରାଯାଇଛି ବୋଲି ପ୍ରମାଣ ମିଳିଥିଲା ବୋଲି ଏସଆଇଟି ମୁଖ୍ୟ ପ୍ରକାଶ କରିଥିଲେ । ତେବେ ଅଭିଯୁକ୍ତର ପରିବାର ତାଙ୍କ ପୁଅକୁ ଭୟଭୀତ ହତ୍ୟାକାଣ୍ଡରେ ସମ୍ପୃକ୍ତି ପାଇଁ ବାଧ୍ୟ କରିବା ଅଭିଯୋଗ କରିଥିଲେ ଥାନାରେ ଏସଆଇଟି ବିରୋଧରେ ଏତଲା ଦେଇଥିଲେ ।<ref>https://www.samajalive.in/nayagada-pari-murder-case-accused-mother-file-a-case-agnest-sit/254204.html</ref> ଅଭିଯୁକ୍ତକୁ ନାବାଳକ ଦର୍ଶାଇ ଅଭିଯୁକ୍ତର ପରିବାର ଲୋକେ ଡିସେମ୍ବର ୪ରେ ନ୍ୟାୟାଳୟରେ ଆବେଦନ କରିଥିଲେ । ନ୍ୟାୟାଳୟ ଡିସେମ୍ବର ୫ରେ ପରବର୍ତ୍ତୀ ଶୁଣାଣି କରି ଅଭିଯୁକ୍ତକୁ ନାବାଳକ ଘୋଷଣା କରି କିଶୋର ନ୍ୟାୟ ପରିଷଦକୁ ଏହି ମାମଲା ହସ୍ତାନ୍ତର କରିଥିଲେ ଓ ସାବାଳକ ହୋଇନଥିବାରୁ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନକୁ ଖାରଜ କରିଥିଲେ ।<ref name=":1" />

