"ପେଚା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୪ କ ଧାଡ଼ି: ୩୪ କ ଧାଡ଼ି:
[[File:Short-eared owl chick.jpg|thumb|right|200px|୧୮ ଦିନର ଏକ ପେଚା ଛୁଆ]]
[[File:Short-eared owl chick.jpg|thumb|right|200px|୧୮ ଦିନର ଏକ ପେଚା ଛୁଆ]]


ପେଚାମାନଙ୍କର ଆଖି ବଡ ଏବଂ ଆଗକୁ ଥାଏ । ତାଙ୍କର ମୁଖ ଚେପଟା, ଥଣ୍ଟ ଚିଲ ପରି, ଏବଂ କାନ ଜାଗାରେ କର୍ଣ୍ଣଗହ୍ୱର ରହିଥାଏ । ପ୍ରେତ୍ୟେକ ଆଖି ଚାରିପାଖେ ଏକ ସୁସ୍ପଷ୍ଟ ପରର ଚକ୍ର, ଏକ [[ମୁଖୀୟ ଚକ୍ର]] ରହିଥାଏ । ଏହି ପରଗୁଡ଼ିକୁ ଆବଶ୍ଯକ ମୁତାବକ ପୁନଃ ସଂଗଠିତ କରି ଦୂରରୁ ଆସୁଥିବା ଧ୍ୱନିକୁ ତାର କର୍ଣ୍ଣ ଗହ୍ୱର ଆଡକୁ ଫୋକସ କରାଯାଇପାରେ । ଅଧିକାଂଶ ପକ୍ଷୀଙ୍କର ଆଖି ତାଙ୍କର ମୁଣ୍ଡର ଦୁଇ ଆଡେ ଥାଏ, କିନ୍ତୁ ପେଚାର ସାମନା ଆଡକୁ the stereoscopic nature of the owl's forward-facing eyes permits the greater sense of depth perception necessary for low-light hunting. Although owls have binocular vision, their large eyes are fixed in their sockets—as are those of most other birds—so they must turn their entire heads to change views. As owls are farsighted, they are unable to clearly see anything within a few centimeters of their eyes. Caught prey can be felt by owls with the use of filoplumes—hairlike feathers on the beak and feet that act as "feelers". Their far vision, particularly in low light, is exceptionally good.
ପେଚାମାନଙ୍କର ଆଖି ବଡ ଏବଂ ଆଗକୁ ଥାଏ । ତାଙ୍କର ମୁଖ ଚେପଟା, ଥଣ୍ଟ ଚିଲ ପରି, ଏବଂ କାନ ଜାଗାରେ କର୍ଣ୍ଣଗହ୍ୱର ରହିଥାଏ । ପ୍ରେତ୍ୟେକ ଆଖି ଚାରିପାଖେ ଏକ ସୁସ୍ପଷ୍ଟ ପରର ଚକ୍ର, ଏକ [[ମୁଖୀୟ ଚକ୍ର]] ରହିଥାଏ । ଏହି ପରଗୁଡ଼ିକୁ ଆବଶ୍ଯକ ମୁତାବକ ପୁନଃ ସଂଗଠିତ କରି ଦୂରରୁ ଆସୁଥିବା ଧ୍ୱନିକୁ ତାର କର୍ଣ୍ଣ ଗହ୍ୱର ଆଡକୁ ଫୋକସ କରାଯାଇପାରେ । ଅଧିକାଂଶ ପକ୍ଷୀଙ୍କର ଆଖି ତାଙ୍କର ମୁଣ୍ଡର ଦୁଇ ଆଡେ ଥାଏ, କିନ୍ତୁ ପେଚାର ସାମନା ଆଡକୁ ଥିବା ଆଖିର ଷ୍ଟେରିଓସ୍କୋପୀୟ ଗୁଣ
କମ୍ ଆଲୁଅରେ ଅଧିକ ସଠିକତାର ସହ ଗଭୀରତା ମାପିବାରେ ସାହାଯ୍ୟ କରେ । ପେଚାମାନଙ୍କର ଦ୍ୱିନେତ୍ରୀ ଦୃଷ୍ଟି ଥିଲେ ମଧ୍ଯ, ଅନ୍ୟ ପକ୍ଷୀଙ୍କ ପରି, ତାଙ୍କର ବଡ଼ବଡ଼ ଆଖି ଦ୍ୱୟ ଚକ୍ଷୁଗହ୍ୱରରେ ସ୍ଥିର ହୋଇରହିଥାନ୍ତି, ତେଣୁ ଦୃଷ୍ଟି ବଦଳିବା ପାଇଁ ମୁଣ୍ଡ ବୁଲାଇବାକୁ ପଡିଥାଏ । ପେଚମାନେ ଦୂରଦର୍ଶୀ ହୋଇଥିବାରୁ ସେମାନେ ତାଙ୍କ ଆଖିର କେଇ ସେ.ମି. ଦୂରରେ ଥିବା ଜିନିଷ ଦେଖିପାରନ୍ତି ନାହିଁ । ଧରାଯାଇଥିବା ଶିକାରଗୁଡ଼ିକୁ ପେଚାମାନେ ତାଙ୍କ ଥଣ୍ଟ ଏବଂ ପାଦରେ ଥିବା ଚୁଟି ପରି ପର "ଫିଲୋପ୍ଲୁମ" ଦ୍ୱାରା ଅନୁଭବ କରିପାରନ୍ତି ।


