"ଭଗବତ ଗୀତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Bhagavad Gita}}
{{ଛୋଟ|Bhagavad Gita}}
[[ଫାଇଲ:Krishna Arjuna Gita.jpg|thumb|alt=An 1830 CE painting depicting Arjuna, on the chariot, paying obeisance to Krisha, the charioteer.|କୁରୁକ୍ଷେତ୍ରରେ କୃଷ୍ଣ ଓ ଅର୍ଜୁନ <!--c. 1830 painting-->]]
[[ଫାଇଲ:Krishna Arjuna Gita.jpg|thumb|alt=An 1830 CE painting depicting Arjuna, on the chariot, paying obeisance to Krisha, the charioteer.|କୁରୁକ୍ଷେତ୍ରରେ କୃଷ୍ଣ ଓ ଅର୍ଜୁନ <!--c. 1830 painting-->]]
ଶ୍ରୀମଦଭଗବତଗୀତା ବା ଗୀତା ହେଉଛି [[ମହାଭାରତ]]ର ଅଂଶ । ଶ୍ରୀ [[ବ୍ୟାସଦେବ]] ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । [[ଶ୍ରୀକୃଷ୍ଣ]] ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ।
ଶ୍ରୀମଦଭଗବତଗୀତା ବା ଗୀତା ହେଉଛି [[ମହାଭାରତ]]ର ଅଂଶ । ଶ୍ରୀ [[ବ୍ୟାସଦେବ]] ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । [[ଶ୍ରୀକୃଷ୍ଣ]] ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ [[ବ୍ୟାସଦେବ]] ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ [[ଗଦ୍ୟ]]ରେ କହିଥିଲେ, ତାହା [[ବ୍ୟାସଦେବ]] ନିଜେ [[ଶ୍ଳୋକ]]ବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ [[ଅର୍ଜୁନ]], [[ସଞ୍ଜୟ]] ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ [[ଭାଷା]]ରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ [[ଶ୍ରୀକୃଷ୍ଣ]] କଥିତ ଶ୍ଳୋକସଂଖ୍ୟା ୬୨୦, [[ଅର୍ଜୁନ]] କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର [[ଅଧ୍ୟାୟ]]ରେ ବିଭକ୍ତ କରି [[ମହାଭାରତ]]ର ଅଂଶଭାବେ [[ଯୋଗ]] କରିଛନ୍ତି ।


