"ଇଣ୍ଡୋନେସିଆ ସରକାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ନୁଆ ପୃଷ୍ଠା
 
୫ କ ଧାଡ଼ି: ୫ କ ଧାଡ଼ି:
==ଶାଖା==
==ଶାଖା==
===କାର୍ଯ୍ୟନିର୍ବାହୀ ଶାଖା===
===କାର୍ଯ୍ୟନିର୍ବାହୀ ଶାଖା===
ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନାଗରିକଙ୍କ ଭୋଟ୍ ଦ୍ୱାରା ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି । ୨୦୦୪ ପୂର୍ବରୁ ଉଭୟ ସଂସଦ ଦ୍ୱାରା ମନୋନୀତ ହେଉଥିଲେ | ଚଲିତ ରାଷ୍ଟ୍ରପତିଙ୍କ ନିର୍ବାଚନ ୧୭ ଏପ୍ରିଲ ୨୦୧୯ ରେ ଅନୁଷ୍ଠିତ ହୋଇଥିଲା।
ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନାଗରିକଙ୍କ ଭୋଟ୍ ଦ୍ୱାରା ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି । ୨୦୦୪ ପୂର୍ବରୁ ଉଭୟ ସଂସଦ ଦ୍ୱାରା ମନୋନୀତ ହେଉଥିଲେ | ଚଲିତ ରାଷ୍ଟ୍ରପତିଙ୍କ (ଜୋକୋ ୱିଦୋଦୋ ) ନିର୍ବାଚନ ୧୭ ଏପ୍ରିଲ ୨୦୧୯ ରେ ଅନୁଷ୍ଠିତ ହୋଇଥିଲା।

ଇଣ୍ଡୋନେସିଆର ରାଷ୍ଟ୍ରପତି ସର୍ବାଧିକ ଦୁଇଥର ପାଇଁ ନିର୍ବାଚିତ ହୋଇପାରନ୍ତି । ସେ ସାଂବିଧାନିକ ମୁଖ୍ୟ, ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷ ତଥା ଘରୋଇ ଶାସନ ତଥା ନୀତି ନିର୍ଣ୍ଣୟ ତଥା ବୈଦେଶିକ ବ୍ୟାପାର ପାଇଁ ଦାୟୀ । ରାଷ୍ଟ୍ରପତି ଏକ ମନ୍ତ୍ରିମଣ୍ଡଳ ମନୋନୀତ କରନ୍ତି, ଯାହାର ସଦସ୍ୟମାନେ ସଂସଦ ସଦସ୍ୟ ଭାବରେ ନିର୍ବାଚିତ ହେବା ଆବଶ୍ୟକ ନୁହେଁ।<ref name="Encyclopedia Britannica 2020"/>

୧୫ କ ଧାଡ଼ି: ୧୫ କ ଧାଡ଼ି:
===ନ୍ୟାୟିକ ଶାଖା===
===ନ୍ୟାୟିକ ଶାଖା===
ଇଣ୍ଡୋନେସିଆ ଉଚ୍ଚତମ ନ୍ୟାୟାଳୟ (ମହକାମା ଆଗଙ୍ଗ) ନ୍ୟାୟିକ ଶାଖାର ସର୍ବୋଚ୍ଚ ସ୍ତର ଅଟେ | ଏହାର ବିଚାରପତିମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି | ସାମ୍ବିଧାନିକ ତଥା ରାଜନୈତିକ ପ୍ରସଙ୍ଗର ସମାଧାନ ପାଇଁ ସାମ୍ବିଧାନିକ ଅଦାଲତ (ଇଣ୍ଡୋନେସିଆ: ମହକାମା କନଷ୍ଟିଟୁସି) ଅଛି । ବିଚାରପତିଙ୍କ ତଦାରଖ ପାଇଁ ଏକ ଜୁଡିସିଆଲ୍ କମିଶନ (ଇଣ୍ଡୋନେସିଆ: କୋମିସି ୟୁଡିସିୟାଲ୍) ରହିଅଛି।<ref name="Central Intelligence Agency 2020">{{cite web | title=East Asia/Southeast Asia :: Indonesia - The World Factbook | website=Central Intelligence Agency | date=2020-10-27 | url=https://www.cia.gov/library/publications/the-world-factbook/geos/id.html | access-date=2020-11-02}}</ref>

===ଇଣ୍ଡୋନେସିଆର ଅଡିଟ୍ ବୋର୍ଡ==
ଇଣ୍ଡୋନେସିଆର ଅଡିଟ୍ ବୋର୍ଡ (ଇଣ୍ଡୋନେସିଆ: ବାଦାନ ପେମେରିକା କେୟୁଙ୍ଗାନ୍) ହେଉଛି ଏକ ସଂସ୍ଥା ଯାହା କେନ୍ଦ୍ର ସରକାର, ସ୍ଥାନୀୟ ପ୍ରଶାସନ, ଅନ୍ୟାନ୍ୟ ରାଜ୍ୟ ଅନୁଷ୍ଠାନ, ବ୍ୟାଙ୍କ ଇଣ୍ଡୋନେସିଆ, ରାଜ୍ୟ- ଇତ୍ୟାଦିର ଆର୍ଥିକ ପରିଚାଳନା ଏବଂ ଉତ୍ତରଦାୟିତ୍ୱ ଯାଞ୍ଚ କରିବା ସକାଷେ ଦାୟିତ୍ୱବାନ୍ ଅଟେ |