==ସଂରକ୍ଷଣ ସ୍ଥିତି==
==ସଂରକ୍ଷଣ ସ୍ଥିତି==

୧୪:୧୪, ୧୭ ଅକ୍ଟୋବର ୨୦୨୦ ଅନୁସାରେ କରାଯାଇଥିବା ବଦଳ

ପେଚା
ଜୀବାଶ୍ମ କାଳ: ଶେଷ ପାଲିଓସିନ–ହୋଲୋସିନ
ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।

ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।

ଛୋଟ ପେଚା (ଆଥେନେ ନୋକ୍ଚୁଆ)
ଓଟୁସ ଯୋଲାନ୍ଦେ ଡାକ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
ଗୋଷ୍ଠୀ: ଆଫ୍ରୋଏଭସ
ବର୍ଗ: ଷ୍ଟ୍ରିଜିଫୋର୍ମ୍ସ
ୱାଗ୍ଲର, ୧୮୩୯
କୁଳଗୁଡ଼ିକ

ଷ୍ଟ୍ରିଗିଡେ
ଟାଇଟୋନିଡେ
ଓଗିଗୋପ୍ଟିଙ୍ଗିଡେ (ଜୀବାଶ୍ମ)
ପାଲିଓଗ୍ଲୌସିଡେ (ଜୀବାଶ୍ମ)
ପ୍ରୋଟୋଷ୍ଟ୍ରିଗିଡେ (ଜୀବାଶ୍ମ)
ସୋଫିଓର୍ନିଥିଡେ (ଜୀବାଶ୍ମ)

ସମସ୍ତ ପେଚାମାନଙ୍କର ବିସ୍ତାର.
Synonyms

ଷ୍ଟ୍ରିଗିଡେ ସେନ୍ସୁ ସିବ୍ଲେ & ଆଃଲକ୍ୱିଷ୍ଟ

ପେଚା ଷ୍ଟ୍ରିଜିଫୋର୍ମ୍ସ ଗଣର ପକ୍ଷୀଗଣ । ଏହି ଗଣରେ ପ୍ରାୟ ୨୦୦ରୁ ଅଧିକ ଜାତିର ପକ୍ଷୀ ଅଛନ୍ତି । ଏହି ପକ୍ଷୀଗୁଡ଼ିକ ସାଧାରଣତଃ ଅଣସାମାଜିକ ରାତ୍ରିଚର ଏବଂ କାରୀ । ତାଙ୍କର ସ୍ୱତନ୍ତ୍ର ଗୁଣଗୁଡିକ ହେଲା, ସେମାନଙ୍କର ସିଧା ଛିଡା ହେବା, ବଡ ଓ ଚଉଡା ମୁଣ୍ଡ, ବାଇନୋକୁଲୀୟ ଦୃଷ୍ଟି, ଦ୍ୱିତକର୍ଣ୍ଣୀୟତା ଧାର ପଞ୍ଝା ଏବଂ ଧୀର ଉଡାଣ ପାଇଁ ବିକଶିତ ଡେଣା । ବ୍ଯତିକ୍ରମ - ଦିନଚାରୀ ଉତ୍ତରୀୟ ଚିଲ-ପେଚା ଏବଂ ସାମାଜିକ ଗାତଖୋଳା ପେଚା

