"ଲକ୍ଷ୍ମୀ ବରାହ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 20°41′03.1″N 86°38′45.5″E / 20.684194°N 86.645972°E / 20.684194; 86.645972
ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ବ/ୱ ଫଳା ବଦଳ
ସଜାଣି
୧ କ ଧାଡ଼ି: ୧ କ ଧାଡ଼ି:
{{ଆଧାର ନାହିଁ}}
{{ଆଧାର ନାହିଁ}}
{{Infobox Hindu temple
| name = ଲକ୍ଷ୍ମୀ ବରାହ ମନ୍ଦିର‌
| image = Barahji Mandira Alli.jpg
| image_upright =
| alt =
| caption =
| map_type =
| map_caption =
| coordinates = {{coord|20|41|03.1|N|86|38|45.5|E|type:landmark_region:IN_scale:5000|display=inline,title}}
| native_name =
| country = [[ଭାରତ]]
| state = [[ଓଡ଼ିଶା]]
| district = [[କେନ୍ଦ୍ରାପଡ଼ା ଜିଲ୍ଲା|Kକେନ୍ଦ୍ରାପଡ଼ା]]
| locale = ଆଳି
| elevation_m =
| deity = [[ବରାହ]], [[ଲକ୍ଷ୍ମୀ]]
| festivals= [[ରଥଯାତ୍ରା]]
| architecture = [[କଳିଙ୍ଗ ସ୍ଥାପତ୍ୟ କଳା|କଳିଙ୍ଗ]]
| temple_quantity =
| monument_quantity=
| inscriptions =
| year_completed = ୧୫୫୦
| creator =
| website =
}}


'''ଶ୍ରୀ ଲକ୍ଷ୍ମୀ ବରାହ ସ୍ୱାମୀ ମଦିର ଭାରତୀୟ ରାଜ୍ୟ ଓଡ଼ିଶାର [[କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରପଡା]] ଜିଲ୍ଲାରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର । ଏଠାରେ ବିଷ୍ଣୁଙ୍କ ବରାହ ଅବତାରଙ୍କୁ ଆରାଧନା କରାଯାଏ । '''


'''ଲକ୍ଷ୍ମୀ ବରାହ ମନ୍ଦିର‌''' ଭାରତୀୟ ରାଜ୍ୟ ଓଡ଼ିଶାର [[କେନ୍ଦ୍ରାପଡ଼ା ଜିଲ୍ଲା|କେନ୍ଦ୍ରାପଡ଼ା]] ଜିଲ୍ଲାରେ ଅବସ୍ଥିତ<ref name="PeopleSabha2010">{{cite book|author1=India. Parliament. House of the People|author2=India. Parliament. Lok Sabha|title=Lok Sabha Debates|url=https://books.google.com/books?id=U3u1Ou2Ae48C|date=24 November 2010|publisher=Lok Sabha Secretariat.}}</ref> ଏକ ପ୍ରାଚୀନ ମନ୍ଦିର ।<ref name="RathRatnam1995">{{cite book|author1=Bijaya Kumar Rath|author2=Kamalā Ratnam|title=The Forgotten Monuments of Orissa|url=https://books.google.com/books?id=tB5uAAAAMAAJ|year=1995|publisher=Publications Divisions Ministry of Inf & Broadcasting Government of India|isbn=978-81-230-0313-9}}</ref> ଏଠାରେ ବିଷ୍ଣୁଙ୍କ ବରାହ ଅବତାରଙ୍କୁ ଆରାଧନା କରାଯାଏ ।
== ଭୌଗୋଳିକ ଅବସ୍ଥିତି ==

