"ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 20°49′47″N 85°06′12″E / 20.82984°N 85.103252°E / 20.82984; 85.103252
ଉଇକିପିଡ଼ିଆ‌ରୁ
Content deleted Content added
ସଜାଣି
୧ କ ଧାଡ଼ି: ୧ କ ଧାଡ଼ି:
{{Infobox university
'''ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ''', ଭାରତୀୟ ରାଜ୍ୟ [[ଓଡ଼ିଶା]]ର [[ଅନୁଗୁଳ]] ସହରରେ ଅବସ୍ଥିତ ଏକ ସରକାରୀ [[ସ୍ୱୟଂଶାସିତ ମହାବିଦ୍ୟାଳୟ]] । ଏହା ବର୍ତ୍ତମାନ ଜିଲ୍ଲାରେ ପରିଣତ ହେଇଥିବା [[ଅନୁଗୁଳ]] ସହରରେ ୧୯୫୭ ମସିହାରେ ସରକାରଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ଜାତୀୟ ରାଜପଥ -୫୫ରୁ ମାତ୍ର ୧ କିଲୋମିଟର ଦୂରରେ ସହରର ମଧ୍ୟ ସ୍ଥଳୀରେ ଅବସ୍ଥାପିତ । 
| name = ଅନୁଗୁଳ ସ୍ୱୟାଂଶାସିତ ମହାବିଦ୍ୟାଳୟ
| native_name =
|native_name_lang = or
| image =
| image_name =
| motto =
| established = ୧୯୫୭
| type = ସହ-ଶିକ୍ଷା
| undergrad = ସ୍ନାତକ(ବିଜ୍ଞାନ, କଳା ଓ ବାଣିଜ୍ୟ), ଏମବିଏ
| staff = ୧୫୦+
| students = ୩୦୦୦+
| president =
| principal = ପ୍ରୀତମ ରାଜା
| rector =
| chancellor =
| doctoral =
| city = [[ଅନୁଗୋଳ]]
| state = [[ଓଡ଼ିଶା]]
| country = [[ଭାରତ]]
| campus =
| colours =
| mascot =
| nickname =
|coor = {{coord|20.82984|85.103252|region:IN-OR_type:edu|display=title}}
| affiliations =ୟୁଜିସି(UGC), ନାକ୍(NAAC), [[ଉତ୍କଳ ବିଶ୍ୱବିଦ୍ୟାଳୟ]]
| website = {{URL|http://gaca.nic.in}}
}}
'''ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ''', ଭାରତୀୟ ରାଜ୍ୟ [[ଓଡ଼ିଶା]]ର [[ଅନୁଗୋଳ]]<ref>{{cite web |title=Colleges/Universities |url=https://angul.nic.in/public-utility-category/colleges/page/2/ |website=angul.nic.in |publisher=Anugul District Administration |accessdate=31 July 2019}}</ref> ସହରରେ ଅବସ୍ଥିତ ଏକ ସରକାରୀ [[ସ୍ୱୟଂଶାସିତ ମହାବିଦ୍ୟାଳୟ]] ।<ref name="Kumar2006">{{cite book|author=Ashish Kumar|title=Handbook of Universities|url=https://books.google.com/books?id=ZKgM7P5iGwgC&pg=PA371|year=2006|publisher=Atlantic Publishers & Dist|isbn=978-81-269-0607-9|pages=371–}}</ref> ଏହା ୧୯୫୭ ମସିହାରେ ସରକାରଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ଜାତୀୟ ରାଜପଥ ୫୫ରୁ ମାତ୍ର ୧ କିଲୋମିଟର ଦୂରରେ ସହରର ମଧ୍ୟ ସ୍ଥଳୀରେ ଅବସ୍ଥାପିତ । 


== ଇତିହାସ ==
== ଇତିହାସ ==
ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷରେ [[ଅନୁଗୁଳ]] ସରକାରୀ କଲେଜ ଭାବରେ ୧୯୭୬ରୁ ରହିଛି ଓ ଏହା [[ଭୁବନେଶ୍ୱର]]ସ୍ଥ [[ଉତ୍କଳ ବିଶ୍ୱବିଦ୍ୟାଳୟ]] ସହ ସହବନ୍ଧିତ ହେଇଥିଲା୧୯୯୦ରୁ ଏହି କଲେଜ ଅଞ୍ଚଳରେ ଅଗ୍ରଣୀ କଲେଜ ହିସାବରେ ପରିଗଣିତ ହେଇ ଆସୁଛି । 
ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷରେ 'ଅନୁଗୋଳ ସରକାରୀ କଲେଜ' ଭାବରେ ୧୯୭୬ରୁ ରହିଛି ଓ ଏହା [[ଉତ୍କଳ ବିଶ୍ୱବିଦ୍ୟାଳୟ]] ସହ ସହବନ୍ଧିତ । ୨୦୦୬-୭ରେ ଏହି କଲେଜ NAACଦ୍ୱାରା ଏକ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହେଲା । 