ପେଚାଗଣ ସାଧାରଣତଃ ଛୋଚ ସ୍ତନ୍ଯପାୟୀ, କୀଟ, ଅନ୍ୟ ପକ୍ଷୀ ତଥା ମାଛ ଆଦି ଶିକାର କରିଥାନ୍ତି । ମେରୁସ୍ଥ ହିମାଞ୍ଚଳକୁ ଛାଡି ଦେଲେ ସେମାନେ ପୃଥିବୀର ସମସ୍ତ ଅଞ୍ଚଳରେ ଦେଖାଯାନ୍ତି ।

ପେଚାମାନଙ୍କୁ ମୁଖ୍ଯତଃ ୨ଟି କୁଳରେ ବିଭକ୍ତ କରାଯାଇଅଛି:

ଅନ୍ତର୍ବିଜ୍ଞାନ

ଏକ ଚୋକଡ ପେଚା
ଏକ ଚିଲପେଚା
୧୮ ଦିନର ଏକ ପେଚା ଛୁଆ

ପେଚାମାନଙ୍କର ଆଖି ବଡ ଏବଂ ଆଗକୁ ଥାଏ । ତାଙ୍କର ମୁଖ ଚେପଟା, ଥଣ୍ଟ ଚିଲ ପରି, ଏବଂ କାନ ଜାଗାରେ କର୍ଣ୍ଣଗହ୍ୱର ରହିଥାଏ । ପ୍ରେତ୍ୟେକ ଆଖି ଚାରିପାଖେ ଏକ ସୁସ୍ପଷ୍ଟ ପରର ଚକ୍ର, ଏକ ମୁଖୀୟ ଚକ୍ର ରହିଥାଏ । ଏହି ପରଗୁଡ଼ିକୁ ଆବଶ୍ଯକ ମୁତାବକ ପୁନଃ ସଂଗଠିତ କରି ଦୂରରୁ ଆସୁଥିବା ଧ୍ୱନିକୁ ତାର କର୍ଣ୍ଣ ଗହ୍ୱର ଆଡକୁ ଫୋକସ କରାଯାଇପାରେ । ଅଧିକାଂଶ ପକ୍ଷୀଙ୍କର ଆଖି ତାଙ୍କର ମୁଣ୍ଡର ଦୁଇ ଆଡେ ଥାଏ, କିନ୍ତୁ ପେଚାର ସାମନା ଆଡକୁ ଥିବା ଆଖିର ଷ୍ଟେରିଓସ୍କୋପୀୟ ଗୁଣ କମ୍ ଆଲୁଅରେ ଅଧିକ ସଠିକତାର ସହ ଗଭୀରତା ମାପିବାରେ ସାହାଯ୍ୟ କରେ । ପେଚାମାନଙ୍କର ଦ୍ୱିନେତ୍ରୀ ଦୃଷ୍ଟି ଥିଲେ ମଧ୍ଯ, ଅନ୍ୟ ପକ୍ଷୀଙ୍କ ପରି, ତାଙ୍କର ବଡ଼ବଡ଼ ଆଖି ଦ୍ୱୟ ଚକ୍ଷୁଗହ୍ୱରରେ ସ୍ଥିର ହୋଇରହିଥାନ୍ତି, ତେଣୁ ଦୃଷ୍ଟି ବଦଳିବା ପାଇଁ ମୁଣ୍ଡ ବୁଲାଇବାକୁ ପଡିଥାଏ । ପେଚମାନେ ଦୂରଦର୍ଶୀ ହୋଇଥିବାରୁ ସେମାନେ ତାଙ୍କ ଆଖିର କେଇ ସେ.ମି. ଦୂରରେ ଥିବା ଜିନିଷ ଦେଖିପାରନ୍ତି ନାହିଁ । ଧରାଯାଇଥିବା ଶିକାରଗୁଡ଼ିକୁ ପେଚାମାନେ ତାଙ୍କ ଥଣ୍ଟ ଏବଂ ପାଦରେ ଥିବା ଚୁଟି ପରି ପର "ଫିଲୋପ୍ଲୁମ" ଦ୍ୱାରା ଅନୁଭବ କରିପାରନ୍ତି ।

