"ହରିହର ମହାପାତ୍ର (ଅଭିନେତା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Regular Character Changes
ଟିକେNo edit summary
୧୯ କ ଧାଡ଼ି: ୧୯ କ ଧାଡ଼ି:
|alma_mater = ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
|alma_mater = ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
|religion =
|religion =
|spouse =
|spouse = ମୋନାଲିସା ମହାପାତ୍ର
|children = ତାବିସି ତନୟା ମହାପାତ୍ର<ref>{{cite news |title=ବ୍ୟକ୍ତିତ୍ୱ |url=http://odishanewsnitidin.com/index.php?ID=20&PubId=4&schedule=2019-07-26&PageId=62707&PageNum=9 |accessdate=26 July 2019 |issue=ନିତିଦିନ ୨୫/୦୭/୨୦୧୯ ପୃଷ୍ଠା ୯ |publisher=ନିତିଦିନ}}</ref>
|children =
|parents = ଭଗବାନ ମହାପାତ୍ର<BR/>ପାର୍ବତୀ ମହାପାତ୍ର
|parents =
|awards =
|awards =
|signature =
|signature =

୧୧:୦୩, ୨୬ ଜୁଲାଇ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ହରିହର ମହାପାତ୍ର
ଜନ୍ମ (1975-12-23) ୨୩ ଡିସେମ୍ବର ୧୯୭୫ (ବୟସ ୪୮)
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ପ୍ରସିଦ୍ଧିଅଭିନେତା
ବୈବାହିକ-ସାଥୀମୋନାଲିସା ମହାପାତ୍ର
ସନ୍ତାନତାବିସି ତନୟା ମହାପାତ୍ର[୧]
ପିତାମାତାଭଗବାନ ମହାପାତ୍ର
ପାର୍ବତୀ ମହାପାତ୍ର

ହରିହର ମହାପାତ୍ର, ଜଣେ ଜଣାଶୁଣା ଓଡ଼ିଆ ଅଭିନେତା ।[୨] ବ୍ୟଙ୍ଗ ଅଭିନୟ ପାଇଁ ସେ ବିଶେଷ ଭାବରେ ପରିଚିତ । ଚଳଚ୍ଚିତ୍ର ବ୍ୟତିତ ରଙ୍ଗମଞ୍ଚ ଓ ଦୂରଦର୍ଶନରେ ମଧ୍ୟ ସେ ଅଭିନୟ ଓ ନିର୍ଦ୍ଦେଶନା କରନ୍ତି ।

ହରିହର ମହାପାତ୍ର, ୧୯୭୫ ମସିହା ଡିସେମ୍ବର ମାସ ୨୩ ତାରିଖରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭଗବାନ ମହାପାତ୍ର ଓ ମାତାଙ୍କ ନାମ ପାର୍ବତୀ ମହାପାତ୍ର ଅଟେ । ପିଲାଦିନରୁ ତାଙ୍କର ନାଟକ ଓ ଅଭିନୟ ପ୍ରତି ଦୂର୍ବଳତା ରହିଥିଲା । ସେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ, ଅଭିନୟ ବିଷୟରେ ଶିକ୍ଷାଗ୍ରହଣ କରିଛନ୍ତି । ୧୯୯୦ ମସିହାରୁ, ସେ ଅଭିନୟକୁ ନିଜର ପେଷାଭାବରେ ଗ୍ରହଣ କରିଛନ୍ତି ।[୩]

ଆଧାର

  1. "ବ୍ୟକ୍ତିତ୍ୱ". No. ନିତିଦିନ ୨୫/୦୭/୨୦୧୯ ପୃଷ୍ଠା ୯. ନିତିଦିନ. Retrieved 26 July 2019.
  2. http://www.newindianexpress.com/states/odisha/Film-fiesta-this-Raja/2013/05/24/article1603024.ece?service=print
  3. ଧରିତ୍ରୀ ୨୫/୦୬/୨୦୧୪ରେ ପ୍ରକାଶିତ ଧରିତ୍ରୀ ଆଳାପ

ବାହାର ଆଧାର