"ଋଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୬୦ କ ଧାଡ଼ି: ୬୦ କ ଧାଡ଼ି:


== ଋଣ ଶୋଷଣ ==
== ଋଣ ଶୋଷଣ ==
Predatory lending is one form of abuse in the granting of loans. It usually involves granting a loan in order to put the borrower in a position that one can gain advantage over him or her; subprime mortgage-lending<ref>{{Cite web|url=http://money.cnn.com/2000/04/18/home_auto/q_lend/|title=Predators try to steal home|last=<!--Not stated-->|date=18 Apr 2000|website=money.cnn.com|publisher=[CNN]|access-date=7 Mar 2018|quote=}}</ref> and payday-lending<ref>{{Cite news|url=https://www.npr.org/sections/thetwo-way/2016/06/02/480329986/new-rules-to-ban-payday-lending-debt-traps|title=New Rules To Ban Payday Lending 'Debt Traps'|last=Horsley|first=Scott|date=2 Jun 2016|work=[[National Public Radio]]|access-date=7 Mar 2018|last2=Arnold|first2=Chris|location=}}</ref> are two examples, where the moneylender is not authorized or regulated, the lender could be considered a loan shark.
ରୁଣକର୍ତ୍ତାଙ୍କୁ ଅସୁବିଧାରେ ପକେଇବାକୁ ନିୟମହୀନ ବଜାର (ମୁଖ୍ୟତଃ ବ୍ୟକ୍ତିଗତ ଋଣ ସାଧାରଣ ଲୋକଙ୍କଠାରୁ ଆଣିଲେ)ର ଋଣଦାତାମାନେ ଶୋଷଣ କରିଥାନ୍ତି <ref>{{Cite web|url=http://money.cnn.com/2000/04/18/home_auto/q_lend/|title=Predators try to steal home|last=<!--Not stated-->|date=18 Apr 2000|website=money.cnn.com|publisher=[CNN]|access-date=7 Mar 2018|quote=}}</ref> <ref>{{Cite news|url=https://www.npr.org/sections/thetwo-way/2016/06/02/480329986/new-rules-to-ban-payday-lending-debt-traps|title=New Rules To Ban Payday Lending 'Debt Traps'|last=Horsley|first=Scott|date=2 Jun 2016|work=[[National Public Radio]]|access-date=7 Mar 2018|last2=Arnold|first2=Chris|location=}}</ref> ଋଣଦାତା ଅଧିକ ସୁଧର ହାର କିମ୍ବା ଖୁବ କମ ସମୟ ଋଣ ପରିଶୋଧ କରିବାକୁ ଦେଇ, ବନ୍ଧା ସମ୍ପତ୍ତି ହାତେଇ ନେବାର ନଜିର ରହିଛି କ୍ରେଡିଟ କାର୍ଡ଼ କମ୍ପାନୀ ଗୁଡିକ ସାଧାରଣତଃ ଅଧିକ ସୁଧ ହାର ପାଇଁ ସମାଲୋଚିତ ହୋଇଥାନ୍ତି ।<ref>{{Cite news|url=http://www.financialexpress.com/latest_full_story.php?content_id=163028|title=Credit card holders pay Rs 6,000 cr 'extra'|last=<!--Staff writer(s); no by-line.-->|date=3 May 2007|work=The Financial Express (India)|archive-url=https://cornerstonesupport.com/usury-example/|archive-date=2007|dead-url=yes|location=Chennai, India]}}</ref>


== ଅନ୍ୟାନ୍ୟ ==
Usury is a different form of abuse, where the lender charges excessive interest. In different time periods and cultures the acceptable interest rate has varied, from no interest at all to unlimited interest rates. Credit card companies in some countries have been accused by consumer organizations of lending at usurious interest rates and making money out of frivolous "extra charges".<ref>{{Cite news|url=http://www.financialexpress.com/latest_full_story.php?content_id=163028|title=Credit card holders pay Rs 6,000 cr 'extra'|last=<!--Staff writer(s); no by-line.-->|date=3 May 2007|work=The Financial Express (India)|archive-url=https://cornerstonesupport.com/usury-example/|archive-date=2007|dead-url=yes|location=Chennai, India]}}</ref>
ଋଣ ପରିଶୋଧ ନକରିପାରି ଚାଷୀ ଆତ୍ମହତ୍ୟା ଭାରତରେ ଏକ ମୁଖ୍ୟ ସମସ୍ୟା ।<ref>{{Cite web|url=https://khabar.odishatv.in/odisha/again-farmer-death/67259/|title=ପୁଣି ଥରେ ଆସିଲା ଚାଷୀ ଆତ୍ମହତ୍ୟା ଅଭିଯୋଗ|date=2019-02-27|website=OTV Khabar|language=en-US|access-date=2019-05-21}}</ref> ୨୦୧୮ ମସିହାରେ ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ଚାଷୀ ଋଣଗ୍ରସ୍ତ ଥିଲେ ।<ref>{{Cite web|url=http://sambad.in/state/farmer-due-to-tension-of-loan-203948/|title=ରାଜ୍ୟର ୯୦ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ|date=2018-08-31|website=Sambad|language=en-US|access-date=2019-05-21}}</ref>


