"ମାହିୟା ମାହି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫ କ ଧାଡ଼ି: ୫ କ ଧାଡ଼ି:
| alt = <!-- descriptive text for use by the blind and visually impaired's speech synthesis (text-to-speech) software -->
| alt = <!-- descriptive text for use by the blind and visually impaired's speech synthesis (text-to-speech) software -->
| caption =
| caption =
| native_name = মাহিয়া মাহি
| native_name = মাহিয়া মাহী
| native_name_lang = bn
| native_name_lang = bn
| birth_name = ଶାରମିନ ଅକତାର ନିପା
| birth_name = ଶାରମିନ ଅକତାର ନିପା
୨୧ କ ଧାଡ଼ି: ୨୧ କ ଧାଡ଼ି:
}}
}}


'''ମାହିୟା ମାହି''' ({{lang-bn|মাহিয়া মাহি}}; ଜନ୍ମ: ୨୭ ଅକ୍ଟୋବର ୧୯୯୩)<ref name="jn27Oct2013">{{cite news|script-title=হাসপাতালে মাহীর জন্মদিন পালন |trans-title=Mahi birthday in hospital |url=http://www.jamunanews24.com/index.php/entertainment-view/44578-2013-10-27-15-29-41.html |language=bn |newspaper=Jamuna News 24 |date=27 October 2013 |archive-url=https://web.archive.org/web/20131029202954/http://www.jamunanews24.com/index.php/entertainment-view/44578-2013-10-27-15-29-41.html |archive-date=29 October 2013 |access-date=31 January 2017 |deadurl=yes |df= }}</ref><ref>{{Cite web|url=https://actimg.blogspot.com/2018/03/mahiya-mahi-film-actress-of-bangladesh.html|title=Mahiya Mahi Latest Photography|last=|first=|date=|website=|archive-url=|archive-date=|dead-url=|access-date=}}</ref> ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।<ref>[http://www.dhallywood24.com/%E0%A6%9B%E0%A7%8B%E0%A6%9F%E0%A7%8D%E0%A6%9F-%E0%A6%AC%E0%A7%87%E0%A6%B2%E0%A6%BE%E0%A6%B0-%E0%A6%B8%E0%A7%87%E0%A6%87-%E0%A6%AE%E0%A6%BE%E0%A6%B9%E0%A6%BF-%E0%A6%9F%E0%A6%BE/ ছোট্ট বেলার সেই মাহি টা]. Dhallywood24.com. Retrieved on 17 October 2015.</ref><ref>Islam, Zia Nazmul. [https://web.archive.org/web/20140216232500/http://www.thedailystar.net/showbiz/mahi-fire-in-disguise-11182 MAHI FIRE IN DISGUISE]. ''The Daily Star''</ref> ସେ ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ''ଭଲବାସର ରଙ୍ଗ'', ଯାହାକି ସେତେବେଳେ ବଡ଼ ସଫଳତା ପାଇଥିଲା ।<ref>[http://www.ittefaq.com.bd/index.php?ref=MjBfMTFfMDVfMTNfMV85XzFfODMyODU%3D চলচ্চিত্রে আলোচিত ৫ নায়িকার দৌড় চলছে এখন!] ittefaq.com.bd</ref><ref>[https://web.archive.org/web/20140218124023/http://www.banglamail24.com/index.php?ref=ZGV0YWlscy0yMDEzXzEwXzEwLTc2LTU3ODg0 সাত নায়িকার উত্তেজনায় কাঁপছে বড় পর্দা]. Banglamail24. 10 October 2013.</ref><ref>[http://www.kalerkantho.com/?view=details&type=gold&data=news&pub_no=1180&cat_id=1&menu_id=54&news_type_id=1&index=8&archiev=yes&arch_date=13-03-2013 সাইমন-মাহীর 'পোড়া মন'] kalerkantho.com</ref> ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ତାଙ୍କର ପେଶା ଆରମ୍ଭ କରିବାପରେ ଜଣେ ସଫଳ ଅଭିନେତ୍ରୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ ଏବଂ ରଙ୍ଗୀନ ଦୁନିଆରେ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଭାବରେ ସେ ଜଣା । ବର୍ତ୍ତମାନ ସେ ବଙ୍ଗଳାଦେଶ କଥାଚିତ୍ର ଜଗତର ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ।<ref>[http://news.priyo.com/2013/11/05/mahi-new-dhallywood-sensation-90302.html Mahi: A new Dhallywood sensation]. ''Priyo News''. 5 November 2013</ref><ref>qhttp://www.bhorerkagoj.net/print-edition/2017/03/18/137201.php</ref>
