"ବ୍ୟୋମକେଶ ତ୍ରିପାଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ + ରଚିତ ନାଟକ
ଟିକେNo edit summary
୩୬ କ ଧାଡ଼ି: ୩୬ କ ଧାଡ଼ି:
}}
}}


'''ବ୍ୟୋମକେଶ ତ୍ରିପାଠୀ''' (୧୯ ଜାନୁଆରୀ ୧୯୨୯ - ୧୦ ମଇ ୧୯୯୭), ଜଣେ ଓଡ଼ିଆ ନାଟ୍ୟକାର<ref>{{cite book|title=Contemporary Indian Literature|url=http://books.google.com/books?id=emzVAAAAMAAJ|year=1972|publisher=S.L. Shastry}}</ref>, ଅଭିନେତା<ref>{{cite book|title=Natya: Theatre Arts Journal|url=http://books.google.com/books?id=NeUvAQAAIAAJ|year=1966|publisher=Bharatiya Natya Sangh.}}</ref> ଓ ନିର୍ଦ୍ଦେଶକ ଥିଲେ। ସେ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶକ ଅବା ଅଭିନେତା ଭାବେ କାମ କରିଥିଲେ । ସେ ଅନ୍ନପୂର୍ଣ୍ଣା ଥିଏଟର ସହ ଜଡ଼ିତ ରହିଥିଲେ । ନାଟକ ବ୍ୟତିତ, ସେ ପ୍ରାୟ ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।<ref>http://www.financialexpress.com/old/ie/daily/19970511/13150573.html</ref>
'''ବ୍ୟୋମକେଶ ତ୍ରିପାଠୀ''' (୧୯ ଜାନୁଆରୀ ୧୯୨୯ - ୧୦ ମଇ ୧୯୯୭), ଜଣେ ଓଡ଼ିଆ ନାଟ୍ୟକାର<ref>{{cite book|title=Contemporary Indian Literature|url=http://books.google.com/books?id=emzVAAAAMAAJ|year=1972|publisher=S.L. Shastry}}</ref>, ଅଭିନେତା<ref>{{cite book|title=Natya: Theatre Arts Journal|url=http://books.google.com/books?id=NeUvAQAAIAAJ|year=1966|publisher=Bharatiya Natya Sangh.}}</ref> ଓ ନିର୍ଦ୍ଦେଶକ ଥିଲେ । ସେ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶକ ଅବା ଅଭିନେତା ଭାବେ କାମ କରିଥିଲେ । ସେ ଅନ୍ନପୂର୍ଣ୍ଣା ଥିଏଟର ସହ ଜଡ଼ିତ ରହିଥିଲେ । ନାଟକ ବ୍ୟତୀତ, ସେ ପ୍ରାୟ ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।<ref>http://www.financialexpress.com/old/ie/daily/19970511/13150573.html</ref>


== ରଚିତ ନାଟକ ==
== ରଚିତ ନାଟକ ==
୬୦ କ ଧାଡ଼ି: ୬୦ କ ଧାଡ଼ି:
== ଅଭିନୀତ କଥାଚିତ୍ର ==
== ଅଭିନୀତ କଥାଚିତ୍ର ==
* [[କା (୧୯୬୬ର ଚଳଚ୍ଚିତ୍ର)|କା ]]
* [[କା (୧୯୬୬ର ଚଳଚ୍ଚିତ୍ର)|କା ]]
* ଅଭିଳାଷ
* [[ଅଭିଳାଷ]]
* [[ନୀରବ ଝଡ଼]]
* [[ନୀରବ ଝଡ଼]]



୨୧:୦୨, ୧୩ ଅଗଷ୍ଟ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ବ୍ୟୋମକେଶ ତ୍ରିପାଠୀ
ଜନ୍ମ(1929-01-19)୧୯ ଜାନୁଆରୀ ୧୯୨୯


[୧]
ମୃତ୍ୟୁ୧୦ ମଇ ୧୯୯୭(1997-05-10) (ବୟସ ୬୮)
ମୃତ୍ୟୁର କାରଣହୃଦଘାତ
ଶିକ୍ଷାସ୍ନାତକ (ବିଜ୍ଞାନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ
ପିତାମାତା(s)ଗୋବିନ୍ଦ ତ୍ରିପାଠୀ, ସତୀ ଦେବୀ
ପୁରସ୍କାରଜୟଦେବ ପୁରସ୍କାର, ୧୯୯୩

ବ୍ୟୋମକେଶ ତ୍ରିପାଠୀ (୧୯ ଜାନୁଆରୀ ୧୯୨୯ - ୧୦ ମଇ ୧୯୯୭), ଜଣେ ଓଡ଼ିଆ ନାଟ୍ୟକାର[୨], ଅଭିନେତା[୩] ଓ ନିର୍ଦ୍ଦେଶକ ଥିଲେ । ସେ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶକ ଅବା ଅଭିନେତା ଭାବେ କାମ କରିଥିଲେ । ସେ ଅନ୍ନପୂର୍ଣ୍ଣା ଥିଏଟର ସହ ଜଡ଼ିତ ରହିଥିଲେ । ନାଟକ ବ୍ୟତୀତ, ସେ ପ୍ରାୟ ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[୪]

ରଚିତ ନାଟକ

ସେ ୧୩ଟି ମୌଳିକ ରଚନା ସହ ୩ଟି ନାଟକର ଅନୁବାଦ କରିଥିଲେ ।[୫]

  • ଏକ-ଦୁଇ-ତିନ
  • ରାଜମୁକୁଟ
  • କଂସାକବାଟ
  • ସିଂହଦ୍ୱାର
  • ଜାଗରଣ
  • ତୋଳାକନିଆ
  • ଅଖଣ୍ଡଜ୍ୟୋତି
  • ସୁନାଫରୁଆ
  • ମାଟିର ସ୍ୱର୍ଗ
  • ହେମହରିଣୀ
  • ଗୋପନ କଥା
  • ସତୀ ପରୀକ୍ଷା
  • ଶ୍ରୀକୃଷ୍ଣଲୀଳା
  • ରାଜା ଅଡିପସ (ଅନୁବାଦ ନାଟକ)
  • ଆଣ୍ଟିଗୋନି (ଅନୁବାଦ ନାଟକ)
  • ମୁଦ୍ରା ରାକ୍ଷସ (ଅନୁବାଦ ନାଟକ)

ଅଭିନୀତ କଥାଚିତ୍ର

ପୁରସ୍କାର ଓ ସମ୍ମାନ

ଆଧାର

  1. Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1093–. ISBN 978-81-260-1194-0.
  2. Contemporary Indian Literature. S.L. Shastry. 1972.
  3. Natya: Theatre Arts Journal. Bharatiya Natya Sangh. 1966.
  4. http://www.financialexpress.com/old/ie/daily/19970511/13150573.html
  5. "Legendry Byomakesh Tripathy's sixteen plays in five volumes released". India Whispers. Retrieved 11 August 2020.
  6. http://orissa.gov.in/e-magazine/orissaannualreference/ORA-2011/pdf/114.pdf

ଅଧିକ ତଥ୍ୟ