"ଭାରତୀୟ ଜନତା ପାର୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଉଇକିପିଡ଼ିଆ ପ୍ରସଙ୍ଗ ଭଳି ନୁହେଁ ରଚନା ଓ ନିଜ ମତ ଭଳି ଲେଖା ହୋଇଥିଲା । ଉଇକିପିଡ଼ିଆ ଲିଖନ ଶୈଳୀ ପାଳନ କରି ଲେଖାନଯିବା ଯାଏ ସାମୟିକ ଭାବେ ଲୁଚାଗଲା ।
ଆଧାର ସହ ଆଲେଖ, ଇଂରାଜୀରୁ ଅନୁବାଦ କରାଗଲା
୩୨ କ ଧାଡ଼ି: ୩୨ କ ଧାଡ଼ି:
}}
}}
{{BJPSegmentsUnderInfoBox}}
{{BJPSegmentsUnderInfoBox}}
'''ଭାରତୀୟ ଜନତା ପାର୍ଟି''' ('''ବିଜେପି''') [[ଭାରତ]]ର ଶାସକ ରାଜନୈତିକ ଦଳ ।<ref>{{cite news |title=Lok Sabha Election results 2019: EC declares results of all 542 seats, BJP wins 303 |url=https://zeenews.india.com/india/live-updates/lok-sabha-election-results-2019-live-updates-bjp-narendra-modi-nda-2205806 |accessdate=30 March 2020 |work=Zee News |date=25 May 2019 |language=en}}</ref> ଏହା [[ଭାରତୀୟ ଜାତୀୟ କଂଗ୍ରେସ]] ସହିତ ଭାରତର ଦୁଇଟି ପ୍ରମୁଖ [[ଭାରତର ରାଜନୈତିକ ଦଳସମୂହ|ରାଜନୈତିକ ଦଳ]] ମଧ୍ୟରୁ ଅନ୍ୟତମ ।<ref>{{cite news|url=http://timesofindia.indiatimes.com/india/-In-Numbers-The-Rise-of-BJP-and-decline-of-Congress/articleshow/52341190.cms|title=In Numbers: The Rise of BJP and decline of Congress|work=The Times of India|date=19 May 2016|accessdate=29 June 2017|url-status=live|archiveurl=https://web.archive.org/web/20171105170102/https://timesofindia.indiatimes.com/india/-In-Numbers-The-Rise-of-BJP-and-decline-of-Congress/articleshow/52341190.cms|archivedate=5 November 2017}}</ref> <!--{{As of|2019}}-->୨୦୧୯ ସୁଦ୍ଧା ଏହା [[ଭାରତୀୟ ସଂସଦ|ଜାତୀୟ ସଂସଦ]] ତଥା [[ରାଜ୍ୟସଭା]]ରେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜନୈତିକ ଦଳ ଏବଂ ପ୍ରାଥମିକ ସଦସ୍ୟତା ଦୃଷ୍ଟିରୁ ଏହା ବିଶ୍ୱର ସର୍ବବୃହତ ଦଳ ।<ref name = "IndiaToday">{{cite news|url = https://www.indiatoday.in/india/story/bjp-inducts-7-crore-new-members-creates-membership-drive-record-1593164-2019-08-29|title =BJP inducts 7 crore new members, creates membership drive record|date = 29 August 2019 |accessdate = 29 August 2019 |work=[[India Today]] }}</ref> ବିଜେପି ଏକ ଦକ୍ଷିଣପନ୍ଥୀ ଦଳ ଏବଂ ଏହାର ନୀତି ଐତିହାସିକ ଭାବରେ [[ହିନ୍ଦୁ ଜାତୀୟତାବାଦୀ]] ସ୍ଥିତିକୁ ପ୍ରତିଫଳିତ କରିଛି ।{{sfn|Banerjee|2005|p=3118}}{{sfn|Malik|Singh|1992|p=318}} ଏହାଠାରୁ ବେଶୀ ପୁରୁଣା [[ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ]] (ଆରଏସଏସ) ସହିତ ଏହାର ଘନିଷ୍ଠ ଆଦର୍ଶ ଏବଂ ସାଂଗଠନିକ ସମ୍ବନ୍ଧ ରହିଛି ।<ref>{{cite news |title=Men, machinery and mind of RSS behind BJP's poll power punch |url=https://www.business-standard.com/article/news-ians/men-machinery-and-mind-of-rss-behind-bjp-s-poll-power-punch-119031700304_1.html |accessdate=18 March 2020 |work=Business Standard |date=17 March 2019 |language=en}}</ref>
'''ଭାରତୀୟ ଜନତା ପାର୍ଟି '''[[ଭାରତ]]ର ଏକ ରାଜନୈତିକ ଦଳ ।
ଭାରତୀୟ ଜନତା ପାର୍ଟି ସଙ୍ଘ ପରିବାରର ବିଭିନ୍ନ କ୍ଷେତ୍ରରେ ଏକ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ କରିଥାଏ । <!--ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) ଉପରେ ସବୁବେଳେ ସାମ୍ପ୍ରଦାୟିକ, ପ୍ରତିକ୍ରିୟାତ୍ମକ ବୋଲି ଅଭିଯୋଗ ହୋଇଥାଏ । ତେବେ କେବଳ ଆରଏସ୍ଏସ୍ର ସମାଲୋଚକମାନେ ଏଭଳି କହି ନଥାନ୍ତି, ଅନ୍ୟମାନେ ମଧ୍ୟ ଏପରି ଚିନ୍ତା କରିଥାନ୍ତି । କିନ୍ତୁ ସଂଘର ସ୍ୱୟଂସେବକମାନେ ଏଭଳି ସମାଲୋଚନାକୁ ଅଗ୍ରାହ୍ୟ କରିଦିଅନ୍ତି । କାରଣ ସେମାନଙ୍କ ହୃଦୟରେ କୌଣସି ଦ୍ୱନ୍ଦ ନଥାଏ ଯେ, ଆରଏସ୍ଏସ୍ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ରାଷ୍ଟ୍ରୀୟତା ଓ ରାଷ୍ଟ୍ରୀୟ ଶକ୍ତି ବୃଦ୍ଧି ପାଇଁ ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଚରିତ୍ରକୁ ଶାଣିତ କରିବାରେ କାର୍ଯ୍ୟ କରେ । ଏବେ ଏହି ସଂଗଠନ ଏକ୍ ସନ୍ତୁଳିତ ବ୍ୟବସ୍ଥା ସହ ଦୃଢ ତଥା ଅଗ୍ରଗାମୀ କ୍ରମବର୍ଦ୍ଧିଷ୍ଣ ଦେଶପ୍ରେମୀ ସଂଗଠନରେ ପରିଣତ ହୋଇଛି। ବିଜେପିର ସମାଲୋଚକମାନେ ମଧ୍ୟ ଏହା ସ୍ୱୀକାର କରୁଛନ୍ତି ଯେ, ବିଜେପି ଏବେ ଏକ ମହାଦୃମରେ ପରିଣତ ହୋଇଛି। ଏହାର ରାଷ୍ଟ୍ରବ୍ୟାପୀ ମହାକାୟାକୁ ପ୍ରତିହତ କରିବା ଆଉ ସମ୍ଭବ ନୁହେଁ ।-->