Abuses can also take place in the form of the customer abusing the lender by not repaying the loan or with an intent to defraud the lender.
== ଆହୁରି ଦେଖନ୍ତୁ ==
== ଆହୁରି ଦେଖନ୍ତୁ ==
* [[Bank|ବ୍ୟାଙ୍କ]]
* [[Bank|ବ୍ୟାଙ୍କ]]

୦୦:୨୫, ୨୨ ମଇ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଲେଖା ଚାଲିଛି...

ଋଣ ହେଉଛି ଜଣେ, ଅନେକ ବ୍ୟକ୍ତି କିମ୍ବା କୌଣସି ସଂସ୍ଥା ଇତ୍ୟାଦି କାହାଠୁ ଟଙ୍କା ଧାର ବା ବାକି ଆଣିଥିଲେ କୁହାଯାଇଥାଏ । ରୁଣକର୍ତ୍ତା ବା ଧାରୁଆ ସମ୍ପୂର୍ଣ୍ଣରୂପେ ମୂଳଧନ ଶୁଝିଲା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ସୁଧ ସହିତ ପରିଶୋଧ କରିବାକୁ ପଡିଥାଏ । ସାଧାରଣତଃ ଏକ ଦଲିଲରେ ଅନ୍ୟାନ୍ୟ ଦରକାରୀ ତଥ୍ୟ ସହିତ ଋଣ ନେଇଥିବା ମୂଳଧନ, ଋଣଦାତାଙ୍କୁ ମିଳିବାକୁ ଥିବା ବାର୍ଷିକ ସୁଧ, ଋଣକର୍ତ୍ତାଙ୍କର ପରବର୍ତ୍ତୀ ଟଙ୍କା ଦେବା ତାରିଖ ଇତ୍ୟାଦି ଲେଖାଥାଏ ।

ଋଣକର୍ତ୍ତାରୂପେ ଧାର ଦେବା ବ୍ୟାଙ୍କ ଏବଂ କ୍ରେଡିଟ କାର୍ଡ କମ୍ପାନୀଗୁଡିକର ଏକ ମୁଖ୍ୟ ବ୍ୟବସାୟ ମାର୍ଗ ଅଟେ । ଆଜିକାଲି ଅନେକ ଗୁଡିଏ ଆପ ନିଜର ଗ୍ରାହକମାନଙ୍କ ପାଇଁ ମଧ୍ୟ ଆଂଶିକ ପ୍ରକାରର ଋଣ ଦେଉଛନ୍ତି । ଅନ୍ୟ ସଂସ୍ଥାଗୁଡ଼ିକ ଋଣ କଣ୍ଟ୍ରାକ୍ଟ ଯଥା ବଣ୍ଡ ପ୍ରକାଶ କରି ଧାର କରିଥାନ୍ତି ।

ବିଭିନ୍ନ ପ୍ରକାରର ଋଣ

ସୁରକ୍ଷିତ

ଏହି ଋଣରେ ରୁଣକର୍ତ୍ତା କିଛି ସମ୍ପତ୍ତି (ଯଥା: କାର, ଜମି, ଘର, ସୁନାରୂପା ଇତ୍ୟାଦି) ବନ୍ଧାରେ ରଖି ଋଣ ନେଇଥାନ୍ତି । ଋଣ ଶୁଝି ନପାରିଲେ ଋଣଦାତା କ୍ଷତିପୂରଣ ବାବଦରେ ବନ୍ଧାଥିବା ସମ୍ପତ୍ତିକୁ ନିଜ ଅକ୍ତିଆରକୁ ଆଣିପାରିବେ ।

ସେହିଭଳି ଏକ କାର କିଣିବାକୁ ନିଆଯାଇଥିବା କାର ଋଣରେ କିଣାଯାଇଥିବା କାରଟି ବନ୍ଧା ପଡ଼ିଥାଏ । ଦୁଇ ପ୍ରକାରର ଗାଡ଼ି ଋଣ ଥାଏ ।

  • ସିଧାସଳଖ ଋଣ, ଏଥିରେ ବ୍ୟାଙ୍କରୁ ସିଧାସଳଖ ଋଣ ନିଆଯାଇଥାଏ ।
  • ପରୋକ୍ଷ ଋଣ, ଏଥିରେ ବିକ୍ରୀକରୁଥିବା ଗାଡ଼ିର ଶୋରୁମ ଡିଲର ବ୍ୟାଙ୍କ ଏବଂ ରୁଣକର୍ତ୍ତାଙ୍କ ଭିତରେ ମଧ୍ୟସ୍ଥି ସାଜି ଋଣ ବ୍ୟବସ୍ଥା କରାଇଦିଅନ୍ତି ।