'''ମାହିୟା ମାହି''' ({{lang-bn|মাহিয়া মাহী}}; ଜନ୍ମ: ୨୭ ଅକ୍ଟୋବର ୧୯୯୩)<ref name="jn27Oct2013">{{cite news|script-title=হাসপাতালে মাহীর জন্মদিন পালন |trans-title=Mahi birthday in hospital |url=http://www.jamunanews24.com/index.php/entertainment-view/44578-2013-10-27-15-29-41.html |language=bn |newspaper=Jamuna News 24 |date=27 October 2013 |archive-url=https://web.archive.org/web/20131029202954/http://www.jamunanews24.com/index.php/entertainment-view/44578-2013-10-27-15-29-41.html |archive-date=29 October 2013 |access-date=31 January 2017 |deadurl=yes |df= }}</ref><ref>{{Cite web|url=https://actimg.blogspot.com/2018/03/mahiya-mahi-film-actress-of-bangladesh.html|title=Mahiya Mahi Latest Photography|last=|first=|date=|website=|archive-url=|archive-date=|dead-url=|access-date=}}</ref> ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।<ref>[http://www.dhallywood24.com/%E0%A6%9B%E0%A7%8B%E0%A6%9F%E0%A7%8D%E0%A6%9F-%E0%A6%AC%E0%A7%87%E0%A6%B2%E0%A6%BE%E0%A6%B0-%E0%A6%B8%E0%A7%87%E0%A6%87-%E0%A6%AE%E0%A6%BE%E0%A6%B9%E0%A6%BF-%E0%A6%9F%E0%A6%BE/ ছোট্ট বেলার সেই মাহি টা]. Dhallywood24.com. Retrieved on 17 October 2015.</ref><ref>Islam, Zia Nazmul. [https://web.archive.org/web/20140216232500/http://www.thedailystar.net/showbiz/mahi-fire-in-disguise-11182 MAHI FIRE IN DISGUISE]. ''The Daily Star''</ref> ସେ ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ''ଭଲବାସର ରଙ୍ଗ'', ଯାହାକି ସେତେବେଳେ ବଡ଼ ସଫଳତା ପାଇଥିଲା ।<ref>[http://www.ittefaq.com.bd/index.php?ref=MjBfMTFfMDVfMTNfMV85XzFfODMyODU%3D চলচ্চিত্রে আলোচিত ৫ নায়িকার দৌড় চলছে এখন!] ittefaq.com.bd</ref><ref>[https://web.archive.org/web/20140218124023/http://www.banglamail24.com/index.php?ref=ZGV0YWlscy0yMDEzXzEwXzEwLTc2LTU3ODg0 সাত নায়িকার উত্তেজনায় কাঁপছে বড় পর্দা]. Banglamail24. 10 October 2013.</ref><ref>[http://www.kalerkantho.com/?view=details&type=gold&data=news&pub_no=1180&cat_id=1&menu_id=54&news_type_id=1&index=8&archiev=yes&arch_date=13-03-2013 সাইমন-মাহীর 'পোড়া মন'] kalerkantho.com</ref> ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ତାଙ୍କର ପେଶା ଆରମ୍ଭ କରିବାପରେ ଜଣେ ସଫଳ ଅଭିନେତ୍ରୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ ଏବଂ ରଙ୍ଗୀନ ଦୁନିଆରେ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଭାବରେ ସେ ଜଣା । ବର୍ତ୍ତମାନ ସେ ବଙ୍ଗଳାଦେଶ କଥାଚିତ୍ର ଜଗତର ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ।<ref>[http://news.priyo.com/2013/11/05/mahi-new-dhallywood-sensation-90302.html Mahi: A new Dhallywood sensation]. ''Priyo News''. 5 November 2013</ref><ref>qhttp://www.bhorerkagoj.net/print-edition/2017/03/18/137201.php</ref>


