"ଲକ୍ଷ୍ମୀ ବରାହ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 20°41′03.1″N 86°38′45.5″E / 20.684194°N 86.645972°E / 20.684194; 86.645972
ଉଇକିପିଡ଼ିଆ‌ରୁ
Content deleted Content added
ସଜାଣି
ଟିକେ ଆଧାର ଦିଆ ସରିଛି
୧ କ ଧାଡ଼ି: ୧ କ ଧାଡ଼ି:
{{ଆଧାର ନାହିଁ}}
{{Infobox Hindu temple
{{Infobox Hindu temple
| name = ଲକ୍ଷ୍ମୀ ବରାହ ମନ୍ଦିର‌
| name = ଲକ୍ଷ୍ମୀ ବରାହ ମନ୍ଦିର‌
୨୫ କ ଧାଡ଼ି: ୨୪ କ ଧାଡ଼ି:
| website =
| website =
}}
}}

'''ଲକ୍ଷ୍ମୀ ବରାହ ମନ୍ଦିର‌''' ଭାରତୀୟ ରାଜ୍ୟ ଓଡ଼ିଶାର [[କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରାପଡ଼ା]] ଜିଲ୍ଲାରେ ଅବସ୍ଥିତ<ref name="PeopleSabha2010">{{cite book|author1=India. Parliament. House of the People|author2=India. Parliament. Lok Sabha|title=Lok Sabha Debates|url=https://books.google.com/books?id=U3u1Ou2Ae48C|date=24 November 2010|publisher=Lok Sabha Secretariat.}}</ref> ଏକ ପ୍ରାଚୀନ ମନ୍ଦିର ।<ref name="RathRatnam1995">{{cite book|author1=Bijaya Kumar Rath|author2=Kamalā Ratnam|title=The Forgotten Monuments of Orissa|url=https://books.google.com/books?id=tB5uAAAAMAAJ|year=1995|publisher=Publications Divisions Ministry of Inf & Broadcasting Government of India|isbn=978-81-230-0313-9}}</ref> ଏଠାରେ ବିଷ୍ଣୁଙ୍କ ବରାହ ଅବତାରଙ୍କୁ ଆରାଧନା କରାଯାଏ ।

୧୨:୧୮, ୧୧ ଜାନୁଆରୀ ୨୦୨୦ ଅନୁସାରେ କରାଯାଇଥିବା ବଦଳ

ଲକ୍ଷ୍ମୀ ବରାହ ମନ୍ଦିର‌
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictKକେନ୍ଦ୍ରାପଡ଼ା
ଦେବାଦେବୀବରାହ, ଲକ୍ଷ୍ମୀ
Festivalsରଥଯାତ୍ରା
Location
ସ୍ଥାନଆଳି
Stateଓଡ଼ିଶା
Countryଭାରତ
ଭୌଗଳିକ ଅବସ୍ଥିତି20°41′03.1″N 86°38′45.5″E / 20.684194°N 86.645972°E / 20.684194; 86.645972
Architecture
Typeକଳିଙ୍ଗ
Completed୧୫୫୦

ଲକ୍ଷ୍ମୀ ବରାହ ମନ୍ଦିର‌ ଭାରତୀୟ ରାଜ୍ୟ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ[୧] ଏକ ପ୍ରାଚୀନ ମନ୍ଦିର ।[୨] ଏଠାରେ ବିଷ୍ଣୁଙ୍କ ବରାହ ଅବତାରଙ୍କୁ ଆରାଧନା କରାଯାଏ ।

ଭୌଗଳିକ ଅବସ୍ଥିତି 

ଏହି ମନ୍ଦିର ବ୍ରାହ୍ମଣୀ ନଦୀ ସନ୍ନିକଟରେ ଅବସ୍ଥିତ । ଆଳି ତହସିଲରୁ ଏହାର ଦୁରତ୍ୱ ୧ କିଲୋମିଟର ଓ କେନ୍ଦ୍ରାପଡ଼ା ସଦର ମହକୁମାଠାରୁ ୪୦ କିଲୋମିଟର ।[୩] ଆଳି ତହସିଲ ଭୁବନେଶ୍ୱରଠାରୁ ୧୪୬ କିଲୋମିଟର ଦୂର ଓ ଏହାର ନିକଟବର୍ତ୍ତୀ ରେଳ ଷ୍ଟେସନ ଭଦ୍ରକଠାରେ ଅବସ୍ଥିତ ।[୪]

କିମ୍ବଦନ୍ତୀ 

ଆଳିର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ ଯାଜପୁରଠାରେ ଥିବା ମାଁ ବିରଜା ପୀଠକୁ ନିୟମିତ ଦର୍ଶନ ପାଇଁ ଯାଉଥିଲେ । ଥରେ ନଦୀରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତିରେ ସ୍ୱପ୍ନରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀତିରକୁ ଘୋଡାରେ ଗଲେ । ସେଠୁ ଫେରିବା ବେଳେ ତାଙ୍କ ପଛରେ ଭଗବାନ ଆସୁଥିବାର ସେ ପାଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନରେ ପାଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତମାନର ମନ୍ଦିର ବିଂଶ ଶତାବ୍ଦୀରେ ରାଜା ବ୍ରଜସୁନ୍ଦର ଦେବଙ୍କଦ୍ୱାରା ପୁନର୍ନିର୍ମିତ ହେଇଥିଲା ।  

ଯାନୀ ଯାତ୍ରା 

  • ବଜାର ଦ୍ୱାଦଶୀ
  • ଦୋଳ ଯାତ୍ରା
  • ରଜ ପର୍ବ 
  • କୁମାର ପୁରଣିମା 
  • କାର୍ତିକ ପୁର୍ଣିମା 
  • ରଥ ଯାତ୍ରା 

ଆଧାର ସମୂହ 

  1. India. Parliament. House of the People; India. Parliament. Lok Sabha (24 November 2010). Lok Sabha Debates. Lok Sabha Secretariat.
  2. Bijaya Kumar Rath; Kamalā Ratnam (1995). The Forgotten Monuments of Orissa. Publications Divisions Ministry of Inf & Broadcasting Government of India. ISBN 978-81-230-0313-9.
  3. "Culture". http://www.orissa-tourism.com. orissa tourism. Retrieved 7 August 2019. {{cite web}}: External link in |website= (help)
  4. "Google Maps". Google Maps. Retrieved 2016-05-04.

ବାହ୍ୟ ସଂଯୋଗ ସବୁ