ଅସୁରକ୍ଷିତ

ଅସୁରକ୍ଷିତ ରୂଣଗୁଡ଼ିକରେ କିଛି ବନ୍ଧା ରଖାଯାଇନଥାଏ । ବିଭିନ୍ନ ପ୍ରକାରର ଏହି ଭଳି ରୂଣଗୁଡ଼ିକ ହେଲା:

  • କ୍ରେଡିଟ କାର୍ଡ଼ ଋଣ
  • ବ୍ୟକ୍ତିଗତ ଋଣ
  • ବ୍ୟାଙ୍କ ଓଭରଡ୍ରାଫ୍ଟ ଇତ୍ୟାଦି ।

ସୁଧର ହାର ଉଭୟପକ୍ଷଙ୍କର ମଧ୍ୟରେ ନିର୍ଦ୍ଧାରଣ କରାଯାଇଥାଏ । ଏଥିରେ କୌଣସି ନିୟମ ନଥାଏ । ସାଧାରଣତଃ ଅସୁରକ୍ଷିତ ଋଣର ସୁଧାର ହାର ଅଧିକ ଥାଏ, କାରଣ ଏଥିରେ ଋଣଦାତାଙ୍କର ଟଙ୍କା ବୁଡ଼ିବାର ଅବସର ଅଧିକ ଥାଏ ।

ଦାବି

ଦାବିଯୁକ୍ତ ଋଣଗୁଡିକ ସ୍ୱଳ୍ପମିଆଦୀ ଋଣ ହୋଇଥାଏ ।[୧] ଏହାର ପରିଶୋଧ କରିବାର କୌଣସି ନିର୍ଦ୍ଧାରିତ ସମୟ ନଥାଏ । ଅନ୍ୟପକ୍ଷରେ ଏହାର ଏକ ଭାସମାନ ଋଣ ଥାଏ ଯାହା ସମୟାନୁସାରେ ପରିବର୍ତ୍ତିତ ହୋଇଥାଏ । ଋଣଦାତା ଚାହିଁଲେ କେବେବି ଋଣ ପରିଶୋଧ ପାଇଁ ଦାବି କରିପାରିବେ । ଏହା ଉଭୟ ସୁରକ୍ଷିତ କିମ୍ବା ଅସୁରକ୍ଷିତ ହୋଇପାରେ ।

ରିହାତିଯୁକ୍ତ

ଏକ ରିହାତିଯୁକ୍ତ ଋଣରେ ମୁଖ୍ୟତଃ ସୁଧ କିଛି ପରିମାଣରେ ସରକାରଙ୍କଦ୍ୱାରା କମ କରାଯାଇଥାଏ । ଯୁକ୍ତରାଷ୍ଟ୍ରରେ ଛାତ୍ରଋଣରେ ଏହିଭଳି ହୋଇଥାଏ ।[୨]

ସୁବିଧାପୂର୍ଣ୍ଣ

ଏହି ଋଣ ପ୍ରାୟତଃ ବିଦେଶୀ କମ୍ପାନୀ ବିକାଶଶୀଳ ଦେଶକୁ ସୁଧରେ ରିହାତି ଦେଇ କିମ୍ବା ପରିଶୋଧର ସମୟ ବଢ଼ାଇ ପ୍ରଦାନ କରିଥାନ୍ତି ।[୩]

ଲକ୍ଷିତ ଗ୍ରାହକ

ରୁଣକର୍ତ୍ତା ବ୍ୟକ୍ତି କିମ୍ବା ବ୍ୟବସାୟ ହିସାବରେ ଅଲଗା ନିୟମ ହୋଇଥାଏ ।

ବ୍ୟକ୍ତିଗତ

ସାଧାରଣ ବ୍ୟକ୍ତିଗତ ଋଣଗୁଡ଼ିକ ହେଲା ମର୍ଡଗେଜ ଋଣ, କାର ଋଣ, କ୍ରେଡିଟ କାର୍ଡ଼, ଇନଷ୍ଟାଲମେଂଟ ଋଣ ଏବଂ ଦରମା ଋଣ ଇତ୍ୟାଦି । ବ୍ୟକ୍ତିର କ୍ରେଡିଟ ସ୍କୋର ଦେଖିକି ଋଣର ପରିମାଣ ଆଦି ଧାର୍ଯ୍ୟ ହୋଇଥାଏ । ଅଧିକ ସମୟର ଋଣ ନେଲେ ମାସିକ ଦେୟର ପରିମାଣ କମ ହୋଇଥାଏ । କିନ୍ତୁ ଯେତେ ଅଧିକ ସମୟ ନେବେ ସେତେ ଅଧିକ ସୁଧ ସହ ମୂଳ ଦେବାକୁ ପଡିଥାଏ । [୪]