ନଭେମ୍ବର ୩୦ ତାରିଖରେ ପରୀ ହତ୍ୟାକାଣ୍ଡ ମାମଲାକୁ ନେଇ [[ଜାତୀୟ ଶିଶୁ ସୁରକ୍ଷା କମିଶନ]]<nowiki/>ଙ୍କୁ ସାକ୍ଷାତ କରି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା [[ସମ୍ବିତ ପାତ୍ର]] ଏକ ଦାବି ପତ୍ର ପ୍ରଦାନ କରିଥିଲେ । ସେ ଦାବି ପତ୍ରରେ ମୁଖ୍ୟତଃ ୨ ପ୍ରସଙ୍ଗ ଉଠାଇଥିଲେ । ଜାତୀୟ ଶିଶୁ ସୁରକ୍ଷା କମିଶନର ଏକ ସ୍ୱତନ୍ତ୍ର ଦଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁ, ଓ ‘ପରୀ’ ଶରୀରର ବିଭିନ୍ନ ଅଙ୍ଗ ଚୋରୀ ହୋଇଛି ନା ନାହିଁ ତାହାର ମଧ୍ୟ ତଦନ୍ତ କରିବା ଏବଂ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କର ଏଥିରେ କ’ଣ ସମ୍ପୃକ୍ତି ରହିତ ତାହା ମଧ୍ୟ ତଦନ୍ତ କରାଯିବା ପାଇଁ ଦାବି କରିଥିଲେ । ନଭେମ୍ବର ୩୦ ତାରିଖରେ ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ରିପୋର୍ଟ ତଲବ କରିଥିଲେ । ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତର ଅଗ୍ରଗତି, ପୀଡିତାର ବୟସ ପ୍ରମାଣ ପତ୍ର, ଏତଲା କପି ଏବଂ ଅଭିଯୁକ୍ତଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୧୦ ଦିନ ମଧ୍ୟରେ ଏହାର ରିପୋର୍ଟ ଦେବାକୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ନୋଟିସ୍ କରିଥିଲେ ।<ref>https://www.samajalive.in/the-national-commission-for-the-protection-of-the-rights-of-the-child-has-called-for-a-report-to-the-state-chief-secretary-on-pari-murder-case/245208.html</ref> ନୟାଗଡ଼ ଜିଲାପାଳ [[ପୋମା ଟୁଡୁ]] ଏବଂ ଏସ୍‌ପି [[ପ୍ରତ୍ୟୁଷ ଦିବାକର]]<nowiki/>ଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ଡିସେମ୍ବର ୪ରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଚେୟାରମ୍ୟାନ ପ୍ରିୟାଙ୍କା କାନୁନଗୋ ସମନ ଜାରି କରିଥିଲେ ।<ref name=":0">https://www.samajalive.in/pari-murder-case-national-commission-for-the-protection-of-the-rights-of-the-child-summons-to-nayagarh-district-magistrate-and-sp/246809.html</ref> ଡିସେମ୍ବର ୪ତାରିଖରେ ନୟାଗଡ଼ ପୁଲିସ ଏସପି ଓ ଜିଲ୍ଲାପାଳଙ୍କଦ୍ୱାରା ତଥ୍ୟପ୍ରମାଣ ଦାଖଲ କରାଯିବା ପରେ ଡିସେମ୍ବର ୯ତାରିଖରେ ଶୁଣାଣି ପାଇଁ ସମନ କରାଯାଇଥିଲା । ପୁଲିସଦ୍ୱାରା ତଦନ୍ତରେ ଗୁରୁତର ତ୍ରୁଟି ରହିଥିବା ଓ ନାବାଳିକାର ହତ୍ୟାକୁ ନେଇ ତଦନ୍ତରେ ଅହେତୁକ ବିଳମ୍ବ ହୋଇଥିବା ଆୟୋଗ ଅନୁଭବ କରିଥିଲେ । ପରୀ ଘଟଣାରେ ଦାଖଲ ନଭେମ୍ବର ୨୫ତାରିଖରେ ଆୟୋଗଙ୍କଦ୍ୱାରା ଓଡ଼ିଶା ମୁଖ୍ୟ ସଚିବ ଓ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖି ତଦନ୍ତକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଥିଲା । ଆୟୋଗ ଏହି ମାମଲାର ଶୁଣାଣି ପରେ ଅନୁଭବ କରିଥିଲେ ଯେ ପରୀ ହତ୍ୟାର ତଦନ୍ତରେ ପୁଲିସର ଅବହେଳା ରହିଥିବାରୁ ତଦନ୍ତକାରୀ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ କେନ୍ଦ୍ରୀୟ ଏଜେନ୍ସୀଦ୍ୱାରା ତଦନ୍ତ କରିବାକୁ ଆୟୋଗ ସୁପାରିସ୍ କରିଥିଲେ । ଆୟୋଗ କରିଥିବା ବିସ୍ତୃତ ତଦନ୍ତ ରିପୋର୍ଟ ଓ ସୁପାରିସକୁ ରାଜ୍ୟ ମୁଖ୍ୟ ସଚିବ ଓ କେନ୍ଦ୍ର ଗୃହ ସଚିବଙ୍କୁ ପଠାଇ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଏଣୁ ‘ପରୀ’ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏନସିପିସିଆର୍ କହିଥିଲେ ।<ref>https://odishanewslens.com/?p=38531</ref> SIT ତଦନ୍ତ ଆଦୌ ପରୀକୁ ନ୍ୟାୟ ଦେଇପାରିବ ନାହିଁ, ଘଟଣାର କେନ୍ଦ୍ରୀୟ ସଂସ୍ଥା ଦ୍ଵାରା ତଦନ୍ତ ପାଇଁ NCPCR କହି ଥିବାବେଳେ ରାଜ୍ୟ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ବିଜେପି ପ୍ରଶ୍ନ କରିଥିଲା । ତେଣୁ ଏହାର ପ୍ରତିବାଦରେ ପାଞ୍ଚ ଦିନିଆ ପଦଯାତ୍ରା ଆୟୋଜନ କରି ପରୀ ହତ୍ୟା ଘଟଣାରେ CBI ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବୀ କରିଥିଲେ ।<ref>https://zeenews.india.com/hindi/zeeodisha/politics/odisha-bjp-5days-pada-yatra-for-pari-justice/810945</ref>

