"ଡାଇହାଇଡ୍ରୋଆର୍ଟେମିସିନିନ/ପିପେରାକୁଇନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେNo edit summary
୪୭ କ ଧାଡ଼ି: ୪୭ କ ଧାଡ଼ି:
<!-- ଇତିହାସ ଓ ସଂସ୍କୃତି -->
<!-- ଇତିହାସ ଓ ସଂସ୍କୃତି -->
ସନ ୨୦୧୧ରେ ୟୁରୋପରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଏହା ସ୍ୱୀକୃତ ହୋଇଥିଲା ।<ref name=MMV2017>{{cite web|title=Eurartesim (dihydroartemisinin-piperaquine) {{!}} Medicines for Malaria Venture|url=https://www.mmv.org/access/products-projects/eurartesim-dihydroartemisinin-piperaquine|website=www.mmv.org|accessdate=13 December 2017|language=en}}</ref> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ([[:en:World Health Organization's List of Essential Medicines|World Health Organization's List of Essential Medicines]]) ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ([[:en:health system|health system]]) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref name=WHO20th>{{cite web|title=WHO Model List of Essential Medicines (20th List)|url=http://www.who.int/medicines/publications/essentialmedicines/20th_EML2017.pdf?ua=1|work=World Health Organization|accessdate=29 June 2017|date=March 2017}}</ref> ଏକ ସମ୍ପୁର୍ଣ୍ଣ ଔଷଧ କୋର୍ଷର ମୂଲ୍ୟ ୬ ଡଲାରରୁ କମେଇ ୧ ଡଲାର କରିବା ପ୍ରଚେଷ୍ଟା ଜାରିରହିଛି ।<ref name=WHO2010/> ଆଫ୍ରିକା ଓ ଏସିଆରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେ ।<ref name=MMV2017/> ସନ ୨୦୧୭ରେ ପ୍ରାୟ ୪.୫ ନିୟୁତ ରୋଗୀ ଏହି ଚିକିତ୍ସାରେ ଥିଲେ । <ref name=MMV2017/>
ସନ ୨୦୧୧ରେ ୟୁରୋପରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଏହା ସ୍ୱୀକୃତ ହୋଇଥିଲା ।<ref name=MMV2017>{{cite web|title=Eurartesim (dihydroartemisinin-piperaquine) {{!}} Medicines for Malaria Venture|url=https://www.mmv.org/access/products-projects/eurartesim-dihydroartemisinin-piperaquine|website=www.mmv.org|accessdate=13 December 2017|language=en}}</ref> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ|ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ]]ର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ([[:en:World Health Organization's List of Essential Medicines|World Health Organization's List of Essential Medicines]]) ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ([[:en:health system|health system]]) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref name=WHO20th>{{cite web|title=WHO Model List of Essential Medicines (20th List)|url=http://www.who.int/medicines/publications/essentialmedicines/20th_EML2017.pdf?ua=1|work=World Health Organization|accessdate=29 June 2017|date=March 2017}}</ref> ଏକ ସମ୍ପୁର୍ଣ୍ଣ ଔଷଧ କୋର୍ଷର ମୂଲ୍ୟ ୬ ଡଲାରରୁ କମେଇ ୧ ଡଲାର କରିବା ପ୍ରଚେଷ୍ଟା ଜାରିରହିଛି ।<ref name=WHO2010/> ଆଫ୍ରିକା ଓ ଏସିଆରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେ ।<ref name=MMV2017/> ସନ ୨୦୧୭ରେ ପ୍ରାୟ ୪.୫ ନିୟୁତ ରୋଗୀ ଏହି ଚିକିତ୍ସାରେ ଥିଲେ । <ref name=MMV2017/>


== ଆଧାର ==
== ଆଧାର ==

୧୪:୪୫, ୧୧ ମଇ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ଡାଇହାଇଡ୍ରୋଆର୍ଟେମିସିନିନ/ପିପେରାକୁଇନ
Combination of
DihydroartemisininAntimalarial
piperaquineAntimalarial
Clinical data
Trade namesDuoCotecxin, Artekin, Eurartesim, others
SynonymsDihydroartemisinin/piperaquine phosphate
Routes of
administration
By mouth

ଡାଇହାଇଡ୍ରୋଆର୍ଟେମିସିନିନ/ପିପେରାକୁଇନ ବା ଡିଏଚଏ/ପିପିକ୍ୟୁ (ଇଂରାଜୀ ଭାଷାରେ Dihydroartemisinin/piperaquine/ DHA/PPQ) ଏକ ସ୍ଥିରୀକୃତ ମାତ୍ରାର ଔଷଧ ମିଶ୍ରଣ (fixed dose combination) ଯାହା ଯାହା ମ୍ୟାଲେରିଆ ରୋଗର ଚିକିତ୍ସାରେ ଦିଆଯାଏ । [୧] ଏହି ଔଷଧରେ ଡାଇହାଇଡ୍ରୋଆର୍ଟେମିସିନିନ (dihydroartemisinin) ଓ ପିପେରାକୁଇନ (piperaquine) ଔଷଧଦ୍ୱୟ ଥାଏ ।[୧] ନିର୍ଦ୍ଦିଷ୍ଟ ଭାବରେ ପି ଫାଲସିପାରମ (P. falciparum) ଓ ପି ଭାଇଭାକ୍ସ (P. vivax) ଧରଣର ମ୍ୟାଲେରିଆ ନିମନ୍ତେ ଦିଆଯାଏ ।[୨][୩] ଏହା ପାଟିରେ ଦିଆଯାଏ ।[୨]

କ୍ୱଚିତ ଏହି ରୋଗର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।[୩] କ୍ୟୁଟି ପ୍ରଲୋଙ୍ଗେସନ (QT prolongation) ହେବାର ସମ୍ଭାବନା ରହେ ।[୩] ପିଲାଙ୍କ ବ୍ୟବ‌ହାର ନିମନ୍ତେ ଭିନ୍ନ ଭିନ୍ନ ଧରଣର ସଂସ୍କରଣର ଔଷଧ ମିଳେ ।[୨] ପ୍ରାକ୍ ଗର୍ଭାବସ୍ଥାରେ ଏହା ଦେବା ବିଧେୟ ନୁହେଁ ।[୩] ଦୁଇଟ ଔଷଧର କାର୍ଯ୍ୟଧାରା ଭିନ୍ନ ଥାଏ ।[୩]

ସନ ୨୦୧୧ରେ ୟୁରୋପରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଏହା ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧] ଏକ ସମ୍ପୁର୍ଣ୍ଣ ଔଷଧ କୋର୍ଷର ମୂଲ୍ୟ ୬ ଡଲାରରୁ କମେଇ ୧ ଡଲାର କରିବା ପ୍ରଚେଷ୍ଟା ଜାରିରହିଛି ।[୩] ଆଫ୍ରିକା ଓ ଏସିଆରେ ଏହା ବ୍ୟବସାୟୀକ ଭିତ୍ତିରେ ମିଳେ ।[୨] ସନ ୨୦୧୭ରେ ପ୍ରାୟ ୪.୫ ନିୟୁତ ରୋଗୀ ଏହି ଚିକିତ୍ସାରେ ଥିଲେ । [୨]

ଆଧାର

  1. ୧.୦ ୧.୧ ୧.୨ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Eurartesim (dihydroartemisinin-piperaquine) | Medicines for Malaria Venture". www.mmv.org (in ଇଂରାଜୀ). Retrieved 13 December 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Dihydroartemisinin/Piperaquine Application for Inclusion in the 17th WHO Model List of Essential Medicines" (PDF). WHO. November 2010. Retrieved 29 June 2017.