୩୯,୦୫୬
ଗୋଟି ସମ୍ପାଦନା
Psubhashish (ଆଲୋଚନା | ଅବଦାନ) ଟିକେ (Psubhashish ପୃଷ୍ଠାଟିକୁ ଇଣ୍ଡୋନେସିଆର ସରକାରରୁ ଇଣ୍ଡୋନେସିଆ ସରକାରକୁ ଘୁଞ୍ଚାଇଲେ: ମାନକ ଲିଖନ ଶୈଳୀରେ "ଦେଶର ସରକାର" ନ ଲେଖି "ଦେଶ-ନାମ ସରକାର" ଲେଖାଯାଏ । ଯଥା: ଓଡ଼ିଶା ସରକାର, ଭାରତ ସରକାର) |
ଟିକେ (Regular Character Changes) |
||
==କାର୍ଯ୍ୟନିର୍ବାହୀ ଶାଖା==
ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନାଗରିକଙ୍କ
ଇଣ୍ଡୋନେସିଆର ରାଷ୍ଟ୍ରପତି ସର୍ବାଧିକ ଦୁଇଥର ପାଇଁ ନିର୍ବାଚିତ ହୋଇପାରନ୍ତି । ସେ ସାଂବିଧାନିକ ମୁଖ୍ୟ, ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷ ତଥା ଘରୋଇ ଶାସନ ତଥା ନୀତି ନିର୍ଣ୍ଣୟ ତଥା ବୈଦେଶିକ ବ୍ୟାପାର ପାଇଁ ଦାୟୀ । ରାଷ୍ଟ୍ରପତି ଏକ ମନ୍ତ୍ରିମଣ୍ଡଳ ମନୋନୀତ କରନ୍ତି, ଯାହାର ସଦସ୍ୟମାନେ ସଂସଦ ସଦସ୍ୟ ଭାବରେ ନିର୍ବାଚିତ ହେବା ଆବଶ୍ୟକ ନୁହେଁ।<ref name="Encyclopedia Britannica 2020"/>
==ସାଂସଦୀୟ ଶାଖା==
[[File:MPRDPRBuilding.jpg|thumb|ଇଣ୍ଡୋନେସିଆର ସଂସଦ ଗୃହ]]
ଇଣ୍ଡୋନେସିଆର ରାଜନୈତିକ ବ୍ୟବସ୍ଥାରେ ସଂସଦର ନାମ ମେଜଲିସ୍ ପରମୁସ୍ୟାୱାରତାନ୍ ରାକ୍ୟାଟ୍ ବା (Majelis Permusyawaratan Rakyat, MPR) | ଏହା ଦୁଇଟି ଗୃହକୁ ନେଇ ଗଠିତ: ଲୋକ ପ୍ରତିନିଧୀ ପରିଷଦ ଅର୍ଥାତ୍ ଦେୱାନ୍ ପେରୱାକିଲାନ୍ ରାକ୍ୟାଟ୍ (Dewan Perwakilan Rakyat , DPR ) ଏବଂ ଆଞ୍ଚଳିକ ପ୍ରତିନିଧୀ ପରିଷଦ କୁହାଯାଉଥିବା ଦେୱାନ୍ ପର୍ୱାକିଲାନ୍ ଡେରା (Dewan Perwakilan Daerah , DPD) । ବହୁ ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳି ମାଧ୍ୟମରେ ଡିପିଆର ସଂସଦୀୟ ସଦସ୍ୟ ନିର୍ବାଚିତ ହୁଅନ୍ତି। ଇଣ୍ଡୋନେସିଆର
===ନ୍ୟାୟିକ ଶାଖା===
[[File:IndonesianSupremeCourt.jpg|thumb|ଇଣ୍ଡୋନେସିଆ ଉଚ୍ଚତମ ନ୍ୟାୟାଳୟ , ଜାକର୍ତ୍ତା ]]
ଇଣ୍ଡୋନେସିଆ ଉଚ୍ଚତମ ନ୍ୟାୟାଳୟ (ମହକାମା ଆଗଙ୍ଗ) ନ୍ୟାୟିକ ଶାଖାର ସର୍ବୋଚ୍ଚ ସ୍ତର ଅଟେ | ଏହାର ବିଚାରପତିମାନେ
===ଇଣ୍ଡୋନେସିଆର ଅଡିଟ୍ ବୋର୍ଡ===
|