== ଅଭିଯୁକ୍ତ ==
ତଦନ୍ତର ୨୦ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଡିସେମ୍ବର ୨୦ରେ ସେହି ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏଆଇଟି ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ । ଗିରଫ ପରେ ତାଙ୍କ ନାମ ପ୍ରକାଶ ହୋଇ ନ ଥିଲା । କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୦୨, ୨୦୧ ଏବଂ ପୋସୋକୋ ଆକ୍ଟ ସେକ୍ସନ ୬ ଅନୁଯାୟୀ ୧୪/୨୦୨୦ ନମ୍ବରରେ ମାମଲା ରୁଜୁ କରାଯାଇଥିଲା ।<ref>https://www.dharitri.com/the-main-accused-is-in-court/</ref> ୨୧ତାରିଖରେ ତାଙ୍କୁ ନୟାଗଡ଼ ପୋକସୋ (POCSO) କୋର୍ଟରେ ହାଜର କରି ୪ ଦିନ ରିମାଣ୍ଡରେ ନେବାକୁ ଏଆଇଟି ଅନୁମତି ମାଗିଥିଲେ । ପୋକସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଅଭିଯୁକ୍ତଙ୍କୁ ୩ ଦିନ ଅର୍ଥାତ୍ ଡିସେମ୍ବର ୨୨ରୁ ୨୪ ଯାଏ ରିମାଣ୍ଡରେ ନେବାକୁ ଏଆଇଟିକୁ ଅନୁମତି ଦେଇଥିଲେ । ଡିସେମ୍ବର ୨୧ରେ ଅଭିଯୁକ୍ତଙ୍କୁ ବିନା ଡେମୋରେ ନୟାଗଡ଼ ସବଜେଲକୁ ପଠାଇ ଦିଆଯାଇଥିଲା ।

ଅନ୍ୟପକ୍ଷରେ ଛାତ୍ର ଜଣକ ନାବାଳକ ଓ ନିର୍ଦ୍ଦୋଷ ବୋଲି ତାଙ୍କ ମା’ ଗଣମାଧ୍ୟମକୁ କହିଥିଲେ । ଡିସେମ୍ବର ୨୧ରେ ପ୍ରଥମେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉକ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ବୟସ ଜାଣିବା ପାଇଁ ଛାତ୍ରଙ୍କ ଓସିଫିକେଶନ ଟେଷ୍ଟ ହୋଇଥିଲା । ସେଥିରୁ ସେ ସାବାଳକ ଥିବା ପ୍ରମାଣ ମିଳିଥିଲା । କିନ୍ତୁ ତାଙ୍କର ଜନ୍ମ ତାରିଖ ୬.୨.୨୦୦୩ ବୋଲି ଜନ୍ମ ସାର୍ଟିଫିକେଟରେ ଉଲ୍ଲେଖ ଥିଲା ।<ref name=":1">https://kanaknews.com/pari-muder-case-live-updates/</ref> ଜନ୍ମତାରିଖକୁ ହିସାବ କଲେ ତାଙ୍କୁ ୧୮ ବର୍ଷ ହୋଇନଥିଲା ।

ପରେ ସିନ ରିକ୍ରିଏସନ ପାଇଁ ତାଙ୍କୁ ଯଦୁପୁର ଗାଁକୁ ନିଆଯାଇଥିଲା । ସିନ ରିକ୍ରିଏସନ ପାଇଁ ଅଭିଯୁକ୍ତ ସହଯୋଗ କରିନଥିଲା । ମା’ ଓ ଭଉଣୀଙ୍କ ସହ କଥାବାର୍ତ୍ତା ହେବାକୁ ସୁଯୋଗ ଦିଆଯାଇଥିଲା । ସନ୍ଧ୍ୟାରେ ପୋକସୋ କୋର୍ଟରେ ହାଜର କରାଯାଇଥିଲା । ଛାତ୍ରଙ୍କୁ ଗାଁକୁ ଆଣିବା ପରେ ଏଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀର ମୃତଦେହ ଜବତ ହୋଇଥିବା ସ୍ଥାନକୁ ଅନୁଧ୍ୟାନ କରିଥିଲେ । ସେହିଦିନ ଅଧିକ ପ୍ରମାଣ ପାଇଁ ଡିସେମ୍ବର ୨୨ରେ ନୟାଗଡ଼ ମୁନିସପାଲଟିର ଅଧିକାରୀ, କର୍ମଚାରୀ, ଅଗ୍ନିଶମ ବାହିନୀ ଓ ଓଡ଼୍ରାଫ ସହଯୋଗରେ ଅଭିଯୁକ୍ତଙ୍କ ଘର ପଛପାଖ ପୋଖରୀ ଶୁଖାଯାଇଥିଲା । ସନ୍ଧ୍ୟାରେ ସେହି ପୋଖରୀରୁ ଏକ ଲେଗିଂସ ମିଳିଥିଲା । ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ତାହାକୁ ପରୀକ୍ଷାଗାରକୁ ପଠାଇଦିଆଯାଇଥିଲା ।

