"ଛାୟାପଥ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Aliva Sahoo (ଆଲୋଚନା | ଅବଦାନ) No edit summary |
Aliva Sahoo (ଆଲୋଚନା | ଅବଦାନ) No edit summary ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit |
||
୭ କ ଧାଡ଼ି: | ୭ କ ଧାଡ଼ି: | ||
ପ୍ରାରମ୍ଭରେ ଖଗୋଲୀୟ ଶାସ୍ତ୍ରୀ ମାନଙ୍କ ଧାରଣା ଥିଲା ଯେ, ବ୍ରହ୍ମାଣ୍ଡରେ ନୂତନ ଛାୟାପଥର ଜନ୍ମ ସମ୍ଭବତଃ ପୁରୂଣା ଛାୟାପଥର ବିଷ୍ଫୋଟର ଫଳସ୍ୱରୂପ ହୋଇଥାଏ । କିନ୍ତୁ ୟାର୍କ ବିଶ୍ୱବିଦ୍ୟାଳୟର ଖଗୋଲୀୟ ଶାସ୍ତ୍ରୀ- ଡଃ॰ସୀ.ଆର. ପ୍ୟୁଟର୍ନ ଏବଂ ଡଃ॰ଏ.ଈ ରାଇଟ, ଛାୟାପଥର ଚାରୋଟି ସମୂହକୁ ଅନ୍ତରକ୍ରୀୟାର ଅଧ୍ୟୟନ କରି ଏହି ଧାରଣାର ଖଣ୍ଡନ କରିଛନ୍ତି । ସେମାନେ ମତ ଦେଇଥିଲେ ଯେ, ଛାୟାପଥ ମଝିରେ ଏହି ପ୍ରକାର ବିଷ୍ଫୋଟକ ଅନ୍ତର କ୍ରୀଆ ରହି ନଥାଏ ଯାହା ନୂତନ ଛାୟାପଥ କୁ ଜନ୍ମ ଦେଇପାରେ । |
ପ୍ରାରମ୍ଭରେ ଖଗୋଲୀୟ ଶାସ୍ତ୍ରୀ ମାନଙ୍କ ଧାରଣା ଥିଲା ଯେ, ବ୍ରହ୍ମାଣ୍ଡରେ ନୂତନ ଛାୟାପଥର ଜନ୍ମ ସମ୍ଭବତଃ ପୁରୂଣା ଛାୟାପଥର ବିଷ୍ଫୋଟର ଫଳସ୍ୱରୂପ ହୋଇଥାଏ । କିନ୍ତୁ ୟାର୍କ ବିଶ୍ୱବିଦ୍ୟାଳୟର ଖଗୋଲୀୟ ଶାସ୍ତ୍ରୀ- ଡଃ॰ସୀ.ଆର. ପ୍ୟୁଟର୍ନ ଏବଂ ଡଃ॰ଏ.ଈ ରାଇଟ, ଛାୟାପଥର ଚାରୋଟି ସମୂହକୁ ଅନ୍ତରକ୍ରୀୟାର ଅଧ୍ୟୟନ କରି ଏହି ଧାରଣାର ଖଣ୍ଡନ କରିଛନ୍ତି । ସେମାନେ ମତ ଦେଇଥିଲେ ଯେ, ଛାୟାପଥ ମଝିରେ ଏହି ପ୍ରକାର ବିଷ୍ଫୋଟକ ଅନ୍ତର କ୍ରୀଆ ରହି ନଥାଏ ଯାହା ନୂତନ ଛାୟାପଥ କୁ ଜନ୍ମ ଦେଇପାରେ । |
||
== ଛାୟାପଥ ର ପ୍ରକାର== |
|||
