"ସିମେଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"{{Wiktionary}} thumb|right|Traditional vermicelli dessert from [[Shiraz, Iran.]] '''ସେମି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି: ୧ କ ଧାଡ଼ି:
{{Wiktionary}}
{{Wiktionary}}
[[Image:Faloodeh.jpg|thumb|right|Traditional vermicelli dessert from [[Shiraz]], [[Iran]].]]
'''ସେମିଆ''' ବା '''ସିମେଇ''' (ଭର୍ମିସେଲି/Vermicelli) ({{IPA-en|ˌvɜrmɨˈtʃɛli}}, {{IPA-it|vermiˈtʃɛlli|lang}}, ଆକ୍ଷରିକ ଅର୍ଥ, "ଛୋଟ ପୋକ") [[ମଇଦା]]ରୁ ତିଆରି ଏକ ରନ୍ଧାହୋଇପାରିବା ଭଳି ଖାଦ୍ୟ । ଏଥିରୁ [[ଖିରି]], [[ପଲଉ]] ଆଦି ତିଆରି କରାଯାଇଥାଏ । ଏହା ଏକ ପ୍ରକାରର [[ପାସ୍ତା]] ଓ [[ସ୍ପାଗେଟି]] ଠାରୁ ସରୁ ।<ref>{{Cite web
'''ସେମିଆ''' ବା '''ସିମେଇ''' (ଭର୍ମିସେଲି/Vermicelli) ({{IPA-en|ˌvɜrmɨˈtʃɛli}}, {{IPA-it|vermiˈtʃɛlli|lang}}, ଆକ୍ଷରିକ ଅର୍ଥ, "ଛୋଟ ପୋକ") [[ମଇଦା]]ରୁ ତିଆରି ଏକ ରନ୍ଧାହୋଇପାରିବା ଭଳି ଖାଦ୍ୟ । ଏଥିରୁ [[ଖିରି]], [[ପଲଉ]] ଆଦି ତିଆରି କରାଯାଇଥାଏ । ଏହା ଏକ ପ୍ରକାରର [[ପାସ୍ତା]] ଓ [[ସ୍ପାଗେଟି]] ଠାରୁ ସରୁ ।<ref>{{Cite web
| last =
| last =
୩୩ କ ଧାଡ଼ି: ୩୨ କ ଧାଡ଼ି:
[[category:ଖାଦ୍ୟ]]
[[category:ଖାଦ୍ୟ]]
[[category:ରନ୍ଧା ଖାଦ୍ୟ]]
[[category:ରନ୍ଧା ଖାଦ୍ୟ]]

[[en:Vermicelli]]
[[bn:সেমাই]]
[[es:Vermicelli]]
[[fr:Vermicelle]]
[[ko:버미첼리]]
[[io:Vermicelo]]
[[it:Vermicelli]]
[[my:ကြာဇံ]]
[[nl:Vermicelli]]
[[ja:ヴェルミチェッリ]]
[[no:Vermicelli]]
[[ru:Вермишель]]
[[simple:Vermicelli]]
[[sv:Vermicelli]]
[[uk:Вермішель]]

୧୨:୪୧, ୧ ଜୁଲାଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ସେମିଆ ବା ସିମେଇ (ଭର୍ମିସେଲି/Vermicelli) (ଇଂରାଜୀ ଉଚ୍ଚାରଣ: /ˌvɜrmɨˈtʃɛli/, Italian: [vermiˈtʃɛlli], ଆକ୍ଷରିକ ଅର୍ଥ, "ଛୋଟ ପୋକ") ମଇଦାରୁ ତିଆରି ଏକ ରନ୍ଧାହୋଇପାରିବା ଭଳି ଖାଦ୍ୟ । ଏଥିରୁ ଖିରି, ପଲଉ ଆଦି ତିଆରି କରାଯାଇଥାଏ । ଏହା ଏକ ପ୍ରକାରର ପାସ୍ତାସ୍ପାଗେଟି ଠାରୁ ସରୁ ।[୧]

ଇଟାଲିରେ ଇତିହାସ

୧୪ଶ ଶତକରେ ଇଟାଲିରେ ସରୁ ସରୁ ସ୍ପାଗେଟି ସବୁ ବ୍ୟବହାର କରାଯାଉଥିଲା ଯାହାକୁ ସେଠାକାର ଭାଷାରେ ମାଷ୍ଟର ରେଗିଓ ଏମିଲିଆ (Reggio Emilia)ର ବାର୍ଣ୍ଣବା ଦା ଋଇଟିନିସ (Master Barnaba da Reatinis)ଙ୍କ ମତରେ ଟସ୍କାନ ସିମେଇ (vermicelli)କୁ ବୋଲୋନେ (Bologne) ରେ ଓରାଟି (orati), ଭେନିସରେ ମିନୁଟେଲି (minutelli), ରେଜିଓରେ ଫର୍ମିଣ୍ଟିନି (fermentini) ଓ "ମାନ୍ତୁଆ (Mantua)"ରେ ପାଙ୍କାଡେଲି (pancardelle) କୁହାଯାଏ[୨]

ଏସିଆରେ ଇତିହାସ

ଦକ୍ଷିଣ ଏସିଆରେ ଏହା ବହୁଳ ଭାବରେ ଖିଆଯାଇଥାଏ ଯାହା ଇଟାଲିରେ ଖିଆଯାଉଥିବା ଭର୍ମିସେଲି ଠାରୁ ଅଲଗା । ଏହା ସେମୋଲିନାରୁ ତିଆରି ହୋଇଥିଲା ବେଳେ ଇଟାଲୀୟ ଭର୍ମିସେଲି ଡରଡମ ଚୂନା (Durum)ରୁ ତିଆରି । ଏଥିରୁ ତିଆରି ଖାଇବାକୁ ଓଡ଼ିଆରେ ସିମେଇ/ସେମିଆ, ହିନ୍ଦୀଉର୍ଦ୍ଦୁରେ ସେବାଇ କୁହାୟାଏ । ଗୁଜୁରାଟୀରେ "ସେବ", କନ୍ନଡ଼ରେ "ସାବିଗେ" କୁହାଯାଇଥାଏ ।

ରନ୍ଧା ଖାଦ୍ୟ

ସେମିଆ ଖେଚେଡ଼ି

ଦ୍ରଷ୍ଟବ୍ୟ

  1. "Pasta Shapes". National Pasta Association. Retrieved 2010-12-03. {{cite web}}: Cite has empty unknown parameter: |coauthors= (help)
  2. Professional Pasta website