[[ଫାଇଲ:Bhagavad Gita, a 19th century manuscript.jpg|250px|thumb|ଭଗବତ ଗୀତା, ୧୯ଶତକର ତାଳପୋଥି]]
[[ଫାଇଲ:Bhagavad Gita, a 19th century manuscript.jpg|250px|thumb|ଭଗବତ ଗୀତା, ୧୯ଶତକର ତାଳପୋଥି]]
ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ। ପ୍ରଥମ ୬ଅଧ୍ୟାୟରେ ନିଷ୍କାମ କର୍ମଯୋଗ, ଦ୍ୱିତୀୟ ୬ଅଧ୍ୟାୟରେ ଭକ୍ତିଯୋଗ ଏବଂ ଶେଷ ୬ଅଧ୍ୟାୟରେ ଜ୍ଞାନଯୋଗ ବର୍ଣ୍ଣନା କରାଯାଇଛି ।
ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ। ପ୍ରଥମ ୬ଅଧ୍ୟାୟରେ ନିଷ୍କାମ [[କର୍ମଯୋଗ]], ଦ୍ୱିତୀୟ ୬ଅଧ୍ୟାୟରେ [[ଭକ୍ତିଯୋଗ]] ଏବଂ ଶେଷ ୬ଅଧ୍ୟାୟରେ [[ଜ୍ଞାନଯୋଗ]] ବର୍ଣ୍ଣନା କରାଯାଇଛି ।
# ପ୍ରଥମ ଅଧ୍ୟାୟ: ଅର୍ଜୁନଙ୍କ ବିଷାଦ ଯୋଗ । କଠୋର କର୍ତ୍ତବ୍ୟ ନିକଟରେ ବନ୍ଧୁବାନ୍ଧବ, କୁଟୁମ୍ବ, ଭାଇ ଓ ପିତାମାତା ଆଦିଙ୍କର ସ୍ଥାନ ନାହିଁ । ଏମାନଙ୍କ ଅନୀତିକୁ ପ୍ରଶ୍ରୟ ଦେଲେ କର୍ତ୍ତବ୍ୟରେ ଅବହେଳା ହୁଏ ବୋଲି ଶ୍ରୀକୃଷ୍ଣ କହୁଛନ୍ତି।
# ପ୍ରଥମ ଅଧ୍ୟାୟ: [[ଅର୍ଜୁନଙ୍କ ବିଷାଦ ଯୋଗ]] । କଠୋର [[କର୍ତ୍ତବ୍ୟ]] ନିକଟରେ ବନ୍ଧୁବାନ୍ଧବ, କୁଟୁମ୍ବ, [[ଭାଇ]][[ପିତା]] [[ମାତା]] ଆଦିଙ୍କର ସ୍ଥାନ ନାହିଁ । ଏମାନଙ୍କ [[ଅନୀତି]]କୁ ପ୍ରଶ୍ରୟ ଦେଲେ [[କର୍ତ୍ତବ୍ୟ]]ରେ ଅବହେଳା ହୁଏ ବୋଲି [[ଶ୍ରୀକୃଷ୍ଣ]] କହୁଛନ୍ତି।
# ଦ୍ୱିତୀୟ ଅଧ୍ୟାୟ: ସାଂଖ୍ୟଯୋଗ: ଏଥିରେ ମୁଖ୍ୟତଃ ଆତ୍ମତତ୍ତ୍ୱ ଆଲୋଚିତ ହୋଇଛି । ମନୁଷ୍ୟ ସ୍ଥିତପ୍ରଜ୍ଞ ହେଲେ ଆତ୍ମବଶୀଭୂତ ଇନ୍ଦ୍ରିୟ ମାଧ୍ୟମରେ କର୍ମକରି ମଧ୍ୟ କର୍ମରେ ଆବଦ୍ଧ ହୁଅନ୍ତି ନାହିଁ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି।
# ଦ୍ୱିତୀୟ ଅଧ୍ୟାୟ: [[ସାଂଖ୍ୟଯୋଗ]]: ଏଥିରେ ମୁଖ୍ୟତଃ ଆତ୍ମତତ୍ତ୍ୱ ଆଲୋଚିତ ହୋଇଛି । [[ମନୁଷ୍ୟ]] ସ୍ଥିତପ୍ରଜ୍ଞ ହେଲେ ଆତ୍ମବଶୀଭୂତ [[ଇନ୍ଦ୍ରିୟ]] ମାଧ୍ୟମରେ [[କର୍ମ]]କରି ମଧ୍ୟ [[କର୍ମ]]ରେ ଆବଦ୍ଧ ହୁଅନ୍ତି ନାହିଁ ବୋଲି [[ଶ୍ରୀକୃଷ୍ଣ]] [[ଅର୍ଜୁନ]]ଙ୍କୁ କହିଛନ୍ତି।
