"ଚଢ଼େଇଆ ନାଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୩ କ ଧାଡ଼ି: ୩ କ ଧାଡ଼ି:
==ଗୀତ==
==ଗୀତ==
ଚଢ଼େଇଆ ନାଟବେଳେ ବୋଲାଯାଉଥିବା ଗୀତକୁ [[ଚଢ଼େଇଆ ସଙ୍ଗୀତ]] କୁହାଯାଏ ।
ଚଢ଼େଇଆ ନାଟବେଳେ ବୋଲାଯାଉଥିବା ଗୀତକୁ [[ଚଢ଼େଇଆ ସଙ୍ଗୀତ]] କୁହାଯାଏ ।
{{Cquote|ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ</br>
{{Rquote|ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ</br>
ଭଙ୍ଗା ସଂଗିନୀ ମୋ ଗଳାର ହାର</br>
ଭଙ୍ଗା ସଂଗିନୀ ମୋ ଗଳାର ହାର</br>
ରସିକା ରମଣୀ ରସ ବିଲାସିନୀ</br>
ରସିକା ରମଣୀ ରସ ବିଲାସିନୀ</br>
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥ |[[ଚଢ଼େଇ ସଙ୍ଗୀତ]], [[ବାଲେଶ୍ଵର ଜିଲା]]}}
ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥ |right|[[ଚଢ଼େଇ ସଙ୍ଗୀତ]], [[ବାଲେଶ୍ଵର ଜିଲା]]}}


[[category:ବାଲେଶ୍ଵରୀ ଲୋକ କଳା]]
[[category:ବାଲେଶ୍ଵରୀ ଲୋକ କଳା]]

୧୨:୦୮, ୨୭ ଜୁନ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଚଢ଼େଇଆ ନାଟ ବା ଚଢ଼େଇଆ ନାଚ ଏକ ପାରମ୍ପାରିକ ଓଡ଼ିଆ ଗୀତ-ନାଟ/ନୃତ୍ୟ କଳା । ଏହା ଏକ ବାଲେଶ୍ଵରୀ ଲୋକ କଳା । ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା ଯୋଡ଼ି ହୋଇ ନାଚିଥାନ୍ତି । ନର୍ତ୍ତକଙ୍କୁ ଚଢ଼େଇଆ ଓ ନର୍ତ୍ତକୀଙ୍କୁ ଚଢ଼େଇଆଣୀ କୁହାଯାଇଥାଏ । ଏକ ବାଦନ ଦଳ ଗୀତ ବୋଲିଥାନ୍ତି ଯାହାର ତାଳେ ତାଳେ ଚଢ଼େଇଆ ଓ ଚଢ଼େଇଆଣୀ ଅଭିନୟ କରି ନାଚିଥାନ୍ତି ।

ଗୀତ

ଚଢ଼େଇଆ ନାଟବେଳେ ବୋଲାଯାଉଥିବା ଗୀତକୁ ଚଢ଼େଇଆ ସଙ୍ଗୀତ କୁହାଯାଏ । <blockquote class="templatequote rquote" style="float: ସୁସଙ୍ଗୀ, ସୁରଙ୍ଗୀ, ସୁରସ, ପ୍ରେମାଂଶ
ଭଙ୍ଗା ସଂଗିନୀ ମୋ ଗଳାର ହାର
ରସିକା ରମଣୀ ରସ ବିଲାସିନୀ

ଚାଷୀ-ମୋହିନୀ ମୋ ପ୍ରୀତି ସୁଧାର ॥ ; width: 33%;">right