"ହାଡ଼ୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଆଧାର ଯୋଡ଼ାଗଲା
୧୯ କ ଧାଡ଼ି: ୧୯ କ ଧାଡ଼ି:
}}
}}


'''ହାଡ଼ୁ''' ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ନାଟକରେ ଅଭିନୟ କରନ୍ତି । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ଓଡ଼ିଶାରେ ଜଣାଶୁଣା । ତାଙ୍କର ପ୍ରକୃତ ନାମ ହେଉଛି '''ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ''' । ସେ ୧୯୯୫ ମସିହାରେ ତୁ ମୋରି ପାଇଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏହାପରେ ସେ ଅନେକ ଓଡ଼ିଆ କଥାଚିତ୍ର, ଧାରାବାହିକ ଏବଂ ମଞ୍ଚ ଆଦିରେ ଅଭିନୟ କରିଛନ୍ତି ।
'''ହାଡ଼ୁ''' ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ନାଟକରେ ଅଭିନୟ କରନ୍ତି । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ଓଡ଼ିଶାରେ ଜଣାଶୁଣା । ତାଙ୍କର ପ୍ରକୃତ ନାମ ହେଉଛି '''ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ''' ।<ref>{{cite news |title=Remembering Odia comedians on World Laughter Day, who tickled our funny bones! {{!}} Sambad English |url=https://sambadenglish.com/remembering-odia-comedians-on-world-laughter-day-who-tickled-our-funny-bones/ |accessdate=21 September 2020 |work=Sambad English |publisher=sambadenglish.com |date=10 January 2018 |archiveurl=http://web.archive.org/web/20200921180242/https://sambadenglish.com/remembering-odia-comedians-on-world-laughter-day-who-tickled-our-funny-bones/ |archivedate=21 September 2020 |location=Bhubaneswar |language=English}}</ref> ସେ ୧୯୯୫ ମସିହାରେ ତୁ ମୋରି ପାଇଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏହାପରେ ସେ ଅନେକ ଓଡ଼ିଆ କଥାଚିତ୍ର, ଧାରାବାହିକ ଏବଂ ମଞ୍ଚ ଆଦିରେ ଅଭିନୟ କରିଛନ୍ତି ।


== ଅଭିନୟ ଜୀବନ ==
== ଅଭିନୟ ଜୀବନ ==

୨୩:୩୩, ୨୧ ସେପ୍ଟେମ୍ବର ୨୦୨୦ ଅନୁସାରେ କରାଯାଇଥିବା ବଦଳ

ହାଡ଼ୁ
୨୦୧୪ ମସିହାର ଏକ ମଞ୍ଚ ନାଟକରେ ହାଡ଼ୁ
Born
ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ
Occupation(ଓଡ଼ିଆ) ଅଭିନେତା
Years active୧୯୯୫ - ଏବେଯାଏଁ

ହାଡ଼ୁ ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ମଞ୍ଚ ନାଟକରେ ଅଭିନୟ କରନ୍ତି । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ଓଡ଼ିଶାରେ ଜଣାଶୁଣା । ତାଙ୍କର ପ୍ରକୃତ ନାମ ହେଉଛି ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ[୧] ସେ ୧୯୯୫ ମସିହାରେ ତୁ ମୋରି ପାଇଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏହାପରେ ସେ ଅନେକ ଓଡ଼ିଆ କଥାଚିତ୍ର, ଧାରାବାହିକ ଏବଂ ମଞ୍ଚ ଆଦିରେ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୯୫ ମୁଁ ତୋରି ପାଇଁ ହାଡ଼ୁ ମାମୁ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୯୯ ପ୍ରେମ ବନ୍ଧନ ଡମ୍ବୁରୁ
୨୦୦୩ ଅ ଆକାରେ ଆ
ସତ ମିଛ
୨୦୦୪ ଜ୍ୱାଇଁର ଚଉକାକୁ ଶଶୁରର ଛକା

ଅଭିନୀତ ଧାରାବାହିକ

ଆଧାର

  1. "Remembering Odia comedians on World Laughter Day, who tickled our funny bones! | Sambad English". Sambad English (in English). Bhubaneswar: sambadenglish.com. 10 January 2018. Archived from the original on 21 September 2020. Retrieved 21 September 2020.{{cite news}}: CS1 maint: unrecognized language (link)

ବାହାର ଆଧାର

  • ଇଣ୍ଟରନେଟ ମୁଭି ଡାଟାବେସରେ ହାଡ଼ୁ