"ଉଇକିପିଡ଼ିଆ:ଶିକ୍ଷଣ/Editing" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ Bot: Migrating 1 langlinks, now provided by Wikidata on d:q3178800 |
No edit summary ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
ଗୌତମ ଜେନା |
|||
<noinclude> |
|||
କବି |
|||
ଜନ୍ମ:୦୭/୦୫/୧୯୫୯ |
|||
ଶିକ୍ଷା:ଏମ୍.ଏ,ଏମ୍.ଫିଲ୍, ପିଏଚ୍.ଡି. |
|||
କବିତା ପୁସ୍ତକ: |
|||
ସମୟ ବିଷାଦ ନଈ |
|||
ଏକା ଏକା ଦିନ |
|||
ରଂଗଶିଉଳି |
|||
ମାୟା ମନସ୍କ |
|||
ପଂଚମ ରାଗ |
|||
ବାହୁଡା ବେଳ |
|||
ଜୀବନ ବେଦ |
|||
ଦର୍ଶନ ଯୋଗ |
|||
ଆଲୋଚନା ପୁସ୍ତକ: |
|||
ଓଡିଆ କବିତା:ଆଧୁନିକତାର ଉତ୍ତରଣ |
|||
ଚିତ୍ରକଳ୍ପ:ଓଡ଼ିଆ କବିତା ଓ ସୀତାକାନ୍ତ |
|||
ଆଧୁନିକ ଓଡ଼ିଆ କବିତା ର ଇତିବୃତ୍ତ |
|||
ପୁରସ୍କାର: |
|||
ଗୋକର୍ଣିକା ରଜତ ଜୟନ୍ତୀ ସମ୍ମାନ |
|||
ବିରୂପା ସମ୍ମାନ |
|||
ଦଧୀଚି ସମ୍ମାନ |
|||
ବ୍ୟାସଦେବ ସମ୍ମାନ |
|||
ଆନନ୍ଦପୁର ସାହିତ୍ୟ ସଂସଦ ସମ୍ମାନ |
|||
ଶିଳାଲିପି ସମ୍ମାନ |
|||
ମାହାଙ୍ଗା ପୁଷ୍ପଗିରୀ ସାହିତ୍ୟ ସଂସଦ ସମ୍ମାନ |
|||
କବି କଲ୍ଲୋଳ ସମ୍ମାନ |
|||
oinclude> |
|||
{{WP help pages (header bar)}}</noinclude> |
{{WP help pages (header bar)}}</noinclude> |
||
{{Wikipedia:Tutorial/TabsHeader|This=2}} |
{{Wikipedia:Tutorial/TabsHeader|This=2}} |
୧୨:୦୧, ୧୮ ଅକ୍ଟୋବର ୨୦୨୦ ଅନୁସାରେ କରାଯାଇଥିବା ବଦଳ
ଗୌତମ ଜେନା କବି ଜନ୍ମ:୦୭/୦୫/୧୯୫୯ ଶିକ୍ଷା:ଏମ୍.ଏ,ଏମ୍.ଫିଲ୍, ପିଏଚ୍.ଡି. କବିତା ପୁସ୍ତକ: ସମୟ ବିଷାଦ ନଈ ଏକା ଏକା ଦିନ ରଂଗଶିଉଳି ମାୟା ମନସ୍କ ପଂଚମ ରାଗ ବାହୁଡା ବେଳ ଜୀବନ ବେଦ ଦର୍ଶନ ଯୋଗ ଆଲୋଚନା ପୁସ୍ତକ: ଓଡିଆ କବିତା:ଆଧୁନିକତାର ଉତ୍ତରଣ
ଚିତ୍ରକଳ୍ପ:ଓଡ଼ିଆ କବିତା ଓ ସୀତାକାନ୍ତ ଆଧୁନିକ ଓଡ଼ିଆ କବିତା ର ଇତିବୃତ୍ତ
ପୁରସ୍କାର: ଗୋକର୍ଣିକା ରଜତ ଜୟନ୍ତୀ ସମ୍ମାନ ବିରୂପା ସମ୍ମାନ ଦଧୀଚି ସମ୍ମାନ ବ୍ୟାସଦେବ ସମ୍ମାନ ଆନନ୍ଦପୁର ସାହିତ୍ୟ ସଂସଦ ସମ୍ମାନ ଶିଳାଲିପି ସମ୍ମାନ ମାହାଙ୍ଗା ପୁଷ୍ପଗିରୀ ସାହିତ୍ୟ ସଂସଦ ସମ୍ମାନ କବି କଲ୍ଲୋଳ ସମ୍ମାନ oinclude>
ସହଯୋଗ ସୂଚୀ: ପ୍ରଶ୍ନ · ଉଇକିକୋଡ଼ ଖୋଜା · ଜାଣିବା କଥା · ସାରକଥା ପଢ଼ିବା · ୱେବ ଚାଟ ଜରିଆରେ ସିଧା ସହଯୋଗ · ସହଯୋଗ · ଆଧାର · ଶିକ୍ଷଣ