<!--ଗୋଟିଏ ରାଷ୍ଟ୍ରର ଇତିହାସ ଏହାର ଦର୍ଶନକୁ ପ୍ରତିଫଳିତ କରିଥାଏ ଏବଂ ସଂଘ ପରିବାର ଭାରତୀୟ ଇତିହାସ ସମ୍ପର୍କରେ ଏକ ସ୍ପଷ୍ଟ ଓ ତୀର୍ଯ୍ୟକ ଅବଧାରଣା ରଖିଛନ୍ତି। ଜମ୍ବୁଦ୍ୱୀପ ଭାରତ ବର୍ଷରେ ଦିନେ ଏକ ମହାନ ସଭ୍ୟତା ଗଢି ଉଠିଥିଲା। ଯାହା ଦକ୍ଷିଣାତ୍ୟରେ [[ଶ୍ରୀଲଙ୍କା]]ଠାରୁ ଆରମ୍ଭ କରି ଜାଭା, ପୂର୍ବରେ ଜାପାନ, ଉତ୍ତରରେ ତିଦ୍ଦତ ମଙ୍ଗୋଲିଆରୁ [[ଚୀନ]] ଏପରିକି ସାଇବେରିଆ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଆର୍ଯ୍ୟଭୂମି [[ଭାରତ]]ବର୍ଷ ହୁନ, ଶାକ ଓ ଗ୍ରୀକମାନଙ୍କ ଆକ୍ରମଣରୁ ନିଜକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିବା ବେଳେ ତୁର୍କୀମାନଙ୍କ ଇସଲାମିସକ୍ ଝଡ଼ ନିକଟରେ ଶିଥିଳ ପଡ଼ିଯାଇଥିଲା । ତେବେ ହଜାରେ ବର୍ଷ ଧରି ଏହି ଝଡ଼ ଯୋଗୁଁ [[ଭାରତ]] ରକ୍ତରଞ୍ଜିତ ହୋଇଛି। ତଥାପି କେବେ ହେଲେ ଏହି ଝଡ ନିକଟରେ ଆତ୍ମସମର୍ପଣ କରିନାହିଁ। ବିଜୟନଗରର ମହାରାଜା, ଶିବାଜୀ, ରାଣାପ୍ରତାପ, ଗୁରୁ ଗୋବିନ୍ଦ ସିଂହ ଓ ଶହୀଦ ହୋଇଯାଇଥିବା ଅସଂଖ୍ୟ ଯୋଗଜନ୍ମା ବୀରପୁତ୍ରଙ୍କ ତ୍ୟାଗ ଓ ଚେଷ୍ଟା ଯୋଗୁଁ ଭାରତୀୟ ସଭ୍ୟତା ଆଜି ମଧ୍ୟ ତୀର୍ଯ୍ୟକ ଓ ଯାଜୁଲ୍ୟମାନ ହୋଇ ରହିଛି। ପୂର୍ବରୁ ଭାରତୀୟ ସଭ୍ୟତାର ଏହି ମଶାଲ ସ୍ୱାମୀ ଦୟାନନ୍ଦ ଓ [[ସ୍ୱାମୀ ବିବେକାନନ୍ଦ]]ଙ୍କ ଭଳି ବରପୁତ୍ରଙ୍କ ହାତରେ ସୁରକ୍ଷିତ ରହିଥିଲା। ଚଳିତ ଶତାଦ୍ଦୀରେ ମଧ୍ୟ ଶ୍ରୀ ଅରବିନ୍ଦ, ଲୋକମାନ୍ୟ ତିଲକ ଓ [[ମହାତ୍ମା ଗାନ୍ଧୀ]]ଙ୍କ ପରି ତ୍ୟାଗପୁତ୍ର ଭାରତୀୟଙ୍କ ସତ୍ୟନିଷ୍ଠ କର୍ମରେ ଏହା ଅଧିକ ରୁଦ୍ଧିମନ୍ତ ହୋଇଛି। ଠିକ୍ ସେହିପରି ଜଣେ ତ୍ୟାଗପୁତ ସଚ୍ଚା ଭାରତୀୟ, ଡକ୍ଟର ହେଗଡେୱ୍ଆରଙ୍କଦ୍ୱାରା ୧୯୨୫ରେ ସ୍ଥାପିତା ହୋଇଥିଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍)। ୧୯୪୦ରେ ଶ୍ରୀ ଗୁରୁଜୀଙ୍କଦ୍ୱାରା ଏହାକୁ ଏକ ସାଙ୍ଗଠନିକ ରୂପେ ଦିଆଗଲା । ଏହା ଭାରତରେ ଥିବା [[ମୁସଲମାନ]] ସଂପ୍ରଦାୟର ବିରୋଧି ନୁହଁ । ଏହି ପ୍ରସଙ୍ଗରେ ଆରଏସ୍ଏସ୍ର ଆଭିମୁଖ୍ୟ ସମସ୍ତଙ୍କୁ ନ୍ୟାୟ ଦେବା ଓ କାହାରିକୁ ଅସନ୍ତୋଷ ନକରିବା ରହି ଆସିଛି । ତେବେ ଏହା ନିଃସନ୍ଦେହ ଯେ, ଆମେ ପୂର୍ବରୁ ଏକ ହିନ୍ଦୁ ରାଷ୍ଟ୍ର ଥିଲୁ ଓ ଏବେ ମଧ୍ୟ ଏକ ହିନ୍ଦୁ ରାଷ୍ଟ୍ର ଭାବେ ରହି ଆସିଛୁ । ଅତଏବ ଧାର୍ମିକ ବିଶ୍ୱାସ କିମ୍ବା ଉପାସନା ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ ଆମ ରାଷ୍ଟ୍ରୀୟତା ପରିବର୍ତ୍ତନ ହୋଇପାରିବ ନାହିଁ ।-->