ଏହି ମନ୍ଦିର ବ୍ରାହ୍ମଣୀ ନଦୀ ସନ୍ନିକଟରେ ଅବସ୍ଥିତ । ଅଉଳ ତହସିଲରୁ ଏହାର ଦୁରତ୍ୱ 1 କିଲୋମିଟର । ଅଉଳ ତହସିଲ ଭୁବନେଶ୍ୱର ଠାରୁ 146 କିଲୋମିଟର ଦୂର ଓ ଏହାର ନିକଟବରତି ରେଳ ଷ୍ଟେସନ ଭଦ୍ରକଠାରେ ଅବସ୍ଥିତ । । on the Chennai–Howrah railway route.<ref>{{Cite web|url=https://www.google.com/maps/place/Sri+Lakshmi+Varaha+Swamy+Temple/@20.6833557,86.6455543,16z/data=!4m6!1m3!3m2!1s0x0:0x2324d69133881d31!2sSri+Lakshmi+Varaha+Swamy+Temple!3m1!1s0x0:0x2324d69133881d31|title=Google Maps|website=Google Maps|access-date=2016-05-04}}</ref>
== ଭୌଗଳିକ ଅବସ୍ଥିତି ==
ଏହି ମନ୍ଦିର ବ୍ରାହ୍ମଣୀ ନଦୀ ସନ୍ନିକଟରେ ଅବସ୍ଥିତ । ଆଳି ତହସିଲରୁ ଏହାର ଦୁରତ୍ୱ ୧ କିଲୋମିଟର ଓ କେନ୍ଦ୍ରାପଡ଼ା ସଦର ମହକୁମାଠାରୁ ୪୦ କିଲୋମିଟର ।<ref>{{cite web |title=Culture |url=http://www.orissa-tourism.com/web/Attractions/Destinations/Kendrapara.aspx |website=http://www.orissa-tourism.com |publisher=orissa tourism |accessdate=7 August 2019}}</ref> ଆଳି ତହସିଲ ଭୁବନେଶ୍ୱରଠାରୁ ୧୪୬ କିଲୋମିଟର ଦୂର ଓ ଏହାର ନିକଟବର୍ତ୍ତୀ ରେଳ ଷ୍ଟେସନ ଭଦ୍ରକଠାରେ ଅବସ୍ଥିତ ।<ref>{{Cite web|url=https://www.google.com/maps/place/Sri+Lakshmi+Varaha+Swamy+Temple/@20.6833557,86.6455543,16z/data=!4m6!1m3!3m2!1s0x0:0x2324d69133881d31!2sSri+Lakshmi+Varaha+Swamy+Temple!3m1!1s0x0:0x2324d69133881d31|title=Google Maps|website=Google Maps|access-date=2016-05-04}}</ref>


== କିମ୍ବଦନ୍ତୀ ==
== କିମ୍ବଦନ୍ତୀ ==
Tଅଉଳ  ର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ ଯାଜପୁରଠାରେ ଥିବା ମାଁ ବିରଜା ପୀଠକୁ ନିୟମିତ ଦର୍ଶନା ପାଇଁ ଯାଉଥିଲେ । ଥରେ ନଦୀରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତିରେ ସ୍ୱପ୍ନରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀ ଟିରକୁ ଘୋଡାରେ ଗଲେ । ସେତୁ ଫେରିବା ବଲେ ତାଙ୍କ ପଛରେ ଭଗବାନ ଆସୁଥିବାର ପଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନରେ ପଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତମାନର ମନ୍ଦିର 20 ଶ ଶତାବ୍ଦୀରେ ରାଜା ବ୍ରଜସୁନ୍ଦର ଦେବାଙ୍କଦ୍ୱାରା ପୁନର୍ନିର୍ମିତ ହେଇଥିଲା ।  
ଆଳିର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ ଯାଜପୁରଠାରେ ଥିବା ମାଁ ବିରଜା ପୀଠକୁ ନିୟମିତ ଦର୍ଶନ ପାଇଁ ଯାଉଥିଲେ । ଥରେ ନଦୀରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତିରେ ସ୍ୱପ୍ନରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀତିରକୁ ଘୋଡାରେ ଗଲେ । ସେଠୁ ଫେରିବା ବେଳେ ତାଙ୍କ ପଛରେ ଭଗବାନ ଆସୁଥିବାର ସେ ପାଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନରେ ପାଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତମାନର ମନ୍ଦିର ବିଂଶ ଶତାବ୍ଦୀରେ ରାଜା ବ୍ରଜସୁନ୍ଦର ଦେବଙ୍କଦ୍ୱାରା ପୁନର୍ନିର୍ମିତ ହେଇଥିଲା ।  


== ଯାନୀ ଯାତ୍ରା ==
== ଯାନୀ ଯାତ୍ରା ==
* ବଜାର ଦ୍ୱାଦଶୀ
* ବଜାର ଦ୍ୱାଦଶୀ ,ଅବତାର ଦିବସରେ ଏଠାରେ ଲକ୍ଷ୍ୟାଧିକ ଲୋକଙ୍କ ସମାରୋହ ହେଇଥାଏ । 
* ଦୋଳ ଯାତ୍ରା ମଧ୍ୟ ଖୁବ ଯାକ ଜମକରେ ହୁଏ 
* ଦୋଳ ଯାତ୍ରା
* ରଜ ପର୍ବ 
* ରଜ ପର୍ବ 
* କୁମାର ପୁରଣିମା 
* କୁମାର ପୁରଣିମା 
୧୭ କ ଧାଡ଼ି: ୪୩ କ ଧାଡ଼ି:
* ରଥ ଯାତ୍ରା 
* ରଥ ଯାତ୍ରା 



