"ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଲିଙ୍କ ଯୋଡିଲି
ଟିକେNo edit summary
୫ କ ଧାଡ଼ି: ୫ କ ଧାଡ଼ି:
* [[ବୈଶାଖ]] ଅମାବାସ୍ୟା:ରୁକ୍ମିଣୀ ଅମାବାସ୍ୟା
* [[ବୈଶାଖ]] ଅମାବାସ୍ୟା:ରୁକ୍ମିଣୀ ଅମାବାସ୍ୟା
* [[ଜ୍ୟୈଷ୍ଠ]] ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା: [[ସାବିତ୍ରୀ ଓଷା]]।
* [[ଜ୍ୟୈଷ୍ଠ]] ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା: [[ସାବିତ୍ରୀ ଓଷା]]।
* [[ଆଷାଢ଼]] ଅମାବାସ୍ୟା: ବିଜୟ (ଉଭା) ଅମାବାସ୍ୟା
* [[ଆଷାଢ଼]] ଅମାବାସ୍ୟା: ବିଜୟ (ଉଭା) ଅମାବାସ୍ୟା ଏବଂ [[ଜଗନ୍ନାଥ]]ଙ୍କ ନେତ୍ରୋତ୍ସବ ଓ [[ନବଯୌବନ ବେଶ|ନବଯୌବନ ଦର୍ଶନ]]
:କେତେକ ବର୍ଷ ନେତ୍ରୋତ୍ସବର ତିଥି ନବଯୌବନ ଦର୍ଶନଠାରୁ ଭିନ୍ନ ହୋଇଥାଏ ।
* [[ଶ୍ରାବଣ]] ଅମାବାସ୍ୟା: [[ଚିତାଲାଗି ଅମାବାସ୍ୟା]] ବା ଚିତଉ ଅମାବାସ୍ୟା ।
* [[ଶ୍ରାବଣ]] ଅମାବାସ୍ୟା: [[ଚିତାଲାଗି ଅମାବାସ୍ୟା]] ବା ଚିତଉ ଅମାବାସ୍ୟା ।
* [[ଭାଦ୍ରବ]] ଅମାବାସ୍ୟା: [[ସପ୍ତପୁରୀ ଅମାବାସ୍ୟା]]/ କୁଶୋତ୍ପାଟନୀ/ କୁଶଗ୍ରହଣୀ/ ସାତପୁରୀ ଅମାବାସ୍ୟା ।
* [[ଭାଦ୍ରବ]] ଅମାବାସ୍ୟା: [[ସପ୍ତପୁରୀ ଅମାବାସ୍ୟା]]/ କୁଶୋତ୍ପାଟନୀ/ କୁଶଗ୍ରହଣୀ/ ସାତପୁରୀ ଅମାବାସ୍ୟା ।

୨୧:୦୬, ୨୬ ମଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ

କୃଷ୍ଣପକ୍ଷର ଶେଷ ଦିନକୁ ଅମାବାସ୍ୟା କହାଯାଏ । ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ ।

ପର୍ବପର୍ବାଣୀ

ସୋମବାର ଦିନ ଅମାବାସ୍ୟା ପଡ଼ିଲେ ଏହା ସୋମବତୀ ଅମାବାସ୍ୟା ଭାବେ ନାମିତ ହୁଏ ।[୧]

କେତେକ ବର୍ଷ ନେତ୍ରୋତ୍ସବର ତିଥି ନବଯୌବନ ଦର୍ଶନଠାରୁ ଭିନ୍ନ ହୋଇଥାଏ ।
ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ” ।

ଆଧାର

  1. "Somvati Amavasya Akhand Mantra Jap". Shri Yoga Vedanta Ashram. Retrieved 3 May 2014.