ସଂରକ୍ଷଣ ସ୍ଥିତି

ସମସ୍ତ ପେଚାମାନଙ୍କୁ ଲୁପ୍ତପ୍ରାୟ ବନ୍ଯଜୀବଜନ୍ତୁଙ୍କର ଅନ୍ତର୍ରାଷ୍ଟ୍ରୀୟ ବାଣିଜ୍ଯ ସମ୍ମୀଳନୀର ଅନୁଚ୍ଛେଦ-IIରେ ଲିପିବଦ୍ଧ । ଅବଶ୍ଯ ପେଚାମାନଙ୍କ ଶିକାର ଏକ ଚିରାଚରିତ ଘଟଣା, କିନ୍ତୁ ୨୦୦୮ରେ ମାଲେସିଆର ଏକ ଖବର ଦର୍ଶାଉଛି ଯେ ପେଚା ଶିକାର ବଢ଼ି ଚାଲିଛି । ୨୦୦୮ ମସିହା ନଭେମ୍ବର ମାସରେ ମାଲେସୀୟ ଅନ୍ତରୀପରୁ ୯୦୦ଟି ପେଚାକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାରିତ ଜୀବ ମଧ୍ଯରେ ମୃତ ଚୋକଡା ପେଚା, ଦାଗଥିବା ଜଙ୍ଗଲୀ ପେଚା, ମୁକୁଟୀୟ ସର୍ପଚିଲ, ଚିଲ ଏବଂ ମାଠିଆ ଜଙ୍ଗଲୀ ପେଚା ତଥା ୭୦୦୦ ଜୀବନ୍ତ ଝିଟିପିଟି ଆଦି ଥିଲେ ।[୧]

ବିବରଣୀ

ପେଚା ମାନେ ମୁଖ୍ୟତଃ ନିଶାଚର କାରଣ ଏମାନେ ପ୍ରଖର କିରଣରେ ଦେଖିପାରନ୍ତି ନାହିଁ । ପେଚମାନେ ଏକ ପ୍ରକାର ଶିକାରୀ ପକ୍ଷୀ ଏମାନେ ମାଛ,ମୂଷା,କୀଟ ପତଙ୍ଗ ଆଦି ଖାଦ୍ୟ ରୂପେ ଗ୍ରହଣ କରନ୍ତି । ପେଚାମାନଙ୍କ ଆଖି ଦ୍ୱୟ ବଡ ବଡ ଓ ଏହା ଆଖି କୋରଟରେ ସ୍ଥିର ହୋଇ ରହିଥାଏ ଯାହାଫଳରେ ପେଚା ଆଖିର ଚଳ ପ୍ରଚଳନ କରିପାରେ ନାହିଁ ସେଥିଲାଗି ସେମାନେ ନିଜର ମୁଣ୍ଡକୁ ୨୭୦o କୋଣରେ ବୁଲାଇ ପାରନ୍ତି । ପେଚାମାନଙ୍କ ଗର୍ଦ୍ଧନମେରୁଯୋଡ ୧୪ଟି ଥାଏ ଯେଉଁଠାରେ ମନୁଷ୍ୟର ୭ଟି ଥାଏ ଯାହାଫଳରେ ମୁଣ୍ଡକୁ ୨୭୦ କୋଣରେ ବୁଲାଇଲେ ମଧ୍ୟ ରକ୍ତ ପ୍ରବାହରେ କୌଣସି ଅସୁବିଧା ହୁଏନାହିଁ ।

Burrowing owl (Athene cunicularia)