==ଆଧାର==
==ଆଧାର==
{{ଆଧାର}}
{{ଆଧାର}}

୧୯:୦୩, ୨ ନଭେମ୍ବର ୨୦୨୦ ଅନୁସାରେ କରାଯାଇଥିବା ବଦଳ

ଇଣ୍ଡୋନେସିଆ ସରକାର (ଇଣ୍ଡୋନେସିଆ: ପେମେରିଣ୍ଟା ଇଣ୍ଡୋନେସିଆ) ଶବ୍ଦର ଅନେକ ଭିନ୍ନ ବ୍ୟାଖ୍ୟା କରାଯାଇପାରେ | ଏକ ବ୍ୟାପକ ଅର୍ଥରେ, ଏହା ସରକାରଙ୍କ ତିନୋଟି ପାରମ୍ପରିକ ଶାଖା - କାର୍ଯ୍ୟନିର୍ବାହୀ ଶାଖା, ସାଂସଦୀୟ ଶାଖା ଏବଂ ନ୍ୟାୟିକ ଶାଖାକୁ ଦର୍ଶେଇଥାଏ | ଏହି ଶବ୍ଦଟି କାର୍ଯ୍ୟନିର୍ବାହୀ ଶାଖା ଓ ସାଂସଦୀୟ ଶାଖା ଏକତ୍ରିତ କରିବା ପାଇଁ ବହୁଳ ଭାବରେ ବ୍ୟବହୃତ ହୁଏ, କାରଣ ଏହା ଦେଶର ଦୈନନ୍ଦିନ ଶାସନ ଏବଂ ଆଇନଶୃଙ୍ଖଳାର ଦାୟିତ୍ୱ ବହନ କରିଥାଏ | ଏକ ସୀମିତ ବ୍ୟାଖ୍ୟାରେ, ଏହି ଶବ୍ଦଟି ଇଣ୍ଡୋନେସିଆର କେନ୍ଦ୍ରିୟ ମନ୍ତ୍ରିମଣ୍ଡଳ ଓ କାର୍ଯ୍ୟନିର୍ବାହୀ ଶାଖାକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ । [୧][୨]

ଶାଖା

କାର୍ଯ୍ୟନିର୍ବାହୀ ଶାଖା

ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ନାଗରିକଙ୍କ ଭୋଟ୍ ଦ୍ୱାରା ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି । ୨୦୦୪ ପୂର୍ବରୁ ଉଭୟ ସଂସଦ ଦ୍ୱାରା ମନୋନୀତ ହେଉଥିଲେ | ଚଲିତ ରାଷ୍ଟ୍ରପତିଙ୍କ (ଜୋକୋ ୱିଦୋଦୋ ) ନିର୍ବାଚନ ୧୭ ଏପ୍ରିଲ ୨୦୧୯ ରେ ଅନୁଷ୍ଠିତ ହୋଇଥିଲା।

ଇଣ୍ଡୋନେସିଆର ରାଷ୍ଟ୍ରପତି ସର୍ବାଧିକ ଦୁଇଥର ପାଇଁ ନିର୍ବାଚିତ ହୋଇପାରନ୍ତି । ସେ ସାଂବିଧାନିକ ମୁଖ୍ୟ, ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷ ତଥା ଘରୋଇ ଶାସନ ତଥା ନୀତି ନିର୍ଣ୍ଣୟ ତଥା ବୈଦେଶିକ ବ୍ୟାପାର ପାଇଁ ଦାୟୀ । ରାଷ୍ଟ୍ରପତି ଏକ ମନ୍ତ୍ରିମଣ୍ଡଳ ମନୋନୀତ କରନ୍ତି, ଯାହାର ସଦସ୍ୟମାନେ ସଂସଦ ସଦସ୍ୟ ଭାବରେ ନିର୍ବାଚିତ ହେବା ଆବଶ୍ୟକ ନୁହେଁ।[୧]

