"ଗୋମାଂସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଟିକେ
ଶ୍ରେଣୀ:Pages_with_citations_using_unsupported_parameters: Removing deadurl with url-status
ଟିକେ (ସମ୍ୟକ ପରିବର୍ତ୍ତନ)
ଟିକେ (ଶ୍ରେଣୀ:Pages_with_citations_using_unsupported_parameters: Removing deadurl with url-status)
 
'''ଗୋମାଂସ''' (ବିଫ୍, '''ଗୋରୁମାଂସ '''ଓ''' ହଡ଼ା''' ମାଂସ ଭାବେ ମଧ୍ୟ ଜଣା) ଖାଦ୍ୟ ଭାବେ ବ୍ୟବହୃତ ବିଶେଷ କରି କଙ୍କାଳରୁ ନିଆଯାଇଥିବା ଗୋରୁମାନଙ୍କ ମାଂସକୁ ବୁଝାଏ । ପ୍ରାକୈତିହାସିକ ସମୟରୁ ମଣିଷମାନେ ଗୋମାଂସ ଖାଇଆସୁଛନ୍ତି ।<ref>{{Cite book|title=Beef: A Global History|last=Piatti-Farnell|first=Lorna|publisher=Reaktion Books|year=2013|isbn=1780231172|location=London|pages=7|quote="In prehistoric times, our ancestors were known to have hunted aurochs, a type of wild—and rather ferocious—cattle that were the ancestor to modern livestock."}}</ref> ଗୋମାଂସରେ ଉଚ୍ଚମାନର ପୁଷ୍ଟିସାର ଓ ଅନ୍ୟାନ୍ୟ ଖାଦ୍ୟସାର ରହିଛି ।<ref>{{Cite journal|url=http://www.sciencedirect.com/science/article/pii/S0309174016301024|title=Chemical compositions, free amino acid contents and antioxidant activities of Hanwoo (Bos taurus coreanae) beef by cut|last=Oh|first=Mirae|last2=Kim|first2=Eun-Kyung|journal=Meat Science|doi=10.1016/j.meatsci.2016.04.016|year=2016|volume=119|pages=16–21|pmid=27115864|quote=Beef is one of the main animal food resources providing high-quality protein and essential nutrients, including essential amino acids, unsaturated fatty acids, minerals, and vitamins, for human consumption.|last3=Jeon|first3=Byong-Tae|last4=Tang|first4=Yujiao}}</ref>
 