ଅଧିକାଂଶ ଛାୟାପଥ ର କେନ୍ଦ୍ର ତାରା ମାନଙ୍କ ଦ୍ୱାରା ଘେରି ହୋଇଥିବା ଗୋଲାକାର ଭାଗ ଅଟେ ଯାହାକୁ ନାଭିକ କୁହାଯାଏ ଏବଂ ଏହି ନାଭିକ ନିଜ ଚାରିପଟେ ଏକ ତଳିୟ ଗୋଲାକାର ଡିସ୍କ ଦ୍ୱାରା ଯୋଡ଼ିହୋଇ ରହିଥାଏ । ଖଗୋଲ ବିଜ୍ଞାନୀ ମାନେ ଛାୟାପଥ କୁ ନିଜ ଆକାରର ଆଧାରରେ ମୁଖ୍ୟରୂପେ ତିନୋଟି ଭାଗରେ ବିଭାଜିତ କରିଥାନ୍ତି ଯଥା: ସର୍ପିଲ ଛାୟାପଥ, ଦୀର୍ଘବୃତ୍ତୀୟ ଛାୟାପଥ ତଥା ଅନିୟମିତତା ଛାୟାପଥ । "ସର୍ପିଲ ଛାୟାପଥ" ଡିସ୍କ ଆକାରର ହୋଇଥାଏ, ଯାହାର ମଝିଭାଗ ଦୃଶ୍ୟମାନ ହୋଇଥାଏ । ଏହାର ମଝିଭାଗରୁ ଚମକ ଯୁକ୍ତ ସର୍ପିଲ ବାହାରି ରହିଥାଏ । ଏହି ଛାୟାପଥ ରେ ସ୍ଥିତ ତାରାମାନେ ଅପେକ୍ଷାକୃତ କମ ଆୟୁଷ ବିଶିଷ୍ଟ ହୋଇଥାନ୍ତି । ଆମର "ଆକାଶ ଗଙ୍ଗା" (ମିଲ୍କି ୱେ) ଏହାର ଅନ୍ତର୍ଗତ ରେ ଆସିଥାନ୍ତି । "ଦୀର୍ଘ ବୃତ୍ତୀୟ ଛାୟାପଥ" ଚକ୍ରାକାର କିମ୍ବା ଗୋଲାକାର ହୋଇଥାନ୍ତି । ଏହି ଛାୟାପଥ ମାନଙ୍କ କେନ୍ଦ୍ର ସର୍ବାଧିକ ଚମକ ଯୁକ୍ତ ହୋଇଥାଏ ଓ ପରିଧି ଆଡକୁ ଚମକ କମ ହୋଇଥାଏ ।ଏହି ଛାୟାପଥ ରେ ସ୍ଥିତ ତାରା ମାନ ଅପେକ୍ଷାକୃତ ଅଧିକ ଆୟୁଷ ବିଶିଷ୍ଟ ହୋଇଥାନ୍ତି । "ଅନିୟମିତ ଛାୟାପଥ"ର କୌଣସି ନିଶ୍ଚିତ ଆକାର ରହି ନଥାଏ । ଏମାନଙ୍କ ଆକାରରେ ପରିବର୍ତ୍ତନ ହୋଇଥାଏ । କମ ଗୁରୁତ୍ତ୍ୱ ଶକ୍ତି କାରଣରୁ ଏମାନଙ୍କ ମଧ୍ୟରେ ଏହିପରି ହୋଇଥାଏ । |
|||
[[ଶ୍ରେଣୀ:ପୃଥିବୀ]] |
[[ଶ୍ରେଣୀ:ପୃଥିବୀ]] |
୧୨:୧୨, ୨୪ ଅକ୍ଟୋବର ୨୦୧୯ ଅନୁସାରେ କରାଯାଇଥିବା ବଦଳ
ଛାୟାପଥ (English: Galaxy), ଅସଂଖ୍ୟ ତାରାର ସମୂହ ଅଟେ ଯାହା ସ୍ୱଚ୍ଛ ଓ ଅନ୍ଧାର ରାତିରେ ଆକାଶ ମଝିରେ ଗତିକରୁଥିବା ଅର୍ଦ୍ଧଚକ୍ର ଋପେ ଏବଂ ଝିଲମିଲ ମେଖଳା ସମାନ ଦେଖାଯାଇଥାଏ । ଏହି ମେଖଳା ବସ୍ତୁତଃ ଏକ ପୂର୍ଣ୍ଣଚକ୍ରର ଅଙ୍ଗ ଅଟେ ଯାହାର ଦିଗବଳୟ ତଳ ଭାଗ ଦେଖାଯାଏ ନାହିଁ । ଭାରତରେ ଏହି ଛାୟାପଥକୁ ମନ୍ଦାକିନୀ, ସ୍ୱର୍ଣ୍ଣଗଙ୍ଗା, ସ୍ୱର୍ନଦୀ, ସୁରନଦୀ,ଆକାଶନଦୀ, ଦେବନଦୀ, ନାଗବୀଥୀ, ହରିତାଳୀ ଇତ୍ୟାଦି ମଧ୍ୟ କୁହାଯାଏ ।