# ତୃତୀୟ ଅଧ୍ୟାୟ: କର୍ମଯୋଗ: ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମର ମାହତ୍ମ୍ୟ ଏବଂ ନିଷ୍କାମ କର୍ମର ପ୍ରେରଣା ଦେଇଛନ୍ତି।
# ତୃତୀୟ ଅଧ୍ୟାୟ: [[କର୍ମଯୋଗ]]: ଏଥିରେ [[ଶ୍ରୀକୃଷ୍ଣ]] [[ଅର୍ଜୁନ]]ଙ୍କୁ [[କର୍ମ]]ର ମାହତ୍ମ୍ୟ ଏବଂ ନିଷ୍କାମ [[କର୍ମ]]ର ପ୍ରେରଣା ଦେଇଛନ୍ତି।
# ଚତୁର୍ଥ ଅଧ୍ୟାୟ: ଜ୍ଞାନ ଯୋଗ: ଏଥିରେ ଶ୍ରୀକୃଷ୍ଣ ଜ୍ଞାନର ସ୍ୱରୂପ, ଆତ୍ମଜ୍ଞାନର ପ୍ରୟୋଜନୀୟତା ଓ ମାହତ୍ମ୍ୟ ବୁଝାଇଛନ୍ତି ।
# ଚତୁର୍ଥ ଅଧ୍ୟାୟ: [[ଜ୍ଞାନ ଯୋଗ]]: ଏଥିରେ [[ଶ୍ରୀକୃଷ୍ଣ]] [[ଜ୍ଞାନ]]ର ସ୍ୱରୂପ, [[ଆତ୍ମଜ୍ଞାନ]]ର ପ୍ରୟୋଜନୀୟତା ଓ ମାହତ୍ମ୍ୟ ବୁଝାଇଛନ୍ତି ।
# ପଞ୍ଚମ ଅଧ୍ୟାୟ: ସନ୍ନ୍ୟାସ ଯୋଗ: ଏଥିରେ ଶ୍ରୀକୃଷ୍ଣ
# ପଞ୍ଚମ ଅଧ୍ୟାୟ: [[ସନ୍ନ୍ୟାସ ଯୋଗ]]: ଏଥିରେ [[ଶ୍ରୀକୃଷ୍ଣ]]
# ଷଷ୍ଠ ଅଧ୍ୟାୟ: ଧ୍ୟାନଯୋଗ: ଏଥିରେ ଶ୍ରୀକୃଷ୍ଣ ଚଞ୍ଚଳ ମନ ଅର୍ଥାତ ଚିତ୍ତବୃତ୍ତିକୁ ନିରୋଧ କରିବା ପାଇଁ ଧ୍ୟାନ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ।
# ଷଷ୍ଠ ଅଧ୍ୟାୟ: [[ଧ୍ୟାନଯୋଗ]]: ଏଥିରେ [[ଶ୍ରୀକୃଷ୍ଣ]] ଚଞ୍ଚଳ [[ମନ]] ଅର୍ଥାତ ଚିତ୍ତବୃତ୍ତିକୁ ନିରୋଧ କରିବା ପାଇଁ [[ଧ୍ୟାନ]] ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ।
# ସପ୍ତମ ଅଧ୍ୟାୟ: ବିଜ୍ଞାନଯୋଗ: ଏଥିରେ ଭଗବାନଙ୍କର ସ୍ୱରୂପ ବିଷୟରେ ଆଲୋଚନା କରାଯାଇଛି ।
# ସପ୍ତମ ଅଧ୍ୟାୟ: [[ବିଜ୍ଞାନଯୋଗ]]: ଏଥିରେ [[ଭଗବାନ]]ଙ୍କର ସ୍ୱରୂପ ବିଷୟରେ ଆଲୋଚନା କରାଯାଇଛି ।
