"ସୀତାକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ →‎ଯୋଗସୂତ୍ର ପେଡ଼ି: +ସାହିତ୍ୟ ଭାରତୀ ସମ୍ମାନ
ଉତ୍କଳ ରତ୍ନ
୭୯ କ ଧାଡ଼ି: ୭୯ କ ଧାଡ଼ି:
* ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରୁ ଜଣେ)<ref>http://www.limcabookofrecords.in/peopleoftheyear.aspx?id=16</ref>
* ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରୁ ଜଣେ)<ref>http://www.limcabookofrecords.in/peopleoftheyear.aspx?id=16</ref>
* ସାହିତ୍ୟ ଭାରତୀ ସମ୍ମାନ, ୨୦୧୦
* ସାହିତ୍ୟ ଭାରତୀ ସମ୍ମାନ, ୨୦୧୦
* ଉତ୍କଳ ରତ୍ନ ସମ୍ମାନ(ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୯<ref>{{cite news |title=ସୀତାକାନ୍ତ ମହାପାତ୍ରଙ୍କ 'ଉତ୍କଳ ରତ୍ନ ସମ୍ମାନ' |url=http://sambadepaper.com/epapermain.aspx?edcode=10&eddate=6/10/2019&querypage=4# |accessdate=10 June 2019 |issue=ଧରିତ୍ରୀ ୧୦/୦୬/୨୦୧୯ ପୃଷ୍ଠା ୪ |publisher=ଧରିତ୍ରୀ}}</ref>

== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}

୧୦:୨୯, ୧୦ ଜୁନ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ସୀତାକାନ୍ତ ମହାପାତ୍ର
Born (1937-09-17) ୧୭ ସେପ୍ଟେମ୍ବର ୧୯୩୭ (ବୟସ ୮୬)
Occupationପ୍ରଶାସନିକ ଅଧିକାରୀ
Known forକବି, ସାହିତ୍ୟ ସମାଲୋଚକ
Notable workଶବଦର ଆକାଶ (୧୯୭୧)
ସମୁଦ୍ର (୧୯୭୭)

ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର ୧୯୩୭) ଓଡ଼ିଆଇଂରାଜୀ ଭାଷାର ଜଣେ କବିସାହିତ୍ୟ ସମାଲୋଚକ[୧] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ

ସାହିତ୍ୟ ସର୍ଜନା

କବିତା

  • ଦୀପ୍ତି ଓ ଦ୍ୟୁତି (୧୯୬୩)
  • ଅଷ୍ଟପଦୀ (୧୯୬୭)
  • ଶବଦର ଆକାଶ (୧୯୭୧)
  • ସମୁଦ୍ର (୧୯୭୭)
  • ଚିତ୍ରନଦୀ (୧୯୭୯)
  • ଆର ଦୃଶ୍ୟ (୧୯୮୧)
  • ସମୟର ଶେଷ ନାମ (୧୯୮୪)
  • କାହାକୁ ପୁଚ୍ଛିବା କୁହ (୧୯୮୭)
  • ଚଢେଇରେ ତୁ କି ଜାଣୁ (୧୯୯୦)
  • ଫେରି ଆସିବାର ବେଳ (୧୯୯୧)
  • ଶ୍ରେଷ୍ଠ କବିତା (୧୯୯୨)
  • ବର୍ଷା ସକାଳ (୧୯୯୩)
  • ପାଦ ଚିହ୍ନ ( ୧୯୯୬)
  • ମୃତ୍ୟୁର ଅସୀମ ଧୈର୍ଯ୍ୟ (୧୯୯୭)
  • ନିର୍ବାଚିତ କବିତା (୧୯୯୮)
  • କପଟ ପାସ (୨୦୦୦)
  • ଅସରନ୍ତି ପିଲାଦିନ, ମଗଧ ଓ ଅନ୍ୟାନ କବିତା ( ୨୦୦୨)(ଅନୁବାଦ)
  • ସୂର୍ଯ୍ୟ ତୃଷ୍ଣା (୨୦୦୨)(ଅନୁବାଦ)
  • ପ୍ରଦକ୍ଷିଣା ( ୨୦୦୨)

ପ୍ରବନ୍ଧ

  • ଭିନ୍ନ ଆକାଶ ଭିନ୍ନ ଦୀପ୍ତି (୧୯୭୮)
  • ନିଶଙ୍ଗ ମଣିଷ (୧୯୮୦)
  • ଶବ୍ଦ, ସ୍ୱପ୍ନ ଓ ନିର୍ଭୀକତା (୧୯୯୦)
  • ଅନ୍ଧାରର ଝୋଟି ଚିତ୍ର (୧୯୯୦)
  • ସମୟର ଆରପାରି (୧୯୯୮)

ଭ୍ରମଣକାହାଣୀ

ତାଳପତ୍ର ଉପରେ

  • ଉଷାବିଳାସ

ଇଂରାଜୀ

  • The curve of meaning (୧୯୭୪)
  • Bare foot in two reality (୧୯୭୫)
  • Gestures of Intimacy (୧୯୭୬)
  • Bhima Bhoi (୧୯୮୩)
  • Modernisation & Ritual (୧୯୮୬)
  • Tradition & Modern Artist (୧୯୮୭)
  • Mohabharat & Modern India Literature (୧୯୮୮)
  • Jagannath Dash (୧୯୯୦)
  • Tribal Wall Paintings of Orissa (୧୯୯୧)
  • Tribal Life and Culture of Orissa (୧୯୯୨)
  • The ruined Temple and other poems, 1996 (କବିତା, ଅନୁବାଦ)
  • Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)

ପଦ ଓ ସମ୍ମାନ

ପଦ

ସମ୍ମାନ

  • ଜ୍ଞାନପୀଠ ସମ୍ମାନ (୧୯୯୩) - ଜୀବନ ବ୍ୟାପି ସାହିତ୍ୟ ସର୍ଜନା ପାଇଁ
  • ଶାରଳା ପୁରସ୍କାର[୨] (୧୯୮୫) - ଆର ଦୃଶ୍ୟ ପୁସ୍ତକ ପାଇଁ
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୧ ଓ ୧୯୮୪) - ଅଷ୍ଟପଦୀ ପୁସ୍ତକ ପାଇଁ
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୪) - ଶବଦର ଆକାଶ ପୁସ୍ତକ ପାଇଁ[୩]
  • ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)
  • ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରୁ ଜଣେ)[୪]
  • ସାହିତ୍ୟ ଭାରତୀ ସମ୍ମାନ, ୨୦୧୦
  • ଉତ୍କଳ ରତ୍ନ ସମ୍ମାନ(ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୯[୫]

ଆଧାର

  1. "Deceptive simplicity". The Hindu. Dec 01, 2002. {{cite news}}: Check date values in: |date= (help)
  2. ଶାରଳା ପୁରସ୍କାର ସମ୍ମାନିତଙ୍କ ତାଲିକା
  3. http://odisha.gov.in/e-magazine/orissaannualreference/ORA-2011/pdf/87-89.pdf
  4. http://www.limcabookofrecords.in/peopleoftheyear.aspx?id=16
  5. "ସୀତାକାନ୍ତ ମହାପାତ୍ରଙ୍କ 'ଉତ୍କଳ ରତ୍ନ ସମ୍ମାନ'". No. ଧରିତ୍ରୀ ୧୦/୦୬/୨୦୧୯ ପୃଷ୍ଠା ୪. ଧରିତ୍ରୀ. Retrieved 10 June 2019.

ଅଧିକ ତଥ୍ୟ