==ପ୍ରାରମ୍ଭିକ ଜୀବନ ଓ ଶିକ୍ଷା==
==ପ୍ରାରମ୍ଭିକ ଜୀବନ ଓ ଶିକ୍ଷା==

୧୯:୪୬, ୧୮ ଅପ୍ରେଲ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ମାହିୟା ମାହି
মাহিয়া মাহী
ଜନ୍ମ
ଶାରମିନ ଅକତାର ନିପା

Error: Need valid birth date: year, month, day[୧]
ରାଜସାହି, ବଙ୍ଗଳାଦେଶ
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୨–ଏବେଯାଏଁ
ପ୍ରସିଦ୍ଧିଅଗ୍ନୀ (୨୦୧୪ର କଥାଚିତ୍ର)
ବୈବାହିକ-ସାଥୀପରଭେଜ ମହମ୍ମଦ ଅପୁ[୨]

ମାହିୟା ମାହି (ବଙ୍ଗଳା: মাহিয়া মাহী; ଜନ୍ମ: ୨୭ ଅକ୍ଟୋବର ୧୯୯୩)[୧][୩] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।[୪][୫] ସେ ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଭଲବାସର ରଙ୍ଗ, ଯାହାକି ସେତେବେଳେ ବଡ଼ ସଫଳତା ପାଇଥିଲା ।[୬][୭][୮] ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ତାଙ୍କର ପେଶା ଆରମ୍ଭ କରିବାପରେ ଜଣେ ସଫଳ ଅଭିନେତ୍ରୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ ଏବଂ ରଙ୍ଗୀନ ଦୁନିଆରେ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଭାବରେ ସେ ଜଣା । ବର୍ତ୍ତମାନ ସେ ବଙ୍ଗଳାଦେଶ କଥାଚିତ୍ର ଜଗତର ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ।[୯][୧୦]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ମାହିୟା ମାହି ୧୯୯୩ ମସିହା ଅକ୍ଟୋବର ମାସ ୨୭ ତାରିଖରେ ବଙ୍ଗଳାଦେଶର ନାଚୋଲ ଉପଜିଲ୍ଲାର ରାଜସାହୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଆବୁ ବକର ଏବଂ ମାଆଙ୍କର ନାମ ଦିଲାରା ଇୟାସମିନ । ଜନ୍ମବେଳେ ତାଙ୍କର ନାମ ଥିଲା ଶାରମିନ ଅକତାର ନିପା, ମାତ୍ର ସେ କଥାଚିତ୍ର ଜଗତରେ କାମ କରିବା ପରେ ନିଜର ନାମ ପରିବର୍ତ୍ତନ କରି ମାହିୟା ମାହି ରଖିଥିଲେ । ସେ ୨୦୧୦ ମସିହାରେ ଉତ୍ତର ହାଇ ସ୍କୁଲ, ଢାକାରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିବାପରେ ୨୦୧୨ ମସିହାରେ ଢାକା ସିଟି କଲେଜରେ ଯୋଗ ଦେଇଥିଲେ ଏବଂ ସେଠାରେ ସେ ତାଙ୍କର ଉଚ୍ଚ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ଶାନ୍ତା-ମାରିୟମ ଇଉନିଭରସିଟି ଅଫ୍ କ୍ରିଏଟିଭ୍ ଆଣ୍ଡ ଟେକ୍ନୋଲୋଜିରେ ଫ୍ୟାସନ ଡିଜାଇନିଂରେ ସ୍ନାତକ ପଢ଼ିଥିଲେ ।[୧୧]

ଅଭିନୟ ଜୀବନ

ମାହିୟା ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧୨] ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ବଲବାସର ରଙ୍ଗ, ଯେଉଁଥିରେ ସେ ନବାଗତ ବାପି ଚୌଧୁରୀଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଏକ ବଡ଼ ସଫଳତା ପାଇଥିଲା ।[୧୩]

୨୦୧୩ ମସିହାରେ ତାଙ୍କ ଅଭିନୀତ ଅନ୍ୟରକମ ଭାଲୋବାସା, ପୋଡ଼ାମନ, ଭାଲୋବାସା ଆଜକାଲ ଓ ତବୁଓ ଭାଲୋବାସି ମୁକ୍ତିଲାଭ କରିଥିଲା । ୨୦୧୪ ମସିହାରେ ସେ କି ଦାରୁନ ଦେଖତେ, ଅଗ୍ନି, ଦବିର ସାହେବେର ସଂସାର, ହାନିମୁନ, ଅନେକ ସାଧେର ମୟନା, ଦେଶା : ଦ ଲିଡର ଆଦି ୬ଟି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ତାଙ୍କ ଅଭିନୀତ ୪ଟି କଥାଚିତ୍ର ରୋମିଓ ବନାମ ଜୁଲିୟେଟ, ବିଗ ବ୍ରାଦାର, ଓୟାର୍ନିଂ, ଅଗ୍ନି ୨ ମୁକ୍ତିଲାଭ କରିଥିଲା । ତାଙ୍କ ଅଭିନୀତ କୃଷ୍ଣପକ୍ଷ, ଅନେକ ଦାମେ କେନା, ହାର ଜିତ୍ ଆଦି ୩ଟି କଥାଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ୨୦୧୭ ମସିହାରେ ସେ ମାତ୍ର ଗୋଟିଏ ଚଳଚ୍ଚିତ୍ର ଢାକା ଆଟକ୍‌ରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ସେ ତୋମାକେ ଚାଇ, ମନେ ରେଖୋ, ତୁଇ ଶୁଧୁ ଆମାର, ଜନତ ଆଦି ୪ଟି କଥାଚିତ୍ରରେ ଅଭିନୟ କରିଥିଲେ ।