# ଅଷ୍ଟମ ଅଧ୍ୟାୟ: ଅକ୍ଷୟ ବ୍ରହ୍ମ ଯୋଗ:
# ଅଷ୍ଟମ ଅଧ୍ୟାୟ: [[ଅକ୍ଷୟ ବ୍ରହ୍ମ ଯୋଗ]]:
# ନବମ ଅଧ୍ୟାୟ: ରାଜଯୋଗ:
# ନବମ ଅଧ୍ୟାୟ: [[ରାଜଯୋଗ]]:
# ଦଶମ ଅଧ୍ୟାୟ: ବିଭୂତି ଯୋଗ:
# ଦଶମ ଅଧ୍ୟାୟ: [[ବିଭୂତି ଯୋଗ]]:
# ଏକାଦଶ ଅଧ୍ୟାୟ: ବିଶ୍ୱରୂପ ଦର୍ଶନ ଯୋଗ:
# ଏକାଦଶ ଅଧ୍ୟାୟ: [[ବିଶ୍ୱରୂପ ଦର୍ଶନ ଯୋଗ]]:
# ଦ୍ୱାଦଶ ଅଧ୍ୟାୟ: ଭକ୍ତି ଯୋଗ:
# ଦ୍ୱାଦଶ ଅଧ୍ୟାୟ: [[ଭକ୍ତି ଯୋଗ]]:
# ତ୍ରୟୋଦଶ ଅଧ୍ୟାୟ: ଏଥିରେ ପ୍ରକୃତି ଓ ପୁରୁଷ, ଦେହ ଓ ଆତ୍ମା, ଜ୍ଞାନ ଓ ଜ୍ଞେୟ ଇତ୍ୟାଦି ତତ୍ତ୍ୱ ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି ।
# ତ୍ରୟୋଦଶ ଅଧ୍ୟାୟ: ଏଥିରେ [[ପ୍ରକୃତି]][[ପୁରୁଷ]], [[ଦେହ]][[ଆତ୍ମା]], [[ଜ୍ଞାନ]] ଓ ଜ୍ଞେୟ ଇତ୍ୟାଦି [[ତତ୍ତ୍ୱ]] ବିଷୟରେ [[ଶ୍ରୀକୃଷ୍ଣ]] କହିଛନ୍ତି ।
# ଚତୁର୍ଦ୍ଦଶ ଅଧ୍ୟାୟ: ତ୍ରିଗୁଣ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ସୃଷ୍ଟି ରହସ୍ୟ, ପୁରୁଷର ସଂସାର ବନ୍ଧନ, ସାତ୍ତ୍ୱିକ ଆଦି ତ୍ରିବିଧ ଗୁଣର ଲକ୍ଷଣ ବର୍ଣ୍ଣନା କରିଛନ୍ତି ।
# ଚତୁର୍ଦ୍ଦଶ ଅଧ୍ୟାୟ: [[ତ୍ରିଗୁଣ ବିଭାଗ ଯୋଗ]]: ଏଥିରେ [[ଶ୍ରୀକୃଷ୍ଣ]] [[ସୃଷ୍ଟି]] ରହସ୍ୟ, [[ପୁରୁଷ]]ର [[ସଂସାର]] ବନ୍ଧନ, ସାତ୍ତ୍ୱିକ ଆଦି ତ୍ରିବିଧ [[ଗୁଣ]]ର ଲକ୍ଷଣ ବର୍ଣ୍ଣନା କରିଛନ୍ତି ।
# ପଞ୍ଚଦଶ ଅଧ୍ୟାୟ: ପୁରୁଷୋତ୍ତମ ଯୋଗ: ଏଥିରେ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଅନନ୍ୟ ଚିତ୍ତରେ ଭଗବାନଙ୍କୁ ଭଜନ କରନ୍ତି, ସେ ତ୍ରିଗୁଣାତୀତ ହୋଇ ବ୍ରହ୍ମଭାବରେ ନିମଜ୍ଜିତ ହୁଅନ୍ତି ।
# ପଞ୍ଚଦଶ ଅଧ୍ୟାୟ: ପୁରୁଷୋତ୍ତମ ଯୋଗ: ଏଥିରେ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଅନନ୍ୟ ଚିତ୍ତରେ ଭଗବାନଙ୍କୁ ଭଜନ କରନ୍ତି, ସେ ତ୍ରିଗୁଣାତୀତ ହୋଇ ବ୍ରହ୍ମଭାବରେ ନିମଜ୍ଜିତ ହୁଅନ୍ତି ।
# ଷୋଡ଼ଷ ଅଧ୍ୟାୟ: ଦୈବାସୁର ସମ୍ପଦ ବିଭାଗ ଯୋଗ।
# ଷୋଡ଼ଷ ଅଧ୍ୟାୟ: ଦୈବାସୁର ସମ୍ପଦ ବିଭାଗ ଯୋଗ।

୧୬:୨୮, ୪ ନଭେମ୍ବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

An 1830 CE painting depicting Arjuna, on the chariot, paying obeisance to Krisha, the charioteer.
