"ସୀତାକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ବଦଳ ସାରକଥା ଲୁଚାଇଦିଅନ୍ତୁ
("{{Infobox person | name = ସୀତାକାନ୍ତ ମହାପାତ୍ର | image = Sitakant Mahapatra, In..." ନାଆଁରେ ପୃଷ୍ଠାଟିଏ ତିଆରିକଲେ)
 
| other_names =
| known_for =
|notable works= ''ଶବର ଆକାଶ'' (୧୯୭୧)<br />''ସମୁଦ୍ର'' (୧୯୭୭)
| occupation = କବି, ସାହିତ୍ୟ ସମାଲୋଚକ, ପ୍ରଶାସକ
}}
 
'''ସୀତାକାନ୍ତ ମହାପାତ୍ର''' (ଜନ୍ମ ୧୭ ସେପ୍ଟେମ୍ବର, ୧୯୩୭) [[ଓଡ଼ିଆ ଭାଷା|ଓଡ଼ିଆ]] ଓ [[ଇଂରାଜୀ ଭାଷା]]ର ଜଣେ ଜଣାଶୁଣା [[କବି]] ଓ [[ସାହିତ୍ୟ ସମାଲୋଚକ]] ।<ref>{{cite news|url=http://www.hinduonnet.com/thehindu/lr/2002/12/01/stories/2002120100210200.htm|title=Deceptive simplicity |date=Dec 01, 2002|publisher=The Hindu}}</ref><ref>{{cite web|url=http://www.outlookindia.com/article.aspx?202162|title=The Mahapatra Muse: Two deeply vivid volumes of poems from the oriya masters |coauthors=Keki N. Daruwalla|date=Sep 25, 1996|publisher=The Outlook}}</ref> ସେ ଭାରତୀୟ ପ୍ରଶାସନିକ ସେବା <!--<!--[[Indian Administrative Service]] (IAS)-->(ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ [[ଦିଲ୍ଲୀ]]ର [[ନ୍ୟାସନାଲ ବୁକ ଟ୍ରଷ୍ଟ]]ର <!--[[National Book Trust]], [[New Delhi]]--> ସଭାପତି ଭାବରେ କାମ କରିଆସୁଛନ୍ତି ।
 
==ସାହିତ୍ୟ ସର୍ଜନା==
===କବିତା===
*ଅଷ୍ଟପଦୀ (୧୯୬୩)
*ଶବର ଆକାଶ (୧୯୭୧)
*ଆର ଦୃଶ୍ୟ (୧୯୮୧)
*ଶ୍ରେଷ୍ଠ କବିତା (୧୯୯୪)
===ପ୍ରବନ୍ଧ==
*ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦)
===ଭ୍ରମଣକାହାଣୀ===
*ଅନେକ ଶରତ (୧୯୮୧)
==''ତାଳପତ୍ର ଉପରେ''==
*ଉଷାବିଳାସ
===ଇଂରାଜୀ===
*The ruined Temple and other poems, 1996 (କବିତା, ଅନୁବାଦ)
*Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)<!--Oral poetry of Indian Tribals in translation).-->
 
==ପଦ ଓ ସମ୍ମାନ==
===ପଦ===
*ସେକ୍ରେଟେରି, ସଂସ୍କୃତି, [[ଭାରତ ସରକାର]]
*ପ୍ରେସିଡେଣ୍ଟ, [[ଇଉନେସ୍କୋ|ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ]] (୧୯୯୪-୧୯୯୬) <!--UNESCO's World Decade for Cultural Development-->
*[[ହାରଭାର୍ଡ଼ ବିଶ୍ୱବିଦ୍ୟାଳୟ]]ର ବୟୋଜ୍ୟଷ୍ଠ କର୍ତ୍ତା <!--Senior Fellow of Harvard University-->
*ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ଵବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା <!--Honorary Fellow International Academy of Poets, Cambridge University.-->
*ନ୍ୟାସନାଲ ବୁକ ଟ୍ରଷ୍ଟ, [[ଦିଲ୍ଲୀ]]ର ସଭାପତି <!--Chairman of National Book Trust, New Delhi-->
===ସମ୍ମାନ===
*ଜ୍ଞାନପୀଠ ସମ୍ମାନ (୧୯୯୩)
*ସାରଳା ପୁରସ୍କାର (୧୯୮୫)
*ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୭୧)
*ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୮୪)
*କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୧୯୭୪)
*ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, [[ଟୋକିଓ]] (୨୦୦୧) <!--‘Award of the Highest Honour' by Soka University of Tokyo, 2001.-->
 
==ଦ୍ରଷ୍ଟବ୍ୟ==
{{reflist}}
{{Jnanpith Award}}
 
[[category:ଓଡ଼ିଆ ସାହିତ୍ୟ]]
୧୭,୭୭୨

ଗୋଟି ସମ୍ପାଦନା

ଦିଗବାରେଣି ମେନୁ