ପୃଥିବୀ ଓ ସୂର୍ଯ୍ୟ ଯେପରି ଛାୟାପଥରେ ଅବସ୍ଥିତ ଅଛନ୍ତି, ରାତିରେ ଆମ୍ଭେମାନେ ଖାଲି ଆଖିରେ ସେହି ଛାୟାପଥର ତାରା ମାନଙ୍କୁ ଦେଖିପାରୁ । ଏବେ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ଯେତିକି ଭାଗ ଜଣା ପଡିଛି ସେଥିମଧ୍ୟରୁ ପାଖାପାଖି ଏହିପରି ୧୯ ଆରବ ଛାୟାପଥ ରହିବାର ଅନୁମାନ ରହିଛି । ବ୍ରହ୍ମାଣ୍ଡର ବିଷ୍ଫୋଟ ସିଦ୍ଧାନ୍ତ (ବିଗ ବଙ୍ଗ ଥିୟୋରୀ ଅଫ ୟୁନିଭର୍ସ) ଅନୁଶାରେ ସମସ୍ତ ଛାୟାପଥ ନିଜ-ନିଜ ଠାରୁ ତିବ୍ର ଭାବେ ଦୂରକୁ ନିଜ ସ୍ଥାନ ବଦଳାଇ ଦେଉଛି ।
ବ୍ରହ୍ମାଣ୍ଡରେ ଶହେ ଆରବ ଛାୟାପଥର ଅସ୍ତିତ୍ତ୍ୱ ରହିଛି , ଯାହା ବଡ ମାତ୍ରାରେ ତାରା, ଗ୍ୟାସ ଓ ଖଗୋଲୀୟ ଧୂଳୀକୁ ସାଉଣ୍ଟି ରଖିଛି । ଛାୟାପଥ ନିଜ ଜୀବନ ଏକଲକ୍ଷ ବର୍ଷ ପୂର୍ବେ ପ୍ରାରମ୍ଭ କରିଥିଲା ଏବଂ ଧିରେ ଧିରେ ନିଜର ବର୍ତ୍ତମାନ ସ୍ୱରୂପକୁ ପ୍ରାପ୍ତ କରିଥିଲା । ପ୍ରତ୍ୟେକ ଛାୟାପଥ ତାରା ମାନଙ୍କୁ ସାଉଣ୍ଟି ରଖିଛି । ଗୁରୁତ୍ୱାକର୍ଷଣ ତାରା ମାନଙ୍କୁ ଏକା ସହିତ ବାନ୍ଧି ରଖିଥାଏ ଏବଂ ଏହିପ୍ରକାରେ ସେମାନଙ୍କ ଛାୟାପଥ ଏକାସହିତ ମିଶି ତାରା ଗୁଚ୍ଛରେ ରହିଥାଏ ।
ପ୍ରାରମ୍ଭରେ ଖଗୋଲୀୟ ଶାସ୍ତ୍ରୀ ମାନଙ୍କ ଧାରଣା ଥିଲା ଯେ, ବ୍ରହ୍ମାଣ୍ଡରେ ନୂତନ ଛାୟାପଥର ଜନ୍ମ ସମ୍ଭବତଃ ପୁରୂଣା ଛାୟାପଥର ବିଷ୍ଫୋଟର ଫଳସ୍ୱରୂପ ହୋଇଥାଏ । କିନ୍ତୁ ୟାର୍କ ବିଶ୍ୱବିଦ୍ୟାଳୟର ଖଗୋଲୀୟ ଶାସ୍ତ୍ରୀ- ଡଃ॰ସୀ.ଆର. ପ୍ୟୁଟର୍ନ ଏବଂ ଡଃ॰ଏ.