"ବସନ୍ତ ମଞ୍ଜରୀ ଦେବୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Hellohappy (ଆଲୋଚନା | ଅବଦାନ) ଜୀବନୀ |
Hellohappy (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{Infobox Indian politician |
{{Infobox Indian politician |
||
| name = ବସନ୍ତ ମଞ୍ଜରୀ ଦେବୀ |
| name = ବସନ୍ତ ମଞ୍ଜରୀ ଦେବୀ |
||
|native_name = |
|native_name = |
||
|native_name_lang = or |
|native_name_lang = or |
||
| image = |
| image = |
||
| caption = |
| caption = |
||
| birth_date = ୧୯୦୦ |
| birth_date = ୧୯୦୦ |
||
| birth_place = |
| birth_place = |
||
| residence = [[ରଣପୁର]], [[ଓଡ଼ିଶା]] |
| residence = [[ରଣପୁର]], [[ଓଡ଼ିଶା]] |
||
| death_date = {{Death date |
| death_date = {{Death date|1961|06|07|df=y}} |
||
| death_place = |
| death_place = |
||
| office = Member: |
| office = Member: |
||
| constituency = [[ରଣପୁର ( |
| constituency = [[ରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ରଣପୁର]] |
||
| term = |
| term = |
||
| predecessor = |
| predecessor = |
||
୧୭ କ ଧାଡ଼ି: | ୧୭ କ ଧାଡ଼ି: | ||
| party = |
| party = |
||
| religion = [[ହିନ୍ଦୁ]] |
| religion = [[ହିନ୍ଦୁ]] |
||
| spouse = |
| spouse = ଯୁବରାଜ ଶ୍ରୀ ବିରଞ୍ଚି ନାରାୟଣ ସିଂଦେଓ ବାହାଦୁର (ବି: ୧୯୨୮) |
||
| children = ବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ |
| children = ବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ |
||
| website = |
| website = |
୧୨:୪୬, ୩୦ ଅପ୍ରେଲ ୨୦୧୯ ଅନୁସାରେ କରାଯାଇଥିବା ବଦଳ
ବସନ୍ତ ମଞ୍ଜରୀ ଦେବୀ | |
---|---|
Member: | |
ନିର୍ବାଚନ ମଣ୍ଡଳୀ | ରଣପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯୦୦ |
ମୃତ୍ୟୁ | ୭ ଜୁନ ୧୯୬୧ |
ଜାତୀୟତା | ଭାରତୀୟ |
ଜୀବନ ସାଥୀ | ଯୁବରାଜ ଶ୍ରୀ ବିରଞ୍ଚି ନାରାୟଣ ସିଂଦେଓ ବାହାଦୁର (ବି: ୧୯୨୮) |
ସନ୍ତାନ | ବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ |
ଘର | ରଣପୁର, ଓଡ଼ିଶା |
ବସନ୍ତ ମଞ୍ଜରୀ ଦେବୀ, ଥିଲେ ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ ।[୧] ୧୯୫୨ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଗଠିତ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ସେ ସ୍ୱାସ୍ଥବିଭାଗର ଉପମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଜୀବନୀ
ବସନ୍ତ ମଞ୍ଜରୀ , ୧୯୦୦ ମସିହାରେ ନୀଳଗିରିର ରାଜା ଶ୍ୟାମଚନ୍ଦ୍ର ମର୍ଦରାଜ ହରିଚନ୍ଦନଙ୍କ କନ୍ୟାଭାବରେ ଜନ୍ମଗ୍ରହଣ କରିଥିଲେ । ୧୯୨୮ମସିହାରେ ସେ ରଣପୁରର ଯୁବରାଜ ବିରଞ୍ଚି ନାରାୟଣ ସିଂହଦେଓଙ୍କୁ ବିବାହ କରିଥିଲେ । ୧୯୪୫ରେ ତାଙ୍କ ପୁତ୍ର ବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ ରଣପୁରର ରାଜା ଭାବରେ ଅଭିଷିକ୍ତ ହେବାପରେ, ବସନ୍ତ ମଞ୍ଜରି ରାଜମାତାର ମର୍ଯ୍ୟଦା ପାଇଥିଲେ ।[୨] ୧୯୫୨ ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ ରଣପୁରରୁ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।[୩] ସେ ରଣପୁରର ରାଜମାତା ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, ୬୧ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦ ଫେବୃଆରୀ ୧୯୫୨ରୁ ୬ ଅପ୍ରେଲ୍ ୧୯୫୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଅଧସ୍ତନ ମନ୍ତ୍ରୀ ଥିଲେ ଓ ୨୭ ଅପ୍ରେଲ୍ ୧୯୫୭ରୁ ୨୨ ମଇ ୧୯୫୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ନାମରେ ଚନ୍ଦପୁରଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ଅଛି ।[୪]