ଗୋମାଂସ କଙ୍କାଳ ମାଂସ ସାଧାରଣତଃ ରୋଷ୍ଟ, ଛୋଟ ରିବ ଓ ଷ୍ଟେକ ଭାବେ କଟାଯାଇଥାଏ (ଏସବୁ ଫିଲେଟ ମିଗନୋନ, ସରଲୋଇନ ଷ୍ଟେକ, ରମ୍ପ ଷ୍ଟେକ, ରିବ ଷ୍ଟେକ, ରିବ ଆଇ ଷ୍ଟେକ, ହ୍ୟାଙ୍ଗର ଷ୍ଟେକ ଆଦି ନାମରେ ଜଣା) ଓ ବାକି କଟା ପ୍ରଣାଳୀରେ ମାଂସକୁ ବିଭିନ୍ନ ପ୍ରକ୍ରିୟାକରଣ କରାଯାଇଥାଏ (ଯଥା କର୍ଣଡ଼ ବିଫ ଓ ବିଫ ଜର୍କି) । ସସେଜରେ ବୟସ୍କ (ତେଣୁ ଶକ୍ତ) ଗୋରୁମାଂସକୁ ଟ୍ରିମିଂ ମିଶାଇ ଗୁଣ୍ଡକରି, ଛୋଟ ଛୋଟ ଖଣ୍ଡ କରି କାଟି (ମିନ୍ସିଂ) ବ୍ୟବହାର କରାଯାଇଥାଏ ।କେତେକ ବ୍ଲଡ଼ ସସେଜରେ ରକ୍ତ ମଧ୍ୟ ବ୍ୟବହାର ହୋଇଥାଏ । ଅନ୍ୟାନ୍ୟ ଅଙ୍ଗପ୍ରତଙ୍ଗ ଓ ଓଫାଲ ଯଥା ଗୋରୁ ଲାଞ୍ଜ, ଯକୃତ, ଜିଭ, ପାକସ୍ଥଳୀ କାନ୍ଥମାଂସ ଆଦି ପାକନଳୀ ଓ ରୁମେନ ଏବଂ ଗ୍ରନ୍ଥୀ (ବିଶେଷ କରି ଅଗ୍ନାଶୟ ଓ ଥାଇମସ ଯାହା ସୁଇଟବ୍ରେଡ଼ ନାମରେ ମଧ୍ୟ ଜଣା) ମଧ୍ୟ ଖିଆଯାଇଥାଏ ।ଏଥି ସହିତ ହୃତପିଣ୍ଡ, ମସ୍ତିଷ୍କ (ବୋଭାଇନ ସ୍ପଞ୍ଜିଫର୍ମ ଏନସେଫାଲୋପାଥି ବା BSE ଯାହା ମ୍ୟାଡ଼ କାଓ ଡିଜିଜ ବା "ପାଗଳ ଗୋରୁ ରୋଗ" ନାମରେ ଜଣା ରୋଗ ହେଉଥିବାରୁ ଏହା ଖାଇବା ବାରଣ କରାଯାଏ), [[ବୃକକ]], ଓ ଷଣ୍ଢର ଅଣ୍ଡକୋଷ (ଯୁକ୍ତରାଷ୍ଟ୍ର ଆମେରିକାରେ କାଫ ଫ୍ରାଇସ, ପ୍ରେଇରେ ଓଏଷ୍ଟର ଏବଂ ରକି ମାଉଁଣ୍ଟେନ ଓଏଷ୍ଟର ନାମରେ ଜଣା) ଆଦି ମଧ୍ୟ ଖିଆଯାଏ । କେତେକ ପାକନଳୀ ରନ୍ଧାହୋଇ ଯଥାରୀତି ଖିଆଯାଏ<ref>{{Citation|last=Dejohn|first=Irving|title=You got the guts to try Argentinian chinchulini - cow intestine delicacy?|date=2011-03-29|url=http://www.nydailynews.com/new-york/queens/guts-argentinian-chinchulini-intestine-delicacy-article-1.117306|archive-url=https://web.archive.org/web/20170905053858/http://www.nydailynews.com/new-york/queens/guts-argentinian-chinchulini-intestine-delicacy-article-1.117306|dead-url-status=nolive|publisher=[[NY Daily News]]|access-date=2018-04-27|archive-date=2017-09-05}}</ref> ଓ କେତେକ ପ୍ରାକୃତିକ ସସେଜର ଖୋଳ ଭାବେ ବ୍ୟବହାର ହୁଏ ।ହାଡ଼ଗୁଡ଼ିକ ବିଫ ଷ୍ଟକ ଭାବେ ବ୍ୟବହାର କରାଯାଏ ।
 
ଷଣ୍ଢ ଓ ବଳଦ ମାଂସ ସମାନ ଧରଣର ।<ref>Schweihofer, Jeannine and Buskirk, Dan (10 April 2014) [http://msue.anr.msu.edu/news/do_steers_or_heifers_produce_better_beef Do steers or heifers produce better beef?]. Michigan State University.</ref> ଅର୍ଥନୀତି ଅନୁସାରେ କିଛି ବଳଦ ପ୍ରଜନନ ପାଇଁ ପାଳନ କରାଯାଇଥାନ୍ତି{{Citation needed|date=ସେପ୍ଟେମ୍ବର ୨୦୧୮}} । ବୟସ୍କ ଷଣ୍ଢମାନଙ୍କ ମାଂସ ଶକ୍ତ ହୋଇଥିବାରୁ ଏସବୁକୁ ଛୋଟ ଛୋଟ ଖଣ୍ଡ (ମିନ୍ସିଂ, ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାରେ ଗ୍ରାଉଣ୍ଡ ବିଫ) କୁହାଯାଏ କରାଯାଇଥାଏ । ମାଂସ ପାଇଁ ପାଳିତ ଗୋରୁମାନଙ୍କୁ ଘାସଭୂମିରେ ଖୋଲାରେ ବୁଲିବା ପାଇଁ ଛଡ଼ାଯାଇପାରେ କିମ୍ବା ଫିଡ଼ଲଟ ନାମକ ଏକ ବିଶାଳ ଖାଦ୍ୟଯୋଗାଣ କାର୍ଯ୍ୟକଳାପ ପାଇଁ ବନ୍ଦ କରି ରଖାଯାଇପାରେ । ସେଠାରେ ସେମାନଙ୍କୁ ବିଭିନ୍ନ ଶସ୍ୟ, ପୁଷ୍ଟିସାର, ରଫେଜ ଓ ଭିଟାମିନ/ଖଣିଜ ପିବ୍ଲେଣ୍ଡ ଖାଇବାକୁ ଦିଆଯାଏ ।
୩୫,୫୫୩

ଗୋଟି ସମ୍ପାଦନା

ଦିଗବାରେଣି ମେନୁ