"ନିମ୍‌କି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
୩୧ କ ଧାଡ଼ି: ୩୧ କ ଧାଡ଼ି:
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ।<ref>{{cite news|title=କୁଆଡ଼େ ମୁହାଁଇଛନ୍ତି ଅର୍ଚ୍ଚିତା ଓ ବର୍ଷା!|url=http://sambad.in/entertainment/about-barsha-and-archita-ollywood-story-139221/|accessdate=6 June 2018|newspaper=sambad.in|date=14 May 2018 |archiveurl=http://www.webcitation.org/75nDV8Z3R |archivedate=29 January 2019 |location=Odisha |language=Odia}}</ref> ଅଶ୍ରୁମୋଚନ ମହାନ୍ତି, ପ୍ରଜ୍ଞା ଖଟୁଆ, ତୃପ୍ତି ସିହ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="Nimki on 23"/>
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ।<ref>{{cite news|title=କୁଆଡ଼େ ମୁହାଁଇଛନ୍ତି ଅର୍ଚ୍ଚିତା ଓ ବର୍ଷା!|url=http://sambad.in/entertainment/about-barsha-and-archita-ollywood-story-139221/|accessdate=6 June 2018|newspaper=sambad.in|date=14 May 2018 |archiveurl=http://www.webcitation.org/75nDV8Z3R |archivedate=29 January 2019 |location=Odisha |language=Odia}}</ref> ଅଶ୍ରୁମୋଚନ ମହାନ୍ତି, ପ୍ରଜ୍ଞା ଖଟୁଆ, ତୃପ୍ତି ସିହ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref name="Nimki on 23"/>


ଏହି ଚଳଚ୍ଚିତ୍ରଟିର ୨୦୧୯ ମସିହା ଜାନୁଆରୀ ମାସ ୨୩ ତାରିଖରେ ମୁକ୍ତିଲାଭ କରିଥିଲା ।<ref name="Nimki on 23"/> କଥାଚିତ୍ରଟିର ପ୍ରିମିୟର ଉତ୍ସବରେ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ [[ଜୟା ବଚ୍ଚନ]] ଯୋଗ ଦେଇଥିଲେ ।<ref>{{cite news |title=ଓଲିଉଡ୍ ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସିନେମା 'ନିମକି'ର ପ୍ରିମିୟରରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ବଲିଉଡ଼୍ ଅଭିନେତ୍ରୀ ଜୟା ବଚ୍ଚନ! |url=http://sambad.in/entertainment/jaya-bachhan-is-coming-odisha-for-nimki-primiur-288043/ |accessdate=22 January 2019 |work=Sambad |date=18 January 2019 |archiveurl=http://www.webcitation.org/75cPcTEZK |archivedate=22 January 2019 |location=Odisha |language=Odia}}</ref>
ଏହି ଚଳଚ୍ଚିତ୍ରଟିର ୨୦୧୯ ମସିହା ଜାନୁଆରୀ ମାସ ୨୩ ତାରିଖରେ ମୁକ୍ତିଲାଭ କରିଥିଲା ।<ref>{{cite news |title=ପ୍ରଥମ ମାସରେ ରିଲିଜ୍‌ ହେଲା ଏହିସବୁ ଓଡ଼ିଆ ସିନେମା |url=http://sambad.in/entertainment/odia-films-releases-in-january-299005/ |accessdate=6 February 2019 |work=Sambad |date=5 February 2019 |archiveurl=http://web.archive.org/web/20190206174620/http://sambad.in/entertainment/odia-films-releases-in-january-299005/ |archivedate=6 February 2019 |location=Odisha |language=Odia}}</ref> କଥାଚିତ୍ରଟିର ପ୍ରିମିୟର ଉତ୍ସବରେ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ [[ଜୟା ବଚ୍ଚନ]] ଯୋଗ ଦେଇଥିଲେ ।<ref>{{cite news |title=ଓଲିଉଡ୍ ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସିନେମା 'ନିମକି'ର ପ୍ରିମିୟରରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ବଲିଉଡ଼୍ ଅଭିନେତ୍ରୀ ଜୟା ବଚ୍ଚନ! |url=http://sambad.in/entertainment/jaya-bachhan-is-coming-odisha-for-nimki-primiur-288043/ |accessdate=22 January 2019 |work=Sambad |date=18 January 2019 |archiveurl=http://www.webcitation.org/75cPcTEZK |archivedate=22 January 2019 |location=Odisha |language=Odia}}</ref>


