"ଇଣ୍ଟରନେଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ robot Adding: io Modifying: cu, jv, mr, nah
୧୭ କ ଧାଡ଼ି: ୧୭ କ ଧାଡ଼ି:
[[ବିଭାଗ:ଇଣ୍ଟରନେଟ‎]]
[[ବିଭାଗ:ଇଣ୍ଟରନେଟ‎]]
[[ବିଭାଗ:କମ୍ପ୍ୟୁଟର ବିଜ୍ଞାନ]]
[[ବିଭାଗ:କମ୍ପ୍ୟୁଟର ବିଜ୍ଞାନ]]

[[ace:Internèt]]
[[ace:Internèt]]
[[af:Internet]]
[[af:Internet]]
୪୫ କ ଧାଡ଼ି: ୪୬ କ ଧାଡ଼ି:
[[cs:Internet]]
[[cs:Internet]]
[[csb:Internet]]
[[csb:Internet]]
[[cu:Мєждоусѣ́тиѥ]]
[[cu:Мєждоусѣтиѥ]]
[[cv:Тетел]]
[[cv:Тетел]]
[[cy:Rhyngrwyd]]
[[cy:Rhyngrwyd]]
୮୪ କ ଧାଡ଼ି: ୮୫ କ ଧାଡ଼ି:
[[ig:Intanet]]
[[ig:Intanet]]
[[ilo:Internet]]
[[ilo:Internet]]
[[io:Interreto]]
[[is:Internetið]]
[[is:Internetið]]
[[it:Internet]]
[[it:Internet]]
[[iu:ᖃᕆᓴᐅᔭᒃᑯᑦ ᑎᑎᕋᖅᓯᒪᔪᑦ/qarisaujakkut titiraqsimajut]]
[[iu:ᖃᕆᓴᐅᔭᒃᑯᑦ ᑎᑎᕋᖅᓯᒪᔪᑦ/qarisaujakkut titiraqsimajut]]
[[ja:インターネット]]
[[ja:インターネット]]
[[jv:Internet]]
[[jv:Internèt]]
[[ka:ინტერნეტი]]
[[ka:ინტერნეტი]]
[[kaa:İnternet]]
[[kaa:İnternet]]
୧୧୪ କ ଧାଡ଼ି: ୧୧୬ କ ଧାଡ଼ି:
[[ml:ഇന്റർനെറ്റ്]]
[[ml:ഇന്റർനെറ്റ്]]
[[mn:Интернэт]]
[[mn:Интернэт]]
[[mr:इंटरनेट]]
[[mr:महाजाल]]
[[ms:Internet]]
[[ms:Internet]]
[[mwl:Anternete]]
[[mwl:Anternete]]
[[my:အင်တာနက်]]
[[my:အင်တာနက်]]
[[mzn:اینترنت]]
[[mzn:اینترنت]]
[[nah:Mātlatzālan]]
[[nah:Mātlatzālantli]]
[[nds:Internet]]
[[nds:Internet]]
[[nds-nl:Internet]]
[[nds-nl:Internet]]

୧୨:୩୯, ୨୭ ମଇ ୨୦୧୧ ଅନୁସାରେ କରାଯାଇଥିବା ବଦଳ

ଇଣ୍ଟରନେଟ‎
ଇଣ୍ଟରନେଟ‎

ଇଣ୍ଟରନେଟ (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଅନେକ କମ୍ପୁଟର ଯୋଡି ହୋଇ ରହିଥାନ୍ତି, ଯାହାକି କମ୍ପୁଟର ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଜ୍ୟ କରେ ।

ପ୍ରଥମେ ଇଣ୍ଟରନେଟର ବ୍ୟବହାର ଏକ ବୈଜ୍ଞାନିକ କର୍ମଶାଳାରେ ପରସ୍ପର ସହ ସଂପର୍କ ରଖିବା ପାଇଁ କରାଯାଇଥିଲା | ହେଲେ ପରେ ପରେ ଏହାକୁ ବିଶ୍ଵବ୍ୟାପୀ ଇଣ୍ଟରନେଟରେ ପରିଣତ କରି ଦିଆଗଲା |

ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଇମେଲ ପାଇବା/ପଠାଇବା, ଚାଟିଙ୍ଗ କରିବା, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି | ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୁଆ ନୁଆ ଜ୍ଞାନ କୌଶଳର ବ୍ୟବହାର ହେଉଛି | ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ଵରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବଂ ଦେଖିପାରୁଛେ |

ଜ୍ଞାନକୌଶଳ : ଇଣ୍ଟରନେଟ ରେ କିଛି ମୁଖ୍ୟ କମ୍ପ୍ୟୁଟର ରହିଥାଏ, ଯାହାକୁ ସର୍ଭର କୁହାଯାଏ। ସର୍ଭର ଗୁଡିକ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇଥାନ୍ତି। ସର୍ଭର ବା ମୁଖ୍ୟ କମ୍ପ୍ୟୁଟର ରେ ଡାଟା ସବୁ ସାଇତି ରଖା ଯାଇଥାଏ। ପ୍ରତ୍ୟେକ ସର୍ଭର ର ସ୍ଵତନ୍ତ୍ର ନାମ ଏବଂ ଅଡ୍ରେସ ରହିଥାଏ। ଆମେ ଯେତେବେଳେ ଆମ କମ୍ପ୍ୟୁଟର ରେ ୱେବସାଇଟ ଖୋଳୁଛୁ,ସେ ପ୍ରଥମେ ନିଜର ସର୍ଭର ସହିତ ସମ୍ପର୍କ କରେ ଏବଂ ସର୍ଭର ରୁ ସମ୍ପୃକ୍ତ ପ୍ରୁଷ୍ଠା କୁ ଆମ କମ୍ପ୍ୟୁଟର ରେ ଦେଖେଇ ଥାଏ।