"ସୀତାକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ଉତ୍କଳ ରତ୍ନ |
Hellohappy (ଆଲୋଚନା | ଅବଦାନ) ଟିକେ added Category:କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ସମ୍ମାନିତ using HotCat |
||
୧୦୧ କ ଧାଡ଼ି: | ୧୦୧ କ ଧାଡ଼ି: | ||
[[ଶ୍ରେଣୀ:ଓଡ଼ିଆ ସାହିତ୍ୟିକ]] |
[[ଶ୍ରେଣୀ:ଓଡ଼ିଆ ସାହିତ୍ୟିକ]] |
||
[[ଶ୍ରେଣୀ:ଓଡ଼ିଆ କବି]] |
[[ଶ୍ରେଣୀ:ଓଡ଼ିଆ କବି]] |
||
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ସମ୍ମାନିତ]] |
୧୬:୫୬, ୨୦ ଫେବୃଆରୀ ୨୦୨୦ ଅନୁସାରେ କରାଯାଇଥିବା ବଦଳ
ସୀତାକାନ୍ତ ମହାପାତ୍ର | |
---|---|
ଜନ୍ମ | |
ବୃତ୍ତି | ପ୍ରଶାସନିକ ଅଧିକାରୀ |
ପ୍ରସିଦ୍ଧି | କବି, ସାହିତ୍ୟ ସମାଲୋଚକ |
ଉଲ୍ଲେଖନୀୟ କୃତି | ଶବଦର ଆକାଶ (୧୯୭୧) ସମୁଦ୍ର (୧୯୭୭) |
ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ କବି ଓ ସାହିତ୍ୟ ସମାଲୋଚକ ।[୧] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ସାହିତ୍ୟ ସର୍ଜନା
କବିତା
- ଦୀପ୍ତି ଓ ଦ୍ୟୁତି (୧୯୬୩)
- ଅଷ୍ଟପଦୀ (୧୯୬୭)
- ଶବଦର ଆକାଶ (୧୯୭୧)
- ସମୁଦ୍ର (୧୯୭୭)
- ଚିତ୍ରନଦୀ (୧୯୭୯)
- ଆର ଦୃଶ୍ୟ (୧୯୮୧)
- ସମୟର ଶେଷ ନାମ (୧୯୮୪)
- କାହାକୁ ପୁଚ୍ଛିବା କୁହ (୧୯୮୭)
- ଚଢେଇରେ ତୁ କି ଜାଣୁ (୧୯୯୦)
- ଫେରି ଆସିବାର ବେଳ (୧୯୯୧)
- ଶ୍ରେଷ୍ଠ କବିତା (୧୯୯୨)
- ବର୍ଷା ସକାଳ (୧୯୯୩)
- ପାଦ ଚିହ୍ନ ( ୧୯୯୬)
- ମୃତ୍ୟୁର ଅସୀମ ଧୈର୍ଯ୍ୟ (୧୯୯୭)
- ନିର୍ବାଚିତ କବିତା (୧୯୯୮)
- କପଟ ପାସ (୨୦୦୦)
- ଅସରନ୍ତି ପିଲାଦିନ, ମଗଧ ଓ ଅନ୍ୟାନ କବିତା ( ୨୦୦୨)(ଅନୁବାଦ)
- ସୂର୍ଯ୍ୟ ତୃଷ୍ଣା (୨୦୦୨)(ଅନୁବାଦ)
- ପ୍ରଦକ୍ଷିଣା ( ୨୦୦୨)
ପ୍ରବନ୍ଧ
- ଭିନ୍ନ ଆକାଶ ଭିନ୍ନ ଦୀପ୍ତି (୧୯୭୮)
- ନିଶଙ୍ଗ ମଣିଷ (୧୯୮୦)
- ଶବ୍ଦ, ସ୍ୱପ୍ନ ଓ ନିର୍ଭୀକତା (୧୯୯୦)
- ଅନ୍ଧାରର ଝୋଟି ଚିତ୍ର (୧୯୯୦)
- ସମୟର ଆରପାରି (୧୯୯୮)
ଭ୍ରମଣକାହାଣୀ
- ଅନେକ ଶରତ (୧୯୮୧)
ତାଳପତ୍ର ଉପରେ
- ଉଷାବିଳାସ
ଇଂରାଜୀ
- The curve of meaning (୧୯୭୪)
- Bare foot in two reality (୧୯୭୫)
- Gestures of Intimacy (୧୯୭୬)
- Bhima Bhoi (୧୯୮୩)
- Modernisation & Ritual (୧୯୮୬)
- Tradition & Modern Artist (୧୯୮୭)
- Mohabharat & Modern India Literature (୧୯୮୮)
- Jagannath Dash (୧୯୯୦)
- Tribal Wall Paintings of Orissa (୧୯୯୧)
- Tribal Life and Culture of Orissa (୧୯୯୨)
- The ruined Temple and other poems, 1996 (କବିତା, ଅନୁବାଦ)
- Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)
ପଦ ଓ ସମ୍ମାନ
ପଦ