ଆରମ୍ଭ | ସମ୍ପାଦନା | ସଜାଡ଼ିବା | ଉଇକିପିଡ଼ିଆର ଲିଙ୍କସବୁ | ଆଧାର ଦେବା | ଆଲୋଚନା ପୃଷ୍ଠା | ଜାଣିବା କଥା | ନୂଆ ଖାତା ଖୋଲିବା | ଶେଷ କଥା |
କେତେକ କିଳାଯାଇଥିବା ପୃଷ୍ଠାକୁ ଛାଡ଼ି ପ୍ରତି ପୃଷ୍ଠାରେ ଏକ "ଏହାକୁ ବଦଳାନ୍ତୁ " ପତି ରହିଛି ଯାହା ଆପଣଙ୍କୁ ସେହି ପୃଷ୍ଠାକୁ ସମ୍ପାଦନା କରିବାରେ ସାହାଯ୍ୟ କରିଥାଏ । ଏହା ଉଇକିପିଡ଼ିଆର ଏକ ସାଧାରଣ ସୁବିଧା ଯାହା ଏକ ପ୍ରସଙ୍ଗରେ ଥିବା ଭୁଲଭଟକାକୁ ସୁଧାରି ତାହାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ କିଛି ନୂଆ ତଥ୍ୟ ଯୋଗ କରୁଛନ୍ତି ତେବେ ସେଥିରେ ଦୟାକରି ମୂଳ ଆଧାର, ବା ଯେଉଁଠାରୁ ଆପଣ ତଥ୍ୟଟି ଜାଣିବାକୁ ପାଇଛନ୍ତି ତାହା ଉଲ୍ଲେଖ କରନ୍ତୁ, କାରଣ, ଆଧାର ବିନା ଲେଖାଯାଇଥିବା ତଥ୍ୟ ହଟାଇଦିଆଯିବାର ସମ୍ଭାବନା ଥାଏ ।
ଆପଣ ଯେତେବେଳେ ଏକ ପୃଷ୍ଠାରେ କିଛି ବଦଳାନ୍ତି ସମ୍ପାଦନା ସାରକଥା ଘରେ ଆପଣଙ୍କ ସମ୍ପାଦନାର ସମ୍ପାଦନା ସାରକଥାଟିଏ ଲେଖିବା ଉଚିତ (ଏହା ସମ୍ପାଦନା ଘର ତଳେ ପାଇପାରିବେ । ଆପଣଙ୍କ ସମ୍ପାଦନା ସାରକଥାଟି ଅଳ୍ପ ହେଲେ ବି କିଛି ଅସୁବିଧା ନାହିଁ । ଯଥା, ଯଦି ଆପଣ ଏକ ବନାନ ସୁଧାରିଲେ, କେବଳ "ବନାନ" ବୋଲି ସମ୍ପାଦନା ସାରକଥାରେ ଲେଖିଲେ ବି ଚଳିବ ।
ଏଥି ସହିତ ଆପଣ ଦେଖଣା ଉପରେ କ୍ଲିକ କରି ସାଇତିବା ପରେ ଆପଣଙ୍କ ଲେଖାଟି କେମିତି ଦେଖାଯିବ ତାହା ଦେଖିପାରିବେ । ସମ୍ପାଦନା ଶିଖିବା ପାଇଁ ଆପଣ ପରଖ ଘରକୁ ଯାଇ "ଏହାକୁ ବଦଳାନ୍ତୁ" ପତି ଉପରେ କ୍ଲିକ କରନ୍ତୁ । କ୍ଲିକ କଲା ପରେ ତାହା ଏକ ସମ୍ପାଦନା ଘର ଖୋଲିବ ଯେଉଁଠାରେ ଆପଣ ଲେଖା ସବୁ ଦେଖିପାରିବେ । ସେଠାରେ କିଛି ବି ଲେଖି ଦିଅନ୍ତୁ । ଏବେ ଦେଖଣାରେ କ୍ଲିକ କରନ୍ତୁ ଆଉ ଦେଖନ୍ତୁ ଆପଣ କଣ ଲେଖିଛନ୍ତି ।
ସମ୍ପାଦନା ସାରକଥା
ଆପଣ ଉପରେ ଯଦି ପରଖଟିଏ କରିଥାନ୍ତି ତେବେ "ସାଇତିବେ" ରେ କ୍ଲିକ କରି ଲେଖାଟିକୁ ସାଇତିରଖନ୍ତୁ । ଆପଣ ଅନ୍ୟମାନଙ୍କ ବୁଝିବା ଭଳି ଅଳ୍ପଟିକେ "ସମ୍ପାଦନା ସାରକଥା"ରେ ଲେଖିଦିଅନ୍ତୁ; ଯଥା: ପରଖ, ବନାନ ଆଦି ।
ଦେଖଣା
ଆପଣ କିଛି ସମ୍ପାଦନା କଲାପରେ "ଦେଖଣା"ରେ କ୍ଲିକ କରନ୍ତୁ । ଦେଖଣା [Preview] ବଟନଟି ଉପରେ କ୍ଲିକ କଲେ ଆପଣଙ୍କ ଲେଖାଟି ସାଇତିବା ପରେ କେମିତି ଦେଖାଯିବ ତାହା ଦେଖିପାରିବେ ।
ପୃଷ୍ଠାଟି ସାଇତିବେ
ସମ୍ପାଦନା ସାରକଥା ଲେଖା ସାରିବା ପରେ ସାଇତିବେ ଉପରେ କ୍ଲିକ କରନ୍ତୁ ।