"ବସନ୍ତ ମଞ୍ଜରୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ସାଧାରଣ ବନାନ ସୁଧାର
୨୯ କ ଧାଡ଼ି: ୨୯ କ ଧାଡ଼ି:


==ଜୀବନୀ==
==ଜୀବନୀ==
ବସନ୍ତ ମଞ୍ଜରୀ , ୧୯୦୦ ମସିହାରେ ନୀଳଗିରିର ରାଜା ''ଶ୍ୟାମଚନ୍ଦ୍ର ମର୍ଦରାଜ ହରିଚନ୍ଦନଙ୍କ'' କନ୍ୟାଭାବରେ ଜନ୍ମଗ୍ରହଣ କରିଥିଲେ । ୧୯୨୮ମସିହାରେ ସେ ରଣପୁରର ଯୁବରାଜ ବିରଞ୍ଚି ନାରାୟଣ ସିଂହଦେଓଙ୍କୁ ବିବାହ କରିଥିଲେ । ୧୯୪୫ରେ ତାଙ୍କ ପୁତ୍ର ''ବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ'' ରଣପୁରର ରାଜା ଭାବରେ ଅଭିଷିକ୍ତ ହେବାପରେ, ବସନ୍ତ ମଞ୍ଜରି ରାଜମାତାର ମର୍ଯ୍ୟଦା ପାଇଥିଲେ ।<ref>{{cite news |title=ଭୋଟ ପେଡ଼ିର ପୁରୁଣା କଥା |url=http://sambadepaper.com/Details.aspx?id=602903&boxid=23419335 |accessdate=30 April 2019 |issue=ସମ୍ବାଦ ୩୦/୦୪/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨ |publisher=ଇଷ୍ଟର୍ଣ୍ଣ ମିଡ଼ିଆ}}</ref> ୧୯୫୨ ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ [[ରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ରଣପୁରରୁ]] ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।<ref>[http://www.odishahelpline.com/Profile-of-Late-Basant-Manjari-Devi-of-RANPUR-constituency-985.html], Late Basant Manjari Devi | MLA Profile</ref> ସେ ରଣପୁରର ରାଜମାତା ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, ୬୧ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦ ଫେବୃଆରୀ ୧୯୫୨ରୁ ୬ ଅପ୍ରେଲ୍ ୧୯୫୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଅଧସ୍ତନ ମନ୍ତ୍ରୀ ଥିଲେ ଓ ୨୭ ଅପ୍ରେଲ୍ ୧୯୫୭ରୁ ୨୨ ମଇ ୧୯୫୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ନାମରେ ଚନ୍ଦପୁରଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ଅଛି ।<ref>[http://www.indianrajputs.com/view/nilgiri], Nilgiri Princely State</ref>
ବସନ୍ତ ମଞ୍ଜରୀ , ୧୯୦୦ ମସିହାରେ ନୀଳଗିରିର ରାଜା ''ଶ୍ୟାମଚନ୍ଦ୍ର ମର୍ଦରାଜ ହରିଚନ୍ଦନଙ୍କ'' କନ୍ୟାଭାବରେ ଜନ୍ମଗ୍ରହଣ କରିଥିଲେ । ୧୯୨୮ମସିହାରେ ସେ ରଣପୁରର ଯୁବରାଜ ବିରଞ୍ଚି ନାରାୟଣ ସିଂହଦେଓଙ୍କୁ ବିବାହ କରିଥିଲେ । ୧୯୪୫ରେ ତାଙ୍କ ପୁତ୍ର ''ବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ'' ରଣପୁରର ରାଜା ଭାବରେ ଅଭିଷିକ୍ତ ହେବାପରେ, ବସନ୍ତ ମଞ୍ଜରି ରାଜମାତାର ମର୍ଯ୍ୟଦା ପାଇଥିଲେ ।<ref>{{cite news |title=ଭୋଟ ପେଡ଼ିର ପୁରୁଣା କଥା |url=http://sambadepaper.com/Details.aspx?id=602903&boxid=23419335 |accessdate=30 April 2019 |issue=ସମ୍ବାଦ ୩୦/୦୪/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨ |publisher=ଇଷ୍ଟର୍ଣ୍ଣ ମିଡ଼ିଆ}}</ref> ୧୯୫୨ ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ [[ରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ରଣପୁରରୁ]] ଲଢି ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref>[http://www.odishahelpline.com/Profile-of-Late-Basant-Manjari-Devi-of-RANPUR-constituency-985.html], Late Basant Manjari Devi | MLA Profile</ref> ସେ ରଣପୁରର ରାଜମାତା ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, ୬୧ରେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦ ଫେବୃଆରୀ ୧୯୫୨ରୁ ୬ ଅପ୍ରେଲ୍ ୧୯୫୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଅଧସ୍ତନ ମନ୍ତ୍ରୀ ଥିଲେ ଓ ୨୭ ଅପ୍ରେଲ୍ ୧୯୫୭ରୁ ୨୨ ମଇ ୧୯୫୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ନାମରେ ଚନ୍ଦପୁରଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ଅଛି ।<ref>[http://www.indianrajputs.com/view/nilgiri], Nilgiri Princely State</ref>