ଡିସେମ୍ବର ୨୨ତାରିଖରେ ଅରୁଣ ବୋଥ୍ରାଙ୍କ ପ୍ରେସ ବିବୃତ୍ତି ଜରିଆରେ ଅପରାଧର କାରଣ ପ୍ରଘଟ ଓ ବିଭିନ୍ନ ତଥ୍ୟ ପ୍ରମାଣ ଉପସ୍ଥାପନ କରିଥିଲେ । ଅଭିଯୁକ୍ତକୁ ୧୦ ଥର ପଚରାଉଚୁରା ପରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ଗିରଫ କରାଗଲା ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ । ପୂର୍ବରୁ ଜିଲ୍ଲା ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ଉପରେ ସନ୍ଦେହ ପ୍ରକଟ କରି ପଚରାଉଚୁରା କରିଥିଲା । ପ୍ରାଥମିକ ତଦନ୍ତରେ [[ଧର୍ଷଣ]] ଅପରାଧର ମୁଖ୍ୟ କାରଣ ଓ ହତ୍ୟା ପରେ ବଳାତ୍କାର କରାଯାଇଛି ବୋଲି ପ୍ରମାଣ ମିଳିଥିଲା ବୋଲି ଏସଆଇଟି ମୁଖ୍ୟ ପ୍ରକାଶ କରିଥିଲେ । ଅଭିଯୁକ୍ତ ରାତି ସାରା ଅଶ୍ଳୀଳ ଵିଡ଼ିଓ ଦେଖି କାମପ୍ରବଣ ହୋଇ ଏପରି କାଣ୍ଡ ଭିଆଇଥିଲା ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ । ଯାହା ସାଧାରଣରେ ବିଶ୍ୱାସ ଯୋଗ୍ୟ ହୋଇନଥିଲା । ଅନେକ ଏହାକୁ ବୋଥ୍ରାଙ୍କର ମନଗଢା କାହାଣୀ କହି ସମାଲୋଚନା କରିଇଥିଲେ ।

ପୂର୍ବରୁ ଏସଆଇଟି (SIT) ଅଭିଯୁକ୍ତଙ୍କୁ ୩ ଥର ଉଠାଇ ନେଇ ପଚରାଉଚୁରା କରିଥିଲେ । ଦୋଷ ମାନିବାକୁ ଧମକଚମକ ଦେବା ଓ ୫ ଲକ୍ଷ ଟଙ୍କା ଲୋଭ ଦେଖାଇବା ନେଇ ବୋଥ୍ରାଙ୍କ ନାମରେ ଉକ୍ତ ଛାତ୍ର ପୂର୍ବରୁ ଅଭିଯୋଗ କରିଥିଲେ । ଛାତ୍ରଙ୍କ ମା' କହିଥିଲେ ଯେ, “୨୧ ତାରିଖରେ ଏଆଇଟି ମୋ ପୁଅକୁ ଘରକୁ ଆଣିଥିଲା । ତାକୁ ମାରପିଟ୍ କରି ଦୋଷ ମାନିବାକୁ ବାଧ୍ୟ କରାଯାଇଥିବା ସେ କହିଛି । ମୋ ପୁଅ ଯଦି ଦୋଷୀ, ତେବେ ସେ ହତ୍ୟାକାଣ୍ଡ କିପରି ଘଟାଇଲା ତାହା ପ୍ରମାଣ କରିବାର ଥିଲା । କେବଳ ଦୋଷୀ କହି ମୋ ନାବାଳକ ପୁଅକୁ ଫସାଇ ଦିଆଗଲା । ତାକୁ ରକ୍ଷା କର’ ବୋଲି ଗଣମାଧ୍ୟମ ଯୋଗେ ସେ ନିବେଦନ କରିଥିଲେ । ଏହା ସହିତ ତାଙ୍କ ପରିବାରର କୌଣସି କ୍ଷତି ହେଲେ ଅରୁଣ ବୋଥ୍ରା ଓ ଏସାଇଟି ଦାୟୀ ରହିବେ ବୋଲି କହିଥିଲେ ।<ref>https://zeenews.india.com/hindi/zeeodisha/districts/pari-murder-case-sit-arun-bothra-saroj-sethi/810150</ref> ଏସ୍ଆଇଟି ବିରୋଧରେ ଶୈଳବାଳା ସେଠୀ ୨୨ ଡିସେମ୍ବର ସନ୍ଧ୍ୟାରେ ସଦର ଥାନାରେ ଲିଖିତ ଏତଲା ଦେଇଥିଲେ । ତାଙ୍କ ଠାରୁ କିଭଳି ଜବରଦସ୍ତ ଏକ ସାଧା କାଗଜରେ ଦସ୍ତଖତ ନିଆଯାଇଛି ସେ ସମ୍ପର୍କରେ ସେ ଏତଲାରେ ଦର୍ଶାଇଥିଲେ । ତାଙ୍କୁ ଜାତିଗତ ଆକ୍ଷେପ କରାଯିବା ସହିତ ଅଶ୍ଲୀଳ ଭାଷାରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗାଳିଗୁଲଜ କରିଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଥିଲେ । ତାଙ୍କ ପୁଅକୁ ମାଡ଼ ମାରି ଭୟଭୀତ କରି ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ କରିବାକୁ ଏସ୍ଆଇଟି ଚକ୍ରାନ୍ତ କରୁଛି ବୋଲି ସେ କହିବା ସହିତ ଏହି ଜଘନ୍ୟ ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରାଯାଉ ବୋଲି ଏତଲାରେ ଦର୍ଶାଇଥିଲେ ।<ref>https://www.samajalive.in/nayagada-pari-murder-case-accused-mother-file-a-case-agnest-sit/254204.html</ref>

