"ସିନ୍ଦୁର ବିନ୍ଦୁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଶ୍ରେଣୀ:Pages_with_citations_using_unsupported_parameters: Removing deadurl with url-status |
Hellohappy (ଆଲୋଚନା | ଅବଦାନ) ଟିକେNo edit summary |

୧୫ କ ଧାଡ଼ି: | ୧୫ କ ଧାଡ଼ି: | ||
| starring = [[ପ୍ରଶାନ୍ତ ନନ୍ଦ]],
[[ଶ୍ରୀରାମ ପଣ୍ଡା]],
[[ସୁଜାତା ଆନନ୍ଦ]],
[[ତ୍ରିପୁରା ମିଶ୍ର]] |
| starring = [[ପ୍ରଶାନ୍ତ ନନ୍ଦ]],
[[ଶ୍ରୀରାମ ପଣ୍ଡା]],
[[ସୁଜାତା ଆନନ୍ଦ]],
[[ତ୍ରିପୁରା ମିଶ୍ର]] |

| music = [[ପ୍ରଫୁଲ୍ଲ କର]] |
| music = [[ପ୍ରଫୁଲ୍ଲ କର]] |

| cinematography = [[ |
| cinematography = [[ଦିଲୀପ ଦତ୍ତ]] |

| editing = |
| editing = |

| studio = |
| studio = |
୧୧:୨୮, ୧ ଅଗଷ୍ଟ ୨୦୨୦ ଅନୁସାରେ କରାଯାଇଥିବା ବଦଳ
ସିନ୍ଦୁର ବିନ୍ଦୁ | |

ନିର୍ଦ୍ଦେଶକ | ଶିଶିର ମିଶ୍ର |
ମୂଳ ଆଧାର | ଚିନ୍ତାମଣି ଜେନାଙ୍କ 'ସରପଞ୍ଚ ପୁଅ' |
କଳାକାର | ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ, ତ୍ରିପୁରା ମିଶ୍ର |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | ଦିଲୀପ ଦତ୍ତ |
ମୁକ୍ତିଲାଭ ତାରିଖ | ୨୪ ସେପ୍ଟେମ୍ବର ୧୯୭୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସିନ୍ଦୁର ବିନ୍ଦୁ ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ଶିଶିର ମିଶ୍ରଙ୍କ ନିର୍ଦ୍ଦେଶନାରେ[୧][୨] ମହାଲକ୍ଷ୍ମୀ ଫିଲ୍ମସ୍ଦ୍ୱାରା ତିଆରି ହେଇଥିଲା । ‘ସିନ୍ଦୁର ବିନ୍ଦୁ’ର କାହାଣୀ ଚିନ୍ତାମଣି ଜେନାଙ୍କ ରଚିତ ଉପନ୍ୟାସ ‘ସରପଞ୍ଚ ପୁଅ’ ଉପରେଆଧାରିତ ହୋଇଥିଲା ।[୩]
ଅଭିନୟରେ
ଓଡ଼ିଆ କଥାଚିତ୍ର ‘ସିନ୍ଦୁର ବିନ୍ଦୁ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ପ୍ରଶାନ୍ତ ନନ୍ଦ
- ଶ୍ରୀରାମ ପଣ୍ଡା
- ଅଜିତ ଦାସ
- ସୁଜାତା ଆନନ୍ଦ
- ତ୍ରିପୁରା ମିଶ୍ର
- ଧୀର ବିଶ୍ୱାଳ
- ଲୀଳା ଦୁଲାଳୀ
- ନରେନ୍ଦ୍ର କୁମାର ବେହେରା (ନରି)
- ଶ୍ୟାମଳେନ୍ଦୁ
- ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ[୪]
ଆଧାର
- ↑ "Five from Odisha get Padma honours". Odisha Sun Times. 25 January 2018. Retrieved 13 July 2018.
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
- ↑ "'ସିନ୍ଦୂର ବିନ୍ଦୁ'ର କାହାଣୀକାର ନାଟ୍ୟକାର ଚିନ୍ତାମଣି ଆଉ ନାହାନ୍ତି". ସମ୍ବାଦ. Retrieved 5 July 2017.
- ↑ "ପରଲୋକରେ ବର୍ଷୀୟାନ ଅଭିନେତା ପୂର୍ଣ୍ଣଚନ୍ଦ୍ର - Dharitri.Com". Dharitri.com (in ଇଂରାଜୀ). Archived from the original on 24 August 2018. Retrieved 24 August 2018.
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ସିନ୍ଦୁର ବିନ୍ଦୁ