ସାଂସଦୀୟ ଶାଖା

ଇଣ୍ଡୋନେସିଆର ରାଜନୈତିକ ବ୍ୟବସ୍ଥାରେ ସଂସଦର ନାମ ମେଜଲିସ୍ ପରମୁସ୍ୟାୱାରତାନ୍ ରାକ୍ୟାଟ୍ ବା (Majelis Permusyawaratan Rakyat, MPR) | ଏହା ଦୁଇଟି ଗୃହକୁ ନେଇ ଗଠିତ: ଲୋକ ପ୍ରତିନିଧୀ ପରିଷଦ ଅର୍ଥାତ୍ ଦେୱାନ୍ ପେରୱାକିଲାନ୍ ରାକ୍ୟାଟ୍ (Dewan Perwakilan Rakyat , DPR ) ଏବଂ ଆଞ୍ଚଳିକ ପ୍ରତିନିଧୀ ପରିଷଦ କୁହାଯାଉଥିବା ଦେୱାନ୍ ପର୍ୱାକିଲାନ୍ ଡେରା (Dewan Perwakilan Daerah , DPD) । ବହୁ ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳି ମାଧ୍ୟମରେ ଡିପିଆର ସଂସଦୀୟ ସଦସ୍ୟ ନିର୍ବାଚିତ ହୁଅନ୍ତି। ଇଣ୍ଡୋନେସିଆର ୩୪ ଟି ପ୍ରଦେଶରୁ ୪ ଟି ଡିପିଡି ସଂସଦୀୟ ସଦସ୍ୟ ନିର୍ବାଚିତ ହୁଅନ୍ତି । ଡିଆରପି ହାତରେ ଅଧିକାଂଶ ବୈଧାନିକ କ୍ଷମତା ରହିଛି ଓ ଏହି ଗୃହରେ ଆଇନ ପ୍ରଣୟନ କରିବାର ଅଧିକାର ଅଛି। ଡିପିଡି ଏକ ଅତିରିକ୍ତ ବିଭାଗ ଭାବରେ କାର୍ଯ୍ୟ କରେ । ଏହା ବିଲ୍ ପ୍ରସ୍ତାବ ଦେଇପାରେ, ମତାମତ ଦେଇପାରେ ଏବଂ ଆଲୋଚନାରେ ଅଂଶଗ୍ରହଣ କରିପାରେ, କିନ୍ତୁ ଏହାର କୋଉଣସି ଆଇନଗତ ଅଧିକାର ନାହିଁ | ନିର୍ଦ୍ଦିଷ୍ଟ ଗୃହକୁ ଦିଆଯାଇଥିବା ଅଧିକାର ବାହାରେ ସଂସଦର ନିଜର ଅଧିକାର ଅଛି ଯଥା ସମ୍ବିଧାନରେ ସଂଶୋଧନ । ଯେତେବେଳେ ସଂସଦ ଏହି ଅଧିକାର ସାବ୍ୟସ୍ତ କରେ, ସେତେବେଳେ ଦୁଇଟି ଗୃହର ସଦସ୍ୟମାନଙ୍କୁ ମିଳିତକରି କରେ |[୨]

ନ୍ୟାୟିକ ଶାଖା

ଇଣ୍ଡୋନେସିଆ ଉଚ୍ଚତମ ନ୍ୟାୟାଳୟ (ମହକାମା ଆଗଙ୍ଗ) ନ୍ୟାୟିକ ଶାଖାର ସର୍ବୋଚ୍ଚ ସ୍ତର ଅଟେ | ଏହାର ବିଚାରପତିମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି | ସାମ୍ବିଧାନିକ ତଥା ରାଜନୈତିକ ପ୍ରସଙ୍ଗର ସମାଧାନ ପାଇଁ ସାମ୍ବିଧାନିକ ଅଦାଲତ (ଇଣ୍ଡୋନେସିଆ: ମହକାମା କନଷ୍ଟିଟୁସି) ଅଛି । ବିଚାରପତିଙ୍କ ତଦାରଖ ପାଇଁ ଏକ ଜୁଡିସିଆଲ୍ କମିଶନ (ଇଣ୍ଡୋନେସିଆ: କୋମିସି ୟୁଡିସିୟାଲ୍) ରହିଅଛି।[୩]

=ଇଣ୍ଡୋନେସିଆର ଅଡିଟ୍ ବୋର୍ଡ

ଇଣ୍ଡୋନେସିଆର ଅଡିଟ୍ ବୋର୍ଡ (ଇଣ୍ଡୋନେସିଆ: ବାଦାନ ପେମେରିକା କେୟୁଙ୍ଗାନ୍) ହେଉଛି ଏକ ସଂସ୍ଥା ଯାହା କେନ୍ଦ୍ର ସରକାର, ସ୍ଥାନୀୟ ପ୍ରଶାସନ, ଅନ୍ୟାନ୍ୟ ରାଜ୍ୟ ଅନୁଷ୍ଠାନ, ବ୍ୟାଙ୍କ ଇଣ୍ଡୋନେସିଆ, ରାଜ୍ୟ- ଇତ୍ୟାଦିର ଆର୍ଥିକ ପରିଚାଳନା ଏବଂ ଉତ୍ତରଦାୟିତ୍ୱ ଯାଞ୍ଚ କରିବା ସକାଷେ ଦାୟିତ୍ୱବାନ୍ ଅଟେ |

ଆଧାର

  1. ୧.୦ ୧.୧ "Indonesia - Government and society". Encyclopedia Britannica. 2020-10-28. Retrieved 2020-11-02.
  2. ୨.୦ ୨.୧ Bloc, Trade. "Indonesia: Government". globalEDGE. Retrieved 2020-11-02.
  3. "East Asia/Southeast Asia :: Indonesia - The World Factbook". Central Intelligence Agency. 2020-10-27. Retrieved 2020-11-02.