ପୂର୍ବରୁ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରାଯାଇଥିଲେ ମଧ୍ୟ ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇ ଅଭିଯୁକ୍ତର ପରିବାର ଲୋକେ ଡିସେମ୍ବର ୪ରେ କୋର୍ଟରେ ଆବେଦନ କରିଥିଲେ । ଦାଖଲ ହୋଇଥିବା ପ୍ରମାଣପତ୍ରରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତର ଜନ୍ମ ୬/୨/ ୨୦୦୩ । ଅର୍ଥାତ୍‌ ଅଭିଯୁକ୍ତ ନାବାଳକ । ସରୋଜକୁ ବାଳ ସୁଧାର ଗୃହକୁ ପଠାଇବା ବଦଳରେ ଏସ୍‌ଆଇଟି ଜେଲ୍‌ କିଭଳି ପଠାଇଲା ବୋଲି ତାଙ୍କ ଓକିଲଙ୍କ ଯୁକ୍ତି ଦର୍ଶାଇଥିଲେ । ସେ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ, ସରୋଜକୁ ୧୮ ବର୍ଷରୁ ଅଧିକ ଦର୍ଶାଇବା ପାଇଁ ଯେଉଁ ଓସିଫିକେସନ୍‌ ଟେଷ୍ଟ କରାଯାଇଥିଲା ତାହା ସନ୍ଦେହଜନକ । କୋର୍ଟ ବିଚାର ପାଇଁ ଏହି ପ୍ରମାଣପତ୍ରକୁ ଗ୍ରହଣ କରି ଡିସେମ୍ବର ୫ରେ ପରବର୍ତ୍ତୀ ଶୁଣାଣି କରିଥିଲେ । ଅଭିଯୁକ୍ତକୁ ନାବାଳକ ଘୋଷଣା କରି କିଶୋର ନ୍ୟାୟ ପରିଷଦକୁ ମାମଲା ହସ୍ତାନ୍ତର କରିଥିଲେ ।<ref name=":1" /> ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନକୁ ଖାରଜ କରିଥିଲେ ।

