"ଆୟୋହେକ୍ସୋଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
HR svg
୫ କ ଧାଡ଼ି: ୫ କ ଧାଡ଼ି:
| IUPAC_name = 1-''N'',3-''N''-bis(2,3-dihydroxypropyl)-5-[''N''-(2,3-dihydroxypropyl)acetamido]-2,4,6-triiodobenzene-1,3-dicarboxamide
| IUPAC_name = 1-''N'',3-''N''-bis(2,3-dihydroxypropyl)-5-[''N''-(2,3-dihydroxypropyl)acetamido]-2,4,6-triiodobenzene-1,3-dicarboxamide
| synonyms = 5-[N-(2,3-Dihydroxypropyl)acetamido]-2,4,6-triiodo-N,N'-bis(2,3-dihydroxypropyl)isophthalamide
| synonyms = 5-[N-(2,3-Dihydroxypropyl)acetamido]-2,4,6-triiodo-N,N'-bis(2,3-dihydroxypropyl)isophthalamide
| image = Iohexol.svg
| image = Iohexol Structural Formula V.1.svg
<!--Clinical data-->
<!--Clinical data-->
| tradename = Omnipaque, others
| tradename = Omnipaque, others

୧୫:୩୪, ୬ ଅଗଷ୍ଟ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ଆୟୋହେକ୍ସୋଲ
Clinical data
Trade namesOmnipaque, others
Synonyms5-[N-(2,3-Dihydroxypropyl)acetamido]-2,4,6-triiodo-N,N'-bis(2,3-dihydroxypropyl)isophthalamide
AHFS/Drugs.comMicromedex Detailed Consumer Information
Pregnancy
category
  • US: B (No risk in non-human studies)
Routes of
administration
intrathecal, intravascular, by mouth, intracavital, rectal
ATC code
Legal status
Legal status
  • ℞ (Prescription only)
Pharmacokinetic data
Protein bindingLow
MetabolismNil
Elimination half-lifeVariable
ExcretionKidney, unchanged
Identifiers
  • 1-N,3-N-bis(2,3-dihydroxypropyl)-5-[N-(2,3-dihydroxypropyl)acetamido]-2,4,6-triiodobenzene-1,3-dicarboxamide
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.060.130 Edit this at Wikidata
Chemical and physical data
FormulaC19H26I3N3O9
Molar mass821.138 g/mol
3D model (JSmol)
  • O=C(N(c1c(I)c(c(I)c(c1I)C(=O)NCC(O)CO)C(=O)NCC(O)CO)CC(O)CO)C
  • InChI=1S/C19H26I3N3O9/c1-8(29)25(4-11(32)7-28)17-15(21)12(18(33)23-2-9(30)5-26)14(20)13(16(17)22)19(34)24-3-10(31)6-27/h9-11,26-28,30-32H,2-7H2,1H3,(H,23,33)(H,24,34) checkY
  • Key:NTHXOOBQLCIOLC-UHFFFAOYSA-N checkY
 ☒NcheckY (what is this?)  (verify)

ଆୟୋହେକ୍ସୋଲ (ଇଂରାଜୀ ଭାଷାରେ Iohexol, ବିକ୍ରୟ ନାମ ଓମ୍‌ନିପେକ/Omnipaque) ଏକ ରେଡିଓ କଣ୍ଟ୍ରାସ୍ଟ ଏଜେଣ୍ଟ (contrast agent) ଯାହା କେତେକ ରଞ୍ଜନରଶ୍ମୀ ନିମନ୍ତେ ବ୍ୟବ‌ହାର କରାଯାଏ । ଧମନୀ (arteries), ଶିରା (veins), ମସ୍ତିଷ୍କର ଭେଣ୍ଟ୍ରିକ୍ଲ (ventricles of the brain), ମୂତ୍ର ପ୍ରଣାଳୀ (urinary system) ଓ ଗଣ୍ଠିମାନଙ୍କର (joints) ଅବସ୍ଥା ଦେଖିବାକୁ ଓ କମ୍ପ୍ୟୁଟର ଟୋମୋଗ୍ରାଫି (computer tomography ବା CT scan) କଲାବେଳେ ଏହା ବ୍ୟବ‌ହାର କରାଯାଏ ।[୧] ଏହା ପାଟିରେ ଶିରାଭ୍ୟନ୍ତରରେ (injection into a vein) ଓ ଦେହର ବିଭିନ୍ନ କୋଟର ବା କ୍ୟାଭିଟି ଭିତରେ ଦିଆଯାଏ ।[୨]

ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି (vomiting), ଲାଲ ଚମ (skin flushing), ମୁଣ୍ଡବଥା, ଗଲୁ, ବୃକ୍‌କ ସମସ୍ୟା (kidney problems) ଓ ନିମ୍ନ ରକ୍ତଚାପ (low blood pressure) ଇତ୍ୟାଦି ଦେଖାଯାଇପାରେ । ଆଲର୍ଜି ପ୍ରତିକ୍ରିୟା (allergic reactions) ବା ବାତ (seizures) ହୋଇପାରେ । ଆୟୋଡିନ ଆଲର୍ଜିଥିବା (iodine allergy) ଲୋକ‌କୁ ଏହା ଦିଆଯାଏନାହିଁ ।[୧] ଗର୍ଭାବସ୍ଥାର ଶେଷ ଭାଗରେ ଦେଲେ ଶିଶୁର ହାଇପୋଥାଇରଏଡିଜ୍ମ ହୋଇପାରେ ।[୩] ଆୟୋହେକ୍ସୋଲ ଏକ ଆୟୋଡିନେଟେଡ ନନ-ଆୟୋନିକ ରେଡିଓକଣ୍ଟ୍ରସ୍ଟ ଏଜେଣ୍ଟ (iodinated non-ionic radiocontrast agent) ।[୧] ଏହା ନିମ୍ନ ଅସ୍‌ମୋଲାର (osmolar) ଶ୍ରେଣୀର ଏକ ଔଷଧ ।[୪]

ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଆୟୋହେକ୍ସୋଲ ସନ ୧୯୮୫ରେ ସ୍ୱୀକୃତ ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦ମି:ଲି: ଭାଏଲର କ୍ରୟ ମୂଲ୍ୟ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ୫୦ରୁ ୧୦୦ ଆମେରିକୀୟ ଡଲାର ।[୨]

ଆଧାର

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. p. 317-318. ISBN 9789241547659. Retrieved 8 December 2016.
  2. ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 171. ISBN 9781284057560.
  3. Briggs, Gerald G.; Freeman, Roger K.; Yaffe, Sumner J. (2011). Drugs in Pregnancy and Lactation: A Reference Guide to Fetal and Neonatal Risk (in ଇଂରାଜୀ). Lippincott Williams & Wilkins. p. 761. ISBN 9781608317080.
  4. Sutton, David; Young, Jeremy W. R. (2012). A Short Textbook of Clinical Imaging (in ଇଂରାଜୀ). Springer Science & Business Media. p. 235. ISBN 9781447117551.
  5. Broe, Marc E. de; Porter, George A.; Bennett, William M.; Verpooten, G. A. (2013). Clinical Nephrotoxins: Renal Injury from Drugs and Chemicals (in ଇଂରାଜୀ). Springer Science & Business Media. p. 325. ISBN 9789401590884.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Iohexol". International Drug Price Indicator Guide. Retrieved 8 December 2016.