ମାହି ବଙ୍ଗଳାଦେଶୀ କଥାଚିତ୍ର ଜଗତେରେ ଅଭିନୟ ଆରମ୍ଭ କରିବାପରେ ବଙ୍ଗଳାଦେଶୀ ମିଡ଼ିଆ ତାଙ୍କୁ ଏକ ବଡ଼ ପରିଚୟ ଦେଇଥିଲା ।[୧୪][୧୫] ଦ ଡେଲି ଇତ୍ତେଫାକ୍ ଏବଂ ଏସିଆନ ଟିଭି କାର୍ଯ୍ୟକ୍ରମ ମୁଭି ବଜାର ତାଙ୍କୁ ୨୦୧୩ ମସିହାର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଘୋଷଣା କରିଥିଲେ ।[୧୬][୧୭][୧୮][୧୯][୨୦] ଏହାପରେ ମାହି ଅପ୍ରେଲ ୨୦୧୪ରେ ଫେୟାର ଆଣ୍ଡ ଲଭ୍‌ଲିର ବ୍ରାଣ୍ଡ ଆମ୍ବାସଡର ଭାବରେ ବିଭିନ୍ନ ବିଜ୍ଞାପନ କରିବା ପାଇଁ ଚୁକ୍ତି କରିଥିଲେ ।[୨୧]

ବୈବାହିକ ଜୀବନ

ମାହିୟା ମାହି ୨୦୧୬ ମସିହାରେ ବିବାହ କରିଥିଲେ ।[୨୨] ସେ ପରଭେଜ ମହମ୍ମଦ ଅପୁଙ୍କୁ ବଙ୍ଗୀୟ ପରମ୍ପରା ଓ ରୀତିନିତି ଅନୁସାରେ ବିବାହ କରିଥିଲେ ।[୨୩]

ଆଧାର

  1. ୧.୦ ୧.୧ হাসপাতালে মাহীর জন্মদিন পালন [Mahi birthday in hospital]. Jamuna News 24 (in Bengali). 27 October 2013. Archived from the original on 29 October 2013. Retrieved 31 January 2017. {{cite news}}: Invalid |script-title=: missing prefix (help); Unknown parameter |deadurl= ignored (|url-status= suggested) (help)
  2. http://www.prothom-alo-com/article/867751/মাহির-বিয়ে
  3. "Mahiya Mahi Latest Photography". {{cite web}}: Cite has empty unknown parameter: |dead-url= (help)
  4. ছোট্ট বেলার সেই মাহি টা. Dhallywood24.com. Retrieved on 17 October 2015.
  5. Islam, Zia Nazmul. MAHI FIRE IN DISGUISE. The Daily Star
  6. চলচ্চিত্রে আলোচিত ৫ নায়িকার দৌড় চলছে এখন! ittefaq.com.bd
  7. সাত নায়িকার উত্তেজনায় কাঁপছে বড় পর্দা. Banglamail24. 10 October 2013.
  8. সাইমন-মাহীর 'পোড়া মন' kalerkantho.com
  9. Mahi: A new Dhallywood sensation. Priyo News. 5 November 2013
  10. qhttp://www.bhorerkagoj.net/print-edition/2017/03/18/137201.php
  11. "Mahiya Mahi, A New Sensation of Bangladeshi films". celebritynewsbd. Retrieved 6 October 2015.
  12. "Mahiya Mahi". Thecelebsfact.com. Retrieved 2016-06-26.
  13. 'ভালবাসার রঙ'-এর ডিজিটাল জাদুতে মুগ্ধ দর্শক. Daily Manab Zamin (in Bengali). Retrieved 6 October 2015. {{cite news}}: Invalid |script-title=: missing prefix (help)
  14. "Mahi: a new Dhallywood sensation". New Age. 5 November 2013. Archived from the original on 30 December 2013.
  15. "Mahiya Mahi sign up for 9 new movies". Dhaka Tribune. 11 July 2013. Retrieved 17 October 2015.
  16. বর্ষসেরা নায়িকা. The Daily Ittefaq (in Bengali). {{cite news}}: Invalid |script-title=: missing prefix (help)
  17. "বর্ষসেরা মাহিয়া মাহী".
  18. "'মুভি বাজার' জরিপে সেরা শাকিব-মাহী".
  19. মুভি বাজারে সেরা পূর্ণদৈর্ঘ্য প্রেমকাহিনী ও পোড়ামন. Kaler Kantho (in Bengali). {{cite news}}: Invalid |script-title=: missing prefix (help)
  20. সেরা শাকিব-মাহী. Bangladesh Pratadin (in Bengali). {{cite news}}: Invalid |script-title=: missing prefix (help)
  21. "Mahi appointed Fair & Lovely's brand ambassador". The Daily Star. 11 April 2014.
  22. "মাহিয়া মাহি". আলোকিত চাঁপাইনবাবগঞ্জ. Retrieved 14 August 2016.
  23. "মাহির বিয়ে". 25 May 2016. Retrieved 11 November 2016.

ବାହାର ଆଧାର