== ଘଟଣା କ୍ରମ ==

* ଜୁଲାଇ ୧୪: ପରୀ ନିଖୋଜ
* ଜୁଲାଇ ୧୭: ଥାନାରେ ମାମଲା ରୁଜୁ
* ଜୁଲାଇ ୨୩: ଗଳିତ ଶବ ମିଳିଥିବା ପରେ ପୋଷ୍ଟମର୍ଟମ, ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଅସ୍ପଷ୍ଟ
* ନଭେମ୍ବର ୨୪: ବିଧାନ ସଭା ସାମ୍ନାରେ ପରୀର ପିତାମାତା ଅଶୋକ ସାହୁ ଏବଂ ସୌଦାମିନୀ ସାହୁଙ୍କ ଆତ୍ମହୁତି ଉଦ୍ୟମ
* ନଭେମ୍ବର ୨୫: କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ବିଧାନ ସଭାରେ ଗୃହମନ୍ତ୍ରୀଙ୍କର ଉତ୍ତର
* ନଭେମ୍ବର ୨୮: ନବୀନ ପଟ୍ଟନାୟକଙ୍କ ଏସଆଇଟି ତଦନ୍ତ ନିର୍ଦ୍ଦେଶ
* ନଭେମ୍ବର ୨୬: ପରୀର ବାପା ଅଶୋକ ସାହୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ
* ନଭେମ୍ବର ୩୦: ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ରିପୋର୍ଟ ତଲବ, ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ
* ଡିସେମ୍ବର ୩: ପରୀର ପରିବାରକୁ ସୁରକ୍ଷା ଦେବାକୁ ଏସପିଙ୍କୁ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ <ref>https://thesamikhsya.com/odia/breaking-news/99252/</ref>
* ଡିସେମ୍ବର ୪: ନୟାଗଡ଼ ଜିଲାପାଳ ଏବଂ ଏସ୍‌ପିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ସମନ <ref name=":0" />
* ଡିସେମ୍ବର ୧୦: ନୟାଗଡ଼ ଥାନା ଅଧିକାରୀ ରୀତାରାଣୀ ସାହୁଙ୍କୁ ସସ୍‌ପେଣ୍ଡ, ଏସଡିପିଓ ନିରଞ୍ଜନ ପାଢୀଙ୍କୁ ବଦଳି
* ଡିସେମ୍ବର ୧୬: ତଦନ୍ତ ଅଗ୍ରଗତି ନେଇ ଏସଆଇଟି ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ପରୀ ମୃତ୍ୟୁ ମାମଲା ଷ୍ଟାଟସ୍ ରିପୋର୍ଟ ମୁଦ୍ଦା ଲଫାପାରେ ଦାଖଲ
* ଡିସେମ୍ବର ୨୦: ଯଦୁପୁର ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏଆଇଟିଦ୍ୱାରା ଅଭିଯୁକ୍ତ ଦର୍ଶାଇ ଗିରଫ
* ଡିସେମ୍ବର ୨୧: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉକ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
* ଡିସେମ୍ବର ୨୨: ଅରୁଣ ବୋଥ୍ରାଙ୍କ ପ୍ରେସ ବିବୃତ୍ତି ଜରିଆରେ ଅପରାଧର କାରଣ ପ୍ରଘଟ ଓ ବିଭିନ୍ନ ତଥ୍ୟ ପ୍ରମାଣ ଉପସ୍ଥାପନ
* ଡିସେମ୍ବର ୨୩: ଏସ୍ଆଇଟି ବିରୋଧରେ ଅଭିଯୁକ୍ତ ମା’ଙ୍କ ଏତଲା
* ଡିସେମ୍ବର ୨୩: ହାଇକୋର୍ଟରେ ମିସକେସ୍ ଦାୟର, SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଦାବି
* ଡିସେମ୍ବର ୨୩: ଏସପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି
* ଡିସେମ୍ବର ୨୪: ଉଚ୍ଚନ୍ୟାୟାଳୟଙ୍କ ଶୁଣାଣି: ତଦନ୍ତ ଆଗେଇଥିବାରୁ ଚାର୍ଜସିଟ ଦାଖଲ କରିବାକୁ SITକୁ ନିର୍ଦ୍ଦେଶ
*ଜାନୁଆରୀ ୫: ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ନୟାଗଡ଼ ପୋକସୋ କୋର୍ଟ, କିଶୋର ନ୍ୟାୟ ପରିଷଦକୁ ମାମଲା ହସ୍ତାନ୍ତର, <ref>https://kanaknews.com/the-pocso-court-ruled-that-the-accused-was-a-minor-pari-murder-case/</ref>ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନକୁ ଖାରଜ
*ଜାନୁଆରୀ ୧୨: ଉଚ୍ଚନ୍ୟାୟାଳୟଙ୍କ ମାମଲାର ପରବର୍ତ୍ତୀ ଶୁଣାଣି

== ଫଳାଫଳ ==


== ଆଧାର ==
== ଆଧାର ==
{{ଆଧାର}}
<references />


[[ଶ୍ରେଣୀ:ଓଡ଼ିଶାରେ ଅପରାଧ]]
[[ଶ୍ରେଣୀ:ଓଡ଼ିଶାରେ ଅପରାଧ]]