୧୦୦୬-୭ରେ ଏହି କଲେଜ NAACଦ୍ୱାରା ଏକ [[ସ୍ୱଯାଂଶାସିତ କଲେଜ]]ର ମାନ୍ୟତା ପ୍ରାପ୍ତ ହେଲା । 


== ବିଭାଗ ସବୁ ==
== ବିଭାଗ ସବୁ ==
* ଆର୍ଟସ , ସାଇନ୍ସ କମର୍ସ ସହିତ ଭିଭିନ୍ନ କର୍ମଭିତ୍ତିକ ବିଷୟରେ ଅନର୍ସ ସହ ଏଠାରେ ରହିଛି । ଏମବିଏ ପାଇଁ ମଧ୍ୟ ଏଠାରେ ସ୍ୱତନ୍ତ୍ର  ବିଭାଗ ଖୋଲାଯାଇଛି । <br><br>
କଳା ବାଣିଜ୍ୟ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ସହିତ ଏଠାରେ ବିଭିନ୍ନ କର୍ମଭିତ୍ତିକ ବିଷୟରେ ଅନର୍ସ ପାଠ୍ୟକ୍ରମ ରହିଛି ।<ref>{{cite web |url=http://dheodisha.gov.in/SAMS/HonoursReportDetails.aspx |website=http://dheodisha.gov.in |publisher=dheodisha |accessdate=31 July 2019}}</ref> ଏମବିଏ ପାଇଁ ମଧ୍ୟ ଏଠାରେ ସ୍ୱତନ୍ତ୍ର ବିଭାଗ ଅଛି । 
== ଛାତ୍ରାବାସ ==
* <br>
ମହାବିଦ୍ୟାଳୟରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ଟି ବାଳକ ହଷ୍ଟେଲ ସହ ୨ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ରହିଛି । 

== ହଷ୍ଟେଲ ==
କଲେଜରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ଟି ବାଳକ ହଷ୍ଟେଲ ସହ ୨ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ରହିଛି । 


== ଆଧାର ==
== ଆଧାର ==
{{Reflist}}
{{ଆଧାର}}


== ବାହ୍ୟ ସଂଯୋଗ ==
== ବାହ୍ୟ ସଂଯୋଗ ==

୧୫:୨୫, ୩୧ ଜୁଲାଇ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଅନୁଗୁଳ ସ୍ୱୟାଂଶାସିତ ମହାବିଦ୍ୟାଳୟ
ସ୍ଥାପିତ୧୯୫୭
ପ୍ରକାରସହ-ଶିକ୍ଷା
ଅଧ୍ୟକ୍ଷପ୍ରୀତମ ରାଜା
ପ୍ରଶାସନୀକ ସଦସ୍ୟ୧୫୦+
ଛାତ୍ର ଛାତ୍ରୀ ସଂଖ୍ୟା୩୦୦୦+
ତଳସ୍ନାତକସ୍ନାତକ(ବିଜ୍ଞାନ, କଳା ଓ ବାଣିଜ୍ୟ), ଏମବିଏ
ଅବସ୍ଥାନଅନୁଗୋଳ, ଓଡ଼ିଶା, ଭାରତ
20°49′47″N 85°06′12″E / 20.82984°N 85.103252°E / 20.82984; 85.103252
ଅନୁବନ୍ଧନୟୁଜିସି(UGC), ନାକ୍(NAAC), ଉତ୍କଳ ବିଶ୍ୱବିଦ୍ୟାଳୟ
ୱେବସାଇଟgaca.nic.in

ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ, ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୋଳ[୧] ସହରରେ ଅବସ୍ଥିତ ଏକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ[୨] ଏହା ୧୯୫୭ ମସିହାରେ ସରକାରଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏହା ଜାତୀୟ ରାଜପଥ ୫୫ରୁ ମାତ୍ର ୧ କିଲୋମିଟର ଦୂରରେ ସହରର ମଧ୍ୟ ସ୍ଥଳୀରେ ଅବସ୍ଥାପିତ । 

ଇତିହାସ 

ବିଭିନ୍ନ ନାମ ଦିଆ ହୋଇଥିବା ଏହି କଲେଜ ପରିଶେଷରେ 'ଅନୁଗୋଳ ସରକାରୀ କଲେଜ' ଭାବରେ ୧୯୭୬ରୁ ରହିଛି ଓ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ । ୨୦୦୬-୭ରେ ଏହି କଲେଜ NAACଦ୍ୱାରା ଏକ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହେଲା । 

ବିଭାଗ ସବୁ 

କଳା ବାଣିଜ୍ୟ ଓ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ସହିତ ଏଠାରେ ବିଭିନ୍ନ କର୍ମଭିତ୍ତିକ ବିଷୟରେ ଅନର୍ସ ପାଠ୍ୟକ୍ରମ ରହିଛି ।[୩] ଏମବିଏ ପାଇଁ ମଧ୍ୟ ଏଠାରେ ସ୍ୱତନ୍ତ୍ର ବିଭାଗ ଅଛି । 

ଛାତ୍ରାବାସ 

ମହାବିଦ୍ୟାଳୟରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ଟି ବାଳକ ହଷ୍ଟେଲ ସହ ୨ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ରହିଛି । 

ଆଧାର 

  1. "Colleges/Universities". angul.nic.in. Anugul District Administration. Retrieved 31 July 2019.
  2. Ashish Kumar (2006). Handbook of Universities. Atlantic Publishers & Dist. pp. 371–. ISBN 978-81-269-0607-9.
  3. http://dheodisha.gov.in. dheodisha http://dheodisha.gov.in/SAMS/HonoursReportDetails.aspx. Retrieved 31 July 2019. {{cite web}}: External link in |website= (help); Missing or empty |title= (help)

ବାହ୍ୟ ସଂଯୋଗ