"ଟୁଣ୍ଡେ କବାବ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ବ/ୱ ଫଳା ବଦଳ |
ଟିକେ removed Category:ଖାଦ୍ୟ using HotCat |
||
୨୫ କ ଧାଡ଼ି: | ୨୫ କ ଧାଡ଼ି: | ||
[[ଗୋମାଂସ]], [[ଗରମ ମସଲା]], [[ଅଦା]], [[ରସୁଣ]], [[ଦହି]], [[ଗୁଜୁରାତି]] ଗୁଣ୍ଡ, [[ଲବଙ୍ଗ]] ଗୁଣ୍ଡ, [[ଘିଅ]], [[ପୁଦିନା]] ଗୁଣ୍ଡ, ମୁଦି ଆକାରର କଟା [[ପିଆଜ]], [[ଭିନେଗାର]], [[ଚିନି]] ଏବଂ [[ଲେମ୍ବୁ]] ଆଦି ଉପାଦାନରେ ଟୁଣ୍ଡେ କବାବ ପ୍ରସ୍ତୁତ ହୁଏ ।<ref>http://www.hindustantimes.com/india-news/no-buffalo-meat-lucknow-s-tundey-kebabs-lose-their-usp/story-bryTp8PSSxqZA6NQqaei7M.html</ref> |
[[ଗୋମାଂସ]], [[ଗରମ ମସଲା]], [[ଅଦା]], [[ରସୁଣ]], [[ଦହି]], [[ଗୁଜୁରାତି]] ଗୁଣ୍ଡ, [[ଲବଙ୍ଗ]] ଗୁଣ୍ଡ, [[ଘିଅ]], [[ପୁଦିନା]] ଗୁଣ୍ଡ, ମୁଦି ଆକାରର କଟା [[ପିଆଜ]], [[ଭିନେଗାର]], [[ଚିନି]] ଏବଂ [[ଲେମ୍ବୁ]] ଆଦି ଉପାଦାନରେ ଟୁଣ୍ଡେ କବାବ ପ୍ରସ୍ତୁତ ହୁଏ ।<ref>http://www.hindustantimes.com/india-news/no-buffalo-meat-lucknow-s-tundey-kebabs-lose-their-usp/story-bryTp8PSSxqZA6NQqaei7M.html</ref> |
||
==ଆଧାର== |
==ଆଧାର== |
||
[[ଶ୍ରେଣୀ:ଖାଦ୍ୟ]] |
୧୧:୨୭, ୨୧ ନଭେମ୍ବର ୨୦୨୦ ଅନୁସାରେ କରାଯାଇଥିବା ବଦଳ
ଅନ୍ୟ ନାମ | ଟୁଣ୍ଡେ କବାବି |
---|---|
ପରଷା | ପାରମ୍ପରିକ ଅବଦ୍ଧି ରାନ୍ଧଣା |
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ଅବଦ୍ଧ, ଲକ୍ଷ୍ନୌ, ଉତ୍ତର ପ୍ରଦେଶ |
ଆରମ୍ଭ | ହାଜି ମୁରାଦ ଅଲ୍ଲୀ |
ପରଷିବା ଉତ୍ତାପ | ଗରମ |
ମୁଖ୍ୟ ଉପାଦାନ | ମାଂସ |
ପ୍ରକାର ଭେଦ | ବିଭିନ୍ନ ସ୍ୱାଦରେ |
ଖାଦ୍ୟରୁ ଶକ୍ତି (per ବଢ଼ା) | ୫୦୦ କ୍ୟାଲୋରୀ କିଲୋ କ୍ୟାଲୋରୀ |
ଟୁଣ୍ଡେ କବାବ ଏକ ଆମିଷ ଖାଦ୍ୟ ଅଟେ । ଟୁଣ୍ଡେ କବାବ ପ୍ରସ୍ତୁତ ପାଇଁ ମଇଁଷି ମାଂସ ବ୍ୟବହାର କରାଯାଏ । ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ଏହା ଏକ ପ୍ରସିଦ୍ଧ ଖାଦ୍ୟ ଅଟେ ।[୧] ଏହାକୁ ଅବଦ୍ଧ ପ୍ରାଦେଶିକ ରାନ୍ଧଣାରେ ତିଆରି କରାଯାଏ ।[୨] ଟୁଣ୍ଡେ କବାବ ମୋଗଲମାନଙ୍କ ଏକ ନିତିଦିନିଆ ଖାଦ୍ୟ ଅଟେ । ଏହାକୁ ପରଟା ସହ ଖିଆଯାଇଥାଏ ।
୧୯୧୬ ମସିହାରେ ମୁରାଦ ଅଲ୍ଲୀ ଏହାକୁ ଉଦ୍ଭାବନ କରିଥିଲେ ।[୩] ଏହାର ସ୍ୱତନ୍ତ୍ର ସ୍ୱାଦ ପାଇଁ ୧୬୦ ପ୍ରକାର ମସଲାର ଉପଯୁକ୍ତ ମାତ୍ରା ଗୁରୁତ୍ୱ ବହନ କରିଥାଏ । ଉତ୍ତର ପ୍ରଦେଶ ସରକାର ୨୦୧୭ ମାର୍ଚ୍ଚ ୨୧ରେ କଂସେଇ ଖାନା ନିଷେଧ କରିବା ପରେ କବାବ ବ୍ୟବସାୟରେ ମାନ୍ଦା ଆସିଥିଲା ।[୪]
ପ୍ରସ୍ତୁତି
ଉପାଦାନ
ଗୋମାଂସ, ଗରମ ମସଲା, ଅଦା, ରସୁଣ, ଦହି, ଗୁଜୁରାତି ଗୁଣ୍ଡ, ଲବଙ୍ଗ ଗୁଣ୍ଡ, ଘିଅ, ପୁଦିନା ଗୁଣ୍ଡ, ମୁଦି ଆକାରର କଟା ପିଆଜ, ଭିନେଗାର, ଚିନି ଏବଂ ଲେମ୍ବୁ ଆଦି ଉପାଦାନରେ ଟୁଣ୍ଡେ କବାବ ପ୍ରସ୍ତୁତ ହୁଏ ।[୫]
ଆଧାର
- ↑ http://sambad.in/news/special/tunde-kabab-centre-closed-for-a-day-after-100-years/42663.html
- ↑ "Appetising aromas from Awadh". The Sunday Tribune. July 13, 2003. Retrieved 7 March 2012.
- ↑ https://www.aajtak.intoday.in/lite/story/slaughter-houses-ban-effected-tunday-kababi-in-lucknow-1-919316.html
- ↑ Amarnath, Nupur (23 January 2011). "We eat, therefore we are". Economic Times. Retrieved 13 March 2012.
- ↑ http://www.hindustantimes.com/india-news/no-buffalo-meat-lucknow-s-tundey-kebabs-lose-their-usp/story-bryTp8PSSxqZA6NQqaei7M.html