ପେଚାମାନଙ୍କ କାନ ଦୁଇ ମଧ୍ୟ ସାମ୍ନାକୁ ଥାଏ ଏମାନେ କୌଣସି ଶବ୍ଦ ଶୁଣିଲେ ସେଇ ଶବ୍ଦର ଦିଗକୁ ମୁଣ୍ଡ ବୁଲାନ୍ତି ଯେତେ ପର୍ଯ୍ୟନ୍ତ ଶବ୍ଦ ଦୁଇକାନର ସଂସ୍ପର୍ଶରେ ନ ଆସେ ସେମାନେ ଶବ୍ଦକୁ ସଠିକ ରୂପେ ବୁଝିପାରନ୍ତି ନାଇଁ ।ପେଚାମାନଙ୍କ କର୍ଣ ଓ ଚକ୍ଷୁ ଉନ୍ନତ ନ ହେଇଥିଲେ ମଧ୍ୟ ତାଙ୍କ ଚଞ୍ଚୁ ଏକ କାରିଗରୀ ଅସ୍ତ୍ର ରୂପେ ବିବେଚିତ ହୁଏ । ପେଚମାନଙ୍କ ଚଞ୍ଚୁ ମୁହଁର ତଳ ଆଡକୁ ଥାଏ ଓ ଏହା ଏକ ଧାରୁଆ କରତ ପରି କାମ କରେ । ଚଞ୍ଚୁର ଏପରି ତଳ ଆଡ଼କୁ ଗଠନ ଯାହାକି ପେଚାକୁ ଦେଖିବାରେ କୌଣସି ବାଧା କରେନାହିଁ । ପେଚା ମାନେ ଉଡ଼ିବାରେ କୌଣସି ଶବ୍ଦ ହୁଏନି ହଁ ପବନ ଗତିର ଏକ ଶବ୍ଦ ଆସେ କିନ୍ତୁ ପେଚାର ଡେଣାରୁ କୌଣସି ଶବ୍ଦ ଆସେ ନାହିଁ । ଅଧିକାଂଶ ପେଚା ରାତ୍ରିକାଳରେ ସକ୍ରିୟ ରୁହନ୍ତି ଏବଂ କିଛି ପ୍ରଜାତି ଦିନ ସମୟରେ ମଧ୍ୟ ସକ୍ରିୟ ରହିବାରେ ପରିଲକ୍ଷିତ ହୋଇଛି ।

ମନୁଷ୍ୟ ଓ ପେଚା

ପେଚାକୁ ନେଇ ଅନେକ ଅନ୍ଧ ବିଶ୍ୱାସ ରହିଅଛି ଯେପରିକି ହିନ୍ଦୁ ଧର୍ମରେ ଧଳାପେଚାକୁ ଲକ୍ଷ୍ମୀଙ୍କ ବାହାନ ଓ ଶୁଭ ବୋଲି ମଣିନିଆଯାଏ ମାଟିଆ ପେଚାକୁ ମୃତ୍ୟୁର ପ୍ରତୀକ ବା ଅଶୁଭ ମଣିନିଆଯାଏ । ଏତଦବ୍ୟତୀତ ଆମେରିକା,ଆଫ୍ରିକା ଓ ଆରବ ପରିଦେଶମାନଙ୍କରେ ମଧ୍ୟ ପେଚାକୁ ମୃତ୍ୟୁର ପ୍ରତୀକ ବା ଅଶୁଭ ବୋଲି ଧରାଯାଏ । ଫ୍ରାନସ,ବେଲ୍ଜିୟମ,ନେଦରଲ୍ୟାଣ୍ଡ ଆଦି ଦେଶରେ ବୁଦ୍ଦିମାନର ପ୍ରତୀକ ବୋଲି ବିବେଚିତ କରାଯାଏ । ପେଚାର କର୍ଣ ଓ ଚକ୍ଷୁର ଗଠନ ଅନୁଯାଇ ଏପରି ନାମକରଣ କରାଯାଇଛି ଯାହାର ଅର୍ଥ ବୋକା ବା ନିର୍ବୋଧ ।

ଆଧାର

  1. Wildlife Trade News – Huge haul of dead owls and live lizards in Peninsular Malaysia". TRAFFIC. 12 November 2008