୧୫:୨୯, ୧୩ ଜାନୁଆରୀ ୨୦୨୧ ଅନୁସାରେ କରାଯାଇଥିବା ବଦଳ

ପରୀ ଅପହରଣ ଓ ହତ୍ୟାକାଣ୍ଡ ଓଡ଼ିଶାର ଯଦୁପୁର ଗ୍ରାମରେ ଘଟିଥିବା ଏକ ଅପହରଣ ଓ ହତ୍ୟାକାଣ୍ଡ ଏବଂ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ବର୍ତ୍ତମାନ ବିଚାରାଧୀନ ଏକ ଅପରାଧ ତଦନ୍ତ ମାମଲା । ନୟାଗଡ଼ ଜିଲ୍ଲାର ପାଞ୍ଚ ବର୍ଷୀୟା ଶିଶୁକନ୍ୟା ଅମୃତା ସ୍ନେହା (ପରୀ ନାମରେ ଜଣା) ୨୦୨୦ ଜୁଲାଇ ୧୪ ତାରିଖ ଦିନ ଅପହରଣ ପରେ ହତ୍ୟା କରଯାଇଥିବାର ଅଭିଯୋଗ ହୋଇଥିଲା । ଚାରିମାସ ବିତିଲା ପରେ ମଧ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ପରୀର ପିତାମାତା ଓଡ଼ିଶା ବିଧାନ ସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହା ପରେ ଘଟଣାଟି ଅଧିକ ଲୋକଲୋଚନକୁ ଆସିଥିଲା ଓ ଓଡ଼ିଶା ବ୍ୟାପୀ ବିଭିନ୍ନ ସଂଗଠନ ତରଫରୁ ତୁରନ୍ତ ତଦନ୍ତ ଓ ବିଚାର ପାଇଁ ଦାବୀ ହୋଇଥିଲା ।

ହତ୍ୟାକାଣ୍ଡ

୨୦୨୦ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ଅମୃତା ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ । ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ପୋଲିସ ମାମଲା ରୁଜୁ କରିଥିଲା । ପରିବାର ଲୋକେ ଜିଲ୍ଲାପାଳ ଓ ପୋଲିସ ସବ ଇନସ୍ପେକ୍ଟରଙ୍କୁ ଭେଟିବା ପରେ ପୋଲିସ ଘଟଣାର ତଦନ୍ତ କରିବା ସହ ସନ୍ଧାନୀ କୁକୁର ଦଳ ଆଣି ଅଧିକ ତଦନ୍ତ କରିଥିଲେ । ଘଟଣାର ୯ଦିନ ପରେ ଜୁଲାଇ ୨୩ ତାରିଖ ଅପରାହ୍ଣରେ ବାଡ଼ି ପଟ ପୋଖରୀ କୁଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଅମୃତାର ବିଖଣ୍ଡିତ ଓ ଗଳିତ ମୃତଦେହ ମିଳିଥିଲା । ମୃତ ଶରୀରର ୧୨ ଖଣ୍ଡ ହାଡ଼, ଦାନ୍ତ ଓ ମୁଣ୍ଡର ଖପୁରୀ ଏହି ବସ୍ତାରେ ଥିଲା । ଜୁଲାଇ ୨୩ରେ ଗଳିତ ଶବ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡ଼ିନଥିଲା । ପରିବାର ଲୋକେ ଅମୃତାକୁ କେହି ହତ୍ୟା କରି ଯକୃତ ଓ ଆଖି ତାଡ଼ି ନେଇଥିବାର ଅଭିଯୋଗ କରିଥିଲେ ।

ତଦନ୍ତ ପାଇଁ ଦାବୀ

ଏହି ଘଟଣାର ଅଧିକ ତଦନ୍ତ ଦାବୀ କରି ସ୍ଥାନୀୟ ବ୍ୟକ୍ତିବିଶେଷ ଓ ସଂଗଠନସବୁ ବିକ୍ଷୋଭ, ରାସ୍ତାରୋକ, ଆମରଣ ଅନଶନ କରିବା ପରେ ଉପଜିଲ୍ଲାପାଳ ଗଣମାଧ୍ୟମ ଉପସ୍ଥିତିରେ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୨୦୨୦ ନଭେମ୍ବର ୨୪ ତାରିଖ ଦିନ ସକାଳୁ ବିଧାନ ସଭା ସାମ୍ନାରେ ଅମୃତାର ପିତା ଅଶୋକ ସାହୁ ଏବଂ ମାତା ସୌଦାମିନୀ ସାହୁ ଆତ୍ମାହୁତି ଉଦ୍ୟମ କରିଥିଲେ ।

ତଦନ୍ତ

୨୦୨୦ ନଭେମ୍ବର ୨୮ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଧୁନା ଏହି ମାମଲାର ତଦନ୍ତ ଭାର ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଗଠିତ ଏକ ପାଞ୍ଚ ଜଣିଆ ଦଳ କରୁଛି ।[୧]