ଈ ରାଇଟ, ଛାୟାପଥର ଚାରୋଟି ସମୂହକୁ ଅନ୍ତରକ୍ରୀୟାର ଅଧ୍ୟୟନ କରି ଏହି ଧାରଣାର ଖଣ୍ଡନ କରିଛନ୍ତି । ସେମାନେ ମତ ଦେଇଥିଲେ ଯେ, ଛାୟାପଥ ମଝିରେ ଏହି ପ୍ରକାର ବିଷ୍ଫୋଟକ ଅନ୍ତର କ୍ରୀଆ ରହି ନଥାଏ ଯାହା ନୂତନ ଛାୟାପଥ କୁ ଜନ୍ମ ଦେଇପାରେ ।
ଛାୟାପଥ ର ପ୍ରକାର
ଅଧିକାଂଶ ଛାୟାପଥ ର କେନ୍ଦ୍ର ତାରା ମାନଙ୍କ ଦ୍ୱାରା ଘେରି ହୋଇଥିବା ଗୋଲାକାର ଭାଗ ଅଟେ ଯାହାକୁ ନାଭିକ କୁହାଯାଏ ଏବଂ ଏହି ନାଭିକ ନିଜ ଚାରିପଟେ ଏକ ତଳିୟ ଗୋଲାକାର ଡିସ୍କ ଦ୍ୱାରା ଯୋଡ଼ିହୋଇ ରହିଥାଏ । ଖଗୋଲ ବିଜ୍ଞାନୀ ମାନେ ଛାୟାପଥ କୁ ନିଜ ଆକାରର ଆଧାରରେ ମୁଖ୍ୟରୂପେ ତିନୋଟି ଭାଗରେ ବିଭାଜିତ କରିଥାନ୍ତି ଯଥା: ସର୍ପିଲ ଛାୟାପଥ, ଦୀର୍ଘବୃତ୍ତୀୟ ଛାୟାପଥ ତଥା ଅନିୟମିତତା ଛାୟାପଥ । "ସର୍ପିଲ ଛାୟାପଥ" ଡିସ୍କ ଆକାରର ହୋଇଥାଏ, ଯାହାର ମଝିଭାଗ ଦୃଶ୍ୟମାନ ହୋଇଥାଏ । ଏହାର ମଝିଭାଗରୁ ଚମକ ଯୁକ୍ତ ସର୍ପିଲ ବାହାରି ରହିଥାଏ । ଏହି ଛାୟାପଥ ରେ ସ୍ଥିତ ତାରାମାନେ ଅପେକ୍ଷାକୃତ କମ ଆୟୁଷ ବିଶିଷ୍ଟ ହୋଇଥାନ୍ତି । ଆମର "ଆକାଶ ଗଙ୍ଗା" (ମିଲ୍କି ୱେ) ଏହାର ଅନ୍ତର୍ଗତ ରେ ଆସିଥାନ୍ତି । "ଦୀର୍ଘ ବୃତ୍ତୀୟ ଛାୟାପଥ" ଚକ୍ରାକାର କିମ୍ବା ଗୋଲାକାର ହୋଇଥାନ୍ତି । ଏହି ଛାୟାପଥ ମାନଙ୍କ କେନ୍ଦ୍ର ସର୍ବାଧିକ ଚମକ ଯୁକ୍ତ ହୋଇଥାଏ ଓ ପରିଧି ଆଡକୁ ଚମକ କମ ହୋଇଥାଏ ।ଏହି ଛାୟାପଥ ରେ ସ୍ଥିତ ତାରା ମାନ ଅପେକ୍ଷାକୃତ ଅଧିକ ଆୟୁଷ ବିଶିଷ୍ଟ ହୋଇଥାନ୍ତି । "ଅନିୟମିତ ଛାୟାପଥ"ର କୌଣସି ନିଶ୍ଚିତ ଆକାର ରହି ନଥାଏ । ଏମାନଙ୍କ ଆକାରରେ ପରିବର୍ତ୍ତନ ହୋଇଥାଏ । କମ ଗୁରୁତ୍ତ୍ୱ ଶକ୍ତି କାରଣରୁ ଏମାନଙ୍କ ମଧ୍ୟରେ ଏହିପରି ହୋଇଥାଏ ।