== ପୁନଶ୍ଚ ଦେଖଣା ==
== ଆଧାର ସମୂହ ==
== ଆଧାର ସମୂହ ==
{{Reflist}}
{{Reflist}}

୧୨:୫୬, ୭ ଅଗଷ୍ଟ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଲକ୍ଷ୍ମୀ ବରାହ ମନ୍ଦିର‌
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictKକେନ୍ଦ୍ରାପଡ଼ା
ଦେବାଦେବୀବରାହ, ଲକ୍ଷ୍ମୀ
Festivalsରଥଯାତ୍ରା
Location
ସ୍ଥାନଆଳି
Stateଓଡ଼ିଶା
Countryଭାରତ
ଭୌଗଳିକ ଅବସ୍ଥିତି20°41′03.1″N 86°38′45.5″E / 20.684194°N 86.645972°E / 20.684194; 86.645972
Architecture
Typeକଳିଙ୍ଗ
Completed୧୫୫୦


ଲକ୍ଷ୍ମୀ ବରାହ ମନ୍ଦିର‌ ଭାରତୀୟ ରାଜ୍ୟ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ[୧] ଏକ ପ୍ରାଚୀନ ମନ୍ଦିର ।[୨] ଏଠାରେ ବିଷ୍ଣୁଙ୍କ ବରାହ ଅବତାରଙ୍କୁ ଆରାଧନା କରାଯାଏ ।

ଭୌଗଳିକ ଅବସ୍ଥିତି 

ଏହି ମନ୍ଦିର ବ୍ରାହ୍ମଣୀ ନଦୀ ସନ୍ନିକଟରେ ଅବସ୍ଥିତ । ଆଳି ତହସିଲରୁ ଏହାର ଦୁରତ୍ୱ ୧ କିଲୋମିଟର ଓ କେନ୍ଦ୍ରାପଡ଼ା ସଦର ମହକୁମାଠାରୁ ୪୦ କିଲୋମିଟର ।[୩] ଆଳି ତହସିଲ ଭୁବନେଶ୍ୱରଠାରୁ ୧୪୬ କିଲୋମିଟର ଦୂର ଓ ଏହାର ନିକଟବର୍ତ୍ତୀ ରେଳ ଷ୍ଟେସନ ଭଦ୍ରକଠାରେ ଅବସ୍ଥିତ ।[୪]

କିମ୍ବଦନ୍ତୀ 

ଆଳିର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ ଯାଜପୁରଠାରେ ଥିବା ମାଁ ବିରଜା ପୀଠକୁ ନିୟମିତ ଦର୍ଶନ ପାଇଁ ଯାଉଥିଲେ । ଥରେ ନଦୀରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତିରେ ସ୍ୱପ୍ନରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀତିରକୁ ଘୋଡାରେ ଗଲେ । ସେଠୁ ଫେରିବା ବେଳେ ତାଙ୍କ ପଛରେ ଭଗବାନ ଆସୁଥିବାର ସେ ପାଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନରେ ପାଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତମାନର ମନ୍ଦିର ବିଂଶ ଶତାବ୍ଦୀରେ ରାଜା ବ୍ରଜସୁନ୍ଦର ଦେବଙ୍କଦ୍ୱାରା ପୁନର୍ନିର୍ମିତ ହେଇଥିଲା ।  

ଯାନୀ ଯାତ୍ରା 

  • ବଜାର ଦ୍ୱାଦଶୀ
  • ଦୋଳ ଯାତ୍ରା
  • ରଜ ପର୍ବ 
  • କୁମାର ପୁରଣିମା 
  • କାର୍ତିକ ପୁର୍ଣିମା 
  • ରଥ ଯାତ୍ରା 


ଆଧାର ସମୂହ 

  1. India. Parliament. House of the People; India. Parliament. Lok Sabha (24 November 2010). Lok Sabha Debates. Lok Sabha Secretariat.
  2. Bijaya Kumar Rath; Kamalā Ratnam (1995). The Forgotten Monuments of Orissa. Publications Divisions Ministry of Inf & Broadcasting Government of India. ISBN 978-81-230-0313-9.
  3. "Culture". http://www.orissa-tourism.com. orissa tourism. Retrieved 7 August 2019. {{cite web}}: External link in |website= (help)
  4. "Google Maps". Google Maps. Retrieved 2016-05-04.

ବାହ୍ୟ ସଂଯୋଗ ସବୁ