==ଆଧାର==
==ଆଧାର==

୧୨:୦୮, ୨୦ ମଇ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ବସନ୍ତ ମଞ୍ଜରୀ ଦେବୀ
Member:
ନିର୍ବାଚନ ମଣ୍ଡଳୀରଣପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୦୦
ମୃତ୍ୟୁ୭ ଜୁନ ୧୯୬୧(୧୯୬୧-୦୬-୦୭)
ଜାତୀୟତାଭାରତୀୟ
ଜୀବନ ସାଥୀଯୁବରାଜ ଶ୍ରୀ ବିରଞ୍ଚି ନାରାୟଣ ସିଂଦେଓ ବାହାଦୁର (ବି: ୧୯୨୮)
ସନ୍ତାନବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ
ଘରରଣପୁର, ଓଡ଼ିଶା

ବସନ୍ତ ମଞ୍ଜରୀ ଦେବୀ, ଥିଲେ ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ ।[୧] ୧୯୫୨ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଗଠିତ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ସେ ସ୍ୱାସ୍ଥବିଭାଗର ଉପମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ଜୀବନୀ

ବସନ୍ତ ମଞ୍ଜରୀ , ୧୯୦୦ ମସିହାରେ ନୀଳଗିରିର ରାଜା ଶ୍ୟାମଚନ୍ଦ୍ର ମର୍ଦରାଜ ହରିଚନ୍ଦନଙ୍କ କନ୍ୟାଭାବରେ ଜନ୍ମଗ୍ରହଣ କରିଥିଲେ । ୧୯୨୮ମସିହାରେ ସେ ରଣପୁରର ଯୁବରାଜ ବିରଞ୍ଚି ନାରାୟଣ ସିଂହଦେଓଙ୍କୁ ବିବାହ କରିଥିଲେ । ୧୯୪୫ରେ ତାଙ୍କ ପୁତ୍ର ବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ ରଣପୁରର ରାଜା ଭାବରେ ଅଭିଷିକ୍ତ ହେବାପରେ, ବସନ୍ତ ମଞ୍ଜରି ରାଜମାତାର ମର୍ଯ୍ୟଦା ପାଇଥିଲେ ।[୨] ୧୯୫୨ ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ ରଣପୁରରୁ ଲଢି ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ସେ ରଣପୁରର ରାଜମାତା ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, ୬୧ରେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦ ଫେବୃଆରୀ ୧୯୫୨ରୁ ୬ ଅପ୍ରେଲ୍ ୧୯୫୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଅଧସ୍ତନ ମନ୍ତ୍ରୀ ଥିଲେ ଓ ୨୭ ଅପ୍ରେଲ୍ ୧୯୫୭ରୁ ୨୨ ମଇ ୧୯୫୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ନାମରେ ଚନ୍ଦପୁରଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ଅଛି ।[୪]

ଆଧାର

  1. [୧], RANPUR (Princely State)
  2. "ଭୋଟ ପେଡ଼ିର ପୁରୁଣା କଥା". No. ସମ୍ବାଦ ୩୦/୦୪/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 30 April 2019.
  3. [୨], Late Basant Manjari Devi | MLA Profile
  4. [୩], Nilgiri Princely State