"ଖେଚେଡ଼ି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) No edit summary |
Psubhashish (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{Infobox Prepared Food |
{{Infobox Prepared Food |
||
| name = ଖେଚେଡ଼ି |
| name = ଖେଚେଡ଼ି |
||
| image = |
| image = Khechedi Odia recipe.jpg |
||
| caption = କାଦୁଆ ଖେଚେଡ଼ି |
| caption = କାଦୁଆ ଖେଚେଡ଼ି |
||
| alternate_name = |
| alternate_name = |
୦୦:୨୧, ୨୦ ଜୁନ ୨୦୧୧ ଅନୁସାରେ କରାଯାଇଥିବା ବଦଳ
ଆରମ୍ଭ | |
---|---|
ମୂଳ ଜାଗା | ଭାରତୀୟ ଉପମହାଦେଶ |
ଅଞ୍ଚଳ | ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗଳା, ପଞ୍ଜାବ |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଚାଉଳ, ଡାଲି, ମସଲା |
ଖେଚେଡ଼ି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ, ତେବେ ଭାରତର ବାକି ଜାଗାରେ ମଧ୍ୟ ଏହା ଖିଆଯାଇଥାଏ । ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ହୋଇଥାଏ ଓ ନାଆଁ ମଧ୍ୟ ଅଲଗା ହୋଇଥାଏ । ଓଡ଼ିଶାରେ ତିଆରି ଖେଚେଡ଼ି ଶୁଖିଲା ହୋଇଥାଏ ଓ ଏଥିରେ ଚିନିର ବ୍ୟବହାର ହୋଇଥାଏ ।
ଉପାଦାନ
ପ୍ରକାର
- ପଞ୍ଚୁବର୍ଣ ଖେଚେଡ଼ି
- ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ ଖେଚେଡ଼ି ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ ।
- କାଦୁଆ ଖେଚେଡ଼ି
- ଏହା ସାଧାରଣତଃ ବହଳିଆ ହୋଇଥାଏ ।
ପ୍ରଣାଳୀ
ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆୟାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ ।
ପରଷା
ପଞ୍ଚୁବର୍ଣ ଖେଚେଡ଼ିକୁ ଘୁଗୁନି, ଆଳୁଦମ ଓ ବାକି ଅନେକ ତରକାରି ସହ ପରଷାଯାଇପାରେ ।