ଅଭିଯୁକ୍ତ

ଡିସେମ୍ବର ୨୦ ତାରିଖରେ ଯଦୁପୁର ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ କ୍ରାଇମବ୍ରାଞ୍ଚ ଏଆଇଟି ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ ଓ ତଦନ୍ତର ୨୦ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ଗିରଫ ପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତର ନାମ ପ୍ରକାଶ କରିନଥିଲା । କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୭୬(ଏ), ୩୭୬(ଏବି), ୩୬୪, ୩୦୨, ୨୦୧ ଏବଂ ପୋସୋକୋ ଆକ୍ଟ ସେକ୍ସନ ୬ ଅନୁଯାୟୀ ୧୪/୨୦୨୦ ନମ୍ବରରେ ଏକ ମାମଲା ରୁଜୁ କରାଯାଇଥିଲା ।[୨] ଡିସେମ୍ବର ୨୧ ତାରିଖରେ ତାଙ୍କୁ ନୟାଗଡ଼ ପୋକସୋ (POCSO) କୋର୍ଟରେ ହାଜର କରି ୪ ଦିନ ରିମାଣ୍ଡରେ ନେବାକୁ ଏଆଇଟି ଅନୁମତି ମାଗିଥିଲେ । ପୋକସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଅଭିଯୁକ୍ତଙ୍କୁ ୩ ଦିନ ଅର୍ଥାତ୍ ଡିସେମ୍ବର ୨୨ରୁ ୨୪ ଯାଏ ରିମାଣ୍ଡରେ ନେବାକୁ ଏଆଇଟିକୁ ଅନୁମତି ଦେଇଥିଲେ । ଡିସେମ୍ବର ୨୧ରେ ଅଭିଯୁକ୍ତଙ୍କୁ ବିନା ଡେମୋରେ ନୟାଗଡ଼ ସବଜେଲକୁ ପଠାଇ ଦିଆଯାଇଥିଲା । ଅଭିଯୁକ୍ତ ସାବାଳକ ବୋଲି ତାଙ୍କ ମା' ଗଣମାଧ୍ୟମକୁ କହିଥିଲେ । ଜନ୍ମ ସାର୍ଟିଫିକେଟ ଅନୁସାରେ ତାଙ୍କ ବୟସ ୧୮ ବର୍ଷରୁ କମ ହୋଇଥିଲେ ମଧ୍ଯ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓସିଫିକେଶନ ପରୀକ୍ଷାରୁ ସେ ସେ ସାବାଳକ ବୋଲି ପ୍ରମାଣ ମିଳିଥିଲା ।[୩] ପ୍ରାଥମିକ ତଦନ୍ତରେ ଧର୍ଷଣ ମୁଖ୍ୟ ଅପରାଧ ଓ ହତ୍ୟା ପରେ ବଳାତ୍କାର କରାଯାଇଛି ବୋଲି ପ୍ରମାଣ ମିଳିଥିଲା ବୋଲି ଏସଆଇଟି ମୁଖ୍ୟ ପ୍ରକାଶ କରିଥିଲେ । ତେବେ ଅଭିଯୁକ୍ତର ପରିବାର ତାଙ୍କ ପୁଅକୁ ଭୟଭୀତ ହତ୍ୟାକାଣ୍ଡରେ ସମ୍ପୃକ୍ତି ପାଇଁ ବାଧ୍ୟ କରିବା ଅଭିଯୋଗ କରିଥିଲେ ଥାନାରେ ଏସଆଇଟି ବିରୋଧରେ ଏତଲା ଦେଇଥିଲେ ।[୪] ଅଭିଯୁକ୍ତକୁ ନାବାଳକ ଦର୍ଶାଇ ଅଭିଯୁକ୍ତର ପରିବାର ଲୋକେ ଡିସେମ୍ବର ୪ରେ ନ୍ୟାୟାଳୟରେ ଆବେଦନ କରିଥିଲେ । ନ୍ୟାୟାଳୟ ଡିସେମ୍ବର ୫ରେ ପରବର୍ତ୍ତୀ ଶୁଣାଣି କରି ଅଭିଯୁକ୍ତକୁ ନାବାଳକ ଘୋଷଣା କରି କିଶୋର ନ୍ୟାୟ ପରିଷଦକୁ ଏହି ମାମଲା ହସ୍ତାନ୍ତର କରିଥିଲେ ଓ ସାବାଳକ ହୋଇନଥିବାରୁ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନକୁ ଖାରଜ କରିଥିଲେ ।[୩]

ଆଧାର