- ସେକ୍ରେଟେରି, ସଂସ୍କୃତି, ଭାରତ ସରକାର
- ପ୍ରେସିଡେଣ୍ଟ, ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ (୧୯୯୪-୧୯୯୬)
- ହାରଭାର୍ଡ଼ ବିଶ୍ୱବିଦ୍ୟାଳୟର ବୟୋଜ୍ୟଷ୍ଠ କର୍ତ୍ତା
- ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା
- ନ୍ୟାସନାଲ ବୁକ ଟ୍ରଷ୍ଟ, ଦିଲ୍ଲୀର ସଭାପତି
ସମ୍ମାନ
- ଜ୍ଞାନପୀଠ ସମ୍ମାନ (୧୯୯୩) - ଜୀବନ ବ୍ୟାପି ସାହିତ୍ୟ ସର୍ଜନା ପାଇଁ
- ଶାରଳା ପୁରସ୍କାର[୨] (୧୯୮୫) - ଆର ଦୃଶ୍ୟ ପୁସ୍ତକ ପାଇଁ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୧ ଓ ୧୯୮୪) - ଅଷ୍ଟପଦୀ ପୁସ୍ତକ ପାଇଁ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୪) - ଶବଦର ଆକାଶ ପୁସ୍ତକ ପାଇଁ[୩]
- ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)
- ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରୁ ଜଣେ)[୪]
- ସାହିତ୍ୟ ଭାରତୀ ସମ୍ମାନ, ୨୦୧୦
- ଉତ୍କଳ ରତ୍ନ ସମ୍ମାନ(ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୯[୫]
ଆଧାର
- ↑ "Deceptive simplicity". The Hindu. Dec 01, 2002.
{{cite news}}
: Check date values in:|date=
(help) - ↑ ଶାରଳା ପୁରସ୍କାର ସମ୍ମାନିତଙ୍କ ତାଲିକା
- ↑ http://odisha.gov.in/e-magazine/orissaannualreference/ORA-2011/pdf/87-89.pdf
- ↑ http://www.limcabookofrecords.in/peopleoftheyear.aspx?id=16
- ↑ "ସୀତାକାନ୍ତ ମହାପାତ୍ରଙ୍କ 'ଉତ୍କଳ ରତ୍ନ ସମ୍ମାନ'". No. ଧରିତ୍ରୀ ୧୦/୦୬/୨୦୧୯ ପୃଷ୍ଠା ୪. ଧରିତ୍ରୀ. Retrieved 10 June 2019.
ଅଧିକ ତଥ୍ୟ
ଶ୍ରେଣୀସମୂହ:
- Articles with FAST identifiers
- Pages with authority control identifiers needing attention
- Articles with ISNI identifiers
- Articles with VIAF identifiers
- Articles with BIBSYS identifiers
- Articles with BNF identifiers
- Articles with BNFdata identifiers
- Articles with GND identifiers
- Articles with J9U identifiers
- Articles with LCCN identifiers
- Articles with NLA identifiers
- Articles with NTA identifiers
- Articles with SUDOC identifiers
- ୧୯୩୭ ଜନ୍ମ
- ଜୀବିତ ବ୍ୟକ୍ତି
- ଶାରଳା ପୁରସ୍କାର ବିଜେତା
- ଜ୍ଞାନପୀଠ ପୁରସ୍କାର ସମ୍ମାନିତ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା
- ପଦ୍ମ ଭୂଷଣ ସମ୍ମାନିତ
- ପଦ୍ମ ବିଭୂଷଣ ସମ୍ମାନିତ
- ଓଡ଼ିଆ ସାହିତ୍ୟିକ
- ଓଡ଼ିଆ କବି
- କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ସମ୍ମାନିତ