==ଅଭିନୟ==
==ଅଭିନୟ==

୨୩:୩୦, ୬ ଫେବୃଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ

ନିମ୍‌କି - ନିମପୁରରୁ ନବୀନ ନିବାସ
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକକୁନା ମଙ୍ଗରାଜ
ବର୍ଷା ପ୍ରିୟଦର୍ଶିନୀ
ସଂଳାପଦିଲୀପ ଚୈଧୁରୀ
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀବର୍ଷା ପ୍ରିୟଦର୍ଶିନୀ
କଳାକାରବର୍ଷା ପ୍ରିୟଦର୍ଶିନୀ
ଅଶ୍ରୁମୋଚନ ମହାନ୍ତି
ତୃପ୍ତି ସିହ୍ନା
ପ୍ରଜ୍ଞା ଖଟୁଆ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣସୁଭ୍ରାଂଶୁ ଦାସ
ମୁକ୍ତିଲାଭ ତାରିଖ
୨୩ ଜାନୁଆରୀ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ନିମ୍‌କି, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୁନା ମଙ୍ଗରାଜ ଓ ବର୍ଷା ପ୍ରିୟଦର୍ଶିନୀ ।[୨] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ଦିଲୀପ ଚୈଧୁରୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ।[୪] ଅଶ୍ରୁମୋଚନ ମହାନ୍ତି, ପ୍ରଜ୍ଞା ଖଟୁଆ, ତୃପ୍ତି ସିହ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଏହି ଚଳଚ୍ଚିତ୍ରଟିର ୨୦୧୯ ମସିହା ଜାନୁଆରୀ ମାସ ୨୩ ତାରିଖରେ ମୁକ୍ତିଲାଭ କରିଥିଲା ।[୫] କଥାଚିତ୍ରଟିର ପ୍ରିମିୟର ଉତ୍ସବରେ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଜୟା ବଚ୍ଚନ ଯୋଗ ଦେଇଥିଲେ ।[୬]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶାନ ଦେଇଥିଲେ ପ୍ରେମ ଆନନ୍ଦ[୭] ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ସବିଶେଷ, ଆଶୁତୋଷ, ଅନ୍ତରା ଚକ୍ରବର୍ତ୍ତୀ, ସୋହିନି ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ଏହି କଥାଚିତ୍ରଟିର ଗୀତଗୁଡ଼ିକ କଟକ ବାଲିଯାତ୍ର ପଡ଼ିଆରେ ମୁକ୍ତିଲାଭ କରିଥିଲା ।[୮]

ଗୀତ

କ୍ରମଗୀତଗାୟକସମୟ
1."ଏ ଭୁବନେଶ୍ୱର"  
2."ମନ ନାଚେ"  
3."ଛୋଟ ମୋର ଗାଁଟି"ସୋହିନି ମିଶ୍ର 

ଆଧାର

  1. Das, Prafullla (18 January 2019). "Odia films on politicians to hit screens ahead of polls". The Hindu (in Indian English). Retrieved 29 January 2019.
  2. ୨.୦ ୨.୧ "ବର୍ଷାଙ୍କ ଏହି ସ୍ୱପ୍ନର ଚଳଚ୍ଚିତ୍ର ଓଡ଼ିଶା ତଥା ଦେଶବିଦେଶର ଦର୍ଶକଙ୍କୁ ପ୍ରଭାବିତ କରିବ". Sambad (in Odia). Odisha. 20 January 2019. Archived from the original on 22 January 2019. Retrieved 22 January 2019.{{cite news}}: CS1 maint: unrecognized language (link)
  3. Das, Sowmika (18 August 2018). "Sushant changes camera tactics for Nimki". The New Indian Express. Retrieved 29 January 2019.
  4. "କୁଆଡ଼େ ମୁହାଁଇଛନ୍ତି ଅର୍ଚ୍ଚିତା ଓ ବର୍ଷା!". sambad.in (in Odia). Odisha. 14 May 2018. Archived from the original on 29 January 2019. Retrieved 6 June 2018.{{cite news}}: CS1 maint: unrecognized language (link)
  5. "ପ୍ରଥମ ମାସରେ ରିଲିଜ୍‌ ହେଲା ଏହିସବୁ ଓଡ଼ିଆ ସିନେମା". Sambad (in Odia). Odisha. 5 February 2019. Archived from the original on 6 February 2019. Retrieved 6 February 2019.{{cite news}}: CS1 maint: unrecognized language (link)
  6. "ଓଲିଉଡ୍ ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସିନେମା 'ନିମକି'ର ପ୍ରିମିୟରରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ବଲିଉଡ଼୍ ଅଭିନେତ୍ରୀ ଜୟା ବଚ୍ଚନ!". Sambad (in Odia). Odisha. 18 January 2019. Archived from the original on 22 January 2019. Retrieved 22 January 2019.{{cite news}}: CS1 maint: unrecognized language (link)
  7. "ନୂଆ ରୂପରେ ବର୍ଷା ପ୍ରିୟଦର୍ଶିନୀ". sambad.in (in Odia). Odisha. 24 April 2018. Archived from the original on 29 January 2019. Retrieved 6 June 2018.{{cite news}}: CS1 maint: unrecognized language (link)
  8. Moharana, Anuradha (26 November 2018). "ବାଲିଯାତ୍ରାରେ 'ନିମ୍‍କି'ର ଅଡ଼ିଓ ରିଲିିଜ, ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବ ଚଳଚ୍ଚିତ୍ର". THE KALINGA SAMAJA (in Odia). Cuttack. Archived from the original on 29 January 2019. Retrieved 29 January 2019.{{cite news}}: CS1 maint: unrecognized language (link)

ବାହାର ଆଧାର