୦୯:୩୧, ୮ ଅଗଷ୍ଟ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ଭାରତୀୟ ଜନତା ପାର୍ଟି
ସଂସଦରେ ଅଧକ୍ଷଲାଲକୃଷ୍ଣ ଆଡଭାନୀ
ଲୋକସଭା ନେତାଶ୍ରୀ ନରେନ୍ଦ୍ର ମୋଦି
(ପ୍ରଧାନମନ୍ତ୍ରୀ)
ରାଜ୍ୟସଭା ନେତାଅରୁଣ ଜେଟଲୀ
(ଅର୍ଥ ମନ୍ତ୍ରୀ)
ଗଠନ୬ ଅପ୍ରେଲ ୧୯୮୦
ପୂର୍ବେ ଥିଲାଭାରତୀୟ ଜନସଂଘ
ମୁଖ୍ୟ କାର୍ଯ୍ୟାଳୟ11 Ashoka Road,
New Delhi, 110001
ଯୁବକ ଶାଖାଭାରତୀୟ ଜନ ଯୁବ ମୋର୍ଚା
ମହିଳା ଶାଖାଭାଜପା ମହିଳା ମୋର୍ଚା
କୃଷକ ଶାଖାଭାରତୀୟ କିଶାନ ସଂଘ
ବିଚାରଧାରାIndian Nationalism
Integral humanism
Economic liberalism
Gandhian Socialism[ଆଧାର ଲୋଡ଼ା]
Conservatism
Social conservatism
ରାଜନୈତିକ ଅବସ୍ଥାନCentre-right
ଅନ୍ତର୍ଜାତୀୟ ଅନୁବନ୍ଧନNone
ରଙ୍ଗSaffron
ଭା. ନି. କ. ସ୍ଥିତିଜାତୀୟ ଦଳ
ମେଣ୍ଟNational Democratic Alliance (NDA)
ଲୋକସଭାରେ ଆସନ ସଂଖ୍ୟା
୨୮୨ / ୫୪୩
ରାଜ୍ୟସଭାରେ ଆସନ ସଂଖ୍ୟା
୪୩ / ୨୪୫
ୱେବସାଇଟ
www.bjp.org
This article is part of a
series about

