"ରାମଚନ୍ଦ୍ର ହାଁସଦା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Soumendrak (ଆଲୋଚନା | ଅବଦାନ) ଟିକେ ଲୋକସଭା ନିର୍ବାଚନ ୨୦୧୯ ଟ୍ୟାଗ: 2017 source edit |
Soumendrak (ଆଲୋଚନା | ଅବଦାନ) ଟିକେNo edit summary |
||
୩୨ କ ଧାଡ଼ି: | ୩୨ କ ଧାଡ଼ି: | ||
== ଆଧାର == |
== ଆଧାର == |
||
{{ଆଧାର}}{{ଓଡ଼ିଶାର ୧୬ତମ ଲୋକ ସଭା ସଭ୍ୟ}} |
|||
{{ଆଧାର}} |
|||
[[ଶ୍ରେଣୀ:ବିଜୁ ଜନତା ଦଳ ରାଜନେତା]] |
[[ଶ୍ରେଣୀ:ବିଜୁ ଜନତା ଦଳ ରାଜନେତା]] |
||
[[ଶ୍ରେଣୀ:ମୟୂରଭଞ୍ଜ ଜିଲ୍ଲାର ଲୋକ]] |
[[ଶ୍ରେଣୀ:ମୟୂରଭଞ୍ଜ ଜିଲ୍ଲାର ଲୋକ]] |
୨୩:୧୨, ୧୨ ଫେବୃଆରୀ ୨୦୨୦ ଅନୁସାରେ କରାଯାଇଥିବା ବଦଳ
ରାମ ଚନ୍ଦ୍ର ହାଁସଦା | |
---|---|
ସଦସ୍ୟ: ୧୬ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ଲକ୍ଷ୍ମଣ ଟୁଡୁ |
ପର ଅଧିକାରୀ | ବିଶ୍ୱେଶ୍ୱର ଟୁଡୁ |
ନିର୍ବାଚନ ମଣ୍ଡଳୀ | ମୟୂରଭଞ୍ଜ |
ବିଧାୟକ: ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପର ଅଧିକାରୀ | ଭାଦବ ହାଁସଦା |
ନିର୍ବାଚନ ମଣ୍ଡଳୀ | ସାରସକଣା |
ବ୍ୟକ୍ତିଗତ ସବିଶେଷ | |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି |
ପେଷା | ରାଜନୀତିଜ୍ଞ |
ରାମଚନ୍ଦ୍ର ହାଁସଦା ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୧୪ ମସିହାରେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ଜୁନ ୨୦୧୨ରେ ଅନ୍ୟ ତିନିଜଣ ବିଧାୟକଙ୍କ ସହ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୨][୩] ସେ ପୂର୍ବରୁ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଥିଲେ । ୪ ନଭେମ୍ବର ୨୦୧୪ରେ ରାମଚନ୍ଦ୍ର ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ସିବିଆଇଦ୍ୱାରା ଗିରଫ ହୋଇଥିଲେ ।[୪][୫] ସେ ଗିରଫ ହେବାପରେ ଝାରପଡ଼ା ଜେଲରେ ଥିଲେ ।[୬]
ଆଧାର
- ↑ "Constituencywise Trends". Election Commission of India. Retrieved 18 May 2014.
- ↑ "Many defectors emerge victorious in State". The Pioneer. Retrieved 18 May 2014.
- ↑ "All 4 NCP MLAs join BJD along with their general secretary". Zee News. Retrieved 18 May 2014.
- ↑ "Odisha chit fund scam: CBI arrests BJD MP, 2 former MLAs". India Today.
- ↑ "ସାଂସଦ ରାମଚନ୍ଦ୍ର ହାଂସଦା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି". Sambad. 8 October 2017. Retrieved 21 January 2019.
- ↑ "ମୁକୁଳିବେ ହାଂସଦା, ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ". Dharitri.com (in ଇଂରାଜୀ). Retrieved 21 January 2019.