କୁରୁକ୍ଷେତ୍ରରେ କୃଷ୍ଣ ଓ ଅର୍ଜୁନ

ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ।

ଭଗବତ ଗୀତା, ୧୯ଶତକର ତାଳପୋଥି

ଗୀତାର ୧୮ଟି ଅଧ୍ୟାୟ ହେଉଛି ୧୮ଟି ଯୋଗ। ପ୍ରଥମ ୬ଅଧ୍ୟାୟରେ ନିଷ୍କାମ କର୍ମଯୋଗ, ଦ୍ୱିତୀୟ ୬ଅଧ୍ୟାୟରେ ଭକ୍ତିଯୋଗ ଏବଂ ଶେଷ ୬ଅଧ୍ୟାୟରେ ଜ୍ଞାନଯୋଗ ବର୍ଣ୍ଣନା କରାଯାଇଛି ।

  1. ପ୍ରଥମ ଅଧ୍ୟାୟ: ଅର୍ଜୁନଙ୍କ ବିଷାଦ ଯୋଗ । କଠୋର କର୍ତ୍ତବ୍ୟ ନିକଟରେ ବନ୍ଧୁବାନ୍ଧବ, କୁଟୁମ୍ବ, ଭାଇପିତା ମାତା ଆଦିଙ୍କର ସ୍ଥାନ ନାହିଁ । ଏମାନଙ୍କ ଅନୀତିକୁ ପ୍ରଶ୍ରୟ ଦେଲେ କର୍ତ୍ତବ୍ୟରେ ଅବହେଳା ହୁଏ ବୋଲି ଶ୍ରୀକୃଷ୍ଣ କହୁଛନ୍ତି।
  2. ଦ୍ୱିତୀୟ ଅଧ୍ୟାୟ: ସାଂଖ୍ୟଯୋଗ: ଏଥିରେ ମୁଖ୍ୟତଃ ଆତ୍ମତତ୍ତ୍ୱ ଆଲୋଚିତ ହୋଇଛି । ମନୁଷ୍ୟ ସ୍ଥିତପ୍ରଜ୍ଞ ହେଲେ ଆତ୍ମବଶୀଭୂତ ଇନ୍ଦ୍ରିୟ ମାଧ୍ୟମରେ କର୍ମକରି ମଧ୍ୟ କର୍ମରେ ଆବଦ୍ଧ ହୁଅନ୍ତି ନାହିଁ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି।
  3. ତୃତୀୟ ଅଧ୍ୟାୟ: କର୍ମଯୋଗ: ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମର ମାହତ୍ମ୍ୟ ଏବଂ ନିଷ୍କାମ କର୍ମର ପ୍ରେରଣା ଦେଇଛନ୍ତି।
  4. ଚତୁର୍ଥ ଅଧ୍ୟାୟ: ଜ୍ଞାନ ଯୋଗ: ଏଥିରେ ଶ୍ରୀକୃଷ୍ଣ ଜ୍ଞାନର ସ୍ୱରୂପ, ଆତ୍ମଜ୍ଞାନର ପ୍ରୟୋଜନୀୟତା ଓ ମାହତ୍ମ୍ୟ ବୁଝାଇଛନ୍ତି ।
  5. ପଞ୍ଚମ ଅଧ୍ୟାୟ: ସନ୍ନ୍ୟାସ ଯୋଗ: ଏଥିରେ ଶ୍ରୀକୃଷ୍ଣ
  6. ଷଷ୍ଠ ଅଧ୍ୟାୟ: ଧ୍ୟାନଯୋଗ: ଏଥିରେ ଶ୍ରୀକୃଷ୍ଣ ଚଞ୍ଚଳ ମନ ଅର୍ଥାତ ଚିତ୍ତବୃତ୍ତିକୁ ନିରୋଧ କରିବା ପାଇଁ ଧ୍ୟାନ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ।
  7. ସପ୍ତମ ଅଧ୍ୟାୟ: ବିଜ୍ଞାନଯୋଗ: ଏଥିରେ ଭଗବାନଙ୍କର ସ୍ୱରୂପ ବିଷୟରେ ଆଲୋଚନା କରାଯାଇଛି ।
  8. ଅଷ୍ଟମ ଅଧ୍ୟାୟ: ଅକ୍ଷୟ ବ୍ରହ୍ମ ଯୋଗ:
  9. ନବମ ଅଧ୍ୟାୟ: ରାଜଯୋଗ:
  10. ଦଶମ ଅଧ୍ୟାୟ: ବିଭୂତି ଯୋଗ:
  11. ଏକାଦଶ ଅଧ୍ୟାୟ: ବିଶ୍ୱରୂପ ଦର୍ଶନ ଯୋଗ:
  12. ଦ୍ୱାଦଶ ଅଧ୍ୟାୟ: ଭକ୍ତି ଯୋଗ:
  13. ତ୍ରୟୋଦଶ ଅଧ୍ୟାୟ: ଏଥିରେ ପ୍ରକୃତିପୁରୁଷ, ଦେହଆତ୍ମା, ଜ୍ଞାନ ଓ ଜ୍ଞେୟ ଇତ୍ୟାଦି ତତ୍ତ୍ୱ ବିଷୟରେ ଶ୍ରୀକୃଷ୍ଣ କହିଛନ୍ତି ।
  14. ଚତୁର୍ଦ୍ଦଶ ଅଧ୍ୟାୟ: ତ୍ରିଗୁଣ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ସୃଷ୍ଟି ରହସ୍ୟ, ପୁରୁଷର ସଂସାର ବନ୍ଧନ, ସାତ୍ତ୍ୱିକ ଆଦି ତ୍ରିବିଧ ଗୁଣର ଲକ୍ଷଣ ବର୍ଣ୍ଣନା କରିଛନ୍ତି ।
  15. ପଞ୍ଚଦଶ ଅଧ୍ୟାୟ: ପୁରୁଷୋତ୍ତମ ଯୋଗ: ଏଥିରେ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଅନନ୍ୟ ଚିତ୍ତରେ ଭଗବାନଙ୍କୁ ଭଜନ କରନ୍ତି, ସେ ତ୍ରିଗୁଣାତୀତ ହୋଇ ବ୍ରହ୍ମଭାବରେ ନିମଜ୍ଜିତ ହୁଅନ୍ତି ।
  16. ଷୋଡ଼ଷ ଅଧ୍ୟାୟ: ଦୈବାସୁର ସମ୍ପଦ ବିଭାଗ ଯୋଗ।
  17. ସପ୍ତଦଶ ଅଧ୍ୟାୟ: ଶ୍ରଦ୍ଧାତ୍ରୟ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ତ୍ରିବିଧ ଶ୍ରଦ୍ଧା, ତ୍ରିବିଧ ଆହାର ଓ କର୍ମରେ ବ୍ରହ୍ମ ନିର୍ଦ୍ଦେଶ ସମ୍ବନ୍ଧରେ ବିଶଦ୍‌ ଆଲୋଚନା କରିଛନ୍ତି ।
  18. ଅଷ୍ଟାଦଶ ଅଧ୍ୟାୟ: ମୋକ୍ଷଯୋଗ । ଏଥିରେ କର୍ମତତ୍ତ୍ୱର ବିଶ୍ଲେଷଣ, କର୍ମଯୋଗରେ ମୋକ୍ଷଲାଭର ଉପାୟ, ସର୍ବଧର୍ମ ତ୍ୟାଗ ଅଭୟବାଣୀ ଓ ଶରଣାଗତ ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା କରାଯାଇ ଉପସଂହାରରେ କୁହାଯାଇଛି:

“ସର୍ବଧର୍ମାନ ପରିତ୍ୟଜ ମାକେକଂ ଶରଣଂ ବ୍ରଜ
ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ
ଯତ୍ର ଯୋଗେଶ୍ୱରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ
ତତ୍ର ଶୀର୍ବିଜୟୋ ଭୂତିର୍ଧୃବା ନୀତିର୍ମତିର୍ମମ ।’’

ଆଧାର

ଅଧିକ ତଥ୍ୟ