Bharatiya Janata Party
Joe Biden
Joe Biden
Bharatiya Jana Sangh  · History of the BJP  · Organisation of the BJP  · Bharatiya Janata Yuva Morcha  · Bharatiya Mazdoor Sangh  · Bharatiya Kisan Sangh  · BJP Mahila Morcha  · BJP Minority Morcha  · List of MP in the 14th Lok Sabha

ଭାରତୀୟ ଜନତା ପାର୍ଟି (ବିଜେପି) ଭାରତର ଶାସକ ରାଜନୈତିକ ଦଳ ।[୧] ଏହା ଭାରତୀୟ ଜାତୀୟ କଂଗ୍ରେସ ସହିତ ଭାରତର ଦୁଇଟି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଅନ୍ୟତମ ।[୨] ୨୦୧୯ ସୁଦ୍ଧା ଏହା ଜାତୀୟ ସଂସଦ ତଥା ରାଜ୍ୟସଭାରେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜନୈତିକ ଦଳ ଏବଂ ପ୍ରାଥମିକ ସଦସ୍ୟତା ଦୃଷ୍ଟିରୁ ଏହା ବିଶ୍ୱର ସର୍ବବୃହତ ଦଳ ।[୩] ବିଜେପି ଏକ ଦକ୍ଷିଣପନ୍ଥୀ ଦଳ ଏବଂ ଏହାର ନୀତି ଐତିହାସିକ ଭାବରେ ହିନ୍ଦୁ ଜାତୀୟତାବାଦୀ ସ୍ଥିତିକୁ ପ୍ରତିଫଳିତ କରିଛି ।[୪][୫] ଏହାଠାରୁ ବେଶୀ ପୁରୁଣା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ସହିତ ଏହାର ଘନିଷ୍ଠ ଆଦର୍ଶ ଏବଂ ସାଂଗଠନିକ ସମ୍ବନ୍ଧ ରହିଛି ।[୬]

ଆଧାର

  1. "Lok Sabha Election results 2019: EC declares results of all 542 seats, BJP wins 303". Zee News (in ଇଂରାଜୀ). 25 May 2019. Retrieved 30 March 2020.
  2. "In Numbers: The Rise of BJP and decline of Congress". The Times of India. 19 May 2016. Archived from the original on 5 November 2017. Retrieved 29 June 2017.
  3. "BJP inducts 7 crore new members, creates membership drive record". India Today. 29 August 2019. Retrieved 29 August 2019.
  4. Banerjee 2005, p. 3118.
  5. Malik & Singh 1992, p. 318.
  6. "Men, machinery and mind of RSS behind BJP's poll power punch". Business Standard (in ଇଂରାଜୀ). 17 March 2019. Retrieved 18 March 2020.

ବାହାର ତଥ୍ୟ

Organisations

General