ବ୍ୟବସାୟିକ

ବ୍ୟବସାୟର କ୍ରେଡିଟ ରେଟିଙ୍ଗ ଦେଖି କର୍ପୋରେଟ ବଣ୍ଡ, ବ୍ୟବସାୟିକ ମର୍ଡଗେଜ ଆଦି ରଖି ଋଣ ମିଳିଥାଏ ।

ଋଣ ପରିଶୋଧ

ସାଧାରଣତଃ ଅଧିକାଂଶ ଋଣରେ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସମାନ ପରିମାଣର ଅର୍ଥ ପେୟ କରିବାକୁ ପଡିଥାଏ ।[୫]

ଯେଉଁଠାରେ

ମାସିକ ସ୍ଥାୟୀ ଦେୟ: P

ଋଣର ପରିମାଣ: L

ଋଣ ପରିଶୋଧର ସମୟ: n ମାସ ଏବଂ

ମାସିକ ସୁଧ ହାର: c

ଋଣ ଶୋଷଣ

ରୁଣକର୍ତ୍ତାଙ୍କୁ ଅସୁବିଧାରେ ପକେଇବାକୁ ନିୟମହୀନ ବଜାର (ମୁଖ୍ୟତଃ ବ୍ୟକ୍ତିଗତ ଋଣ ସାଧାରଣ ଲୋକଙ୍କଠାରୁ ଆଣିଲେ)ର ଋଣଦାତାମାନେ ଶୋଷଣ କରିଥାନ୍ତି ।[୬] [୭] ଋଣଦାତା ଅଧିକ ସୁଧର ହାର କିମ୍ବା ଖୁବ କମ ସମୟ ଋଣ ପରିଶୋଧ କରିବାକୁ ଦେଇ, ବନ୍ଧା ସମ୍ପତ୍ତି ହାତେଇ ନେବାର ନଜିର ରହିଛି । କ୍ରେଡିଟ କାର୍ଡ଼ କମ୍ପାନୀ ଗୁଡିକ ସାଧାରଣତଃ ଅଧିକ ସୁଧ ହାର ପାଇଁ ସମାଲୋଚିତ ହୋଇଥାନ୍ତି ।[୮]

ଅନ୍ୟାନ୍ୟ

ଋଣ ପରିଶୋଧ ନକରିପାରି ଚାଷୀ ଆତ୍ମହତ୍ୟା ଭାରତରେ ଏକ ମୁଖ୍ୟ ସମସ୍ୟା ।[୯] ୨୦୧୮ ମସିହାରେ ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ଚାଷୀ ଋଣଗ୍ରସ୍ତ ଥିଲେ ।[୧୦]

ଆହୁରି ଦେଖନ୍ତୁ

ଆଧାର

  1. Signoriello, Vincent J. (1991), Commercial Loan Practices and Operations, ISBN 978-1-55520-134-0
  2. Subsidized Loan - Definition and Overview at About.com. Retrieved 2011-12-21.
  3. Concessional Loans, Glossary of Statistical Terms, oecd.org, Retrieved on 5/5/2013
  4. "Average new-car loan a record 65 months in fourth quarter". Reuters. August 6, 2017. Retrieved 2017-08-06.
  5. Guttentag, Jack (October 6, 2007). "The Math Behind Your Home Loan". The Washington Post. Retrieved May 11, 2010.
  6. "Predators try to steal home". money.cnn.com. [CNN]. 18 Apr 2000. Retrieved 7 Mar 2018.
  7. Horsley, Scott; Arnold, Chris (2 Jun 2016). "New Rules To Ban Payday Lending 'Debt Traps'". National Public Radio. Retrieved 7 Mar 2018.
  8. "Credit card holders pay Rs 6,000 cr 'extra'". The Financial Express (India). Chennai, India]. 3 May 2007. Archived from the original on 2007. {{cite news}}: Check date values in: |archive-date= (help); Unknown parameter |dead-url= ignored (|url-status= suggested) (help)
  9. "ପୁଣି ଥରେ ଆସିଲା ଚାଷୀ ଆତ୍ମହତ୍ୟା ଅଭିଯୋଗ". OTV Khabar (in ଆମେରିକୀୟ ଇଂରାଜୀ). 2019-02-27. Retrieved 2019-05-21.
  10. "ରାଜ୍ୟର ୯୦ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ". Sambad (in ଆମେରିକୀୟ ଇଂରାଜୀ). 2018-08-31. Retrieved 2019-05-21.